October 17, 2024

Odia Express

Here, There and Everywhere

ବାରବାଟୀରେ କ୍ରିକେଟ ମ୍ୟାଚରେ ହିରୋ ସାଜିଥିବା ଏହି ବଡ ଖେଳାଳି ବିଜନେସ୍ କ୍ଲାସ୍ ଫ୍ଲାଇଟ୍ ଛାଡିକରି ଲୋକାଲ୍ ଟ୍ରେନ୍ ରେ ଘରକୁ ଗଲେ – ଖେଳାଳି ଙ୍କ ନାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ…

କିଛିଦିନ ତଳେ ଭାରତ ଓ ୱେଷ୍ଟଇଣ୍ଡିଜ ସିରିଜ ଖେଳ ସାରିଛି | ଏଥିରେ ଭାରତ ୨ଟି ମ୍ୟାଚ ଜିତି ସିରିଜ କବ୍ଜା କରିଥିଲା | ତେବେ ଏହା ବାରବାଟୀରେ ନିର୍ଣ୍ଣାୟକ ମ୍ୟାଚ ହେଇଥିଲା |ଯେଉଁଥିରେ କି ବିଜୟ ଲାଭ କରି ଭାରତ ସିରିଜ ଜିତିଥିଲେ | ତେବେ ଏଥିରେ ମଞ୍ଚ ର ହିରୋ ସାଜିଥିବା ଜଣେ ହିରୋଂକ ବିଷୟରେ ଆମେ ଆଜି ଆପଣଙ୍କୁ କହିବୁ ଯିଏକି ଏକଦା ଫ୍ଲାଇଟ ଚଡି ଟ୍ରେନ ରେ ସାଧାରଣ ଲୋକ ଭଳି ଘରକୁ ଫେରିଥିଲେ | ତେବେ ଚାଲନ୍ତୁ ଆଜି ଜାଣିବା ତାଙ୍କ ବିଷୟରେ |ଏମିତି ତ ବହୁତ କ୍ରିକେଟିୟରଙ୍କ ବିଷୟରେ ଶୁଣିଥିବେ , କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କ୍ରିକେଟିୟରଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ ଲୋକପ୍ରିୟ ହେବା ପରେ ବି ନିଜ ଜଡକୁ ଭୁଲିନାହାନ୍ତି ,

ଆପଣଙ୍କୁ ଜଣେଇଦେବୁ କି ଆମେ ଏଠାରେ ଏମ୍ ଏସ୍ ଧୋନୀ କିମ୍ବା ବିରାଟ କୋହଲିଙ୍କ କଥା ନୁହେଁ ବରଂ ଭାରତୀୟ କ୍ରିକେଟ୍ ଟିମ୍ ର ବୋଲର୍ ଶାର୍ଦୁଲ୍ ଠାକୁରଙ୍କ କହୁଛୁ , ୨୦୧୮ ରେ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ନିଜ ଦେଶକୁ ଫେରିବା ବେଲେ ମୁମ୍ବାଇ ପର୍ଯ୍ୟନ୍ତ ଫ୍ଲାଇଟ୍ ବିଜନେସ୍ କ୍ଲାସ୍ ରେ କରାଇଲେ , କିନ୍ତୁ ମୁମ୍ବାଇ ରୁ ପାଲଘର୍ ପୁରା ଯାତ୍ରା ସେ ଲୋକାଲ୍ ଟ୍ରେନ୍ ରେ କରିଥିଲେ । କହିଦେବୁ କି ସାଉଥ୍ ଆଫ୍ରିକାରୁ ଫେରିବା ପରେ ସେ ଫ୍ଲାଇଟ୍ ରେ ଆସିଥିଲେ , କିନ୍ତୁ ମୁମ୍ବାଇ ପହଞ୍ଚିବାପରେ ସେ ଲୋକାଲ୍ ଟ୍ରେନ୍ ରେ ଆସିଥିଲେ,  ବୋଧେ କାରଣ ସେ ତାଙ୍କର ପୁରୁଣା ଦିନକୁ ମନେ ପକାଇପାରିବେ , ଖବରରୁ ଜଣାଯାଏ କି ଶାର୍ଦୁଲ୍ ଆଗରୁ ବହୁତ ଥର ଏମିତି ଟ୍ରେନ୍ ରେ ଯାତ୍ରା କରି ଆସୁଛନ୍ତି , ଯାହା ଦ୍ୱାରା ଏମିତି କରିଥିଲେ,  ଏମିତିରେ ଶାର୍ଦୁଲ୍ କହିଲେ କି ଯେବେ ସେ ଲୋକାଲ୍ ଟ୍ରେନ୍ ରେ ଯାଉଥିଲେ ବହୁତ୍ ଲୋକ ତାଙ୍କୁ ଚିହ୍ନିବି ପାରିଲେ ନାହିଁ ।

