October 17, 2024

Odia Express

Here, There and Everywhere

୨୨ ଡିସେମ୍ବର ୨୦୧୯ ରବିବାର – ଆଜିର ରାଶିଫଳ – ଆଜି ସୂର୍ଯ୍ୟଦେବଙ୍କ କୃପାରୁ ଏହି ୮ ଟି ରାଶିମାନଙ୍କ ଜୀବନରେ ଆସିବ ଖୁସି ମାହୋଲ – ଅଟକି ରହିଯାଇଥିବା କାମ ହେବ ପୁରା

ମେଷ ରାଶି : ଆଜି ଆପଣ ଏକ ବିଜେତା ଭାବରେ ବାହାରିବେ , ଆପଣଙ୍କ ଆୟରେ ବୃଦ୍ଧି ହେବ , ନୁଆ କାର୍ଯ୍ୟସ୍ଥଳରେ ନୁଆ ପରିଯୋଜନା ଓ ଉପକ୍ରମର ଆରମ୍ଭ ହେବା ପାଇଁ ଦିନ ଅନୁକୁଳ ଅଛି , ଆର୍ଥିକ ସ୍ଥିତି ମଜବୁତ୍ ରହିବ , ଆପଣ ସଫଲତାର ଶିଖର ପ୍ରାପ୍ତି କରିବେ , ଛାତ୍ରଙ୍କୁ ଅବସର ପ୍ରାପ୍ତି ହେବ , ଲଭ ଲାଇଫ୍ ଭଲ ରହିବ , ସମାଜରେ ମାନ ସମ୍ମାନ ବଢିବ ।

ବୃଷ ରାଶି : ଆଜି ଆପଣ କିଛି ନୁଆ କରିବାକୁ ଚେଷ୍ଟା କରିବେ , କାର୍ଯ୍ୟକ୍ଷେତ୍ରରେ ଓ ବେପାରରେ ବହୁତ ଲାଭ ହେବ , କଡା ପରିଶ୍ରମ ଦ୍ୱାରା ଆପଣଙ୍କୁ ଅତିରିକ୍ତ ପ୍ରୋତ୍ସାହନ ମିଳିପାରିବ , ବିଦ୍ୟାର୍ଥୀଙ୍କ ପାଇଁ ସଫଲତା ହାସିଲ୍ କରିବାର ଅଛି ବେପାରରେ ଓ ବ୍ୟବସାୟରେ ଗତି ଆସିବ , କେଉଁ ମହତ୍ତ୍ୱପୁର୍ଣ୍ଣ କାମରେ କଥାବାର୍ତ୍ତା ହୋଇପାରନ୍ତି , ଜୀବନସାଥୀଙ୍କ ସହ ଯାତ୍ରା କରିବାର ଯୋଜନା ରହୁଛି , ନିଜ ସ୍ୱାସ୍ଥ୍ୟରେ ସୁଧାର ଆଣିବାକୁ ଚେଷ୍ଟା କରନ୍ତୁ ।

କର୍କଟ ରାଶି : ଆଜି ଆପଣ ସକରାତ୍ମକ ଲୋକଙ୍କ ଦ୍ୱାରା ପ୍ରଭାବିତ ହେବେ , ଅସୁସ୍ଥ୍ୟତା ପରେ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ , ଆପଣ ଶୋକ୍ଷିକ ରୁପରେ ବହୁତ ସଫଳ ହେବେ ,ଓ ଆପଣଙ୍କ ନାଁ ଓ ପ୍ରସିଦ୍ଧି ବ୍ୟାପକ ହେବ , ଆପଣ ଲଗାତାର ପରିଶ୍ରମ କରିବେ , ଓ ଆପଣଙ୍କ ଲକ୍ଷ୍ୟ ପ୍ରାପ୍ତି କରିବେ , ଘର ପରିବାରର ଚିନ୍ତା ରହିବ , ଉପହାର ପ୍ରାପ୍ତି ହେବ । ଆତ୍ମବିଶ୍ୱାସରେ ବୃଦ୍ଧି ହେବ , ଶ୍ରୀ ହନୁମାନ ଚାଳିଶା ପାଠ କରିବା ଫଳ ଦାୟି ହେବ  ।

ସିଂହ ରାଶି : ଆପଣଙ୍କ ପରିଶ୍ରମରୁ ଭାଗ୍ୟ ଖୋଲିଯିବ , ସ୍ୱାସ୍ଥ୍ୟ ସଂବନ୍ଧିତ ଅସୁବିଧା ଆପଣଙ୍କୁ ଚିନ୍ତାରେ ପକାଇପାରେ,  ଭାଗ୍ୟ ଆପଣଙ୍କ ସାଥ୍ ଦେବ , ଆପଣଙ୍କ ଅଟକିଥିବା ଧନ ଆପଣଙ୍କୁ ପ୍ରାପ୍ତି ହେବ , ଲାଭର ଅବସର ମିଲିବ , ନେତ୍ର ବିକାର କଷ୍ଟ ହେବ , ବାହାରକୁ ଯିବାର କାର୍ଯ୍ୟକ୍ରମ ହୋଇପାରେ , କେଉଁ ଖାସ୍ ମାମଲାରେ ଆପଣଙ୍କୁ ଅନୁଭବି ବ୍ୟକ୍ତିଙ୍କ ଉପଦେଶ ମିଳିପାରେ , ଧାର୍ମିକ ସଙ୍ଗୀତ ପ୍ରତି ରୁଜ୍ଞାନ ବଢିବ , ବାଣୀରେ ସୌମ୍ୟତା ଆଣନ୍ତୁ ।

