October 18, 2024

Odia Express

Here, There and Everywhere

ରାତିରେ ଶୋଇବା ପୁର୍ବରୁ ଏହି ଦୁଇଟି ଜିନିଷ ସିଝାଇ ପିଅନ୍ତୁ ,ଅଳ୍ପଦିନ ରେ ମିଳିବ ଏଭଳି ମୋଟାପାରୁ ମୁକ୍ତି..

ଆଜିକାଲି ଭୁଲ୍ ଖାଦ୍ୟପେୟ ଓ ଅଧିକାଂଶ ବାହାର ଖାଦ୍ୟପେୟ ସକାଶେ ମୋଟାପାର ଶିକାର ହୋଇଥାନ୍ତି , ଶରୀର ଯେତେ ସ୍ଲିମ୍ ଓ ଟ୍ରିମ୍ ରହିବ ସେତେ ସୁସ୍ଥ୍ୟ ଓ ରୋଗମୁକ୍ତ ରହିବ , ଆଜି କାଳି ଲୋକେ ମୋଟାପାରୁ ମୁକ୍ତି ପାଇବାପାଇଁ ହଜାର ଟଙ୍କା ଖର୍ଚ୍ଚ କରି ଜିମ୍ ରେ ଯାଉଛନ୍ତି , କିନ୍ତୁ ଆଜି ଆମେ ଆପଣକୁ ଏମିତି ଏକ ଅନୋଖା ଓ ଲାଭକାରୀ ଉପାୟ କହିବାକୁ ଯାଉଛୁ , ଯାହା ଦ୍ୱାରା ଆପଣଙ୍କୁ ରାତାରାତି ମୋଟାପାରୁ ମୁକ୍ତି ମିଳିପାରିବ , ତେବେ ଆସନ୍ତୁ ଜାଣିବା କେଉଁ ସେହି ଉପାୟ , ଯାହାକୁ ରାତି ସାରା ସିଝାଇକରି ଲଗାଇଲେ ମୋଟାପାରୁ ମୁକ୍ତି ମିଳିପାରିବ ।

ମୋଟାପା ବଢିବାର ମୁଖ୍ୟ କାରଣ ଏହା କି ଭୁଲ୍ ଖାଦ୍ୟପେୟ ହୋଇଥାଏ , ଖରାପ ଜୀବନଶୈଳି ବି ଏହାର ଏକ ମୁଖ୍ୟ କାରଣ ହୋଇଥାଏ , ଯଦି ଆପଣ ବିଳମ୍ବିତ ରାତି ଯାଏଁ ଉଜାଗର ରହୁଛନ୍ତି , ଏଥିରେ ଆପଣଙ୍କ ଶରୀରରେ ଫ୍ୟାଟ୍ ବଢିଥାଏ , ଓ ବ୍ୟକ୍ତି ମୋଟାପାର ଶିକାର୍ ହୋଇଥାଏ , ଏହା ଛଡା ଯଦି ଶରୀରରେ ଭିଟାମିନ୍ ସି କମି ଥିଲେ ଏହା ମୋଟାପା ବଢାଇଥାଏ , ଓ ଶରୀରରେ ଓମେଗା ଥ୍ରୀ ଫ୍ୟାଟି ଏସିଡ୍ କମ୍ ହୋଇଥିଲେ ଶରୀରରେ ମୋଟାପା ବୃଦ୍ଧି ହୁଏ , ନିଜ ଦିନ ଚର୍ଚ୍ଚାରେ ଆପଣ ଏକ୍ସରସାଇଜ୍ ସାମିଲ୍ ନକଲେ ଏହା ଶରୀରରେ ମୋଟାପା ବୃଦ୍ଧିର ମୁଖ୍ୟ କାରଣ ହୋଇଥାଏ ,

ମୋଟାପା ଦୁର କରିବାକୁ ହେଲେ ଆପଣଙ୍କୁ ଆଜି ପର୍ଯ୍ୟନ୍ତ ଜେତେ ଉପାୟ କରିଥିବେ ତାହା ଛାଡିବାକୁ ହେବ , ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବାକୁ ଯାଉଛୁ , ଯାହାର ବ୍ୟବହାରରେ ଚମତ୍କାରୀକ ଫାଇଦା ହେବ , ଏହା ଦୁଇଟି ଜିନିଷ ଅଛି ଯାହା ହେଲା ଡାଲଚିନି ପାଉଡର୍ ଓ ମହୁ , ରାତିରେ ଖାଇବାର ଅଧା ଘଣ୍ଟାପରେ ଏକ କପ୍ ସିଝା ପାଣିରେ ସେଥିରେ ଡାଲଚିନି ପାଉଡର୍ ଓ ଦୁଇ ଚାମଚ ମହୁ ମିଶାଇଦିଅନ୍ତୁ , ଏହି ଡ୍ରିଙ୍କ୍ କୁ ପିଇଲେ ମୋଟାପା କମ୍ ହୁଏ ଓ ଅଣ୍ଟା ବି ପତଳା ହୋଇଯାଏ , ଓ ଶରୀରରେ ଟକ୍ସିନ୍ ବି ବାହାର୍ ଆସିଯାଏ , ଯଦି ଆପଣ ଏହି ଡ୍ରିଙ୍କ୍ ସେବନ ସବୁଦିନ ରାତିରେ ନିୟମିତ କରୁଛନ୍ତି ତେବେ ଭଲ ନହେଲେ ସପ୍ତାହରେ ଥରେ କରନ୍ତୁ , ଆପଣଙ୍କୁ ଫରକ ଦେଖାଯିବ , ଓ କିଛି ଦିନରେ ସ୍ଲିମ୍ ଟ୍ରିମ୍ ହୋଇଯିବ । ତେବେ ଆଉ ବିଳମ୍ବ ନକରି ଆଜି ହିଁ ଏହି ପ୍ରକିୟାକୁ ବ୍ୟବହାର କରନ୍ତୁ ଓ ଦେଖନ୍ତୁ ଆପଣ କିପରି ବହୁତ ଅଳ୍ପ ଦିନରେ ମୋଟାପାରୁ ମୁକ୍ତି ପାଇପାରିବେ ।

Leave a Reply

Your email address will not be published. Required fields are marked *