October 17, 2024

Odia Express

Here, There and Everywhere

ଶୀତ ଦିନରେ ଗାଲ ଫାଟିଲେ କରନ୍ତୁ ଏହି ଜବରଦସ୍ତ ଉପାୟ – ଆଉ ଜୀବନରେ କେବେ ଆପଣଙ୍କ ଗାଲ ଫାଟିବ ନାହିଁ…

ଥଣ୍ତା ଦିନ ଆରମ୍ଭ ହୋଇସାରିଛି , ବହୁତଥର ଥଣ୍ତାର ଆରମ୍ଭ ହେବା କ୍ଷଣି ଗାଲ ଗୁଡୀକ ଫାଟିବା , ରୁକ୍ଷାପଣ, ଆଦି ସମସ୍ୟା ଦେଖାଯାଇଥାଏ , ଏମିତି ବାତାବରଣର ପରିବର୍ତ୍ତନ ତାପମାନ କମ୍ ହେବା ଯୋଗୁଁ ଥଣ୍ତା ପବନ ହେବା ଯୋଗୁଁ ହୋଇଥାଏ , ବହୁତଥର ଗାଲ୍ ଅଧିକା ଫାଟିଯାଏ , ଯାହା ଦ୍ୱାରା କଷ୍ଟ ଅନୁଭବ ହୁଏ , ଖାସ୍ କରି ଛୁଆମାନଙ୍କୁ ଏହି ସମସ୍ୟା ବହୁତ ଅଧିକା ହୋଇଥାଏ । ଏମିତିରେ ଯଦି ଆପଣଙ୍କୁ ଅଧିକା ଥଣ୍ତା ଲାଗୁଛି , ତେବେ ନିଜ ଗାଲକୁ ଏହି ସହଜ ଉପାୟରେ ମୁଲାୟମ କରିପାରିବେ ।

୧) ଲେମ୍ବୁ ଓ ମଲେଇ ; ଥଣ୍ତାରେ ଗାଲଗୁଡିକ ଫାଟିବା ରୋକିବାପାଇଁ ଲେମୁ ମଲାଇ ର କମ୍ବିନେଶନ୍ ବେଷ୍ଟ ହୋଇଥାଏ , ଲେମ୍ବୁ ଡେଡ୍ ସ୍କ୍ରିନ୍ କୁ ହଟାଇଥାଏ , ଯେବେ କି ମଲାଇ ଗାଲକୁ କୋମଳ କରିଥାଏ , ଏହାର ବ୍ୟବହାର ପାଇଂ ଏକ ଗିନାରେ ଦୁଇ ଚାମଚ କ୍ଷୀରର ମଲାଇନିଅନ୍ତୁ , ଏବେ ଏଥିରେ କଞ୍ଚା କ୍ଷୀର ଓ କିଛି ବୁନ୍ଦା ଲେମ୍ବୁ ରସ ମିଶାଇଦିଅନ୍ତୁ , ଏବେ ଏହି ମିଶ୍ରଣକୁ ଭଲ ଭାବରେ ମିଶାଇଦିଅନ୍ତୁ , ଓ ଏହି ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ଗାଲରେ ୨ ମିନିଟ୍ ମାଲିସ୍ କରନ୍ତୁ , ଏହାପରେ ୧୦ ମିନିଟ୍ ଯାଏଁ ଗାଲରେ ଲାଗି ରହିବାକୁ ଦିଅନ୍ତୁ , ତାପରେ ଥଣ୍ତା ପାଣିରେ ଚେହେରାକୁ ଧୋଇଦିଅନ୍ତୁ , ଏହି ଉପାୟ ଆପଣାଇବାପରେ ଗାଲରେ ଥଣ୍ତା ଆସିବା ସହ ସ୍ମୁଥ୍ ହୋଇଯିବ ।

୨ ) ଆଲୋବେରା : ସ୍କ୍ରିନ୍ କୁ କୋମଳ କରିବାପଇଁ ଏଲୋବେରା ଏକ ଉପଯୋଗ ହୋଇଥାଏ , ଏହା ଥଣ୍ତାରେ ଗାଲ ଫାଟିବାରୁ ରକ୍ଷା କରେ , ଆପଣଙ୍କୁ ଆଲୋବେରା ପତ୍ରକୁ ଏକ ଗୀନାରେ ନେବାର ଅଛି  ,ତାପରେ ଏହାକୁ ଗାଲରେ ଦୁଇ ମିନିଟ୍ ମାଲିସ୍ କରିବାର ଅଛି , ଯେବେ ଚେହେରାରେ ଲଗାଇବେ ଶୁଖିଲା ପରେ ପାଣିରେ ଧୋଇଦିଅନ୍ତୁ , ଏହାକୁ ସବୁଦିନ ବ୍ୟବହାର କଲେ ଗାଲ ଗୁଡିକ ନରମ ହୋଇଯିବ ।

୩) ମହୁ ଆଉ ଲେମ୍ବୁ : ସ୍କ୍ରିନ୍ କୁ ମୁଲାୟମ୍ କରିବାପାଇଁ ମହୁ ଏକ ପ୍ରାକୃତିକ ଔଷଧୀ ଅଟେ,  ଆପଣ ଦୁଇ ଚାମଚ ମହୁରେ ଲେମ୍ବୁର କିଛି ବୁନ୍ଧା ମିଶାଇଦିଅନ୍ତୁ , ଓ ସବୁଦିନ ଗାଧୋଇ ଗଲାବେଳେ ୧୦ ମିନିଟ୍ ପୂର୍ବରୁ ଏହାକୁ ଗାଲରେ ମସାଜ୍ କରନ୍ତୁ , ଏମିତି କରିଲେ ନା କେବଳ ଗାଲ ସଫ୍ଟ ହୋଇଯିବ , ବରଂ ଚମକ ଆସିବ ।

୪) ଥଣ୍ତା କ୍ଷୀର ଓ ଜେତୁନ୍ ର ତେଲ : ଅଧା କପ୍ ଥଣ୍ତା କ୍ଷୀରରେ ଏକ ଚାମଚ ଜେତୁନ୍ ତେଲ ମିଶାନ୍ତୁ , ଏହି ମିଶ୍ରଣକୁ ଗାଲରେ ଲଗାଇ ସୁଖିବାକୁ ଦିଅନ୍ତୁ , ପ୍ରାୟ ୧୫ ମିନିଟ୍ ପରେ ଥଣ୍ତା ପାଣିରେ ଧୋଇଦିଅନ୍ତୁ , ଏହି ଉପାୟ କରିବା ପରେ ଫାଟିଯାଇଥିବା ଗାଲ ଗୁଡିକ ଠିକ୍ ହୋଇଯିବ ।

୫) ବାଦାମର ତେଲ : ଗାଲ ଫାଟିଲେ ଏହି ଉପାୟ ବହୁତ କାମକୁ ଆସିଥାଏ , ଆପଣଙ୍କୁ ଖାଲି ସବୁଦିନ ଗାଲରେ ଏହି ବାଦାମର ତେଲର କିଛି ବୁନ୍ଦା ଶୋଇବା ପୂର୍ବରୁ ଲଗାଇବାର ଅଛି , ଏମିତି ସବୁଦିନ କରିଲେ ଗାଲ ଥଣ୍ତା ହେଲେ ଫାଟିବ ନାହିଁ ।

Leave a Reply

Your email address will not be published. Required fields are marked *