କନ୍ୟା ରାଶି ; ଆଜି ଆପଣଙ୍କ ବାଣୀ ଉପରେ ନିୟନ୍ତ୍ରଣ ରଖିବେ , ଭୁମି କିମ୍ବା ଭବନ ସଂବନ୍ଧୀ କାର୍ଯ୍ୟ କରିବେ , ଏହି ରାଶିର ଛୁଆ ଛୁଟିର ଆନନ୍ଦ ନେବେ , ଉନ୍ନତି ମାର୍ଗରେ ପ୍ରଶସ୍ତ ରହିବ , ଆପଣଙ୍କ ପାରିବାରିକ ଜୀବନ ଆରାମଦାୟକ ପରିବେଶ ପାଇକରି ପ୍ରସନ୍ନ ରହିବ , ସାମାଜିକ ରୁପରେ ଆପଣଙ୍କ ଅଧିକା ଲୋକପ୍ରିୟତା ହାସିଲ୍ କରିବେ , ନୁଆ କାର୍ଯ୍ୟ କରିବା ପାଇଁ ପ୍ରେରିତ ହୋଇପାରନ୍ତି , ବାହାର ସଂବନ୍ଧରେ ଲାଭ ମିଲିବ , ପରିବାର ସହ କେଉଁ ଧାର୍ମିକ ସ୍ଥାନକୁ ଯିବାପାଇଁ ପ୍ଲାନ୍ କରିପାରନ୍ତି , ପ୍ରେମରେ ଇମୋଶନ୍ ପ୍ରଭାବି ହେବ ।

ତୁଳା ରାଶି : ଆଜି ଭୌତିକ ସୁଖ ସୁବିଧା ଅଭାବ ରହିବ , ଆପଣଙ୍କୁ ଶାନ୍ତି ମିଳିବ , ଖେଳ ପ୍ରେମୀଙ୍କ ନିଜ ପ୍ରତିଭା ଦେଖାଇବାର ଅବସର ପ୍ରାପ୍ତି ହେବ , ପ୍ରେମ ସଂବନ୍ଧରେ ମଜବୁତ୍ ହେବେ , ଛାତ୍ର ଭଲ ପ୍ରଦର୍ଶନ କରିବେ , ବାରମ୍ବାର ଲଗାତାର କରିଥିବା ପ୍ରୟାସ ଆପଣଙ୍କ ପାଇଁ ଲାଭଦାୟକ ଶିଦ୍ଧ ହେବ , ନକରାତ୍ମକ ବୃଦ୍ଧି ହେବ , ଗୁରୁଙ୍କୁ କିଛି ଗିଫ୍ଟ କରନ୍ତୁ , ଆପଣଙ୍କ ସବୁ ସମସ୍ୟାର ନିବାରଣ ହେବ , ପରିଶ୍ରମ ଅଧିକ ହେବ , ବିବାଦରେ କଳହ ହେବ , ନୁଆ ଯୋଜନାରେ କାମ ଆରମ୍ଭ କରିବେ ।

ବିଛା ରାଶି : ବିବାହିତ ଲୋକଙ୍କର ବୈବାହିକ ଜୀବନ ସାମାନ୍ୟ ହେବ , ସଂମ୍ପତି ସଉଦାରେ ଲାଭାବାନ ହେବେ , ଚାକିରି କରୁଥିବା ପେଶାରେ ଜାତକ ପାଇଁ ଉନ୍ନତି ହେବାର ଆସାର ଅଧିକା ଅଛି , ଆଜି ଆପଣ ଯେଉଁ କାମକୁ ହାତରେ ନେବେ , ତେବେ ତାହା ସହଜରେ ପୁରା ହୋଇଯିବ , ସୁର୍ଯ୍ୟଦେବଙ୍କୁ ନମସ୍କାର କରନ୍ତୁ , ଲାଭର ଅବସର ମିଳିବ , ପାର୍ଟି କିମ୍ବା ପିକନିକ୍ କାର୍ଯ୍ୟକ୍ରମ ହୋଇପାରେ , ଛୁଆଙ୍କ ସଂବନ୍ଧିତ ଆପଣଙ୍କୁ କିଛି ସୁଖଦ ସମାଚାର ପ୍ରାପ୍ତି ହେବ , ଷ୍ଟୁଡେଣ୍ଟ ଙ୍କ ପାଇଁ ଦିନଟି ଭଲ ଅଛି ।

