November 19, 2024

Odia Express

Here, There and Everywhere

୨୯ ଡିସେମ୍ବର ୨୦୧୯ ରବିବାର,ଆଜିର ରାଶିଫଳ – କେମିତି କଟିବ ଆଜିର ଦିନ – ସୁର୍ଯ୍ୟଦେବଙ୍କ କୃପାରୁ ଏହି ୭ ଟି ରାଶିର ହେବ ସବୁ ଅସୁବିଧା ଶେଷ , ଉପହାର ଓ ସମ୍ମାନରେ ହେବ ବୃଦ୍ଧି

ମେଷ ରାଶି : ଆଜି ନିବେଶ କରିବାର ସଠିକ୍ ସମୟ ଅଛି , ସ୍ୱାମୀ ଓ ସ୍ତ୍ରୀଙ୍କ ସହ ତାଲମେଳ ରହିବ , କାମ ଧନ୍ଦାରେ ବିଳମ୍ବତା ହୋଇପାରେ , କେଉଁ ଖାସ୍ କାମ ପାଇଁ ସର୍ଟକର୍ଟ ନିଅନ୍ତୁ ନାହିଁ , ଆଜି ପ୍ରେମର ପ୍ରସାବ ବି ଆପଣଙ୍କ ପାଖକୁ ଆସିବ , ମଉକା ମିଳିଲେ ଟୀକିଏ ସମୟ ଏକେଲା ରହିବା ଚେଷ୍ଟା କରନ୍ତୁ , ସ୍ୱାସ୍ଥ୍ୟର ମାମଲାରେ ନିଜକୁ ସତେଜ ଅନୁଭବ କରିବେ ।

ବୃଷ ରାଶି : ଆଜି ଆପଣଙ୍କ ଉପରେ ଦାୟିତ୍ୱ ବଢିବ , ଆପଣଙ୍କ ପଜେଟିଭ୍ ବ୍ୟବହାର ପରିସ୍ଥିତିକୁ ସକରାତ୍ମକ ବନାଇପାରେ , ଧାର୍ମିକ ଭାବନା ରଖୁଥିବା ଲୋକେ ପୁଜାପାଠରେ ବ୍ୟସ୍ତ ରହିବେ , ପରିବାରରେ ଆପଣଙ୍କ ସବୁ ସାହାଯ୍ୟ ଦେବେ , ବିଜନେସ୍ ରେ ଆଗକୁ ବଢିବାରେ ମଉକା ମିଳିବ , ନିଜ ପ୍ଲାନ୍ ର ରହସ୍ୟ କାହା ସହ ସେୟାର୍ କରନ୍ତୁ ନାହିଁ ,

ମିଥୁନ ରାଶି : ଆଜି ପୁରା ଦିନ ବ୍ୟସ୍ତତାରେ ରହିବ , ଯେଉଁ କାରଣରୁ ସ୍ୱାସ୍ଥ୍ୟରେ ହାନି ହୋଇପାରେ,  ପରସ୍ପର ଲଢେଇ ଝଗଡାରେ କୋର୍ଟ ଯାଏଁ ଯିବ , ନୁଆ କାମରେ ଯୋଜନା ହେବ , ଆଖପାଖ ଲୋକଙ୍କର ସହଯୋଗ ବଢିବ , ଆପଣ ପୁର୍ବରେ ହୋଇଥିବା କିଛି ଭୁଲ୍ ସ୍ୱିକାର କରିବେ , ଓ ସାମ୍ନା ବାଲାକୁ ସନ୍ତୁଷ୍ଟ୍ କରିବାକୁ ଯାଇ ସଫଳ ହେବେ , କେଉଁ ଲମ୍ବା ମନୋରଞ୍ଜକ ଯାତ୍ରାର୍ କାର୍ଯ୍ୟକ୍ରମ ହୋଇପାରେ ।

କର୍କଟ ରାଶି : ଆଜି ଆପଣ କାହା ଉପରେ ସନ୍ଦେହ ନିଅନ୍ତୁ ନାହିଁ , ଜୀବନରେ ଉତଥାନ ପତନ କାନ୍ଧରେ କାନ୍ଧ ମିଶାଇ ନିଅନ୍ତୁ , ଦାମ୍ପତ୍ୟ ଜୀବନରେ ଖଟାସ ଆସିପାରେ , ଯେଉଁ କାମ ଏବେ ପର୍ଯ୍ୟନ୍ତ ବନ୍ଧ ଥିଲା,  ତାହା ଅଚାନକ ଆରମ୍ଭ ହୋଇପାରେ,  ସବୁ ବେଳେ କିଛି ନୁଆ କରିବାର ଅଭ୍ୟାସ ଆପଣଙ୍କୁ ସଫଳତା ଦେବ , ସନ୍ତୁଷ୍ଟ ହାସିଲ୍ କରିବାରେ ଖର୍ଚ୍ଚର ରାସ୍ତା ନ ଆପଣାନ୍ତୁ , ଆପଣଙ୍କୁ କେଉଁ ବିଷୟରେ ବୁଝିବାରେ ଅସୁବିଧା ଆସିପାରେ , ଶତ୍ରୁ ପକ୍ଷରୁ ଆପଣଙ୍କୁ ଦୁରତା ରଖିବାର ଅଛି ,

