October 17, 2024

Odia Express

Here, There and Everywhere

ଇଣ୍ଟରନେଟ୍ ରେ ଭାଇରାଲ୍ ହେଉଛି ମଜାଦାର୍ ଫଟୋଗୁଡିକ , ପ୍ରଥମଥର ଦେଖିଲେ କେବେ ବି ବୁଝିପାରିବେ ନାହିଁ ଆପଣ – ଏଵେଦେଖିନିୟନ୍ତୁ…

ସୋସିଆଲ୍ ମିଡିଆର ଚଳଣ ଏହି ଦିନରେ ବହୁତ ଜୋର୍ ଶୋର୍ ରେ ଚାଲୁଛି , ସବୁ କିଛି କିଛି କ୍ଷଣରେ ଭାଇରାଲ୍ ହେବାକୁ ଯାଇଥାଏ , ଯଦି କେହି କିଛି କରୁଛି ତେବେ ତାହା ତୁରନ୍ତ ଦୁନିଆଁ ସାରା ସାମ୍ନାରେ ଆସିଯାଏ , ଏହି କାରଣରୁ ସୋସିଆଲ୍ ମିଡିଆରେ ହଜାର ସଂଖ୍ୟକ ଫଟୋ ଏତେ ଭାଇରାଲ୍ ହେଉଛି , ଯାହାର ଅନ୍ଦାଜା ଲଗାଇବା କାଠିକର ପାଠ,  ଏହି ଫଟୋରେ କିଛି ଖାସ୍ ହେବା ସହ ମଜାଦାର୍ ବି ଅଟେ, ଯାହା ଆପଣଙ୍କ ଦିମାଗ ଘୁମାଇଦେବ , ଏହି ଫଟୋରେ ଥରକରେ ନଜର୍ ପକାଇ ବୁଝିବା କଷ୍ଟକର ଅଟେ । ଏହି ପୋଷ୍ଟରେ ଆମେ କିଛି ମଜାଦାର୍ ଫଟୋ ଦେଖାଇବୁ , ଯାହାକୁ ଦେଖିକରି ଆପଣ ନା କେବଳ ହସିବେ ବରଂ କିଛି ସମୟ ପାଇଁ ବୁଝିପାରିବେ ନାହିଁ କି କଣ ଦେଖୁଛନ୍ତି , କିନ୍ତୁ ତାହା ବିଲକୁଲ୍ ଓଲଟା ଅଟେ,  ଏଥିପାଇଁ ଗୋଟିଏ ଥର ନୁହେଁ ବାରମ୍ବାର ଆପଣଙ୍କୁ ଦେଖିବାକୁ ପଡିବ , ଯାହା ଆପଣଙ୍କୁ କନଫ୍ୟୁଜ୍ କରିଦେଇପାରେ ,

ପ୍ରଥମ ଫଟୋ : ଏହି ଫଟୋକୁ ଦେଖନ୍ତୁ , ଆପଣ ଦେଖିପାରୁଥିବେ କିନ୍ତୁ ବୁଝିପାରୁନଥିବେ କଣ ହେଉଛି , ଏଥିରେ ଦୁଇଟି ଝିଅ ଅଛନ୍ତି , ସେମାନଙ୍କୁ ଏପରି ଉଠାଯାଇଛି ଯାହା ଦେଖିଲେ ଆଖିକୁ ଧୋକା ଲାଗିବ , ଭଲ ଭାବରେ ଦେଖନ୍ତୁ , ଯାହାକୁ ବୁଝିବାକୁ ବହୁତ ଲୋକ ଅସମର୍ଥ ହୋଇଛନ୍ତି ।

