October 18, 2024

Odia Express

Here, There and Everywhere

ଖତରନାକ – ବଡ ନାଗ ସାପର ଜୀବନ ବଞ୍ଚାଇବା ପାଇଁ କୁଅରେ ଡେଇଁ ପଡିଲା ଏହି ଲୋକ , ତାହାପରେ ତାଙ୍କ ସହ ଯାହା ହେଲା ଜାଣିଲେ ଆପଣ ଚମକି ପଡିବେ – ଦେଖନ୍ତୁ ଭିଡ଼ିଓ…

ଆଜିର ଜମାନାରେ କେହି କାହାର ସାହାଯ୍ୟ କରେ ନାହିଁ , ସମସ୍ତେ ନିଜ ନିଜର ଫାଇଦା ବିଷୟରେ ଭାବିଥାନ୍ତି , ଆଜିକାଲି ଯଦି କିଏ ରାସ୍ତାରେ ମରିବାକୁ ଯାଉଛି କିମ୍ବା କେଉଁ ଝିଅ ସହ କିଛି ଦୁବ୍ୟବହାର ହେଉଛି ତେବେ କେହି ଅଟକାଇବାକୁ ଆସନ୍ତି ନାହିଁ , ତେବେ ଟିକିଏ ଭାବନ୍ତୁ , ଆଜି କାଲି ମଣିଷ ସାହାଯ୍ୟ କରୁନାହାନ୍ତି , ଓ ନା ହିଁ ବଞ୍ଚାଇବାକୁ ଭାବିଥାଏ , ତେବେ ଏମିତି ସ୍ଥିତିରେ ଭାବନ୍ତୁ ଯିଏ ମଣିଷଙ୍କୁ ସାହାଯ୍ୟ କରୁନାହିଁ ତେବେ ସେ ପଶୁମାନଙ୍କର କିପରି ସାହାଯ୍ୟ କରୁଥିବ , ଆମେ ଏହି କଥା ଆପଣଙ୍କୁ ଏଥିପାଇଁ କହୁଛୁ କାରଣ ଆଜି ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ବିଷୟରେ ଶୁଣିକରି ଆପଣଙ୍କୁ କେବେ ବିଶ୍ୱାସ ହେବ ନାହିଁ , ଏହି ମାମଲା ଶତ ପ୍ରତିଶତ ସତ ଅଟେ ।

ଆପଣଙ୍କୁ କହିଦେବୁ କି ଏହା ଏମିତି ଜଣେ ବ୍ୟକ୍ତିଙ୍କ କାହାଣୀ ଅଟେ ଯାହା ଆଜିର ସମୟରେ ଯେଉଁଠି ଲୋକ ଅନ୍ୟଙ୍କ ଜୀବନ ନେଇକରି ଆଗକୁ ବଢନ୍ତି , ଯେଉଁଠି ନିଜ ଜୀବନ ପ୍ରତି ଅଧିକା ଲୋଭ ଅଛି , ସେମିତି ଏହି ଜମାନାରେ ଏହି ବ୍ୟକ୍ତି ଏପରି କାରନାମା କରି ଦେଖାଇଛନ୍ତି ଯାହା ବହୁତ ଆଶ୍ଚର୍ଯ୍ୟ କରିଦେଲା ଭଳି ଅଟେ , ହଁ ଆଜ୍ଞା ଏବେ ଏକ ଭିଡିଓ ଏହିଦିନରେ ସୋସିଆଲ୍ ମିଡିଆରେ ସାମ୍ନାକୁ ଆସିଛି , ଯାହାକୁ ଦେଖିବାକୁ ମିଳିଥିଲା କି ଜଣେ ବାହାଦୁର ବ୍ୟକ୍ତି ଅଛନ୍ତି , ଯିଏକି ପୁରା ଗାଁର ଜୀବନ ବଞ୍ଚାଇଲେ ।

