October 17, 2024

Odia Express

Here, There and Everywhere

କଣ ପାଇଁ ଅଧୁରା ଅଛି ପୁରୀର ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି , ଜାଣନ୍ତୁ ଏହାର ପଛରେ ଏକ ବଡ ରହସ୍ୟ ବିଷୟରେ – ସବୁ ଓଡ଼ିଆ ଲୋକଙ୍କୁ ଏହି କଥା ଜାଣିବା ନିହାତି ଦରକାର…

ପୁରୀର ଜଗନ୍ନାଥ ମନ୍ଦିର ନା କେବଳ ଭାରତରେ ବରଂ ପୁରା ଦୁନିଆଁରେ ପ୍ରସିଦ୍ଧ ହୋଇଛି , ଏହି ମନ୍ଦିର ଭାରତର ଓଡିଶା ରାଜ୍ୟର ତଟବର୍ତ୍ତି ସହର ପୁରୀରେ ଅବସ୍ଥିତ , ଜଗନ୍ନାଥ ଶବ୍ଦର ଅର୍ଥ ଜଗତର ସ୍ୱାମୀ , ଭାରତର ପୂର୍ବ ବଙ୍ଗାଳ ପାଖରେ ପବିତ୍ର ପୁରୀ ଓଡିଶାର ରାଜଧାନୀ ଭୁବନେଶ୍ୱର ଠାରୁ ଟିକିଏ ଦୁରରେ ଅଛି  , ଆଜି ଓଡିଶାର ପ୍ରାଚୀନକାଳରେ ଉତ୍କଳ ପ୍ରଦେଶ ନାଁରେ ଜଣାଯାଉଥିଲା , ଏହି ଦେଶର ସମୃଦ୍ଧ ବନ୍ଦର ଅଛି , ଯେଉଁଠି ଜାଭା, ସୁମାତ୍ରା, ଇଣ୍ତୋନେସିଆ,  ଥାଇଲାଣ୍ତ, ଓ ଅନ୍ୟ ବହୁତ ଦେଶରୁ ଏହି ବନ୍ଦରର ରାସ୍ତାରେ ବେପାର ହୋଇଥାଏ , ଏହି ନଗରୀ ଜଗନ୍ନାଥ ପୁରି କିମ୍ବା ପୁରୀ କୁହାଯାଏ।

ଓଡିଶାର ପୁରୀରେ ସ୍ଥିତ ଜଗନ୍ନାଥ ମନ୍ଦିର କୃଷ୍ଣ ଭକ୍ତଙ୍କ ଭିଡ ଦେଖିବାକୁ ମିଳେ,  ଏହି ମନ୍ଦିରର ତିଆରି ରେ କିଛି ଏପରି ରହସ୍ୟ ଲୁକ୍କାଇତ ଅଛି ଯାହା ବଡ ବଡ ଇଞ୍ଜିନିୟର ଖୋଜିବାରେ ଅସମର୍ଥ,  ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ , ଏହି ମନ୍ଦିରରେ ସ୍ଥାପିତ ଜଗନ୍ନାଥ ମୁର୍ତ୍ତିରେ କଣ ଅଧୁରା ଅଛି   ଏହା ପଛରେ କଣ ରହସ୍ୟ ଅଛି ।କୁହାଯାଏ କି ଭଗବାନ ଜଗନ୍ନାଥ ମୁର୍ତ୍ତି ନୀଳମଣୀ ରୁ ତିଆରି ହୋଇଛି , ଯାହା ଏକ ଅଗରୁ ବୃକ୍ଷ ତଳୁ ମିଳିଥିଲା,  ମାନ୍ୟତା ଅଛି କି ମାଲବା ନରେଶ ଇନ୍ଦ୍ରଦ୍ୟୁମ୍ନ ଯିଏକି ଭଗବାନ ବିଷ୍ଣୁଙ୍କର ବଡ ଭକ୍ତ ଥିଲେ, ଯିଏକି ସ୍ୱୟଂ ଶ୍ରୀହରି ଙ୍କୁ ସ୍ୱପ୍ନରେ ଦର୍ଶନ ପାଇଥିଲେ,  ସେ କହିଲେ କି ପୁରୀ ସମୁଦ୍ର ତଟରେ ତାଙ୍କୁ ଏକ ଦାରୁ ମିଳିବ ସେଥିରେ ସେ ମୁର୍ତ୍ତିର ନିର୍ମାଣ କରାଇବେ ।

