ଯଦି ୨୦୨୧ ରେ ଧୋନି ଚେନ୍ନାଇ ସୁପର କିଙ୍ଗସ ରେ ଖେଳିବେ ନାହିଁ ତେବେ ଏହି ଖେଳାଳି ହେଇପାରନ୍ତି ଦଳର ଅଧିନାୟକ – ଦେଖନ୍ତୁ କିଏ ସେ ମହାନ ଖେଳାଳି..
1 min readIPL ୨୦୨୦ ରେ ଅଧିଵାକୟା ଭାବେ ରହିବେ ମହେନ୍ଦ୍ର ସିଂ ଧୋନି | କିନ୍ତୁ ଯଦି ଧୋନି IPL ରେ ଅବସର ନିୟନ୍ତି ତେବେ ୨୦୨୧ ରେ କିଏ ହେବ ଚେନ୍ନାଇ ର ଅଧିନାୟକ | ତେବେ ଆଗାମୀ ବର୍ଷ IPL ଖେଳିବା ଧୋନିଙ୍କ ପାଇଁ ସମ୍ଭବ ନ ହେଇ ପରେ | କାରଣ ସେତେବେଳେ ତାଙ୍କ ବୟସ ୩୮ ଉପରେ ହେଇସାରିଥିବ |ତେବେ ବର୍ତମାନ ଏହା ଭାବିବା ହୁଏତ ଠିକ ହେଇପାରେ ଯେ ଏହା ତାଙ୍କର ଅନ୍ତିମ IPL |ତେବେ ଯଦି ଧୋନି ଚେନ୍ନାଇ ରୁ ଅଧିନାୟକ ପାଦ ଛାଡ଼ିବେ ତେବେ କେଉଁ ଖେଳାଳି ଚେନ୍ନାଇ ର ଅଧିନାୟକ ହେଇପାରନ୍ତି ଚାଲନ୍ତୁ ଆଜି ସେ ବିଷୟରେ ଜାଣିବା
ସୁରେଶ ରାଇନା – ଯଦି କହିବା କେଉଁ ଖେଳାଳି IPL ଖେଳିନାହିଁ ବରଂ IPL କୁ ବହୁତ ଆଗକୁ ନେଇ ବଂଚେଇ ରଖିଛି ତେବେ ସେଠାରେ ସବୁଠୁ ଆଗରେ ଯେଉଁ ନାମ ଆସିବା ସେ ହେଉଛି ସୁରେଶ ରାଇନା |ସେ IPL ରେ ଯେତେ ମ୍ୟାଚ ଖେଳିଛନ୍ତି ଏବେ ଯାଏ କୌଣସି ଖେଲାଇଲି ଏତେ ମ୍ୟାଚ ଖେଳି ନାହାନ୍ତି |ସେ IPL ଆରମ୍ଭ ଦିନରୁ ଆଜି ଯାଏ ଏବଲ ଗୋଟିଏ ମ୍ୟାଚ ମିସ କରିଛନ୍ତି |ସେହି ମ୍ୟାଚ ଟି ତାଙ୍କ ଝିଅ ଜନ୍ମ ହେବ ଦିନ ହିଁ ସେ ବନ୍ଦ କରିଥିଲେ
ଅନେକ ବର୍ଷରୁ ଚେନ୍ନାଇ ସୁପର କିଙ୍ଗସ ର ସଫଳତା ପଛରେ ସବୁଠୁ ବଡ ହାତ ସୁରେଶ ରାଇନା ଙ୍କର ମଧ୍ୟ ଅଛି |ତେବେ ସେ IPL ଅନେକ ଗୁଡିଏ ରେକର୍ଡ କରି ସାରିଛନ୍ତି | ତେବେ ସବୁବେଳେ ଆପଣ ଲକ୍ଷ କରିଥିବେ ରାଇନା ଫିଲଡିଂ ସମୟରେ ଅନ୍ୟ ଫିଲଡର ଓ ବୋଲର ମନକୁ ପରାମର୍ଶ ମଧ୍ୟ ଦିୟନ୍ତି |ଯାହା କି ତାଙ୍କର ଅଧିନାୟକ ହେବାର ଦକ୍ଷତା କୁ ଦର୍ଶାଇଥାଏ |ତେବେ ଯଦି ୨୦୧୧ ରେ ଚେନ୍ନାଇ ର ଅଧିନାୟକ ପଦରୁ ଧୋନି ବିଦାୟ ନେବେ ତେବେ ଚେନ୍ନାଇ ର ଅଧିନାୟକ ସୁରେଶ ରାଇନା ହେବେ ବୋଲି ଶୁଣିବାକୁ ମିଳୁଛି
ତେବେ ଏହା ପୂର୍ବରୁ ଆପଣ ଲକ୍ଷ କରିଥିବେ ଯେଉଁ ମ୍ୟାଚ ରେ ଧୋନି ଙ୍କ ଅନୁପସ୍ଥିତି ଥାଏ ସେହି ମ୍ୟାଚ ରେ ରାଇନା ମଧ୍ୟ ଅଧିନାୟକ ହେଇ ସାରିଛନ୍ତି |ସେଥିପାଇଁ ଏକଥା ମଧ୍ୟ ସ୍ପଷ୍ଟ ହେଉଛି ଯେ ଧୋନିଙ୍କ ପରେ ରାଇନା ହେଉଛନ୍ତି ଦଳର ଅଧିନାୟକ |ତେବେ ବର୍ତମାନ ଅପେକ୍ଷା ରହିଲା ଯେ ଧୋନି ୨୦୧୧ ରେ IPL ଖେଳୁଛନ୍ତି ନ ଅବସର ଘୋଷଣା କରି ରାଇନା ଙ୍କୁ ଅଧିନାୟକ ପାଦ ଦେଉଛନ୍ତି | ତେବେ ଚେନ୍ନାଇ ର ନୂଆ ଅଧିନାୟକ ଭାବେ ଆପଣଙ୍କ ପସନ୍ଦିତା ଖେଳାଳି କିଏ କମେନ୍ଟ କରନ୍ତୁ