୨ ଜାନୁଆରୀ ୨୦୨୦ ଗୁରୁବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ଏହି ୩ ଟି ରାଶିଙ୍କର ଉପରେ ପ୍ରସନ୍ନ ହେବେ ମା ଲକ୍ଷ୍ମୀ , ଧନ ଲାଭ ହେବ , ସବୁ କଷ୍ଟ ହେବ ଦୁର
ମେଷ ରାଶି : ଆଜି ଆପଣଙ୍କର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାର ଦରକାର ଅଛି , କିଛି ବି ଶୁଭ ସମାଚାର ପ୍ରାପ୍ତି ହେବ , ଯାହା ଦ୍ୱାରା ମନକୁ ଆନନ୍ଦିତ ଲାଗିବ , ଓ ଲାଭ ବି ହେବ , କାରୋବାରରେ ଆଶା ଅନୁରୁପ ଫାଇଦା ଅଛି, ଏହି ରାଶିର ମହିଲାମାନେ ଘରୋଇ କାମରେ ପୁରା ଭାବେ ମନ ଦେବେ , ସମ୍ଭାଳିକରି ରହିବାକୁ ହେବ , କିଛି ସ୍ଥିତି ଆପଣଙ୍କୁ ଚିନ୍ତାରେ ପକାଇପାରେ , ପୁରୁଣା ରୋଗ ଆଉଥରେ ଦେଖାଦେଇପାରେ , ପ୍ରେମ ପ୍ରସଙ୍ଗରେ ସମୟ ଅନୁକୁଳ ରହିବ ।
ବୃଷ ରାଶି : ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଆଗ ଅପେକ୍ଷା ଭଲ ରହିବ , ଧନରେ ବୃଦ୍ଧି ହେବାର ଅବସର ସ୍ୱରୁପ କିଛି ନୁଆ ବ୍ୟବସାୟ କରିପାରନିତ୍ , ନିଜର ମହତ୍ତ୍ୱକାକ୍ଷାଂ ପୁରା ହେବା ହେତୁ କେଉଁ ଅହିତ୍ କୁ ନହୋଇ ଏହାର ଧ୍ୟାନ ରଖିବେ , ଏହି ରାଶିର ଓକିଲଙ୍କ ପାଇଁ ଆଜିର ଦିନ ଠିକ୍ ଠାକ୍ ରହିବ , କେଉଁ ଜରୁରୀ କେସ୍ ରେ ପକ୍ଷରେ ଆପଣଙ୍କର ରହିବ , ହାଲକା ଚିନ୍ତା ଚିନ୍ତିତ କରିପାରେ , କିଛି ଖରାପ ସୁଚନା ମିଳିପାରେ , ବିଦ୍ୟାର୍ଥୀଙ୍କ ପାଇଁ ଅଧିକା ପରିଶ୍ରମ କରିବାକୁ ହେବ ।
ମିଥୁନ ରାଶି : ଆପଣଙ୍କ କ୍ରୋଧ ଉପରେ ଅଧିକା ରହିଲେ କ୍ଷତି କରିପାରେ , ଆପଣଙ୍କ ମାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିପାରନ୍ତି , ଆପଣଙ୍କୁ ବାହାନ ଚଲାଉଛନ୍ତି ତେବେ ସତର୍କ ରହିବେ , ସମୟ ଅନୁକୁଳ ଶୁଭ ଫଳଦାୟୀ ରହିବ , ସବୁ କାମ ମନ ମୁତାବିକ ପୁରା ହୋଇଯିବ , ବହୁତ ଦିନରୁ ପଇସାର ମାମଲାରେ ବୁଡିରହିଥିବା ବେଲେ ଏହା ବୁଝାମଣା ହୋଇଯିବ , ଆପଣଙ୍କ ଖୁସିରେ ବୃଦ୍ଧି ହେବ , ଯଦି ଆପଣଙ୍କ ମସ୍ତିଷ୍କରେ କିଛି ବି ଚାଲୁଛି ତାହା ସେୟାର୍ କରିପାରିବେ ।
