November 22, 2024

Odia Express

Here, There and Everywhere

୮ ବର୍ଷର ଝିଅ ଏତେ ବଦଳିଯାଇଛନ୍ତି ଟିଭି ସିରିଆଲ୍ ଜଗତର ସବୁଠୁ ଛୋଟ କୃଷ୍ଣ, ଏବେ ଚିହ୍ନିପାରିବା ହେଉଛି ମୁସକିଲ୍ – ବଡ ହିରୋଇନ ମଧ୍ୟ ତାଙ୍କ ଆଗେ ଫିକା ପଡିବେ ଏବେ…

ସେମିତି ଟିଭି ସିରିଆଲ୍ ଜଗତରେ ବହୁତ ଶିଶୁ କଳାକାର ଅଭିନୟ କରିଛନ୍ତି , କିନ୍ତୁ କିଛି ଶିଶୁ କଳାକାର ଏମିତି ଅଛନ୍ତି ଯେଉଁମାନେ ଦର୍ଶକଙ୍କର ହୃଦୟକୁ ଜିତିପାରିଥିଲେ,  ଏହି ଶିଶୁ କଳାକାରମାନେ ନା କେବଳ ନିଜ ଅଭିନୟ ଦ୍ୱାରା ଲୋକଙ୍କ ମନରେ ଛାପ ଛାଡିଥିଲେ ବରଂ ସିରିଆଲ୍ ରେ ବଡେ ଅଚ୍ଛେ ଲଗତେ ହେଁ ରେ ପିହୁର ଭୁମିକା ମନେ ଥିବ , ହଁ ଆଜ୍ଞା ଛୋଟ ଝିଅଟି ଯିଏକି ନିଜ ନିରିହ ପଣିଆ ଦ୍ୱାରା ଦର୍ଶକଙ୍କ ହୃଦୟକୁ ଜିତିପାରିଥିଲେ ।କର୍ଲର୍ସ ଚ୍ୟାନେଲ୍ ରେ ଆସୁଥିବା ଜୟ ଶ୍ରୀକୃଷ୍ଣାରେ ଏକ ଛୋଟ ଶିଶୁ କଳାକାର ରୁପେ ଆସିଥିବା ଏହି ଝିଅଟି ଏପରି ଅଭିନୟ କରିଥିଲେ ଯାହାକି ଲାଗୁଥିଲା ଯାହାକି ସତରେ ଭଗବାନ ଶ୍ରୀକୃଷ୍ଣଙ୍କର ଛୁଆ ବେଳର ଅଟେ , ଏହି ଧାରାବାହିକ ଦର୍ଶକଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଇଥିଲା ,

ଆଜି ଆମେ ସେହି ଶିଶୁ କଳାକାରଙ୍କ ବିଷୟରେ କଥା ହେବାକୁ ଯାଉଛୁ , ଯିଏକି ଏହି ଧାରାବାହିକ ଜୟ ଶ୍ରୀକୃଷ୍ଣାରେ ଛୁଆ ବେଳର କୃଷ୍ଣ ହେବାର ଅଭିନୟ କରିଥିଲେ,  ଏହି ଝିଅଟିର ନାଁ ଧୃତି ଭାଟ୍ଟିଆ ଅଟେ , ଏହି ସିରିଆଲ୍ କରିବାପରେ ଧୃତି ଟିଭି ସ୍କ୍ରିନ୍ ରେ ବହୁତ ନଜର ଆସିଥିଲେ,  କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କର କିଛି ଲାଟେଷ୍ଟ ଫଟୋ ଗୁଡିକ ଦେଖାଇବୁ , ଯେଉଁଥିରେ ସେ ବହୁତ କ୍ୟୁଟ୍ ଲାଗୁଛନ୍ତି , ଦେଖନ୍ତୁ ଫଟୋ ଗୁଡିକ ।

ଜୟ ଶ୍ରୀକୃଷ୍ଣାରେ ନଜର ଆସିଥିବା ଧୃତି ଯେତେ ସ୍ନେହ ଓ ଭଲ ପାଇବା ପାଇଥିଲେ ତାହା ଅନ୍ୟ କେଉଁ ସିରିଆଲ୍ ରେ ମିଲିପାରିନଥିଲା,  ଏହା ଛଡା ସେ ଇସ୍ ପ୍ୟାର୍ କା କ୍ୟା ନାମ୍ ଦୁଁ  ଓ ମାତା କି ଚୌକି ପରି ସିରିଆଲ୍ସରେ ନଜର୍ ଆସିଥିଲେ,  ଏହି ସିରିଆଲ୍ ଛଡା ସେ କିଛି ବିଜ୍ଞାପନ ଓ କମର୍ସିଆଲ୍ ରେ କାମ କରିଥିଲେ ,

ଏକ ସାକ୍ଷାତକାର ସମୟରେ ଧୃତି କହିଥିଲେ କି ଜୟ ଶ୍ରୀକୃଷ୍ଣାରେ ନିଜ ରୋଲ୍ ଓ ଶୋକୁ କେବେ ସେ ଭୁଲି ପାରିବେ ନାହିଁ , ସେ ସେହି ସମୟକୁ ମନେ ପକାଇ କହିଲେ କି ଯେବେ ସେ ଅଚାନକ ଭଗବାନ ହୋଇଯାଉଛନ୍ତି ଓ ଲୋକେ ତାଙ୍କୁ ରିଆକ୍ଟ କରୁଥିଲେ,  ଅଫ୍ ସ୍କ୍ରିନ୍ ହେଉ କିମ୍ବା ଅନ୍ ସ୍କ୍ରିନ୍ ତାଙ୍କୁ ବାଳ ଗୋପାଳ ଅବତାର ବୋଲି ସମସ୍ତେ ଜାଣିଥିଲେ,  ୟୁନିଟ୍ ର ସବୁ ଲୋକେ ତାଙ୍କୁ କହ୍ନେୟା ନାଁରେ ଡାକୁଥୁଲେ,  ଓ ସେ ନିଜ ସୁଟିଂଙ୍ଗ୍ ମଜା ମଜାରେ ପୁରା କରୁଥିଲେ ।

ଏବେ ଧୃତି ଏତେ ବର୍ଷ ପରେ ବହୁତ ବଡ ହୋଇସାରିଛନ୍ତି , ଓ ପାଠ ପଢା ପୁରା କରିବାକୁ ଲାଗିଛନ୍ତି , ନିଜ ପାଠ ପଢା ଓ କାମର ସହ ସେ ଏବେ ବ୍ୟାଲାନ୍ସ କରି ଚଳୁଛନ୍ତି , ଧୃତିଙ୍କ ନୁଆ ଫଟୋ ଗୁଡିକରେ ଆପଣମାନେ ବୋଧେ ଚିହ୍ନିବାରେ ଟିକିଏ ମୁସକିଲ୍ ହେବ , ତେବେ ଦେଖନ୍ତୁ ଏହି ଫଟୋଗୁଡିକ , ତାଙ୍କୁ ମ୍ୟୁଜିକ୍ ଶୁଣିବାକୁ ବହୁତ ପସନ୍ଦ ଲାଗେ ।

Leave a Reply

Your email address will not be published. Required fields are marked *