October 17, 2024

Odia Express

Here, There and Everywhere

ରୋଗ କଣ ମୃତ୍ୟୁ ବି ରହିବ ବହୁତ ଦୁରରେ , ଯେଉଁ ଦିନରୁ ଗଳାରେ ପିନ୍ଧିନେବେ ଏହି ଚମତ୍କାରୀ ମାଳା…

ସନାତନ ହିନ୍ଦୁ ଧର୍ମରେ ତୁଳସୀଙ୍କୁ ପବିତ୍ର ଏବଂ ପୁଣ୍ୟଦାୟିନି ବୋଲି ମାନାଯାଇଛି , ଏହା ଆମର ଜୀବନରେ ଆଧ୍ୟାତ୍ମିକ ତଥା ଆୟୁର୍ବେଦିକ ଦୃଷ୍ଟିରୁ ବିଶେଷ ମହତ୍ତ୍ୱ ରଖେ । ଏହାର ପୁଜା ଅର୍ଚ୍ଚନା କରିବା ଦ୍ୱରା ଦେବ ପୁଜନରେ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରିଲେ , ଅନନ୍ତ ପୁଣ୍ୟ ପ୍ରାପ୍ତି ହୋଇଥାଏ ।ଓ ଏହାର ଉପଯୋଗରେ , ରୋଗ ଶୋକ, ତପ, ପାପ ଆଦି ଶାନ୍ତି ହୋଇଥାଏ । ତୁଳସୀ ନିଜ ନାଁ ଅନୁସାରେ ଶ୍ୟାମବର୍ଣ୍ଣ ହୋଇଥାଏ । ତଥା ରାମା ତୁଳସୀ ହରିତ ବର୍ଣ୍ଣର ହୋଇଥାଏ । ତୁଳସୀ ମାଳା ଗଳାରେ ଧାରଣକରିଲେ , ଅନେକ ଲାଭ ମିଳିଥାଏ , ତୁଳସୀ ମାଳାକୁ ଧାରଣ କରିଲେ  ମାନସିକ ଶାନ୍ତି ମିଳେ,  ଇଶ୍ୱରଙ୍କ ସହ ଶ୍ରଦ୍ଧା ଭକ୍ତି ବଢିଥାଏ । ମନରେ ନକରାତ୍ମକ ଭାବନାର ବିକାଶ ହୋଇଥାଏ , ଓ ତାହା ସହ ଲକ୍ଷ୍ମୀଙ୍କର କୃପା ରହିଥାଏ , ଆଧ୍ୟାତ୍ମିକ ଉନ୍ନତି ସହ ପାରିବାରିକ ଓ ଭୌତିକ ଉନ୍ନତି ହୋଇଥାଏ  ।

ଯେଉଁ ବ୍ୟକ୍ତି ଗଳାରେ ଯଦି ତୁଳସୀର ମାଳା ଥିବ ତେବେ ସେହି ବ୍ୟକ୍ତିକୁ କେଉଁ ଖରାପ ଶକ୍ତି ଛୁଇଁ ପାରିବ ନାହୀଁ  ଓ ସବୁବେଳେ ସେହି ବ୍ୟକ୍ତିରଉପରେ ଭଗବାନ ଦିବ୍ୟ ଶକ୍ତି ଦେଇଥାନ୍ତି । ଓ ଆୟୁର୍ବେଦରେ ତୁଳସୀର ବହୁତ ଔଷଧୀ ବୋଲି ଦର୍ଜା ଦିଆଯାଈଛି , ଏହି ମାଳାକୁ ଗଳାରେ ପକାଇଲେ , ବହୁତ ରୋଗରୁ ମୁକ୍ତି ମିଳିଥାଏ ।

ଏହି ମାଳାକୁ ଶୁଭ ବାର, ସୋମବାର, ବୁଧବାର, ଗୁରୁବାର, କୁ ଗଙ୍ଗାଜଳରେ ଶୁଦ୍ଧ କରି ଧାରଣ କରିବା ଉଚିତ୍ , ରାମା ତୁଳସୀ ମାଳା ଏହି ମାଳାକୁ ବିଶେଷ ରୁପରେ ଦେବପୁଜା , ଯଜ୍ଞକର୍ମ , ଅଧ୍ୟୟନ , ଆଦିରେ ସଫଳତାପ୍ରାପ୍ତି ପାଇଁ ଧାରଣ କରିବା ଉଚିତ୍ , ଏହାକୁ ଧାରଣ୍ କରିଥିବା ବ୍ୟକ୍ତିର ମଧ୍ୟରେ ଆତ୍ମବିଶ୍ୱାସର ବୃଦ୍ଧି , ତଥା ସ୍ୱାତ୍ତିକ ଭାବନା ଜାଗୃତ ହୋଇଥାଏ , ନିଜ କର୍ତ୍ତବ୍ୟର ପାଳନ ପ୍ରତି ସାହାଯ୍ୟ ମିଳେ , ଏହି ମାଳାକୁ ଶୁଭବାର , ସୋମବାର ଗୁରୁବାର, ବୁଧବାରକୁ ଗଙ୍ଗାଜଳରେ ଶୁଦ୍ଧ କରି ଧାରଣ କରିବା ଉଚିତ୍  ।

ଶାସ୍ତ୍ରର ଅନୁସାରେ ତୁଳସୀ ମାଳା ଭଗବାନ ବିଷ୍ଣୁ, ରାମ,କୃଷ୍ଣ, ଶିବ ଦେବୀ , ହନୁମାନ ଆଦି ଦେବତାଙ୍କ ଭକ୍ତ ଉପାଶକ ସାତ୍ତ୍ୱିକ ଭୋଜନ ଧାରଣ କରୁଥିବା ବ୍ୟକ୍ତି ଧାରଣ କରିଲେ , ବିଶେଷ ଶୁଭ ଫଳ ପ୍ରାପ୍ତି ହୋଇଥାଏ,

Leave a Reply

Your email address will not be published. Required fields are marked *