October 17, 2024

Odia Express

Here, There and Everywhere

ଇଣ୍ଟରଭ୍ୟୁରେ ଝିଅକୁ ପଚାରାଗଲା କି ପ୍ୟାନ୍ କାର୍ଡକୁ ହିନ୍ଦୀରେ କଣ କୁହାଯାଏ ? ଝିଅ ଦେଲା ଏପରି ଉତ୍ତର…

1 min read

ଆଜି କାଲି ଚାକିରି ପାଇବା ଏତେ ସହଜ ନୁହେଁ , ସେ ପ୍ରାଇଭେଟ୍ ହେଉ କିମ୍ବା ସରକାରୀ , ଏବେ କିଛି ଦିନ ହେବ ଏକ ଖବର ଭାଇରାଲ୍ ହୋଇଥିଲା , କି ଏକ ଆଇପିଏସ୍ ଅଫିସର୍ ଆଇଏଏସ୍ ହେବାପାଇଁ ଚିଟିଙ୍ଗ୍ କରିଥିଲେ ଯାହା ଦ୍ୱାରା ସେମାନେ ଧରା ପଡିବା ପରେ ଏବେ ଜେଲ୍ ରେ ଅଛନ୍ତି , ଏବେ ଟେଷ୍ଟ୍ କ୍ଲିୟର୍ କରିବା ଆଉ ଛୁଆ ଖେଳ ହୋଇନାହିଁ , ଆଇଏଏସ୍ ଇଣ୍ଟରଭ୍ୟୁ ସମୟରେ ଏପରି ପ୍ରଶ୍ନ କରାଯାଏ , ଯାହା ସ୍ୱପ୍ନରେ କେବେ ଭାବିବି ନଥିବେ , କିଛି ଏପରି ଘଟଣା ସାମ୍ନାକୁ ଆସିଲା , ଯେଉଁଠି ଜଣେ ଝିଅ ଆଇଏଏସ୍ ଟେଷ୍ଟ ପାସ୍ କରିନେଲା , କିନ୍ତୁ ଯେବେ ଇଣ୍ଟରଭ୍ୟୁ ପାଇଁ ଡକାହେଲା ତେବେ ତାକୁ ଏପରି ପ୍ରଶ୍ନ ପଚାରାଗଲା ଯାହା ବିଷୟରେ କେବେ ଭାବିବି ନଥିବେ , ଆସନ୍ତୁ ସେହି ପ୍ରଶ୍ନଗୁଡିକ ଉପରେ ନଜର ପକାଇବା ।

ଆଜି କାଲିର ଜମାନା ବହୁତ ଫାଷ୍ଟ ଫରୱାର୍ଡ ହୋଇସାରିଲାଣି , ଯେବେ ଇଣ୍ଟରନେଟ୍ ଆସିଲା ତେବେ ଛୁଆଙ୍କ ଧ୍ୟାନ ପାଠ ପଢାରୁ ହଟିବାକୁ ଲାଗିଲା , ଆଜି କାଲିର ଛୁଆ ପାଠ ପଢା କମ୍ ଓ ସବୁଦିନ ଫୋନରେ ଚ୍ୟାଟିଙ୍ଗ୍ କରିବାରେ ବ୍ୟସ୍ତ ରହୁଛନ୍ତି , କିମ୍ବା ଟିଭି ଦେଖୁଛନ୍ତି , ଏମିତି ବହୁତ ସମସ୍ୟା ଅଛି କି ବହୁତ ପରିଶ୍ରମ କରିବା ଫଳରେ ବି ମଣୀଷକୁ ଭଲ ଚାକିରି ଟିଏ ମିଳୁନି , କିଛି ଭ୍ରଷ୍ଟ ଇଣ୍ଟରଭ୍ୟୁରେ ଏମିତି ପ୍ରଶ୍ନ କରାଯାଏ ଯାହା ସାମ୍ନା ବାଲା ନିଜେ ଚକିତ ହୋଇଯାଏ , କିଛି ଏପରି ମାମଲା ଦେଖିବାକୁ ମିଳିଥିଲା , ଯେଉଁଠି ଗୋଟେ ଝିଅ ଆଇଏଏସ୍ ପରୀକ୍ଷା ପରେ ଇଣ୍ଟରଭ୍ୟୁ ଦେବାପାଇଁ ଡକାଯାଇଥିଲା , ସେହି ଝିଅକୁ ଏପରି ପ୍ରଶ୍ନ କରାଯାଇଥିଲା , ଯାହା ସେ ଶୁଣିକରି ଚକିତ ହୋଇଯାଇଥିଲା,  ତେବେ ଆସନ୍ତୁ ସେହି ବିଷୟରେ ଅଧିକା ଜାଣିବା ।

ପ୍ରଶ୍ନ -୧ : ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ୟାନ୍ କାର୍ଡକୁ ହିନ୍ଦୀ ଭାଷାରେ କଣ କୁହାଯାଏ ?

ଉତ୍ତର : ସ୍ଥାୟୀ ଖାତା ସଂଖ୍ୟା ।

ପ୍ରଶ୍ନ-୨ : ପୃଥିବୀର ଭୁପଟଳ ଉପରେ ପ୍ରଚୁର ମାତ୍ରାରେ ମିଳୁଥିବା ଧାତୁ କଣ ଅଛି ?

ଉତ୍ତର : ଆଲୁମିନିୟମ୍ ଧାତୁ ।

ପ୍ରଶ୍ନ-୩ : ଭାରତରେ ଗୁଲାମ ବଂଶର ସ୍ଥାପନା କରିଥିବା ବ୍ୟକ୍ତିଙ୍କ ନାଁ କଣ ଅଟେ ?

ଉତ୍ତର : କୁତୁବଦ୍ଧିନ୍ ଆଇବାକ୍

ପ୍ରଶ୍ନ -୪ : ଆଜି ପର୍ଯ୍ୟନ୍ତ ସୂର୍ଯ୍ୟ ପୃଥିବୀ ପୃଷ୍ଠରେ କେଉଁ ଜିନିଷ ଦେଖାଯାଇନାହିଁ ?

ଉତ୍ତର : ଅନ୍ଧାର ।

Leave a Reply

Your email address will not be published. Required fields are marked *