ତାହା ପରେ ରାଜା ସକାଳୁ ଯେପରି ଉଠିଲେ ତଟରେ ପହଞ୍ଚିବା କ୍ଷଣି ତାଙ୍କୁ ସେହି ଦାରୁ ମିଳିଲା , କିନ୍ତୁ ସେ ଭାବିଲେ କି ତାହାକୁ ମୁର୍ତ୍ତି କିପରି କରିବେ । ସେହି ସମୟରେ ଭଗବାନ ବିଷ୍ଣୁ ଶ୍ରୀ ବିଶ୍ୱକର୍ମାଙ୍କ ସହ ଏକ ବୃଦ୍ଧା ମୁର୍ତ୍ତିକାର ରୁପରେ ପ୍ରକଟହେଲେ । ଓ ସେ ରାଜାଙ୍କୁ କହିଲେ ଲି ଗୋଟେ ମାସ ମଧ୍ୟରେ ମୁର୍ତ୍ତିର୍ ନିର୍ମାଣ କରିଦେବେ । କିନ୍ତୁ ରାଜାଙ୍କ ସାମ୍ନାରେ ଗୋଟିଏ ସର୍ତ୍ତ ରଖିଲେ,  ଶର୍ତ୍ତ ଏହା ଥିଲା କି ସେ କାର୍ଯ୍ୟ ବନ୍ଦ ରୁ ମ୍ ରେ ଗୋଟେ ରାତିରେ ହିଁ କରିବେ , ଓ ଯଦି ରୁମ୍ ଖୋଲିଲା ତେବେ କାମ ମଝିରେ ଛାଡି ଚାଲି ଆସିବ ।

ରାଜା ସେହି ବ୍ରାହ୍ମଣର ସର୍ତ୍ତ ମାନିନେଲେ । ଓ କବାଟ ବାହାରୁ ବନ୍ଦ କରିଦେଲେ ,  ରାଜା ସେହି କବାଟ ପାଖରେ ରହି କାମର ସମୀକ୍ଷା କରୁଥିଲେ , କିନ୍ତୁ ସେହି ରୁମ୍ ଭିତରୁ କୁଯାଉନଥିଲେ , ଧୀରେ ଧୀରେ ଶେଷ ଦିନ ଆସିଗଲା , ଓ ସେ ଜାଣିବାକୁ ପାଇଲେ କି ବହୁତ ଦିନ ହେଲା କିଛି ଆବାଜ୍ ଆସୁନାହୀଁ । ରାଜାଙ୍କୁ ଲାଗିଲା କି କିଛି ତ ଆବାଜ୍ ଆସୁନି , ସେ ସେଥିପାଇଁ ଭିତରକୁ ଯାଇ ଦେଖିଲେ , ଓ ଯେପରି କବାଟ ଖୋଲିଲେ ବ୍ରାହ୍ମଣ ସେହି ଅଧୁରା ମୁର୍ତ୍ତି ତିଆରି କରି ଗାୟବ ହୋଇଗଲେ ,

କୁହାଯାଏ କି ସେ ବ୍ରାହ୍ମଣ୍ ବିଶ୍ୱକର୍ମା ହିଁ ଥିଲେ,  ଯିଏକି ଭଗବାନ ବିଷ୍ଣୁଙ୍କ ଆଗ୍ରହରେ ଏହି ଜଗନ୍ନାଥ ମନ୍ଦିରର କୃଷ୍ଣ ବଳରାମ ଓ ସୁଭଦ୍ରା ମୁର୍ତ୍ତି କରିବାକୁ ପୃଥିବୀ ପୃଷ୍ଠରେ ଅବତରିତ ହୋଇଥିଲେ,  ରାଜା ନିଜ କୃତ୍ କାର୍ଯ୍ୟକୁ ପଶ୍ଚାତାପ କଲେ , ଓ ବୃଦ୍ଧାଙ୍କୁ କ୍ଷମା ମାଗିଲେ , ସେ କଇଲେ ଏହା ଭଗବାନଙ୍କ ଇଚ୍ଛା ଅଛି , ତେବେ ସେହି ଅବସ୍ଥାରେ ମୁର୍ତ୍ତି ସ୍ଥାପିତ କରାଗଲା , ଆଜି ଭଗବାନ ଜଗନ୍ନାଥ , ବଳଭଦ୍ର , ଓ ସୁଭଦ୍ରାଙ୍କ ମୁର୍ତ୍ତି ସେହି ଅବସ୍ଥାରେ ଅଛି  ।ତେବେ ଯଦି ଆପଣଙ୍କୁ ଏହି ଲେଖା ଭଲ ଲାଗିଛି ନିଶ୍ଚୟ ସେୟାର କରିବେ

Leave a Reply

Your email address will not be published. Required fields are marked *