October 17, 2024

Odia Express

Here, There and Everywhere

ନୁଆ ବର୍ଷରୁ ଏହି ରାଶିଗୁଡିକର ବଦଳିବ ଭାଗ୍ୟ , ମା ଲକ୍ଷ୍ମୀ ଓ ଶ୍ରୀଗଣେଷଙ୍କ କୃପାରୁ ସୁଧୁରିବ ବିଗିଡିଯାଇଥିବା ହାଲତ – ବର୍ଷ ଆରମ୍ଭରୁ ଏମାନେ ହେବେ ମାଲାମାଲ..

ବ୍ୟକ୍ତିର୍ ଜୀବନରେ ଛୋଟ ମୋଟ ଅସୁବିଧା ଆସିଥାଏ , କିନ୍ତୁ କେବେ କେବେ ଦେଖାଯାଇଛି କି ବ୍ୟକ୍ତିର ଜୀବନରେ ଅଚାନକ କିଛି ବଡ ଅସୁବିଧା ଆସିଯାଏ , ଯାହାଠୁ ମୁକ୍ତି ପାଇବା ପ୍ରାୟ ଅସମ୍ଭବ ଅଟେ , ଜ୍ୟୋତିଷ୍ୟ ସୁଚନାକାରୀଙ୍କ କହିବା କଥା କି ଯେଉଁ ପରିସ୍ଥିତିରେ ବ୍ୟକ୍ତିର ଜୀବନରେ ଏପରି ଅସୁବିଧା ଆସେ ତାହା ଗ୍ରହର ଚାଳିଚଳଣରୁ ହୋଇଥାଏ , ଲଗାତାର୍ ଗ୍ରହରେ ହେଉଥିବା ପରିବର୍ତ୍ତନ କାରଣରୁ ବ୍ୟକ୍ତିର ଭାଗ୍ୟ ପରିବର୍ତ୍ତନ ହୁଏ , ବ୍ୟକ୍ତିର ଭାଗ୍ୟ କିପରି ରହିବ , ଏହା ଗ୍ରହର ସ୍ଥିତି ଉପରେ ନିର୍ଭର କରିଥାଏ । ଜ୍ୟୋତିଷ୍ୟ ଗଣନା ଅନୁସାରେ ନୁଆ ବର୍ଷରେ କିଛି ରାଶିଗୁଡିକର କୁଣ୍ତଳୀରେ ଗ୍ରହର ସ୍ଥିତି ଶୁଭ ରହିବାର ଅଛି , ଏମାନଙ୍କ ଜୀବନରେ ଭଲ ସୁଧାର ଦେଖିବାକୁ ମିଳୁଛି , ମାତା ଲକ୍ଷ୍ମୀ ଓ ଶ୍ରୀଗଣେଷଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମକିବ , ଓ ବିଗିଡିଯାଇଥିବା କାର୍ଯ୍ୟ ପୁରା ହୋଇପାରିବ ।

୧) ମେଷ ରାଶି : ଏହି ରାଶିର ଲୋକଙ୍କ ଜୀବନରେ ଖୁସିର ସମୟ ଆରମ୍ଭ ହେଉଛି , ମାତା ଲକ୍ଷ୍ମୀଙ୍କର ଓ ଗଣେଷଙ୍କ କୃପାରୁ ନୁଆ ବର୍ଷର ଆରମ୍ଭ ଆପଣଙ୍କ ପାଇଁ ଭଲ ରହିବ , ଆପଣଙ୍କୁ କାମ କାର୍ଯ୍ୟରେ ଶୁଭ ପରିଣାମ ମିଳିବ , କାର୍ଯ୍ୟସ୍ଥଳରେ ଆପଣଙ୍କ ପ୍ରଭାବ ବଢିବ , ଆପଣଙ୍କ ଆତ୍ମବିଶ୍ୱାସ ଓ ପରାକ୍ରମରେ ବୃଦ୍ଧି ହେବ , ବିବାହିତ ଜୀବନରେ ଯାହା ବି ଅସୁବିଧା ଚାଲୁଛି  ତାହା ସମାପ୍ତ ହୋଇପାରେ , ଆପଣଙ୍କ ଜୀବନ ସାଥୀଙ୍କ ସହ ସ୍ମରଣୀୟ ମୁହୁର୍ତ୍ତ ବ୍ୟତିତକରିବେ ।

