October 17, 2024

Odia Express

Here, There and Everywhere

ଧଳା ଅରଖର ଗଛରୁ କରନ୍ତୁ ଏହି ସାଧାରଣ ଉପାୟ , ଏଥିରୁ ସତରେ ହୋଇଯିବେ ଧନବାନ – ଖାଲି ଉପାୟ ଜାଣିବା ଦରକାର…

ଏହା ତ ସମସ୍ତେ ଜାଣିଛନ୍ତି କି ଅରଖର ଗଛ ଆମ ପାଇଁ କେତେ ଫାଇଦାଦାୟକ ହୋଇଥାଏ , ଏହି ଗଛରୁ କଣ କଣ ଫାଇଦା ହୋଇଥାଏ , ଏହା ବହୁତ କମ୍ ଲୋକ ଜାଣିଛନ୍ତି , ଏଥିପାଇଁ ଆଜି ଆମେ ଆପଣଙ୍କୁ ଏହାର କିଛି ଫାଇଦା ବିଷୟରେ କହିବୁ , ଯଦି ଆପଣଙ୍କ ଆଖିରେ ପୀଡା ହେଉଛି ତେବେ ଏହା ଆଖିର ପୀଡାକୁ ତାହାର ଦ୍ୱିତୀୟ ପାଦର ଆଙ୍ଗୁଠି ଉପରେ ଶ୍ୱେତ ମାନେ ଧଳା ଅରଖର କ୍ଷୀରକୁ ପୁରା ଓଦା କରି କିଛି ସମୟ ରଖିଲେ ଆଶ୍ୱସ୍ତି ମିଳିଥାଏ , ଏହା ଛଡା ଯଦି ଆପଣ ଅରଖର ଗଛ ନିଜ ଘରର ଦ୍ୱାରରେ ଲଗାଉଛନ୍ତି ତେବେ ଆପଣଙ୍କ ଘରରେ କେଉଁ ଖରାପ ଶକ୍ତିର ବାସ ହେବ ନାହିଁ ।

ଏହା ଛଡା ଆପଣଙ୍କ ଘରେ କେଉଁ ଗୁଣି ଗାରେଡିର ଭୟ ରହିବ ନାହିଁ, ଏହା ଆପଣଙ୍କ ଘରକୁ ସୁରକ୍ଷିତ ରଖିବ , ଏହା ସହ ଆପଣଙ୍କ ଘରର ଆର୍ଥିକ ସ୍ଥିତି ମଜବୁତ୍ ହୋଇଯିବ , ଏହା ଛଡା ଅରଖର ଗଛ ଆଣୁଥିବା ସମୟରେ ଆପଣଙ୍କୁ କିଛି କଥାର ଧ୍ୟାନ ଦେବାର ଅଛି , ଯେପରି ଯଡି ବୁଟି ନେଇକରି ଆସିବେ , ତେବେ ପଛକୁ ବୁଲି ଦେଖିବେ ନାହିଁ , କହିଦେବୁ କି ବ୍ରହ୍ମ ମୁହୁର୍ତ୍ତ କେଉଁ ବି ଜଡି ବୁଟୀ ଆଣିବାର ସବୁଠାରୁ ଭଲ ମୁହୁର୍ତ୍ତ ହୋଇଥାଏ , ଏହା ସହ ଜଡି ବୁଟିଗୁଡିକ ରବି ପୁଷ୍ପ ଯୋଗ , ଗୁରୁ ପୁଷ୍ପ ଯୋଗ କିମ୍ବା ଶନି ପୁଷ୍ପ ଯୋଗ ରେ ପ୍ରାପ୍ତ କରାଯାଇପାରେ , ଯାହାକି ଫାଇଦାଦାୟକ ହୋଇଥାଏ ।

