October 16, 2024

Odia Express

Here, There and Everywhere

୨୪ ଡିସେମ୍ବର ୨୦୧୯ ମଙ୍ଗଳବାର,ଆଜିର ରାଶିଫଳ – ହନୁମାନ ଙ୍କ ବିଶେଷ କୃପାରୁ ଆଜିଠୁ ଏହି ୩ଟି ରାଶିକୁ ମିଳିବ ବିଶେଷ ଖୁସି – ଏହି ୨ଟି ରାଶି ସାବଧାନ ରୁହନ୍ତୁ

ମେଷ ରାଶି :  ଏହି ରାଶିର ଜାତକରେ ଆଜିର ଦିନ ଶୁଭପ୍ରଦ ଅଛି  , ଆଜି ଆପଣଙ୍କ ଜ୍ଞାନ ଓ ବୁଦ୍ଧିରୁ ଅନ୍ୟଙ୍କୁ ପ୍ରଭାବିତ କରିବେ , ଏହା ସହ ଆପଣଙ୍କ ସମ୍ପେଷଣ କଳା ବି ପ୍ରଶଂସା ହେବ , ଆପଣଙ୍କ ଇଚ୍ଛାଗୁଡିକ ଆଗକୁ ନେବାପାଇଁ ସାହାଯ୍ୟ କରିବ ।ଆଜି ସବୁ ପକ୍ଷରୁ ଆପଣଙ୍କୁ ଖୁସି ମିଳିବ |ଆର୍ଥିକ କାରବାର ରେ ଆଜି ଅଧିକ ଲାଭବାନ ହେବେ | ନିଜ ପରିବାର ଖୁସି ପାଇଁ ଆଜି ଅଧିକ ପରିଶ୍ରମ କରିବା ପାଇଁ ପଡିବ |ଆପଣଙ୍କ ପରିବାର ଲୋକଙ୍କ କାମକୁ ପ୍ରାଥମିକ ଦେବାକୁ ଚେଷ୍ଟା କରନ୍ତୁ |ଅନେକ ଦିନରୁ ବାକି ଥିବା ପଇସା ଆଜି ମିଳିବାରେ ସମ୍ଭାବନା ରହିଛି

ବୃଷ ରାଶି : ଆଜିର ଦିନ ଆପଣଙ୍କ ସାଙ୍ଗକୁ ମିଳିବ , ଆପଣ ନିଜ ସାଙ୍ଗମାନଙ୍କ ସହ ସମୟ ବିତାଇବେ , ଏହା ସହ କିଛି ପୁରୁଣା କଥାକୁ ମନେ ପକାଈବେ , ଏହା ଛଡା ଆପଣଙ୍କ ବନ୍ଧୁଙ୍କ ବ୍ୟକ୍ତିତ୍ୱ ପ୍ରଶଂସା କରିବେ , ଏହି ପ୍ରକାରରୁ ଆଜିର ଦିନ ଆପଣଙ୍କ ପାଈଁ ବହୁତ ପ୍ରସନ୍ନ ରହିବ ।ଆଜି ଆପଣ ଶାରୀରିକ ଓ ମାନସିକ କ୍ଷେତ୍ର ରେ ସୁସ୍ଥ ରହିବେ |ନିଜ ଜିନିଷ ନିଜ ଦାୟିତ୍ୱରେ ନ ରଖିଲେ ଅସୁବିଧା ଭୋଗିବେ |ଆଜି ଆପଣ କୌଣସି ତୀର୍ଥ ସ୍ତନ କୁ ବୁଲିବା ପାଇଁ ଯାଇ ପାରନ୍ତି

ମିଥୁନ ରାଶି : ଆଜିର ଦିନ ମିଥୁନ ରାଶିର ଲୋକଙ୍କ ଜାତକରେ ପରିବାର ଲୋକଙ୍କ ସହ ବିବାଦ ହୋଇପାରେ,  ଏଥିପାଇଁ ଜରୁରୀ ଅଟେ କି ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ , ଓ ସାମ୍ନା ବାଲା ଲୋକଙ୍କୁ ଅଣଦେଖା କରନ୍ତୁ , ଏହି ଅସୁବିଧା ସମୟ ପୂର୍ବରୁ ଶେଷ ହୋଇଯିବ ।

କର୍କଟ ରାଶି : ଏହି ରାଶିର ଲୋକେ ଆଜି ନିଜ ପରିବାର ପାଇଁ ଚିନ୍ତାରେ ରହିବେ,  ଏଥିପାଇଁ ଜରୁରୀ ଅଟେ କି ଆପଣ କାହା ଉପରେ ନିଜର ରାଗ ବାହାର କରନ୍ତୁ ନାହିଁ , ଆପଣ ନିଜର ମାନସିକ ରୁପରେ ଶାନ୍ତ ରଖନ୍ତୁ , ସମସ୍ୟାର ସମାଧାନ କିପରି କରାଯିବ , ଏହି ଉପରେ ବିଚାର କରନ୍ତୁ ।

ସିଂହ ରାଶି : ସିଂହ ରାଶିର ଲୋକେ ଆଜି ନିଜ ପରିବାର ଲୋକଙ୍କ ସହ ସମୟ ଅତିବାହିତ କରିବେ , ଆପଣ କେଉଁ ଆଡେ ବୁଲିବାକୁ ଯାଉଥିଲେ ଏହି ସମୟରେ ଆପଣ ଜଣେ ଅନ୍ୟଙ୍କ ସହ ବହୁତ କଥା ସେୟାର୍ କରିବେ , ଏହି ମଧ୍ୟରେ ଏହି ଜିନିଷକୁ ଧ୍ୟାନ ରଖିବେ କି କିଛି କଥାର ଭୁଲ୍ ମତଲବ ନ ବାହାରୁ ।

