June 21, 2025

Odia Express

Here, There and Everywhere

ଗର୍ଭବତୀ ପତ୍ନୀଙ୍କର ଏହି ଫଟୋ ଯେବେ Zoom କରି ଦେଖିଲେ ସ୍ୱାମୀ , ଦେଖିକି ସ୍ଵାମୀଙ୍କର ମୁଣ୍ଡ ଚକ୍କର ଖାଇଗଲା – ଆପଣ ଦେଖିଲେ ମଧ୍ୟ ଚମକି ପଡିବେ …

ସୋସିଆଲ ମିଡିଆ ଆଜିର ସମୟରେ ବହୁତ ବଡ ମଞ୍ଚ ହୋଇ ଆଗକୁ ଆସିଛି । ଦେଶ ଦୁନିଆ ସହ ଜଡିତ ଖବର ସହିତ ଅନେକ ଥର ଏଭଳି ଅଦ୍ଭୁତ ଜିନିଷ ଦେଖିବାକୁ ମିଳିଥାଏ। ଅଧିକତର ଲୋକେ ନିଜର ଫଟୋ ମଧ୍ୟ ସେୟାର କରନ୍ତି । ଅନେକଥର ଆପଣ ମଧ୍ୟ ଦେଖିଥିବେ ଯେ ସୋସିଆଲ ମିଡିଆରେ ଏଭଳି ଫଟୋ ଭାଇରାଲ ହୋଇଥାଏ ଯାହା ନିକଟରୁ ଦେଖିଲେ ସାଧାରଣ ଭଳି ଦେଖାଯାଏ କିନ୍ତୁ ଯେବେ ତାଙ୍କୁ ଜୁମ କରି ଦେଖାଯାଏ ତ ସେଥିରେ କିଛି ଅନ୍ୟ ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ ଯାହାକୁ ଦେଖିବାପରେ ଲୋକଙ୍କର ଚେତା ହଜିଯାଏ ।

ଅନେକଥର ଆପଣଙ୍କ ସାମ୍ନା ମଧ୍ୟ ସୋସିଆଲ ମିଡିଆର ଏଭଳି ଫଟୋ ସହିତ ହୋଇଥିବ ଯେଉଁଥିରେ ଫଟୋ ଉଠେଇବା ଲୋକ ଠିଆ ହୋଇଥାନ୍ତି କିନ୍ତୁ ଯେବେ ସେହି ଫଟୋ ଜୁମ କରିଦେଖାଯାଏ ସେତେବେଳେ କୌଣସି ଆତ୍ମା, କେବେ ଛାଇ ରାହିଜାଇଥାଏ ଯାହା ପରେ ଜଣାପଡିଥାଏ । ଆଜି ଆମେ ଆପଣଙ୍କୁ ଏଭଳି ଏକ ଗର୍ଭବତୀ ସ୍ତ୍ରୀଙ୍କର ଫଟୋ ଦେଖାଇବାକୁ ଯାଉଛୁ ଯିଏ ସମୁଦ୍ର ନିକଟରେ ଛିଡାହୋଇ ଫଟୋ ଉଠେଇଛନ୍ତି । ଏହାପରେ ସେହି ଫଟୋରେ କିଛି ଏପରି ଆସି ଯାଉଛି ଯାହାକୁ ନମ କରି ଦେଖିବାପରେ ଜଣାପଡୁଛି । ଆସନ୍ତୁ ଦେଖାଉଛୁ ଆପଣଙ୍କୁ ସେହି ଫଟୋ ଯାହାକୁ ଜୁମ କରି ଦେଖିଲେ ଆପଣ ମଧ୍ୟ କହିବେ ଯେ ବାଃ କି ଫଟୋ ଆସିଛି ।

ଫଟୋରେ ଆପଣ ଦେଖୁଥିବେ ଯେ ଜଣେ ଗର୍ଭବତୀ ମହିଳା ସମୁଦ୍ର ସାମ୍ନାରେ ଠିଆ ହୋଇ ଫଟୋ ଉଠାଉଛନ୍ତି । ଯାହାକୁ ପରେ ଯେବେ ମହିଳା ଓ ତାଙ୍କର ସ୍ଵାମୀ ସେହି ଫଟୋକୁ ଜୁମ କରି ଦେଖିଲେ ତ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଜଣେଇଦେଉଛୁ ଯେ ଏହି ଫଟୋରେ ଆପଣ ପଛରେ ଦେଖିଲେ ଜାଣିବେ ଯେ ଯେପରି ଫଟୋ କ୍ଲିକ ହୋଇଛି ସେତିକିବେଳେ ପଛରେ ସମୁଦ୍ରରେ ଏକ ଶାର୍କ ମାଛ ଉପରକୁ ଡେଉଁଥିବାର ଦେଖାଯାଉଛି ।

ଏହି ଫଟୋ ଯେବେ ସେମାନେ ଜୁମ କରିଦେଖିଲେ ତ ତାଙ୍କୁ ଫଟୋ ବହୁତ ସୁନ୍ଦର ଦେଖାଗଲା କାରଣ ପଛରେ ଶାର୍କ ସେହି ଫଟୋକୁ ଆହୁରି ସୁନ୍ଦର କରିଦେଇଛି । ଏହି ଫଟୋ ଆପଣ ମଧ୍ୟ ଦେଖିକରି ଭାବୁଥିବେ ଯେ କ୍ଲିକ କରିବାର କି ଜବରଦସ୍ତ ଟାଇମିଂ!

Leave a Reply

Your email address will not be published. Required fields are marked *