ସିଂହ ରାଶି : ଆଜି କେଉଁ ବିଶେଷ କାମରେ ଆତ୍ମବିଶ୍ୱାସ ପରିପୂର୍ଣ୍ଣ ରହିବ , କେଉଁ କାମ ପୁର୍ବରୁ ପରିଶ୍ରମ ଫଲ ପାଇବେ , ଆପଣଙ୍କୁ କିଛି ନିଜ ସନ୍ତାନ ଶିକ୍ଷାକୁ ନେଇକରି ଚିନ୍ତିତ ରହିପାରିବେ , ବେବସାୟିକ କ୍ଷେତ୍ରରେ ପରିଶ୍ରମର ରଙ୍ଗ ଆଣିବ , ଯଦି ଆପଣ ବିବାହିତ ଅଛନ୍ତି , ତେବେ ପ୍ରଣୟ ସଂବନ୍ଧ ରଖିବାର ଅନୁକୁଳ ସମୟ ଅଛି  ।

କନ୍ୟା ରାଶି : ଆଜି ଆପଣଙ୍କ ମାନ ସମ୍ମାନ ବୃଦ୍ଧି ହେବ , ଆପଣଙ୍କ ଦ୍ୱାରା କରାଯାଇଥିବା କେଉଁ ବିଶେଷ ନିବେଶରେଲାଭ କରିବେ , ମନ ଶାନ୍ତ ଓ ସନ୍ତୁଷ୍ଟା ଏବଂ ଶାନ୍ତ ରହିବ , ଏକେଲା ରହୁଥିବା ଲୋକଙ୍କ ଜୀବନରେ ରୋମାନ୍ସର ସମୟ ଆରମ୍ଭ ହୋଇପାରେ,  କାମର ବୋଝ ଓ ଚିନ୍ତାର କାରଣରୁ ଟିକିଏ ଅଡୁଆରେ ପଡିପାରନ୍ତି , ଯଦି ଆପଣ କଳା କ୍ଷେତ୍ରରେ ଯୋଡି ହୋଇଛନ୍ତି , ତେବେ ଆପଣଙ୍କୁ ଉନ୍ନତିର ନୁଆ ରାସ୍ତା ଖୋଲିବ ,

ତୁଳା ରାଶି : ଆଜି ଆପଣଙ୍କ ଜୀବନରେ ପରିବର୍ତ୍ତନ ଦେଖାଦେଉଛି , ଆପଣଙ୍କୁ ନିଜ ବରିଷ୍ଟ ଙ୍କର ଉପେକ୍ଷାର ସାମ୍ନା କରିବାକୁ ପଡିପାରେ,  ଧର୍ମ ଆସ୍ଥା ଓ ଆପସି ବିଶ୍ୱାସ ବଳ ମିଳିବ , ଆର୍ଥିକ ସ୍ତିତି ପୂର୍ବରୁ ମଜବୁତ୍ ହେବ , ଆଜି କିଛି ଚ୍ୟାଲେଞ୍ଜ ବ୍ୟବହାରିକ ସମାଧାନ କରିପାରିବେ , ବେପାରି ବର୍ଗ ଙ୍କୁ ଧନ ଲାଭର ଯୋଗ ରହୁଛି ,

ବିଛା ରାଶି : ଆଜି ଆପଣଙ୍କ ସାସ୍ଥ୍ୟ ଚିନ୍ତା ହୋଇପାରେ, ବହୁତ ସମୟରୁ ପ୍ରମୋଶନ ଆପଣଙ୍କୁ ଅଟକିଥିବା କାମ ଆଜି ପୁରା ହେବ,  ଯେଉଁଥିରେ ଆପଣଙ୍କୁ ବହୁତ ଖୁସି ହେବ , ପ୍ରେମ ସଂମ୍ପର୍କରେ କିଚି ଖରାପ ମୋଡ୍ ଆସିପାର୍,ଏ ଅଫିସ୍ ରେ ନିଜ ବୁଝାମଣାରେ ନଜର ପକାଇବେ , ଭଲ ଖବର ମିଳିବ ।