କନ୍ୟା ରାଶି : କନ୍ୟା ରାଶିର ଜାତକରେ ଅଜି ଆଇନ୍ ଗତ ମାମଲାରେ ସଫଳତା ମିଳିବ , ଆପଣ ଏହି ସମସ୍ୟାକୁ ନେଇକରି ଗତ କିଛି ଦିନରୁ ଚିନ୍ତାରେ ଥିଲେ ,  ଏଥିପାଇଁ ଆଜି ପ୍ରସନ୍ନତା ଅନୁଭବ କରିବେ , ନିଜ ଖୁସି ପରିବାର ଲୋକଙ୍କ ସହ କଥାବାର୍ତ୍ତା କରିବେ ।

ତୁଳା ରାଶି : ଏହି ରାଶିର ଲୋକେ ମାନସିକ ରୁପେ ବହୁତ ହାଲକା ଅନୁଭବ କରିବେ , ଆଜିର ଦିନ ନିଜ ସମସ୍ୟାକୁ ବୁଝାଇବାକୁ ଯାଇ ରାସ୍ତା ବାହାର କରିବେ , ଏହା ସହ ଆଜି ଆପଣଙ୍କ ନିଜ ଉପରେ ଭରସା ରହିବ , ଆପଣଙ୍କ ନିଜ ଜୀବନରେ ଆସୁଥିବା ନୁଆ ନଜରିଆକୁ ନେଇ ଚଳିବାକୁ ହେବ ।

ବିଛା ରାଶି  : ଆଜିର ଦିନ ନିଜ କାର୍ଯ୍ୟ ସ୍ଥଳରେ ବହୁତ ପରିଶ୍ରମ କରିବେ , ଏହା ସହ ଲାଭ ଆଗକୁ ଆସିବ , ଏହା ସହ ଲୋକେ ଆପଣଙ୍କ କାମକୁ ପ୍ରଶଂସା କରିବେ , ଏହି ଦିନରେ ଆପଣ ନିଜ ସାଙ୍ଗ ଓ ପରିବାର ଲୋକଙ୍କର ସହ ସେୟାର୍ କରିବେ ।

ଧନୁ ରାଶି : ଏହି ଦିନରେ ଆପଣ ଭଲ ଅନୁଭବ କରିବେ , ଆପଣଙ୍କୁ ମାନସିକ ରୁପରେ ଖୁସି ମିଳିପାରିବ , ଆପଣ ଏହି ଖୁସି ନିଜ ବନ୍ଧୁମାନଙ୍କ ସହ ସେୟାର୍ କରିବାକୁ ଚାହିଁବେ , ନିଜ ବନ୍ଧୁ କିମ୍ବା ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବାକୁ ଚେଷ୍ଟିତ ହେବେ ,

ମକର ରାଶି : ମକର ରାଶିର ଲୋକେ ଆଜିର ଦିନ ଆଖ ପାଖ ଲୋକଙ୍କୁ ରାଗି ପାରନ୍ତି , କିନ୍ତୁ ଧ୍ୟାନ ରଖିବେ କି ଏହାର ଫାଇଦା ଆପଣଙ୍କୁ କିଛି ମିଳିବ ନାହିଁ , ଏଥିପାଇଁ ଜରୁରୀ ଅଟେ କି ନିଜ ରାଗ ଉପରେ କାବୁ ରଖନ୍ତୁ , ଓ ସାମ୍ନା ବାଲା ବ୍ୟକ୍ତି କଥାକୁ ବୁଝିବାକୁ ଚେଷ୍ଟିତ ରୁହନ୍ତୁ ।

କୁମ୍ଭ ରାଶି : ଏହି ରାଶିର ଜାତକରେ ଆଜି ନିଜ ମାନସିକ ରୁପରେ ମଜବୁତ୍ ହେବେ , ଏହା ସହ ଆଜି ଆପଣଙ୍କ ମନର୍ ସକରାତ୍ମକ କଥା ଆସିବ , ଯାହା ଆପଣଙ୍କୁ ନିଜ ସମସ୍ୟାରୁ ଉପାୟ କହିବାକୁ ସାହାଯ୍ୟ କରିବ , ଏହି ପ୍ରକାରର ଆଜିଦିନ ଭଲ ରହିବ ।

ମୀନ ରାଶି : ଆଜିର ଦିନରେ ପରିବାର ଲୋକଙ୍କୁ ମନେ ପକାଇବେ , ଆଜିର୍ ଦିନ ପରିବାର ଲୋକଙ୍କ ସହ କୁଆଡେ ବୁଲିବାକୁ ଯାଇପାରନ୍ତି , କିନ୍ତୁ ନିଜ ବ୍ୟସ୍ତତା କାରଣରୁ ତାଙ୍କ ସହ ଯାଇପାରିବେ ନାହିଁ , ଆପଣଙ୍କୁ ଅଧିକା ଚିନ୍ତା କରିବାର ଦରକାର ନାହୀଁ , କିଛି ଦିନ ପରେ ଆପଣ ତାଙ୍କ ସାଥିରେ ଥିବେ  ।

Leave a Reply

Your email address will not be published. Required fields are marked *