୨) କର୍କଟ ରାଶି : ଏହି ରାଶିର ଲୋକଙ୍କ ପାଇଁ ନୁଆ ବର୍ଷ ଶୁଭପ୍ରଦ ହେବ , ମାତା ଲକ୍ଷ୍ମୀ ଓ ଶ୍ରୀଗଣେଷଙ୍କ କୃପାରୁ ଆପଣଙ୍କୁ ବିଦେଶରୁ ଶୁଭ ସମାଚାର ମିଳିବାର ଯୋଗ ରହୁଛି , ଆପଣଙ୍କ ଆମଦାନୀରେ ବୃଦ୍ଧି ହେବ , ଆପଣଙ୍କ ଅଟକିଥିବା ଧନ ପୁଣି ଫେରିପାଇବେ , ଘର ପରିବାରରେ ଖୁସିର୍ ବାତାବରଣ ଦେଖାଯାଉଛି , ଘର ପରିବାରର ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହୋଇପାରେ ।

୩) ସିଂହ ରାଶି : ନିଜ ଦ୍ୱାରା କରାଯାଇଥିବା କାମକାର୍ଯ୍ୟ ନୁଆ ବର୍ଷରେ ଭଲ ଲାଭ ଦେଇପାରେ , ଏହି ରାଶିର ଉପରେ ମା ଲକ୍ଷ୍ମୀଙ୍କର ଓ ଶ୍ରୀଗଣେଷଙ୍କ କୃପା ଦୃଷ୍ଟି ରହୁଛି, ଆପଣଙ୍କ ସବୁ ଯୋଜନା ସଫଳ ହେବ , ଆପଣଙ୍କ ଆମଦାନୀରେ ବୃଦ୍ଧି ହେବ , ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି ହେବ , ଆପଣ ଦରକାରୀ ଲୋକଙ୍କର ସହାୟତା କରିପାରିବେ , କାର୍ଯ୍ୟକ୍ଷେତ୍ରରେ ଚାଲୁଥିବା ବାଧାଗୁଡିକ ଦୁର ହେବ ।

୪) ବିଛା ରାଶି : ଏହି ରାଶିର ଲୋକଙ୍କ ପାଇଁ ନୁଆ ବର୍ଷ ଉତ୍ତମ ଫଳଦାୟକ ହେବ , ଆପଣଙ୍କ କାମକାର୍ଯ୍ୟରେ ଅପାର ସଫଳତା ମିଳିବାର ଯୋଗ ହେଉଛି , ମାତା ଲକ୍ଷ୍ମୀ ଓ ଗଣେଷଙ୍କ କୃପାରୁ ବାହାନ ସୁଖ ପ୍ରାପ୍ତି ହୋଇପାରେ , ପାରିବାରିକ ଖୁସିରେ ବୃଦ୍ଧି ହେବ , ନିଜ ପରିବାର ଲୋକଙ୍କ ସହ କେଉଁ ମଙ୍ଗଳ କାର୍ଯ୍ୟରେ ଭାଗ ନେଇପାରିବେ , ପୁରୁଣା ନିବେଶ ଆପଣଙ୍କୁ ଭଲ ଫାଇଦା ଦେବ , ବିଦ୍ୟାର୍ଥୀ ବର୍ଗର ଲୋକଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସଫଳତା ହାସିଲ୍ ହେବ ।

Leave a Reply

Your email address will not be published. Required fields are marked *