October 18, 2024

Odia Express

Here, There and Everywhere

ବିବାହିତ ମହିଳାମାନେ ଭୁଲ୍ ରେ ବି ପିନ୍ଧନ୍ତୁ ନାହିଁ ଏହି ରଙ୍ଗର ଚୁଡି, ସ୍ୱାମୀଙ୍କ ଉପରେ ଦୁର୍ଭାଗ୍ୟ ଆସିଯିବ…

ଭାରତରେ ଏକ ମଜାଦାର ଜିନିଷ ଅଛି ଯାହା ହେଲା ଏହାର ସଂସ୍କୃତି , ଏଠାରେ ବିଭିନ୍ନ ଧର୍ମକୁ ମାନୁଥିବା ଲୋକ ରହନ୍ତି , ଏମିତିରେ ସବୁ ଧର୍ମର ପରିଧାନ ଓ ମାନ୍ୟତା ଅଲଗା ଅଲଗା ହୋଇପାରେ , ଯଦି ହିନ୍ଦୁ ଧର୍ମର କଥା କହିବା ତେବେ ମହିଳାମାନେ ପାରମ୍ପାରିକ ରୁପରେ ଶାଢୀ ପିନ୍ଧିଥାନ୍ତି , ଭାରତୀୟ ମହିଳାଙ୍କ ବେଶଭୁଷା ବହୁତ ମଜାଦାର୍ ହୋଇଥାଏ , ଖାସକରି ବିବାହିତ ମହିଳାମାନେ ବହୁତ ପ୍ରକାରର ଶୃଙ୍ଗାର କରିଥାନ୍ତି , ବିବାହିତ ମହିଳାମାନେ ଏହି ଶୃଙ୍ଗାର ନିଜ ସ୍ୱାମୀଙ୍କ ନାଁରେ ରଖନ୍ତି , ଗଳାରେ ମଙ୍ଗଳସୁତ୍ର, ମଥାରେ ସିନ୍ଦୁର , ଓ ହାତରେ ଚୁଡି ଏହି ତିନୋଟି ଜିନିଷ ବିବାହିତ ମହିଳାଙ୍କ ପାଖରେ ଦେଖିବାକୁ ମିଳେ ।

ଯଦି ଚୁଡିର କଥା କହିବା ତେବେ ବିବାହିତ ମହିଳାମାନେ ସୌଭାଗ୍ୟର ଚିହ୍ନ ହୋଇଥାଏ , ଏହା ତାଙ୍କର ବିବାହିତ ହେବାର ପ୍ରତୀକ ବୋଲି ଜଣାଯାଏ , ଏହି କାରଣରୁ ବିଭିନ୍ନ ଶୁଭ ଅବସରରେ ମହିଳାଙ୍କ ହାତରେ ଚୁଡି ଭେଟି ଦିଆଯାଏ , ଚୁଡି ପିନ୍ଧିବା ସହ ତାଙ୍କ ଚୁଡୀର ରଙ୍ଗ ବହୁତ ମାଇନା ରଖେ , ଆପଣ କେଉଁ ରଙ୍ଗର ଚୁଡି ପିନ୍ଧନ୍ତି , ଏହାର ସିଧା ପ୍ରଭାବ ଆପଣଙ୍କ ସ୍ୱାମୀଙ୍କ ଉପରେ ପଡେ , ଏହି କଥାକୁ ଧ୍ୟାନ ରଖି ଆମେ ଆପଣଙ୍କୁ କହିବୁ , କେଉଁ ରଙ୍ଗର ଚୁଡି ପିନ୍ଧିଲେ , କଣ ହୋଇଥାଏ  ।ଜଣେ ବିବାହିତ ମହିଳା ମଙ୍ଗଳବାର ଓ ଶନିବାର ଦିନ ଚୁଡି କିଣିବା ଉଚିତ୍ ନୁହେଁ । ଏହି ଦିନ ଚୁଡି କିଣିବା ଅଶୁଭ ସଙ୍କେତ ଦେଇଥାଏ , ଯଦି ଏହି ଦିନ ଚୁଡି କିଣି ପିନ୍ଧିଛନ୍ତି ତେବେ ଏହାର ଖରାପ ପ୍ରଭାବ ସ୍ୱାମୀଙ୍କ ଦୁର୍ଭାଗ୍ୟର କାରଣ ହୋଇପାରେ , ତାହା ସହ ଏହା ମନେ ରଖନ୍ତୁ କି ଚୁଡି ଯଦି କେଉଁଠି ଭାଙ୍ଗିଯାଏ , ତେବେ ତୁରନ୍ତ ହାତରୁ ବାହାର କରିଦେବେ , ଭଙ୍ଗା ଚୁଡି ପିନ୍ଧିଲେ ସ୍ୱାମୀର ବର୍ବାଦୀ ହେବାର ବାଟ ଦେଖାଇଥାଏ ।

