June 26, 2025

Odia Express

Here, There and Everywhere

ଜାଣନ୍ତୁ କଣ ପାଇଁ ବୁଧବାର ଦିନ ଝିଅମାନଙ୍କୁ ଶାଶୂଘର ପଠାଇବା ଉଚିତ୍ ନୁହେଁ – ଆଜି ଜାଣିରଖନ୍ତୁ ନଚେତ ହେଇପାରେ ବଡ ଅସୁବିଧା…

ଆମର ଧାର୍ମିକ ଇତିହାସର ପୃଷ୍ଠାରେ ଏମିତି କିଛି କାହାଣୀ ଓ ସୁଚନା ମହଜୁତ୍ ଅଛି ଯାହା ଆଜି ଲୋକେ ବୋଧେ ବିଲକୁଲ୍ ପସନ୍ଦ କରୁନାହାନ୍ତି , ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ବିଶେଷ କଥା କହିବାକୁ ଯାଉଛୁ , ଯାହାର ଧାର୍ମିକ ଶାସ୍ତ୍ରରେ ବହୁତ ଅଧିକା ମହତ୍ତ୍ୱ ଅଛି , କୁହନ୍ତି କି ମଣିଷ କେଉଁ ଜାଗାରେ ପହଞ୍ଚିବାପାଇଁ ଘର ବାହାରକୁ ଯାତ୍ରା କରିଥାଏ,  ଓ ଏମିତିରେ ତାର ଯାତ୍ରା ସୁଖଦ ରୁପରେ ପୁରା ହୋଇଯାଏ , ତେବେ କାର୍ଯ୍ୟରେ ସଫଳତା ହାସିଲ୍ କରେ,  ଏହାର ବିପରିତ ଯଦି ଯାତ୍ରା ସମୟରେ ଯାତନାଗୁଡିକ ସାମ୍ନା କରିବାକୁ ପଡେ ତେବେ ଏହା ଭାବିବାକୁ ପଡିଥାଏ , ଓ ତାହାର ଏହି ଯାତ୍ରା ଜୀବନର କେଉଁ ଯାତନାରୁ କମ୍ ହୋଇନଥାଏ  ।

ଏହାର ମୁଖ୍ୟ କାରଣ ହୋଇଥାଏ ଆମେ ଘରୁ ବାହାରକୁ ଯିବା ସମୟରେ ଶୁଭ ଓ ଅଶୁଭ ଲକ୍ଷଣକୁ ଅଣଦେଖା କରିଥାଉ , ଯାହାକୁ ନେଇ କେବେ ଆମର ଯାତ୍ରା ସଫଳ ହୁଏ ନାହିଁ , ଯାତ୍ରା ସଫଳ ହେବାର ଏମିତି କିଛି ପ୍ରମାଣ ନାହିଁ , ଜ୍ୟୋତିଷ୍ୟଶାସ୍ତ୍ରରେ ବୁଧବାରକୁ ନେଇକରି ଏକ ମାନ୍ୟତା ଅଛି , ଯାହା ବିଷୟରେ ଜାଣିବାର ଅଛି ।

ଏମିତି ମାନାଯାଏ କି ବୁଧବାର ଦିନ ଯାତ୍ରା କରିବା ଉଚିତ୍ ନୁହେଁ , ନାହିଁ ଝିଅଙ୍କୁ ବିଦା କରିବା ଉଚିତ୍ , କାରଣ ବୁଧବାର ଦିନ ଝିଅ ବିଦା କରାଗଲେ ଏହାର ଖରାପ ପରିଣାମ ଭୋଗିବାକୁ ପଡିପାରେ,  ଏହା ଛଡା ଏହି ପ୍ରଥା ପଛରେ ଏକ କଥା ପ୍ରସିଦ୍ଧ ଅଛି ,  ଏହି କଥା ଅନୁସାରେ ବୁଧ ଚନ୍ଦ୍ର ନିଜ ଶତ୍ରୁ ବୋଲି ମାନିଥନ୍ତି , ଚନ୍ଦ୍ର ବୁଧ କୁ ନିଜ ଶତ୍ରୁ ମାନନ୍ତି ନାହିଁ , କହିଦେବୁ କି ଜ୍ୟୋତିଷ୍ୟରେ ଚନ୍ଦ୍ରର ଯାତ୍ରା କାରକ ମାନାଯାଏ , ଓ ବୁଧକୁ ଆୟ କିମ୍ବା ବିଜନେସ୍ ର କାରକ ମାନାଯାଏ , ବୋଧେ ଏଥିପାଇଁ ବୁଧବାର ଦିନ କେଉଁ ପ୍ରକାରର ବୈବସାୟିକ କ୍ଷତି ହୋଇଥାଏ , ବୁଧବାର ଦିନ ଖରାପ ଦିଗରେ ଗଲେ ଦୁର୍ଘଟଣା ହେବାର ଆଶଙ୍କା ବଢିଯାଏ , ଏଥିପାଈଁ ବୁଧବାର ଦିନ ଝିଅଙ୍କୁ କେବେ ଶଶୁରଘର ପଠାଇବା ଉଚିତ୍ ନୁହେଁ ।