ଦ୍ୱିତୀୟ ଫଟୋ : ଏହି ଫଟୋରେ କନଫ୍ୟୁଜ୍ କରିଦେଲା ଭଳି ଅଟେ , ଏହି ସାମ୍ନାରେ ପୁଅ ଠିଆ ହୋଇଛି କି ଝିଅ । କାରଣ ମୁଣ୍ତ ତ ପୁଅର ପରି ଲାଗୁଛି , କିନ୍ତୁ ପାଦରୁ ଉପର ଯାଏଁ ଏହା ଝିଅ ପରି ଦେଖାଯାଉଛି ।

ତୃତୀୟ ଫଟୋ : ଏହି ଫଟୋକୁ ଦେଖିଲେ ଲାଗୁଛି କି ଏହି ଦୁହେଁଙ୍କ ଝିଅ ଶରୀର ପରସ୍ପର ମଧ୍ୟରେ ଯୋଡି ହୋଇଛି , କିନ୍ତୁ ଧ୍ୟାନରେ ଦେଖିବେ କି ଏହି ଫଟୋରେ କଣ ଦେଖାଯାଉଛି ।

ଚତୁର୍ଥ ଫଟୋ : ଏହି ଫଟୋରେ ଦୁଇଟି ବିଲେଇ ଦେଖାଯାଇଛି , କିନ୍ତୁ ଭଲରେ ନଜର ପକାଇଲେ ଜାଣିପାରିବେ କି ଏଠାରେ ଦୁଇଟି ନୁହେଁ ବରଂ ଗୋଟିଏ ବିଲେଇ ଅଛି ଯାହାକି ତାର ଛାଇ ଅଟେ ।

ପଞ୍ଚମ ଫଟୋ : ଝିଅ ଗୋଟେ ହିଁ ଦେଖାଯାଇଛି , କିନ୍ତୁ ଜୋତା ଚାରୋଟି ଦେଖାଯାଇଛି , ଏହି ଫଟୋ ପ୍ରକୃତରେ ବହୁତ କନଫ୍ୟୁଜ୍ କରିଦେବ ।

ଷଷ୍ଠ ଫଟୋ : ଏହି ଫଟୋରେ ଦେଖିଲେ ଚକିତ ହେବେ କି ସେହି ଭ୍ୟାନ୍ ରେ ପୋଷ୍ଟ ଯାହା ଲାଗିଛି ,ତାହା କଣ ପ୍ରକୃତରେ ଗାଡିରୁ ଅଲଗା ନା ତାହା ପୋଷ୍ଟର୍ ଅଟେ ॥

ସପ୍ତମ ଫଟୋ : ହୋଇପାରେ କି ଏହି ଫଟୋ ପ୍ରଥମେ ଦେଖିଥିବେ କିନ୍ତୁ ଏହି ଫଟୋ ଏବେ ପର୍ଯ୍ୟନ୍ତ ବହୁତ ଲୋକଙ୍କୁ ବୁଝାପଡିନାହିଁ ।

ଅଷ୍ଟମ ଫଟୋ : ଏହି ଫଟୋକୁ ଦେଖନ୍ତୁ , ଜଣେ ବ୍ୟକ୍ତି ବସ୍ ରେ ଥିବା କୁକୁର ଫଟୋ ଏପରି ଧରିଛି ଯାହା କି ସେ ତାଙ୍କୁ ବୁଲାଇବାକୁ ନେଇଛି ।

ନବମ ଫଟୋ : ଏହି ପିଲାର କି ହେୟାର ଷ୍ଟାଇଲ୍ ଦେଖନ୍ତୁ , ଠିକ୍ ସେପରି ଯେପରି ଏକ ଆଇସକ୍ରିମ୍ ମାର୍କେଟ୍ ରେ ମିଳେ ।

ଦଶମ ଫଟୋ : ଏହି ଫଟୋରେ ସେମିତି କିଛି କନଫ୍ୟୁଜ୍ କରିଦେଲା ଭଳି ଜିନିଷ ଅଛି , ଆପଣ ଜାଣିପାରୁଛନ୍ତି ।

Leave a Reply

Your email address will not be published. Required fields are marked *