October 17, 2024

Odia Express

Here, There and Everywhere

ଝିଅ ପାଇବା ଚକ୍କରରେ ଜିଦ୍ଦ କରିବସିଲେ ଦମ୍ପତି, ଲଗାତାର ହେଲେ ୧୩ ଟି ପୁଅ ତାପରେ ସତ୍ତ୍ୱେ ବି ଅଟକିଲେ ନାହିଁ ଆଉ ତାପରେ ଯାହା ହେଲା..

1 min read

ଝିଅ କେଉଁ ମାମଲାରେ ପୁଅଙ୍କ ଠାରୁ କମ୍ ନୁହନ୍ତି , ଆଜିର ଜମାନା ପୁଅ ଓ ଝିଅଙ୍କର ବରାବରିର ଅଟେ,  ଦୁର୍ଭାଗ୍ୟରୁ ଆଜି ଏମିତି କିଛି ଲୋକ ଅଛନ୍ତି , ଯିଏ ଘରରେ ଝିଅଙ୍କୁ ଅଧିକା ପୁଅମାନଙ୍କୁ ଅଧିକା ପସନ୍ଦ କରନ୍ତି , ଝିଅ ହେବା ଏତେ ଖୁସି ହୁଏ ନାହିଁ ଯେତେ ପୁଅ ହେବା ପରେ ହୋଇଥାଏ , ଆପଣ ବହୁତ ଦମ୍ପତି ଦେଖିଥିବେ ଯିଏ ଏକ ପୁଅର ଚକ୍କରରେ ବହୁତ ସାରା ଝିଅ ଜନ୍ମ କରିଦିଅନ୍ତି , ମାନେ ତାଙ୍କୁ ଯେତେ ପର୍ଯ୍ୟନ୍ତ ପୁଅ ଜନ୍ମ ହୁଏ ନାହିଁ , ସେ ନିଜ ଛୁଆ ଜନ୍ମ କରିବାର ପ୍ଲାନିଙ୍ଗ୍ ବନ୍ଦ କରିନଥାନ୍ତି , ଏହି ଚକ୍କରରେ ଯଦି ଝିଅ ଜନ୍ମ ହୋଇଯାଏ , ତେବେ ତାଙ୍କ ଫ୍ୟାମିଲି ବହୁତ ବଡ ହୋଇଯାଏ , ଆଜି ଆମେ ଆପଣଙ୍କୁ କିଛି ଏମିତି ଦମ୍ପତିଙ୍କ ସହ ଦେଖା କରାଇବୁ , ଯିଏ ନିଜ ଭାବନାରୁ ବିଲକୁଲ୍ ଅଲଗା ଅଟନ୍ତି , ଏହି ଦମ୍ପତିଙ୍କୁ ଝିଅପାଇବାର ମୋହ ଏପରି ଲାଗିଛି , ଯାହା ଜନ୍ମ କରିବାର ଅପେକ୍ଷାରେ ୧୩ ଟି ପୁଅ ଜନ୍ମ ଦେଇସାରିଛନ୍ତି  ଏତିକି ନୁହେଁ ଏହି ଲୋକ ତେବେ ପର୍ଯ୍ୟନ୍ତ ଅଟକୁନାହାନ୍ତି ଯେବେ ପର୍ଯ୍ୟନ୍ତ ତାଙ୍କ ଘରେ ଗୋଟେ ଝିଅ ଜନ୍ମ ନ ନେଇଛି ।

ଏହି ପରି ଭାବନା ରଖିଥିବା ବ୍ରାଜିଲ୍ ର କୋନସେଇ ଆଓ ଡେ କୋଟ୍  ରେ ରହୁଛନ୍ତି , ୪୦ ବର୍ଷୀୟ ସ୍ୱାମୀ ଇରନେଉ ଏକ ଚାଷୀ ଅଟନ୍ତି , ଯେବେ କି ସ୍ତ୍ରୀ ଜୁସିକ୍ଲେଡ୍ ସିଲଭା ଏକ ଗୃହୀଣୀ ଅଟନ୍ତି , ଏହି ଦମ୍ପତିଙ୍କ ୧୩ ଟି ପୁଅ ଅଛନ୍ତି , ଏମାନଙ୍କର ସବୁଠାରୁ ବଡ ପୁଅର ବୟସ ୧୮ ବର୍ଷ ଅଟେ,  ଯେବେ କି ଛୋଟ ଛୁଆର ବୟସ ୧ ମାସର ଅଟେ,   ଏହି କପଲ୍ ଏହା ଫଇସଲା ନେଇଛନ୍ତି କି ଯେବେ ଏହି ଦମ୍ପତି ଛୁଆ ଜନ୍ମ କରୁଥିବେ ଯେଉଁଯାଏଁ ତାଙ୍କର ଘରେ ଝିଅ ଜନ୍ମ ନ ହୋଇଛି , ଏହି ଦମ୍ପତିଙ୍କ ଆଶା ଅଛି କି ତାଙ୍କର ୧୩ ତମ ଲକି ନମ୍ବର ଅଟେ,  ଏଥିପାଇଁ ସେ ଆଗାମୀ ଛୁଆ ଏକ ଝିଅ ରୁପେ ପାଇପାରିବେ ।