ଏହା ସହ ଏମିତି ବହୁତ କାର୍ଯ୍ୟ ଅଛି , ଏହା ଦ୍ୱାରା ବ୍ୟକ୍ତିର ବୁଧବାର ଦିନ କିଛି କାମ କରିଲେ ବୁଦ୍ଧି ଲୋପ ପାଏ , ଏହି ଦିନ କରାଯାଇଥିବା କାର୍ଯ୍ୟ ଶତ୍ରୁ କୁ ବଢାଇଥାଏ , ଶଶୁରଘର ସହ ସଂବନ୍ଧ ଖରାପ ହେବା ସହ ପରାକ୍ରମ ବି କମିଯାଏ , ତେବେ ଚାଳନ୍ତୁ , ଆପଣଙ୍କୁ କହିବୁ , ଏହି ସମସ୍ୟାରୁ ବଞ୍ଚିବାର ଅଛି ତେବେ ବୁଧବାରକୁ କେଉଁ କାମ କରିବା ଅନୁଚିତ୍ ।

ବୁଧବାର ଦିନ ପାନ ଖାଇବା ଉଚିତ୍ ନୁହେଁ । ଏହା ଛଡା କ୍ଷୀରକୁ ଜଳାଇବା କାମ ଯେପରି କ୍ଷୀରି, ରାବିଡି, ଆଦି ବନାଇବାର କାମ କରିବା ଉଚିତ୍ ନୁହେଁ , ଏହା ସହ ଏହି ଦିନରେ କେଉଁ କନ୍ୟାକୁ ଅପମାନ କରିବା ଉଚିତ୍ ନୁହେଁ , ଏହା ସହ ଏହି ଦିନ କିଛି ବି ଛୋଟ କନ୍ୟା ଦେଖାଦେଲେ ତେବେ ଉପହାର ହିସାବରେ ପଇସା ଦେଇପାରିବେ ,

ଏହା ଛଡା ବୁଧବାର ଦିନ କେଉଁ କିନ୍ନରକୁ ଚିଡାଇବା ଉଚିତ୍ ନୁହେଁ , ଏମିତିରେ ଯଦି କିନ୍ନର ଦେଖାହୋଇଯାଆନ୍ତି ,ତେବେ ଭେଟ ହିସାବରେ ପଇସା ଦେଇପାରିବେ , କହିଦେବୁ କି ବୁଧବାର ଦିନ ଟୁଥପେଷ୍ଟ, ଟୁଥ୍ ବ୍ରଶ୍ ଓ ବାଳ ସଂବନ୍ଧିତ କେଉଁ ଜିନିଷ କ୍ରୟ କରନ୍ତୁ ନାହିଁ , ଏହା ଛଡା ବୁଧବାର ଦିନ ପୁରୁଷଙ୍କୁ ବି ନିଜ ଶଶୁରଘର ଯିବାକୁ ବାରଣ ଅଟେ,  ଏହା ସହ ବୁଧବାର ଦିନ ଶାଳୀ, ବୋହୁ, ବିବାହିତ ଭଉଣୀ ଓ ଝିଅ ଘରକୁ ନିମନ୍ତ୍ରଣ କରିବା ଉଚିତ୍ ନୁହେଁ ,

Leave a Reply

Your email address will not be published. Required fields are marked *