ଲାଲ ରଙ୍ଗର ଚୁଡି ବହୁତ ଜଲଦି ସ୍ୱାମୀଙ୍କୁ ଆକର୍ଷିତ କରିଥାଏ , ଲାଲ ରଙ୍ଗ ହେଲା ପ୍ରେମର ପ୍ରତୀକ , ଯେବେ କେଉଁ ବିବାହିତ ମହିଳା ଲାଲ ରଙ୍ଗର ଚୁଡି ପିନ୍ଧନ୍ତି , ତେବେ ତାର ସ୍ୱାମୀ ଦିୱାନା ହୋଇଯାଏ , ଓ ତାର ସ୍ତ୍ରୀ କୁ ପୁର୍ବ ଅପେକ୍ଷା ଅଧିକା ଭଲ ପାଇ ବସେ , ଖାସ୍ କରି ଯେବେ ଲାଲ ଚୁଡିରେ କେଉଁ ଡିଜାଇନ୍ ହୋଇଥାଏ , ତେବେ ତାହା ସ୍ୱାମୀଙ୍କୁ ବେଶୀ ଆକର୍ଷଣ କରାଇଥାଏ,  ସ୍ତ୍ରୀଙ୍କ ହାତରେ ଡିଜାଇନ୍ ବାଲା ଚୁଡି ଦେଖି ସ୍ୱାମୀ ରୋମାଣ୍ଟିକ୍ ମୁଡ୍ ଆସିଯାଏ , ଏଥିପାଇଁ ଆପଣ କହିପାରିବେ କି ଲାଲ ରଙ୍ଗର ଚୁଡି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଉତ୍ପନ୍ନ କରାଇଥାଏ ।

ସେମିତି ମହିଳାମାନେ ଯେ କୌଣସି ରଙ୍ଗର ଚୁଡି ପିନ୍ଧିପାରିବେ , କିନ୍ତୁ ବିବାହିତ ମହିଳାଙ୍କୁ ଧଳା ଓ କଳା ରଙ୍ଗର ଚୁଡି ଭୁଲ୍ ରେ ବି ପିନ୍ଧିବା ଉଚିତ୍ ନୁହେଁ , ଧଳା ଓ କଳା ରଙ୍ଗର ଚୁଡି ବିବାହିତ ମହିଳାଙ୍କ ପାଇଁ ଅଶୁଭ ସଙ୍କେତ ଦେଇଥାଏ , ଏହା ଖରାପ ଭାଗ୍ୟ ନେଇକରି ଆସେ ,  ଏହାର ନକରାତ୍ମକ ପ୍ରଭାବ ସ୍ୱାମୀଙ୍କ ଉପରେ ଦେଖାଯାଏ , ଯେଉଁ ମହିଳା ଧଳା କିମ୍ବା କଳା ରଙ୍ଗର ଚୁଡି ପିନ୍ଧିଥାନ୍ତି , ସେମାନଙ୍କ ସ୍ୱାମୀ ଦୁର୍ଭାଗ୍ୟର ସାମ୍ନା କରିଥାନ୍ତି , ଏହା ଏତେ ଅଧିକା ଅଲକ୍ଷଣ ହୋଇଥାଏ କି ଏହା ଖରାପ ଭାଗ୍ୟ କିମ୍ବା ଅଲକ୍ଷଣ କୁ ନେଇ ସ୍ୱାମୀଙ୍କର ଜୀବନ ବି ନେଇପାରେ , ଏଥିପାଇଁ ଯେଉଁଠି ହୋଇପାରିବ ବିବାହିତ ମହିଳାଙ୍କୁ ଧଳା ଓ କଳା ରଙ୍ଗର ଚୁଡି ପିନ୍ଧିବାକୁ ବାରଣ ହୋଇଛି ।

Leave a Reply

Your email address will not be published. Required fields are marked *