October 17, 2024

Odia Express

Here, There and Everywhere

ବିରାଟ କୋହଲି ଓ ରବି ଶାସ୍ତ୍ରୀଙ୍କୁ ବିଶ୍ୱକପ୍ ଖେଳିବାକୁ ମଉକା ଦିଆଦେଇନଥିଲେ , ଏବେ ଅଜିଜ୍ଞ ରାହାଣେ ଭାବୁକ ହେଇ କହିଲେ ଏଭଳି କଥା ଯେ ଆପଣଙ୍କ ଆଖିରେ ଲୁହ ଆସିଯିବ..

1 min read

ଅଜିଜ୍ଞ ରାହାଣେ ଟେଷ୍ଟ କ୍ରିକେଟ୍ ରେ ପ୍ରମୁଖ ଖେଳାଳୀଙ୍କ ଭିତରୁ ଜଣେ ଅଟନ୍ତି । କିନ୍ତୁ ସେ ଭାରତର ଲିମିଟେଡ୍ ଓଭର ଟିମ୍ ରୁ ବାହାରେ ଅଛନ୍ତି , ତାଙ୍କର ଭଲ ପ୍ରଦର୍ଶନ ପରେ ବି ଚୟନ କର୍ତ୍ତା ତାଙ୍କୁ ୱାନ୍ ଡେ ଓ ଟିଟ୍ୱେଣ୍ଟିରୁ ବାହାର କରିଦେଇଛନ୍ତି , ଏହି ମଧ୍ୟରେ ଅଜିଜ୍ଞ ରାହାଣେ ଏକ ବୟାନ ଜାରି କରିଛନ୍ତି । ଯାହାର ତାଙ୍କର ଲିମିଟେଡ୍ ଅଭର ଟୀମ୍ ରୁ ବାହାର ହେବାର କଷ୍ଟ ସାମ୍ନାକୁ ଆସିଛି ।ଅଜିଜ୍ଞ ରାହାଣେ ନିଜ ଦେଇଥିବା ବୟାନରେ କହିଲେ କି ସବୁଠାରୁ ପ୍ରଥମେ ୱାନ୍ ଡେ ମ୍ୟାଚରେ ମୋର ସ୍ଥିତି ସବୁବେଳେ ଉପର ତଳ ହେଉଥିଲା , କେବେ ମୁଁ ପାରି ଆରମ୍ଭ କରୁଥିଲି, ଓ କେବେ ଚତୁର୍ଥ ନମ୍ବରରେ ବ୍ୟାଟିଙ୍ଗ୍ କରିଛି , ନିଜ ଗଣନାରୁ ସେତେ ଧ୍ୟାନ ଦେଉନଥିଲି, କିନ୍ତୁ ଯେବେ ମୁଁ ଏବେ ସେହି ଅବସ୍ଥା ଦେଖୁଚି , ତେବେ ଗତ ଦୁଇ ବର୍ଷରୁ ବାସ୍ତବରେ ଭଲ କରିଛି ।

୨୦୧୭ ରେ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ମୋତେ ପାରି ଆରମ୍ଭ କରିବାରେ ମଉକା ମିଳିଥିଲା,  ଓ ସେହି ସିରିଜ୍ ରେ ରୋହିତ୍ ଶର୍ମା ନଥିଲେ,  ମୋତେ ସେହି ସିରିଜ୍ ରେ ନିଜର ୬୭,୨ ଓସତରେ ମ୍ୟାନ ଅଫ୍ ଦି ସିରିଜ୍ ଦ୍ୱାରା ପୁରସ୍କୃତ କରାଯାଈଥିଲା,  ଏହାପରେ ଯେବେ ଆମେ ଭାରତ ଆସିଲୁ, ତେବେ ରୋହିତ୍ ଶର୍ମା ଓ ଶିଖର ଧବନ ପାରି ଆରମ୍ଭ କରିବାକୁ ମଉକା ମିଳିଲା , ଓ ମୁଁ ଖେଳିପାରିଲି ନାହିଁ  ତାପରେ ଶିଖର ଧବନ ଯେବେ ନଥିଲେ , ତେବେ ମୁଁ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୭ ରେ ଓପନିଙ୍ଗ୍ କରିଥିଲି, ଓ ଭଲ ପ୍ରଦର୍ଶନ କରିଛି , ମୁଁ ପ୍ରାୟ ୪ ଟି ଅର୍ଦ୍ଧଶତକ ଓ ନିଜ ଟିମ୍ କୁ ଦେଇଛି ।

ଯେବେ ମୋତେ ନମ୍ବର ୪ ରେ ଖେଳିବାକୁ ମଉକା ମିଳିଥିଲା,  ମୁଁ ଭଲ ପ୍ରଦର୍ଶନ କରିଛି , ଏଥିପାଇଁ ମୋତେ ବାସ୍ତବରେ ଜଣା ନାହିଁ କି ମୋତେ ୱାନ୍ ଡେ କ୍ରିକେଟ୍ ରୁ ବାହାର କରାଯାଈଛି , ମୋର ଷ୍ଟ୍ରାଇକ୍ ରେଟ୍ ଗତ ୨ ବର୍ଷରୁ ବହୁତ ଭଲ ଅଛି , ଗତ ଦୁଇ ବର୍ଷରୁ ଏହା ୮୮-୯୦ ପାଖାପାଖି ରହିଛି , ମୁଁ କେବେ କହିନି କି ମୋର କେଉଁ ବିଶେଷ ସ୍ଥାନ ଦିଅନ୍ତୁ , ଯଦି ଓପନିଙ୍ଗ୍ ସ୍ଲଟ୍ ଉପଲ୍ଲବ୍ଧ ଅଛି ତେବେ ଖେଳିବାକୁ ପ୍ରସ୍ତୁତ ରହୁଥିଲି, ସେମିତି ଯଦି ନମ୍ବର ୪ ପୋଜିସନ୍ ରେ ଯାଗା ଅଛି ତେବେ ସେହି ନମ୍ବରରେ ବ୍ୟାଟ୍ନିଙ୍ଗ୍ କରିବାକୁ ପ୍ରସ୍ତୁତ ରହିଛି ॥

ଯେବେ ମୁଁ ବିଶ୍ୱକପରୁ ବାହାରିଗଲି , ତେବେ ମୋତେ ନିଶ୍ଚିତ ରୁପରେ ବହୁତ ନିରାଶା ଲାଗିଥିଲା,  ଏହା ସମସ୍ତେ ସ୍ୱପ୍ନ କରନ୍ତି କି ସେମାନେ ଏଥିପାଇଁ ଅଧିକା ପରିଶ୍ରମ ବି କରିଥାନ୍ତି , ଓ ଏହା ସେହି ଖେଳାଳୀ ପାଇଁ ଏକ କ୍ଷଣ ହୋଇଥାଏ , ଯାହା ମୋତେ ମିଳିଲା ନାହିଁ, ବିଶ୍ୱକପ୍ ଟିମ୍ କଣ ପାଇଁ ନଥିଲି , ହୋଇପାରେ ପ୍ରବନ୍ଧନଙ୍କୁ ଲାଗିଥିବ କି ଏହା ସଂଯୋଜନ ଭଲ ଅଛି , ଓ କିଛି ସମୟରେ ପରେ ମୂଁ ଏହାକୁ ସମ୍ମାନ କଲି ।

Leave a Reply

Your email address will not be published. Required fields are marked *