October 18, 2024

Odia Express

Here, There and Everywhere

ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ପରେ ଆଜିଠୁ ଏହି ୫ ଟି ରାଶିମାନଙ୍କୁ ମିଳିବ ଲକ୍ଷ୍ମୀ ମାଙ୍କର ଆଶିର୍ବାଦ , ହେବ ବହୁତ ଧନଲାଭ – ଦେଖନ୍ତୁ କେଉଁ ରାଶିର ଭାଗ୍ୟ ଉଦୟ ହେବ..

ସବୁ ବ୍ୟକ୍ତିର ସ୍ୱଭାବ, ଭୁତ ଭବିଷ୍ୟ ସବୁକିଛି ତାଙ୍କର ରାଶିର ଅନୁସାରେ ପ୍ରଥମେ ହିଁ ନିର୍ଦ୍ଧାରିତ ହୋଇଥାଏ , ଓ ଏହି ଅନୁସାରେ ଜ୍ୟୋତିଷ୍ୟରେ ବ୍ୟକ୍ତିର ଭବିଷ୍ୟ ବି କହିଥାଏ , ସବୁ ବ୍ୟକ୍ତିର ଜୀବନରେ ହେଉଥିବା ଘଟଣାଗୁଡିକ , ସଫଳତାଗୁଡିକ , ଓ ଅସଫଳତାଗୁଡିକ ସବୁ କିଛି ରାଶିର ଅନୁସାରେ ଘଟିତ ହୋଇଥାଏ , ଏଥିପାଇଁ ସବୁ କିଛି ପାଇଁ ରାଶିର ଚକ୍ରରେ ଦେଖିବା ଜରୁରୀ ହୋଇଥାଏ । ସେ ପଇସାର ମାମଲାର ହେଉ କିମ୍ବା ବ୍ୟବସାୟ ହେଉ କିମ୍ବା ବିବାହର ମୁହୁର୍ତ୍ତ ବାହାର କରିବାର , ବ୍ୟକ୍ତିର ରାଶି ତାର ଜୀବନ ବହୁତ ପ୍ରଭାବ ପକାଇଥାଏ , ଆପଣ ଦେଖିଥିବେ କି ବହୁତ ସମୟରୁ ଏହି ରାଶିର ଗ୍ରହର ପ୍ରଭାବ ପଡିଥାଏ । କେବେ କେବେ ଲୋକ ଭାଗ୍ୟ ଏହି ଗ୍ରହର ପରିବର୍ତ୍ତନ ଚମକ ଆସିଥାଏ , କିଛି ଏପରି ଏହି ଥର ଦେଖିବାକୁ ମିଳୁଛି ।

ଜ୍ୟୋତିଷ୍ୟ ଶାସ୍ତ୍ରର ଅନୁସାରେ ସୂର୍ଯ୍ୟଗ୍ରହଣ ଅଥବା ଚନ୍ଦ୍ର ଗ୍ରହଣ ଖଗୋଳିୟ ଘଟଣା ହୋଇଥାଏ , ଯେଉଁଥିରେ ରାଶିଚକ୍ରର ସବୁ ରାଶି ଉପରେ ଭଲ ଓ ଖରାପ ପ୍ରଭାବ ପକାଇଥାଏ , ଓ ୨୦୧୯ ର ଶେଷ ସୁର୍ଯ୍ୟଗ୍ରହଣ ଲାଗି ସାରିଛି , ସୂର୍ଯ୍ୟଗ୍ରହଣ ସେମିତି ଜାପାନ , କୋରିଆ,ଚିନ ଓ ରୁଷ ପରି ଦେଶରେ ଦେଖାଯାଇପାରିବ , ଏହି ସୂର୍ଯ୍ୟଗ୍ରହଣ ରେ ବି ରାଶିଚକ୍ର ଉପରେ ପ୍ରଭାବ ପକାଇବ , ଖାସ୍ କରି ଏହି ୫ ଟି ରାଶି ଉପରେ ସୂର୍ଯ୍ୟଗ୍ରହଣର ବହୁତ ଶୁଭ ପ୍ରଭାବ ପକାଇବ , ଯାହା ବିଷୟରେ ଆମେ ନିମ୍ନରେ ଆଲୋଚନା କରୁଛୁ ।

