October 17, 2024

Odia Express

Here, There and Everywhere

ଗାଡ଼ିରେ ଯାତ୍ରା କରୁଥିବା ସମୟରେ ଯଦି ବାନ୍ତିର ସମସ୍ୟା ଆସେ ତେବେ ଚିନ୍ତିତ ହୁଅନ୍ତୁ ନାହିଁ ଆପଣାନ୍ତୁ ଏହି ତରିକା , କେବେ ବି ଆସିବ ନାହିଁ ବାନ୍ତି..

ବହୁତ ଲୋକ ଏପରି ହୋଇଥାନ୍ତି ଯାହାଙ୍କୁ ଯାତ୍ରା କରୁଥିବା ସମୟରେ ବାନ୍ତି ଆସିବା ସ୍ୱାଭାବିକ କଥା ଅଟେ , କିଛି ଲୋକ କାର୍ କିମ୍ବା ବସ୍ ରେ ଯାତ୍ରା କରୁଥିବା ସମୟରେ ବାନ୍ତି କରିବସନ୍ତି , ବହୁତ ଲୋକ ଏହି ପରି ସମସ୍ୟା ଦେଖି ଚିନ୍ତିତ ରୁହନ୍ତି , ଏହା ଛଡା ଯେବେ ଲୋକ ପାହାଡ ରାସ୍ତା ଦେଇ ଯାତ୍ରା କରୁଥିବେ ତେବେ ସେହି ସମୟରେ ବାନ୍ତି ଆସିବା ସାଧାରଣ କଥା ଅଟେ, ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ ଓ କହିବୁ କି କିପରି ଏହି ସମସ୍ୟାକୁ ଦୁର କରିପାରିବେ ,ଯଦି ଆପଣ ଯାତ୍ରା କରୁଥିବା ସମୟରେ ବାନ୍ତି କରିବାର ସମସ୍ୟାର୍ ପିଡିତ ଅଛନ୍ତି ତେବେ ଯାତ୍ରା ସମୟରେ ଫ୍ରୁଟ୍ ଜୁସ୍ କିମ୍ବା ସତେଜ ଫଳ ନିଜ ସାଙ୍ଗରେ ନେବା ଉଚିତ୍ ,

କହିଦେବୁ କି ଆପଣ କେଉଁ ଆଡେ ଟ୍ରାଭେଲ୍ କରିବାପଇଁ ଗଲାବେଳେ ବାନ୍ତିର ସମସ୍ୟାରେ ପଡୀଥାନ୍ତି , ଏଥିପାଇଁ ଏହି ଦୁଇଟି ଜିନିଷ ଆପଣଙ୍କୁ ବହୁତ୍ କାରଗର ହେବ , ଏମିତି ଜୁସ୍ କିମ୍ବା ଫଳକୁ ସେବନ କରିଲେ ଆପଣଙ୍କ ମଧ୍ୟରେ ହେଉଥିବା ଗରମରୁ ମୁକ୍ତି ମିଳିପାରିବ , ଓ ବାନ୍ତି ଆସିବ ନାହିଁ , ଆପଣଙ୍କୁ କହିଦେବୁ କି ଯାତ୍ରା ସମୟରେ ଆସୁଥିବା ବାନ୍ତି ସବୁଠାରୁ ବଡ କାରଣ ହୋଇଥାଏ କି ଗରମ ଯାହାକୁ କଣ୍ଟ୍ରୋଲ୍ କରିବା ବହୁତ ଆବଶ୍ୟକ ଅଟେ ।ଏହା ଛଡା ଯେବେ ଆପଣ ଯାତ୍ରା କରୁଥିବେ ଓ ବାନ୍ତି କରୁଥିବା ଭଳି ଲାଗିଲେ ତୁରନ୍ତ ଗାଡି ଅଟକାଇ ଅଦା ବାଲା ଚାହା ପିଇଦିଅନ୍ତୁ , ତାପରେ ଏହାକୁ ଆପଣ ନିଜ ଥର୍ମୋଫ୍ଲାସ୍ ରେ ଭରି କରି ନେଇପାରିବେ ,

କହିଦେବୁ କି ଅଦା ବାଲା ଚାହା ଛଡା ଆପଣଙ୍କୁ ଜିଞ୍ଜର୍ ଟ୍ରଫି କିମ୍ବା ଅଦାକୁ ନେଇକରି ନିଜ ମୁହଁରେ ରଖିଲେ ଏହା ଦ୍ୱାରା ବାନ୍ତି ଆସିନଥାଏ , ଯାତ୍ରା ସମୟରେ ବାନ୍ତିକୁ ଦୂର କରିବାକୁ ହେଲେ ଅଦା ବହୁତ ସହାୟକ ହୋଇଥାଏ , କାରଣ ଏହା ମୁହଁର ସ୍ୱାଦକୁ ବଦଳାଇଦେଇଥାଏ , ଯାହା ଦ୍ୱାରା ବାନ୍ତି ପରି ସମସ୍ୟା ଉତ୍ପନ୍ନ ହୁଏ ନାହିଁ , କହିଦେବୁ କି ଯାତ୍ରା ସମୟରେ ମୁହଁରେ ଗୋଟେ ରୁମାଲ୍ ରେ କିଛି ମିଣ୍ଟ ତେଲ ପକାଇ ଯାତ୍ରା କରିବେ ତେବେ ବାନ୍ତି ହେବ ନାହିଁ , ଆପଣ ଚାହିଁଲେ କିଛି ମିଣ୍ଟର ବଟିକା ନିଜ ଯାତ୍ରା ସମୟରେ ନେଇପାରିବେ , ଏତିକି ନୁହେଁ ଯାତ୍ରା ସମୟରେ ବାନ୍ତିରୁ ମୁକ୍ତି ପାଇବାକୁ ହେଲେ ସବୁ ଧ୍ୟାନ ମ୍ୟୁଜିକ୍ ଶୁଣିବା ଉପରେ ଦେଲେ ସବୁ ଧ୍ୟାନ ସେଠିକୁ ଚାଲି ଯାଏ , ଚେଷ୍ଟା କରନ୍ତୁ କି ଯେବେ ବାନ୍ତି ଆସିବ ତେବେ ଆପଣ ଝରକା ପାଖ ସିଟ୍ ରେ ବସିବେ , ଯାହା ଦ୍ୱାରା ପବନ ଆପଣଙ୍କୁ ଆସୁଥିବ , ଓ ଏହା ଦ୍ୱାରା ବାନ୍ତି ବି ହେବ ନାହିଁ । ଏହା ଏକ ଭଲ ଉପାୟ ଅଟେ ॥

Leave a Reply

Your email address will not be published. Required fields are marked *