କର୍କଟ ରାଶି : ଆଜି ଆପଣକ ମନ ଲୋକଙ୍କ ସହ ଦେଖାକରିବାରେ ଲାଗିବ , ପରିବାର ସଦସ୍ୟ ଙ୍କ ସହ ମଧୁରତା ବଢିବ , କେଉଁ ଆନନ୍ଦଉତ୍ସବରେ ଭାଗ ନେବାକୁ ସମୟ ପାଇବେ , ଜୀବନସାଥୀ ସହ ପ୍ରେମୀଙ୍କ ଦ୍ୱାରା ବିନା କିଛି ପଦକ୍ଷେପ ନିଅନ୍ତୁ ନାହିଁ ,ଆପଣଙ୍କର ଆର୍ଥିକ ପକ୍ଷ ମଜବୁତ୍ ହେବ , ମସ୍ତିଷ୍କ ସ୍ତରରେ ଚୁନୋତି ଆସିପାରେ , ସନ୍ତାନ ସୁଖ ପ୍ରାପ୍ତି ହେବ , ଶାରରୀକ କଷ୍ଟର ଆଶଙ୍କା ଅଛି ଦାମିକା ଜିନିଷ ସମ୍ଭାଳିକରି ରଖନ୍ତୁ ।
ସିଂହ ରାଶି : ଆଜି ଜୀବନସାଥୀଙ୍କ ସହ ଆନନ୍ଦଦାୟକ ସମୟ ଅତିବାହିତ କରିବେ , ଖୋଲିକରି ନିଜ ମନଭାବକୁ ବ୍ୟକ୍ତ କରିବେ , ନିଜ କାମ କାର୍ଯ୍ୟରେ ବିଜି ରହିବା ଯୋଗୁଁ ଛୁଆଙ୍କ ସହ ଅଧିକା ସମୟ କଟାଇପାରିବେ ନାହିଁ , ପଇସା କମାଇବାର କିଛି ନୁଆ ତରିକାପାଇ ପାରନ୍ତି , ଜୀବନସାଥୀଙ୍କୁ ଖୁସ୍ କରିବାପାଇଁ ତାଙ୍କୁ ଭଲ ଉପହାର ଦିଅନ୍ତୁ , ଆଜି ଆପଣଙ୍କ ମନ କେଉଂ କଥା କହିବାରେ ଚିନ୍ତିତ ହୋଇପାରେ ।
କନ୍ୟା ରାଶି : ଆଜି କାମ କାର୍ଯ୍ୟରେ ଡେରି ହେବା ଦ୍ୱାର ମୁଡ୍ ଖରାପ ହୋଇପାରେ, ଯେଉଁ ଲୋକ ଖେଳକୁଦରେ ଯୋଡିହୋଇଛନ୍ତି , ତାଙ୍କର ଦିନ ସାମାନ୍ୟ ରହିବ , କିଛି ନୁଆ ସାଙ୍ଗ ଆପଣଙ୍କ ପାଇଁ ହିତକାରୀ ହୋଇପାରନ୍ତି , ପ୍ରେମୀଙ୍କ ସହ କିଛି ମନ ମୁତାବ ହୋଇପାର୍,ଏ , ଏମିତିରେ ଭୌତିକ ବସ୍ତୁ ପ୍ରାପ୍ତିରେ ଖର୍ଚ୍ଚ କରିବସିବେ , ପରିବାରର କେଉଁ ଯୁବା ମନମାନି କରିବାରେ ଅଟକାଇବେ , ଆପଣଙ୍କ ସ୍ୱାସ୍ଥ୍ୟରେ କିଛିଟା ହ୍ରାସ ପାଇବ , ସାମାଜିକ କାର୍ଯ୍ୟରେ ମନ ଲାଗିବ ।
ତୁଳା ରାଶି : ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବେ , ବରିଷ୍ଠ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ରାୟରେ କାର୍ଯ୍ୟ କରିବେ , କାରଣ ଏହା ପରୀକ୍ଷଣର ସମୟ ଅଟେ, ନିଜ ଜୀବନରେ ଆସୁଥିବା ସବୁ ଅସୁବିଧାକୁ ଦୁର କରିବାରେ ଗରିବକୁ ଦାନ କରିବାକୁ ଭୁଲନ୍ତୁ ନାହିଁ , ଆପଣଙ୍କ କିଛି ଖାସ୍ ଇଚ୍ଛା ନିଶ୍ଚିତ ପୁରା ହେବ , ଲଭ ମେଟ୍ ପାଇଁ ଆଜି ଭଲ ଦିନ ଅଛି , ଆଜି ଆପଣ ଅଲଗ୍ ଲୋକଙ୍କ ପାଇଁ ସମ୍ବେଦନଶୀଳ ହୋଇପାରନ୍ତି , ଛାତ୍ରଙ୍କ ପାଇଁ ଭଲ ଦିନ ଅଛି ,