ଜଣେଇଦେବୁ କି ଧଳା ଅରଖ ଗଣପତିଙ୍କ ସ୍ୱରୁପ ହୋଇଥାଏ , ଏଥିପାଇଁ ଏମିତି ମାନାଯାଏ କି ଯଦି କେଉଁ ପୁରୁଣା ଶ୍ୱେତ ଅରଖର ଗଛର ଜଡ ଖୋଳାଯାଏ , ତେବେ ତାର ଜଡରୁ ଯଦି ଗଣେଷଙ୍କ ପ୍ରତିମା ମିଳେ ତେବେ ବହୁତ ଶୁଭ ହୋଇଥାଏ , ହଁ ଆଜ୍ଞା ଏହି ପ୍ରତିମାର ପୁଜା କରିଲେ ସବୁ ଦୁଃଖର ନାଶ ହୋଇଥାଏ , ଏହା ଛଡା ଯେଉଁ ଘରେ ଏହି ପ୍ରତିମା ସ୍ଥାପିତ କରିବେ ସେହି ଘରେ ସିଦ୍ଧି ପ୍ରାପ୍ତି ହୋଇଥାଏ,  ଓ ଅନ୍ନପୁର୍ଣ୍ଣାଙ୍କ ଭଣ୍ତାର ସବୁବେଳେ ପାଇଁ ରୁହେ , ଏହା ସହ ସେହି ଘରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ , ଏବେ ଆମେ ଆପଣଙ୍କୁ କହିବୁ , ଅରଖ ଜଡର ବ୍ୟବହାର କିପରି କରିବେ ।

ରବି ପୁଷ୍ପ କିମ୍ବା ଗୁରୁ ପୁଷ୍ପ ଯୋଗରେ ସକାଳ ସମୟରେ ଅରଖର ଜଡକୁ ଘରେ ଆଣି ସଫା କରି ଧୁପରେ ରଖିଦିଅନ୍ତୁ , ତାହାପରେ ଗଣପତିଙ୍କ ମନ୍ତ୍ର ଓଁ ଶ୍ରୀ ଗଣପତାୟ ନମଃ କିମ୍ବା ଶ୍ରୀ ବିଘ୍ନେଶ୍ୱରାୟ ନମଃ , ୧୫୧ ଥର ଜପ କରନ୍ତୁ , ତାହାପରେ ଜଡକୁ ନିଜ ଅଣ୍ଟାରେ ବାନ୍ଧିଦିଅନ୍ତୁ , ଏହା ଦ୍ୱାରା ଆପଣଙ୍କୁ ଜଲଦି ହିଁ ସନ୍ତାନ ପ୍ରାପ୍ତି ହେବ , ଏହା ଛଡା ଆପଣ କାହାକୁ ଆକର୍ଷିତ କରିବାକୁ ଚାହୁଁଛନ୍ତି ତେବେ ରବି ପୁଷ୍ପ କିମ୍ବା ଗୁରୁ ପୁଷ୍ପ ଦିନ ସକାଳ ସମୟରେ ଅରଖର ଜଡକୁ ବିଧି ପୂର୍ବକ ବାହାର କରି ସଫା କରିଦିଅନ୍ତୁ , ଓ ଏହାକୁ ପାଣିର ସହ ପେଶି ଦିଅନ୍ତୁ ।

ତାପରେ ଏହି ପେଷ୍ଟକୁ ଏକ ବଳିତା ସହ ମିଶାଇକରି ଦୀପ ଲଗାନ୍ତୁ , ଏହା ସହ ଏହି ଦିପରେ ପକାଇ କାଜଲ ପ୍ରସ୍ତୁତ କରିନିଅନ୍ତୁ , ଏହାପରେ ଏହି କାଜୋଲ୍ କୁ ଗଣପତିଙ୍କ ମୁଳମନ୍ତ୍ର ସହ ନିଜ ଆଖିରେ ଲଗାନ୍ତୁ , ବିଶ୍ୱାସ କରନ୍ତୁ ଯାହାକୁ ଚାହିଁବେ ଆପଣ ତାଙ୍କୁ ନିଜ ଆଡକୁ ଆକର୍ଷିତକରିପାରିବେ ।

ସେମିତି ଯଦି ଆପଣ ଧନବାନ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପ୍ରଥମ ଉପାୟ ଗଣପତିଙ୍କ ସହ ଯୋଡି ହୋଇଛି , ତାହା ଆପଣାଇବା ଉଚିତ୍ , ଏହା ଦ୍ୱାରା ଆପଣଙ୍କର ଘର ଧନରେ ଭରିଯିବ ।

Leave a Reply

Your email address will not be published. Required fields are marked *