ଧନୁ ରାଶି : ଆଜି ଆପଣଙ୍କୁ ଚାକିରି କ୍ଷେତ୍ରରେ ଫାଇଦା ମିଲିପାରିବ , ବିଦେଶୀ ସଂମ୍ପର୍କରେ ଆପଣଙ୍କୁ ଗୋଟେ ରୁ ଅଧିକା ଲାଭ ମିଳିପାରିବ , ସମାଜରେ ନୁଆ ପରିଚୟ ମିଲିବ , ପରିବାରର ପୁରା ସାଥ୍ ରହିବ , ପରିବାର ସଦସ୍ୟ ତଥା ମିତ୍ରଙ୍କ ସହ ଆନନ୍ଦଦାୟକ ବ୍ୟତିତ ହେବ , ଆପଣଙ୍କୁ କାହା ସହ ବିନା କାରଣରେ ଲାଗିବା ଉଚିତ୍ ହେବ ନାହିଁ,  ସଂମ୍ପର୍କ ମଜବୁତ୍ ହେବ , ଅଚାନକ କ୍ଷତିର ଡର ଆପଣଙ୍କୁ ହୋଇପାରେ , ଲଭ୍ ଲାଇଫ୍ ଶାନଦାର୍ ରହିବ ।

ମକର ରାଶି : ଆଜି ଆପଣଙ୍କ ରହିବା ଚଳିବା କଷ୍ଟଦାୟକ ହୋଇପାରେ , ମାତା ପିତାଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ଚିନ୍ତାର କାରଣ ହୋଇପାରେ , ଛୋଟ ଭାଇ ଭଉଣୀ ଜୀବନ ବାଧାର ସାମ୍ନା କରିବାକୁ ପଡିପାରେ , ବଢିଆ ହେବ କି ଶାନ୍ତିପୂର୍ଣ୍ଣ ପ୍ରତିରୋଧ ରଣନୀତି ବନାଇକରି ଆଗକୁ ଯାଆନ୍ତୁ , ବେପାରରେ ଭଲ ରହିବ , ଆପଣଙ୍କ ବ୍ୟବହାର କିଛି ଲୋକ ଖୁସି ହେବେ , ବିପରିତ ଲିଙ୍ଗର ଲୋକ ଆପଣଙ୍କୁ ନାରାଜ୍ ହେବେ , କେଉଁ ଖାସ୍ ମାମଲାରେ ନେଇକରି ଭାବନା ବଦଳିପାରେ ।

କୁମ୍ଭ ରାଶି : ଆପଣଙ୍କ ଦ୍ୱାରା କରାଯାଇଥିବା ନିବେଶ ଆପଣଙ୍କୁ ଭଲ ଲାଭ ଦେବ , ପାରିବାରିକ ଜୀବନରେ ଆନନ୍ଦମୟ ରହିବ , ନିଜ ପରିବାର ସଦସ୍ୟଙ୍କ ସହ କେଉଁ ଧାର୍ମିକ ଯାତ୍ରାରେ ଯାଇପାରିବେ , ସଂମ୍ପତ୍ତି ରେ ବଡ ସଉଦା ଲାଭ ଦେଇପାରେ , ଭାଗ୍ୟୋନ୍ନଇ ପ୍ରୟାସ ସଫଳ ହେବ , ବିଜନେସ୍ ଆଗକୁ ବଢାଇବାକୁ ବିଚାର ବିମର୍ଶ କରିପାରନ୍ତି , ନୁଆ ଲୋକଙ୍କ ସହ୍ ସାକ୍ଷାତ ହେବ , ଆପଣଙ୍କୁ ବହୁତ ଲୋକ ନୁଆ ଓ ରହସ୍ୟପୁର୍ଣ୍ଣ କଥା ଜଣାଇବେ ।

ମୀନ ରାଶି : ଆଜି ମାତାଙ୍କ ବୈଚାରିକ ମତଭେଦ ହୋଇପାରେ , ପ୍ରେମୀ ଯୁଗଳଙ୍କ ପାଇଁ ଶୁଭ ସମୟ ନାହିଁ , ସ୍ୱାସ୍ଥ୍ୟକୁ ନେଇକରି ଥଣ୍ତା ଓ କାଶର ଅସୁବିଧା ଦେଖାଦେଇପାରେ , ଏହି ରାଶିର ଲୋକେ ଯେଉଁ ମାନେ ଅବିବାହିତ ଅଛନ୍ତି , ଆଜି ତାଙ୍କୁ ବିବାହର ପ୍ରସ୍ତାବ ଆସିପାରେ , କେଉଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ଓ ମାର୍ଗଦର୍ଶନ ପ୍ରାପ୍ତି ହେବ , ଉଦାର ଓ ବଡ ହୃଦୟ ବାଲା ହେବାର କାରଣରୁ ଆଜି କିଛି ଲୋକ ସାହାଯ୍ୟ କରିବେ , ଚାକିରିରେ ପରିବର୍ତ୍ତନ ସମ୍ଭାବନା ଅଧିକା ଅଛି ।

Leave a Reply

Your email address will not be published. Required fields are marked *