November 20, 2024

Odia Express

Here, There and Everywhere

ବର୍ତମାନର ସବୁଠୁ ବଡ ଦୁଃଖ ଖବର –ଏବେ ଏବେ ହଟାତ ମୃତ୍ୟୁ ହେଲା ବଲିଉଡ୍ ର ଏହି ଆଗ ଧାଡ଼ିର କଳାକାରଙ୍କର, ହସ୍ପିଟାଲ୍ ରେ ନେଲେ ଅନ୍ତିମ ନିଶ୍ୱାସ – କାନ୍ଦି କାନ୍ଦି ନୟାନ୍ତ ହେଲେ ଏହି ବଡ ହିରୋ ହେରୋଇନମାନେ..

ବଲିଉଡ୍ ରେ ଦୁଇଟି ଦଶକ ପର୍ଯ୍ୟନ୍ତ ସୁପରହିଟ୍ ଫିଲ୍ମରେ ଭିଲେନ୍ ରୁପରେ ନଜର ଆସୁଥିବା ପ୍ରସିଦ୍ଧ ଅଭିନେତା ମହେଶ ଆନନ୍ଦ ନିଧନ ହୋଇଗଲା , ମହେଶ ଆନନ୍ଦ ଶନିବାରକୁ ମୁମ୍ବାଇ ର ୟାରୀ ରୋଡ ସ୍ଥିତ ନିଜ ଘର ମୃତ ଘୋଷିତ ପାଇଥିଲେ,  ତାଙ୍କର ମୃତ୍ୟୁର କାରଣ ଏବେ ପର୍ଯ୍ୟନ୍ତ ଜଣା ପଡିନଥିଲା । ପୋଲିସ୍ ତାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ କୁପର୍ ମେଡିକାଲ୍ ପଠାଯାଇଥିଲା , ଆପଣଙ୍କୁ କହିଦେବୁ କି ୧୮ ବର୍ଷ ପରେ ଅଭିନେତା ଗୋବିନ୍ଦାଙ୍କ ଫିଲ୍ମ ରଙ୍ଗିଲା ରାଜାରେ କମ ବ୍ୟାକ୍ କରିଥିଲେ ।ମହେଶଙ୍କ ଶେଷ ଫିଲ୍ମ ଗୋବିନ୍ଦା ରଙ୍ଗିଲା ରାଜା ଥିଲା , ଯାହାକି ୧୮ ଜାନୁୟାରୀ ରିଲିଜ୍ ହୋଇଥିଲା । ଏବେ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁର କାରଣ ଜଣା ପଡିନାହିଁ  । ମହେଶ ଆନନ୍ଦ ପ୍ରଥମେ ପହଲାଜ ନିହଲାନି ଫିଲ୍ମ ଅନ୍ଦାଜ ଓ ଆଗ୍ କା ଗୋଲାରେ କାମ କରିଥିଲେ ।

ମହେଶ ରଙ୍ଗିଲା ରାଜା ରିଲିଜ୍ ପରେ ସୋସିଆଲ୍ ମିଡିଆର୍ ଲେଖିଥିଲେ କି ଏହି ଫିଲ୍ମରେ ତାଙ୍କର ରୋଲ୍ କେବଳ ୬ ମିନିଟ୍ ପାଇଁ ଅଛି , କିନ୍ତୁ ସେ ନିଜକୁ ଆଉଥର ଫେରି ଆସିଥିବାରୁ ବହୁତ ଖୁସି ଅଛନ୍ତି , କୁହାଯାଉଛି କି ସେ ବରସୋବା ସ୍ଥିତ ନିଜ ଘରେ ଏକେଲା ରହୁଥିଲେ , କୁହାଯାଉଛି କି ଅଧିକା ମଦ୍ୟପାନ କରୁଥିଲେ,  ସିନେସ୍ଥାନ୍ ସହ ଦେଇଥିବା ସାକ୍ଷାତକାରରେ ମହେଶ କହିଥିଲେ କି ୧୮ ବର୍ଷ ପର୍ଯ୍ୟନ୍ତ ମୋତେ କେହି ଫିଲ୍ମ ପାଇଁ ସାଈନ୍ କରିନଥିଲେ,  ୧୮ ବର୍ଷରୁ ମୁଁ ଏକେଲା ରହୁଥିଲି , ନା କାମ ଥିଲା ନା ହିଁ ପଇସା , ମୁଁ ପହଲାଜ ନିହଲାନିଙ୍କ ସହ ଅନ୍ଦାଜ ଓ ଆଗ କା ଗୋଲାରେ କାମ କରିଥିଲି,  ଓ ମୋତେ ଛୋଟ ରୋଲ୍ ଅଫର୍ କରାଯାଈଥିଲା ।

ମହେଶ ଆନନ୍ଦଙ୍କ ବ୍ୟକ୍ତିଗତ ଜୀବନୀ ବିଷୟରେ କହିବାକୁ ଗଲେ ସେ ଚାରୋଟି ବିବାହ କରିଛନ୍ତି । ପ୍ରଥମେ ସେ ବରଖା ରାୟଙ୍କୁ ବିବାହ କରିଥିଲେ , ବରଖା ରାୟ ରିନା ରାୟଙ୍କ ଭଉଣୀ ଅଟନ୍ତି, ଏହାପରେ ସେ ୧୯୮୭ ରେ ତତ୍ କାଳୀନ ମିସ୍ ଇଣ୍ତିଆ ଏରିକା ମାରିଆ ଡିସୁଜାଙ୍କୁ ବିବାହ କରିଥିଲେ ॥ମାରିଆ ଓ ମହେଶଙ୍କ ପୁଅ ତ୍ରିଶୁଳ ଆନନ୍ଦ ବି ଅଛନ୍ତି , ଏହାପରେ ସେ ୧୯୯୨ ରେ ଅଭିନେତ୍ରୀ ମଧୁ ମଲହୋତ୍ରାଙ୍କୁ ବିବାହ କରିଥିଲେ , ସେ ୨୦୧୫ ରେ ରସିଆନ୍ ଲେଡି ଲାନାଙ୍କୁ ବିବାହ କରିଥିଲେ

ମହେଶ ଆନନ୍ଦ ଗୋବିନ୍ଦାଙ୍କ ଫିଲ୍ମ କୁଲି ନମ୍ବର ୧ ରେ କାମ କରିଥିଲେ,  ଏହା ଛଡା ଅମିତାଭ ବଚ୍ଚନ ଙ୍କ ଫିଲ୍ମ ସେହନସାହରେ ବି  କାମ କରିଥିଲେ , ଏହା ଛଡା ସେ ଗଙ୍ଗା ଜମୁନା ସରସ୍ୱତୀ , ଆୟା ତୁଫାନ୍ , କୁରୁକ୍ଷେତ୍ର ପରି ଫିଲ୍ମରେ କାମ କରିସାରିଛନ୍ତି ।ମହେଶ ଏବେ କିଛି ଦିନ ହେବ ଏକ ଫେସବୁକ୍ ପୋଷ୍ଟରେ ଲେଖିଥିଲେ କି ମୁଁ ୧୮ ବର୍ଷ ପରେ ଫେରୁଛି , ମୋର ଗୋଟେ ମୁଭି ରିଲିଜ୍ ହେଉଛି , ରଙ୍ଗିଲା ରାଜା ମୋର ଶେଷ ଛଅ ମିନିଟ୍ ର ଛୋଟ ରୋଲ୍ ଅଛି  ।

Leave a Reply

Your email address will not be published. Required fields are marked *