ଏବେ ଧଳା ବାଳକୁ କଳା କରିବାର ସବୁଠାରୁ ସହଜ ଘରୋଇ ପ୍ରକିୟା ବିଷୟରେ ଜାଣିନିଅନ୍ତୁ , ସବୁଦିନ ପାଇଁ ହୋଇଯିବ ଧଳା ବାଳ କଳା ହେଇଯିବ..
ଆଜି କାଲିର ସମୟରେ ସମସ୍ତ ବ୍ୟସ୍ତତା ଭିତରେ ଏତେ ମଜି ଯାଇଛନ୍ତି କି ନିଜ ଉପରେ ଧ୍ୟାନ ଦେଇପାରୁନାହାନ୍ତି , ଏହି କାରଣରୁ ନାନାଦି ରୋଗ ହେଉଛି , ସେହି ରୋଗରୁ ଗୋଟେ ରୋଗ ହେଲା ବାଳର ଅସମୟରେ ଧଳା ହୋଇଯିବା ବା ପାଚିବା , ଯାହାର କାରଣରୁ ବହୁତ ଲୋକ ଚିନ୍ତାରେ ରୁହନ୍ତି , ବହୁତ ସାରା ପ୍ରଡକ୍ଟ ଉପରେ ଆମେ ପଇସା ଖର୍ଚ୍ଚ କରିଦେଉ , କିନ୍ତୁ ଫଳାଫଳ କିଛି ଅଲଗା ବାହାରିଥାଏ , ତାହାର କିଛି ପ୍ରକାରର ସମାଧାନ ହୋଇପାରେ ନାହିଁ , କିନ୍ତୁ ଆଜି ଆଂଏ ଆପଣଙ୍କୁ ଏପରି ଏକ ତରିକା ବିଷୟରେ କହିବାକୁ ଯାଉଛୁ , ଯାହା ବୋଧେ ଆଗରୁ କେବେ ଦେଖିନଥିବେ , ଆପଣଙ୍କୁ କହିଦେବୁ କି ଏହି ତରିକା କରିବା ଦ୍ୱାରା ଆପଣଙ୍କ ବାଳ କଳା ତ ହୋଇଯିବ ଓ ଏହା ଦ୍ୱାରା କେଉଁ ପ୍ରକାରର ସାଇଡ୍ ଇଫେକ୍ଟ୍ ପଡିବ ନାହିଁ ,
ଆଜି କାଲିର ପ୍ରଦୁଷଣ କିମ୍ବା ସ୍ୟାମ୍ପୁ ଦ୍ୱାରା ଏହା ଧଳା ହୋଈଯାଏ , ଏହାର ଅଲଗା ଏକ କାରଣ ବି ହୋଇପାରେ ଯାହାକୁ ଡାକ୍ତର ପ୍ରୀ ମ୍ୟାଚୁର୍ ଏଜିଙ୍ଗ୍ କହନ୍ତି , ଏହାକୁ ଲୁଚାଇବାକୁ ଯାଇ ଆମେ ହେୟାର୍ ଡାଇ କରନିତ୍ , କିନ୍ତୁ ତାହା ଅଧିକା ହାନିକାରକ ହୋଇପାରେ, କିନ୍ତୁ ଆଜି ଆମେ ଯେଉଁ ଉପାୟ କହିବାକୁ ଯାଉଛୁ , ଯାହା ବାଳକୁ କଳା କରିବାପାଇଁ ବହୁତ ସହଜ ଉପାୟ ଅଟେ , ଯଦି ଆପଣ କେବେ ଭେସଲିନ୍ ର ବ୍ୟବହାର କରିଛନ୍ତି ତେବେ କହିଦେବୁ କି ଭେସଲିନ୍ ସହ ଯୋଡିହୋଇଥିବା ଯାହାର ବ୍ୟବହାରରେ ଆପଣଙ୍କ ଧଳା ବାଳ ଧିରେ ଧିରେ କଳା ହେବାକୁ ଲାଗିବ , ତେବେ ଆସନ୍ତୁ ସେହି ପ୍ରୟୋଗ୍ ବିଧି ବିଷୟରେ ଜାଣିବା ।
ସାମଗ୍ରୀ ; ଏହା ପାଇଁ ଆପଣଙ୍କୁ ୩ ଟି ଜିନିଷ ଦରକାର ପଡିବ ।
ପ୍ରଥମ ଭେସଲିନ୍ ଯାହାକି ଆମର ବାଳକୁ ସଫ୍ଟ କରିବା ସହ କୋମଳ କରିଥାଏ । ଦ୍ୱିତୀୟଟି ହେଲା ଆଲୋବେରା ଜେଲ୍ , ଯାହାକି ସହଜରେ ବଜାରରୁ ମିଳିଯିବ , ଆପଣ ଚାହିଁଲେ ଏକ ଫ୍ରେସ୍ ଆଲୋବେରା ବ୍ୟବହାର କରିପାରିବେ , ଏଲୋବେରା ଜେଲ୍ ବାଲକୁ ଗ୍ରୋଥ କରିବାପାଇଁ ଭଲ ହୋଇଥାଏ, ତୃତୀୟଟି ହେଲା ଭିଟାମିନ୍ ଇ ର କ୍ୟାପସୁଲ୍ ତେଲ , ଏହା ଆପଣ କେଉଁ ମେଡିକାଲ୍ ଷ୍ଟୋର୍ ରୁ ସହଜରେ ପାଇଯିବେ ।
ପ୍ରୟୋଗ ବିଧି : ଆପଣଙ୍କୁ ଗୋଟିଏ ଗିନାରେ ଏକ ଚାମଚ ଭେସଲିନ୍ ନେବାର ଅଛି ଯଦି ଆପଣଙ୍କ ବାଲ ଅଧିକା ଲମ୍ବା ଅଛି ତେବେ ୨ ଚାମଚ୍ ଭେସଲିନ୍ ନେଇପାରିବେ , ଏବେ ଏଥିରେ ୧ ଚାମଚ ଆଲୋବେରା ଜେଲ୍ ଲଗାଇଦିଅନ୍ତୁ । ଦୁହେଁ ବରାବର ମାତ୍ରାରେ ନିଅନ୍ତୁ , ଓ ତାପରେ ଏଥିରେ ଭିଟାମିନ୍ ଇ କ୍ୟାପସୁଲ୍ ଅୟେଲ୍ ପକାଇ ଭଲ ଭାବରେ ମିଶାଇଦିଅନ୍ତୁ ।
ଏବେ ଏହି ମିଶ୍ରଣକୁ ନିଜ ବାଳ ଧୋଇବାପରେ ହିଁ ଲଗାଇପାରିବେ , ତାପରେ ଭଲ ଭାବରେ ସୁଖିଲା ପରେ ଧୋଇଦିଅନ୍ତୁ । ତାପରେ ପାନିଆଁ ମାଧ୍ୟମରେ ବାଳକୁ କୁଣ୍ଢାଇଦିଅନ୍ତୁ , ଓ ହାଲକା ହାତରେ ମସାଜ୍ କରନ୍ତୁ , ଏହାକୁ ୧ ଘଣ୍ଟା ଲଗାଇବା ପରେ ବାଳକୁ କେଉଁ ସ୍ୟାମ୍ପୁ ରେ ଧୋଇପାରିବେ , ଏହି ତରିକାରେ ଜଲଦି ହିଁ ବାଳ କଳା ହେବାକୁ ଲାଗିବ , ଏହି ପ୍ରୟୋଗ ସପ୍ତାହରେ ୨ ଥର କରିପାରିବେ ।