ଏହି ସମୟରେ ଟ୍ରେନ୍ ରେ ଥିବା କିଛି ଛୁଆ ତାଙ୍କୁ ଚିହ୍ନିପାରିଥିଲେ , ଓ ତାପରେ ଇଣ୍ଟରନେଟ୍ ରେ କନଫର୍ମ କରିବାପରେ ସେ ସାର୍ଦୁଲ୍ ଙ୍କ ସହ ସେଲଫି ନେଲେ , କହିଦେବୁ କି ଶାର୍ଦୁଲ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ପ୍ରଦର୍ଶନ କରି ୪ ଟି ୱିକେଟ୍ ନେଇଥିଲେ , ଏହା ଛଡା ଏହା ବି ଆପଣଙ୍କୁ କହିଦେବୁ କି ମୁମ୍ବାଇରେ ବହୁତ ବର୍ଷ ଘରୋଇ କ୍ରିକେଟ୍ ରେ ଭଲ ପ୍ରଦର୍ଶନ୍ କରି ସେ ଭାରତୀୟ ଟିମ୍ ରେ ଜାଗା ପାଇଲେ , ବୋଧେ ଏହି କାରଣରୁ ସେ ଆଜି ବି ମୂଳ ନିଜର ସ୍ଥାୟୀ ରଖିଛନ୍ତି , ଏବେ ସେମିତି କହିବାକୁ ଗଲେ ଏବେ ସେ ନିଜ କ୍ୟାରିୟର ଆରମ୍ଭ କରିଛନ୍ତି ଏଥିପାଇଁ ବହୁତ କମ୍ ଲୋକ ତାଙ୍କୁ ଜାଣିଛନ୍ତି  ।

କିନ୍ତୁ ଧିରେ ଧୀରେ ଭାରତୀୟ ଟିମ୍ ନିଜର ଜଡ ମଜବୁତ୍ ଓ ପକ୍କା କରିବାର ଚେଷ୍ଟା କରୁଛି , ଯାହାଦ୍ୱାରା ସେନିଜର ପରିଚୟ ବନାଈପାରିବେ , ସେମିତି ସଫଳତା ହାସିଲ୍ କରିବା ସହଜ ନୁହେଁ , କିଛି ଲୋକ ସଫଲତା ବଂଶଜ ମିଳିଯାଏ , କିନ୍ତୁ ଯେଉଁ ଲୋକ ସଫଳତା ନିଜେ କମାନ୍ତି , ତାଙ୍କୁ ନିଜ ଉପରେ ବହୁତ ଗର୍ବ ହୋଇଥାଏ,  ହଁ ଆଜ୍ଞା ନିଜର ସଫଳତା ଉପରେ ନିଜକୁ ବହୁତ ମଜା ଲାଗିଥଏ,  ଯିଏ କହେ ମୋର ସଫଳତା ବଂଶଜ ଭାବେ ମିଳିଛି  ସେ ଗର୍ବ୍ର ସହ କହିପାରିବ ନାହିଁ କି ସଫଳତା ନିଜ ପରିଶ୍ରମ ଓ ନିଜ କ୍ଷମତା ଯୋଗୁଁ ପାଇଛି ।ତେବେ ଶେଷ ମ୍ୟାଚ ରେ ବିଜୟର ସ୍ୱାଦ ଦେଇଥିବାରୁ ସାରା ଦେଶର ଲୋକ ତାଙ୍କ ଉପରେ ଖୁସି ଅଛନ୍ତି

Leave a Reply

Your email address will not be published. Required fields are marked *