ଧନୁ ରାଶି : ଆଜି ଆପଣଙ୍କ ପ୍ରଗତିରେ ର୍ ସଫଳତାର ନୁଆ କିର୍ତ୍ତିମାନ ସ୍ଥାପନ କରିବେ , ଆପଣଙ୍କ ଶତ୍ରୁ କିଛି କରିପାରିବେ ନାହିଁ , ବେପାରିକ କ୍ଷେତ୍ରରେ ଆପଣଙ୍କ ସ୍ଥିତି ମଜବୁତ୍ ହେବ , ପେଶାବର ସ୍ତରରେ ଆପଣଙ୍କ ଦ୍ୱାରା ପୁରା କରାଯାଇଥିବା କାର୍ଯ୍ୟ ସିନିଅର୍ସ ସନ୍ତୁଷ୍ଟ ହେବେ , ଉନ୍ନତିର ମାର୍ଗ ପ୍ରସସ୍ତ ହେବ , ପାର୍ଟନରଙ୍କ ସହଯୋଗ ମିଳିବ , ଯଦି ସ୍ୱାସ୍ଥ୍ୟ କିଛି ଚିନ୍ତା ଅଛି ତେବେ ତାକୁ ଦୁର କରନ୍ତୁ , ନୁଆ ସଂବନ୍ଧ ହେବ , ଯାହା ଭବିଷ୍ୟରେ ଆପଣଙ୍କ ସିଦ୍ଧ ହୋଇପାରିବ ।

ମକର ରାଶି : ଆଜି କାମ ଧୀମା ରହିବ , କିଛି ସାହାସି ଫଇସଲା ସଫଲତା ଦେଇପାରେ , ସଂନ୍ଧ୍ୟା ମଧ୍ୟରେ ସବୁ କାମ ଭଲରେ ହୋଇଯିବ, ନ ଚାହିଁକରି ଆପଣଙ୍କ ସାମାଜିକ ସମାରୋହରେ ଭାଗ ନେବାକୁ ପଡିପାରେ , ଏଥିରେ ଆପଣଙ୍କୁ ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧାର ସାମ୍ନା କରିବାକୁ ପଡିପାରେ , ବୁଝାମଣାରେ ଧୋକାବାଜି ହୋଇପାରେ,  ଶାରରୀକ ହାନି ବି ହୋଇପାରେ ॥

କୁମ୍ବ ରାଶି : ଆଜି କିଛି ମାମଲା ବୁଝାମଣା ହୋଇପାରିବ , ଅଧିକା କ୍ରୋଧ କରିବା ଆପଣଙ୍କ ପାଇଁ ହାନିକାରକ ହୋଇପାରେ,  ଏହି ସମୟରେ ପରିବାରର ଦରକାରିତା ଉପରେ ଧ୍ୟାନ ଦେବା ଅତ୍ୟନ୍ତ ମହତ୍ତ୍ୱପୁର୍ଣ୍ଣ ଅଟେ, ଆପଣଙ୍କୁ ଆମଦାନୀରେ କିଛି ନୁଆ ଜରିଆ ମିଲିପାରେ , କେଉଁ ପ୍ରଭାବଶାଳୀର ମାର୍ଗଦର୍ଶନ ଓ ସହଯୋଗ ମିଳିବ , ଧନପ୍ରାପ୍ତି ରାସ୍ତା ସୁଗମ ହେବ , ଦାମିକା ଜିନିଷ ସମ୍ଭାଳିକରି ରଖନ୍ତୁ ,

ମୀନ ରାଶି : ଆଜି ଫାଲତୁ ଖର୍ଚ୍ଚ ହେବ , ଅନ୍ୟଙ୍କ ଉପେକ୍ଷା କରନ୍ତୁ ନାହିଁ , ପୁରୁଣା ରୋଗ ବାହାରିପାରେ,  ଆଜି ଆପଣ ବହୁତ ଭାଗ୍ୟଶାଳି ରହିବେ , ଓ ଅଧିକାରୀଙ୍କ ବିଶେଷ ସହଯୋଗ ପ୍ରାପ୍ତ କରିବେ , ଆପଣଙ୍କ ଭଲ ଶାରରିକ ପ୍ରତିରୋଧକର ଆନନ୍ଦ ନେବେ , କାର୍ଯ୍ୟସିଦ୍ଧି ହେବ , ଆପଣଙ୍କର କେଉଁ ନୁଆ କାମକୁ ନେଇକରି ନୁଆ ଯୋଜନା ପ୍ରସ୍ତୁତ କରିବେ , ମିତ୍ର  ଓ ସଂମ୍ପର୍କିୟଙ୍କ ସହାୟତା ପାଇପାରିବେ , ପାର୍ଟନରଙ୍କ ସହ ସାମଞ୍ଜସ୍ୟ ରଖିକରି ଚାଲନ୍ତୁ , କିଛି ପାଟିତୁଣ୍ତ ହୋଇପାରେ ,

Leave a Reply

Your email address will not be published. Required fields are marked *