ଆପଣଙ୍କୁ କହିଦେବୁ କି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଇଥିବା ଏହି ଭିଡିଓ କର୍ଣ୍ଣାଟକ ଏକ ଗାଁର ଅଟେ, ଯେଉଁଠି ଏକ କୁଅରେ ବିଷାକ୍ତ ସାପ ପଶି ରହିଥିଲା । ସେ କୁଅ ବାହାରକୁ ଆସିବାକୁ ପ୍ରୟାସ କରିଥିଲା , କିନ୍ତୁ ବହୁତ ଚେଷ୍ଟା ତାର ବିଫଳ ହେଲା , କିନ୍ତୁ ସେହି ଗାଁର ଜଣେ ଯୁବକ ସାପକୁ ବାହାର କରିବାକୁ ନିଷ୍ପତ୍ତି ନେଲେ,  ଗାଁ ଲୋକେ ତାର ବିଷକୁ ଭୟ କରୁଥିଲେ କାରଣ ଗାଁରେ ଗୋଟେ ହିଁ କୁଅ ଥିଲା ,ଯାହାକି ପାଣିର ଘୋର ଅଭାବ ଥିଲା , ଗାଁ ଲୋକେ ଏହାର ସମାଧାନ କରିପାରୁନଥିଲେ । ଯାହାପରେ ଗାଁ ଲୋକଙ୍କର ଏହି ପରି ଅସୁବିଧା ଦେଖିକରି ସେ ବ୍ୟକ୍ତି ଆଗକୁ ବାହାରି ଆସିଲା , ଓ ସେ କୁଅରୁ ସାପକୁ ବାହାର କରିବାକୁ ଚେଷ୍ଟା କଲା ।

ସେ କୁଅରୁ ସାପକୁ ବାହାର କରିବା ପାଇଁ ବିନା କିଛି ପ୍ରସ୍ତୁତି କରି କୁଅ ଭିତରକୁ ଚାଲିଗଲା କେବଳ ଗୋଟିଏ ରସି ସାହାଯ୍ୟରେ , ସେ ହାତରେ ଏକ ଜାଲ ନେଇଥିଲା ଓ ପରେ ସେ କୁଅ ଭିତରକୁ ଯାଇ ପ୍ରଥମେ ଦେଖିବାକୁ ଚେଷ୍ଟା କଲା କି ସାପଟି କେଉଁଠି ଅଛି । ତାପରେ ସେହି ଜାଲର ସାହାଯ୍ୟରେ ସେ ତାର ଗାତରୁ ସାପକୁ ବାହାର କଲା , ଟିକିଏ ଭାବନ୍ତୁ ଏମିତି ଜାଗା ଅଛି ଯେଉଁଠିକୁ ଆପଣ ଦୌଡିଯାଇପାରିବେ ନାହିଁ , କିନ୍ତୁ ସେଠି ଏକ ବିଷାକ୍ତ ସାପ ନିଜ ସାହାସ ହାରିନଥିଲା , ଓ ସେ ବିଷାକ୍ତ ନାଗ ସାପକୁ ପରିଶେଷରେ ଜାଲରେ ଧରିପକାଇଥିଲା ।

ବହୁ ସମୟର ସଂଘର୍ଷ ପରେ ସାପକୁ ସେ ଜାଲରେ ଧରି ପକାଇଥିଲା  ଓ ବହୁତ କଷ୍ଟରେ ସେ ରସିର ସାହାଯ୍ୟରେ ତାକୁ ସେ ଜାଲରେ ଗୋଡାଇ ବାହାରକୁ ବାହାର କରିପାରିଲା , କୁଅରୁ ବାହାରିବ ପରେ ସାପ ନିଜକୁ ସୁରକ୍ଷିତ ପାଇଲା ଓ ନିଜକୁ ଲୁଚାଇବାକୁ ଚେଷ୍ଟା କଲା , ଯାହାପରେ ସେ ବ୍ୟକ୍ତି ତାର ଲାଞ୍ଜକୁ ଧରିଲା ଓ ତାକୁ କାବୁ କରିନେଲା , ଓ ତାକୁ ନେଇ ଜଙ୍ଗଲରେ ଛାଡି ଆସିଲା । ଦେଖନ୍ତୁ ସେହି ବ୍ୟକ୍ତିର ସାହାସିକତାର ଭିଡିଓ ।

Leave a Reply

Your email address will not be published. Required fields are marked *