ମେଷ ରାଶି : ଏହି ରାଶିର ଜାତକରେ ଆସୁଥିବା ସମୟ ଭଲ କଟିବାର ଅଛି , ଆଜି ପର୍ଯ୍ୟନ୍ତ ଯେତେ ବି ପରିଶ୍ରମ କରିଛନ୍ତି , ତାହାର ଫଳ ଆଗକୁ ଯାଈକରି ମିଳିବ , ଯେତେ ପରିଶ୍ରମ କରିବେ ସେତେ ଫଳ ପ୍ରାପ୍ତି ହେବ , ଲକ୍ଷ୍ମୀ ମା ଏମାନଙ୍କ ଉପରେ ଆସୁଥିବା ସମୟରେ କୃପାବୃଷ୍ଟି କରିବେ , ଉପଦେଶ ଏହା ରହିବ କି ନିଜ ଖୁସି ଅନ୍ୟ ମାନଙ୍କୁ ମନରେ ଦୁଃଖ ଦିଅନ୍ତୁ ନାହିଁ , ଏହା ଦ୍ୱାରା ଲକ୍ଷ୍ମୀ ମା ରୁଷ୍ଟ ହୁଅନ୍ତି ।

ବୃଷ ରାଶି : ବୃଷ ରାଶିର ଜାତକରେ ଏହି ସୂର୍ଯ୍ୟ ଗ୍ରହଣ ଦୈନିକ କାର୍ଯ୍ୟରେ ବୃଦ୍ଧି ହେବ , ଆପଣଙ୍କ ନିଜ କାର୍ଯ୍ୟସ୍ଥଳରେ ସବୁଆଡୁ ପ୍ରଶଂସା ମିଳିବ , ବିଜନେସ୍ ରେ ବିସ୍ତାର କରିବେ , ଆପଣଙ୍କୁ ନିଜ କଥ ଉପରେ ସଂୟମ ରଖିବାକୁ ହେବ , ଗ୍ରହଣ ପରେ ଆପଣଙ୍କୁ ଧନ ଲାଭ ମିଳିବ ।

କନ୍ୟା ରାଶି :ଏହି ସୁର୍ଯ୍ୟଗ୍ରହଣରେ କନ୍ୟା ରାଶିର ଜାତକ ପାଇଁ ବହୁତ ଖାସ୍ ରହିବାର ଅଛି , ଚାକିରି ବ୍ୟବସାୟ କାର୍ଯ୍ୟକ୍ଷେତ୍ରରେ ବିସ୍ତାର ହେବାର ସମ୍ଭାବନା ଅଛି , ଅଟକିଥିବା ଧନର ପ୍ରାପ୍ତି ହେବ , ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ଅଛି , ଲମ୍ବା ଯାତ୍ରାର ଯୋଗ ହେଉଛି ।

ମୀନ ରାଶି : ମୀନ ରାଶିର ଜାତକ ପାଇଁ ଏହି ସୁର୍ଯ୍ୟଗ୍ରହଣ ଶୁଭ ଅଛି । ସୁର୍ଯ୍ୟ ଗ୍ରହଣ ସମୟରେ ଆପଣଙ୍କ ଉତ୍ସାହ ଉପରକୁ ଉଠିଯିବ , ଚାକିରି ବ୍ୟବସାୟରେ ଉନ୍ନତି ପ୍ରବଳ ଯୋଗ ରହିବ , ଆପଣଙ୍କୁ ନିଜ କାର୍ଯ୍ୟକ୍ଷେତ୍ରରେ ନୁଆ ପଦଭାର ସମ୍ଭାଳିବାକୁ ହେବ । ସଂମ୍ପତ୍ତି ବି ଲାଭ ଅବସର୍ ପ୍ରାପ୍ତ ହେବ , ଅଚାନକ ଧନ ଲାଭ ହେବାର ଯୋଗ ରହୁଛି ।

ବିଛା ରାଶି : ଏହି ସୁର୍ଯ୍ୟ ଗ୍ରହଣ ଆପଣଙ୍କୁ ଅତ୍ୟନ୍ତ ଶୁଭ ଅଟେ,  କେଉଁ ପୁରୁଣା ଆଇନଗତ ଅସୁବିଧାରୁ ମୁକ୍ତି ମିଳିପାରିବ , ବ୍ୟବସାୟ ରେ ବି ଅତ୍ୟାଧିକ ଉନ୍ନତି ଦେଖାଯାଉଛି , ଧନ ଲାଭର ଯୋଗ ରହୁଛି , ଧର୍ମ କର୍ମରେ ଅତ୍ୟାଧିକ ରୁଚି ରହିବ , କ୍ୟାରିୟର ଦୃଷ୍ଟିକୋଣରୁ କିଛି ଶୁଭ ସଙ୍କେତ ମିଳୁଛି , ବ୍ୟବସାୟରେ ଧନ ଲାଭର ଯୋଗ ହେଉଛି , ବ୍ୟବସାୟରେ ମିତ୍ରଙ୍କର ସହଯୋଗ ବହୁତ ଖାସ୍ ରହିବ ।

Leave a Reply

Your email address will not be published. Required fields are marked *