ବିଛା ରାଶି : ଆଜି ଆପଣଙ୍କର ଆତ୍ମବିଶ୍ୱାସ ଶିଖରରେ ରହିବ , ଏହାର ପୁରା ଲାଭ ଉଠାନ୍ତୁ , ନିଜ ଚେଷ୍ଟାର ପରିଣାମ ଜାଣିବାପାଇଁ ଚିନ୍ତିତ ରହିପାରନ୍ତି , ନିଜ ଦ୍ୱାରା କରାଯାଇଥିବା କାମରେ ନିବେଶରେ ଭଲ ଫଳ ପ୍ରାପ୍ତି କରିବେ , ମନ ସନ୍ତୁଷ୍ଟ ଓ ଶାନ୍ତ ରହିବ , ଚାକିରି କ୍ଷେତ୍ରରେ ପ୍ରୟାସରେ ସଫଳ ହେବେ , ଆଜି କେଉଁ ଛୋଟ କଥାରେ ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ ,
୯) ଧନୁ ରାଶି : ଆଜି ଆପଣଙ୍କ ଆତ୍ମବିଶ୍ୱାସ ଓ ସକରାତ୍ମକ ଭାବନା ଆଖପାଖ ଲୋକଙ୍କୁ ପ୍ରଭାବିତ୍ କରିବ ।ନିଜ ଭାବନାକୁ ସାବଧନତା ରଖିବେ , କାରଣ ହେଉଥିବା କାମ ବିଗଡିପାରେ, ବାପାଙ୍କ ବୈଚାରିକ ମତଭେଦ ହୋଇପାରେ, ସଂନ୍ଧ୍ୟାରେ ଇଭନିଙ୍ଗ୍ ୱାର୍କ ଯାଆନ୍ତୁ । ସତେଜ ଅନୁଭବ କରିବେ , କିଛି ଲୋକ ଆପଣଙ୍କର ବ୍ୟବହାରରେ ଭୁଲ୍ ଅର୍ଥ ବାହାର କରିବେ
ମକର ରାଶି : ଚାକିରି କିମ୍ବା ବିଜନେସ୍ ପେଶା କରୁଥିବା ଲୋକଙ୍କ ଆଖପାଖ ଲୋକଙ୍କ ଠାରୁ ସାହାଯ୍ୟ ମିଳିପାରେ , ପରିବାର ସଦସ୍ୟଙ୍କ ସହ ମଧ୍ୟ ଅଶାନ୍ତି ହେବାରୁ ଚିନ୍ତାର କାରଣ ହୋଇପାରେ, କାହାର ଉନ୍ନତିରୁ ମନରେ ଅହଂ ଭାବନା ଆସିପାର୍ , ଧନ ଲାଭର ନୁଆ ରାସ୍ତା ବାଛିବେ । ଆଜି ନୁଆ ଜମି ଜମା କିଣିବାର ଯୋଗ ରହୁଛି । ଉଧାର ନେଇଥିବା ପଇସା ଆଣିବାକୁ ଚେଷ୍ଟା କରିବେ , କେଉଁ ବ୍ୟକ୍ତି ଅକାରଣରେ ବିବାଦ ଘେରକୁ ଆସିପାରେ , ଲେଣଦେଣରେ ବ୍ୟସ୍ତତା ରଖନ୍ତୁ ନାହୀଁ
କୁମ୍ଭ ରାଶି : ଆରୋଗ୍ୟ ପାଇଁ ଆଜିର ଦିନ ଶୁଭ ନାହୀଁ , ଆପଣଙ୍କ ମନରେ ବ୍ୟଗ୍ରତା ଆସିପାରେ , କିଛି ନୁଆ ପରିଚିତଙ୍କ ଦ୍ୱାରା ଧୋକା ଖାଇବା ନିଜ ବିକଳ୍ପର ସହ ବୁଝାମଣା କରନ୍ତୁ , ପାରିବାରିକ ବାତାବରଣ ଖୁସିମୟ ରହିବ , ଧୈର୍ଯ୍ୟଶୀଳତା କମ୍ ହେବ , ଆପଣଙ୍କୁ ପାଠ ପଢାରେ ମନଲାଗିବ , ତାହା ସହ ନୁଆ କୋର୍ସ ଜଏନ୍ କରିପାରନ୍ତି , ଆଜିର ଦିନ ଶୁଭ ଫଳ ଦେବ ।
ମୀନ ରାଶି : ଭୌତିକ ଓ ଐଶ୍ୱର୍ଯ୍ୟ ସାଧନରେ ବୃଦ୍ଧି ହେବ , ଆପଣଙ୍କର ଆତ୍ମବିଶ୍ୱାସ ବଢିବ , ଓ ଆପଣଙ୍କର ସହକର୍ମୀଙ୍କର ପୁର୍ଣ୍ଣ ସହଯୋଗ ଓ ସମର୍ଥନ ପ୍ରାପ୍ତି ହେବ , ଅଜଣା ଲୋକଙ୍କର ଉପରେ ଅଧିକା ଭରସା କଷ୍ଟକାରୀ ପ୍ରମାଣିତ ହେବ , ଅଫିସ୍ ରେ କାମରେ କେଉଁ ଆଡେ ବାହାରକୁ ଯାଇପାରନ୍ତି , ଖର୍ଚ୍ଚକୁ ନିୟନ୍ତ୍ରଣ ରଖନ୍ତୁ , ଏଥିରେ ଆପଣ ସଫଳ ହୋଇପାରିବେ , ଧନ ଲାଭର ପୁରା ଚାନ୍ସ ଅଛି ।