ଏହି ଦମ୍ପତିଙ୍କ ମଧ୍ୟରେ ଆଉ ଏକ ମଜାଦାର୍ କଥା ତୟ ହୋଇଥିଲା,  ମତଲବ ଯଦି ପୁଅର ଜନ୍ମ ହୋଇଥାଏ , ତେବେ ସ୍ୱାମୀ ତାଙ୍କର ନାଁ ରଖିବେ , ଯେବେ କି ଝିଅ ଜନ୍ମ ହେଲେ ତାଙ୍କ ସ୍ତ୍ରୀ ତାଙ୍କ ନାଁ ରଖିବେ , ଦୁର୍ଭାଗ୍ୟରୁ ସ୍ତ୍ରୀଙ୍କର ଝିଅ ନହେବା କାରଣରୁ ଏବେ ପର୍ଯ୍ୟନ୍ତ ନିଜ ଛୁଆର ନାଁ କରଣ କରିବାର ସୌଭାଗ୍ୟ ମିଳିନାହିଁ , ପପୁଲେସନ୍ ଏକ୍ସପର୍ଟ ଙ୍କ କହିବା କଥା କି ଗୋଟେ ପରେ ଗୋଟେ ଲଗାତାର ୧୩ ଟି ପୁଅ ହେବାପରେ ୮୦୦୦ ଲୋକଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଚାନ୍ସ ହୋଇଥାଏ,  ଏବେ ଦୁର୍ଭାଗ୍ୟରୁ ଗୋଟେ ବ୍ୟକ୍ତି ଦମ୍ପତି ଅଛି ଏମାନେ , ଯାହାଙ୍କର ଝିଅର ଇଚ୍ଛା ଅଛି,  ସାଧାରଣତଃ ୧୩ ଟି ଛୁଆରୁ ବହୁତ ଝିଅ ଜନ୍ମ ହୋଇଯାଆନ୍ତି , ଏହି କପଲ୍ ଏହା ଭାବିନେଇଛନ୍ତି କି ତାଙ୍କୁ ଝିଅ ହିଁ ଦରକାର , ସେମିତି ତାଙ୍କ ପରିବାର ଯେତେ ବି ବଡ ହୋଇଯାଉ ସେଥିରେ ଚିନ୍ତା ନାହିଁ ।

ସ୍ୱାମୀଙ୍କର ଗୋଟିଏ ସ୍ୱପ୍ନ ଅଛି କି ସବୁ ପୁଅଙ୍କୁ ଏକ ଫୁଟବଲ୍ ପ୍ଲେୟାର୍ ବନାଇବେ , ସେ ସବୁ ପୁଅଙ୍କର ନାଁ R ନାଁରୁ ନାମିତ କରିଛନ୍ତି , ଏହି ଦମ୍ପତି ଏତେ ଧନୀକ ନୁହନ୍ତି , କେବେ କେବେ ତାଙ୍କ ଛୁଆଙ୍କୁ ପୋଷିବାରେ ବି ଅସୁବିଧା ହୋଇଥାଏ , ସ୍ତ୍ରୀଙ୍କର କହିବା କଥ କି ଆମେ ସମସ୍ତେ ଘରେ ବସି ମିଶିକରି ବାଣ୍ଟୀକରି ଖାଉ , ଯଦି ଘର୍ ଗୋଟେ ବ୍ରେଡ୍ ଅଛି ତେବେ ଏହା ଖଣ୍ତ ହୋଇଥେ , ଓ ପରିବାରରେ ବରାବର ଭାଗ ପଡିଥାଏ,  ଓ ସମସ୍ତଙ୍କୁ ସମାନ ଭାବରେ ମିଳେ , ସାଧାରଣତଃ ଆମ ମାନଙ୍କ ମଧ୍ୟରୁ କିଏ ବି ଭୋକିଲା ଶୁଏ ନାହିଁ , କେଉଁ ଭଳି ହେଉ ଖାଇବାର ଯୋଗାଡ ହୋଇଯାଏ ।

ଏହି ଦମ୍ପତି ଆମକୁ ଶିକ୍ଷା ନେବା ଉଚିତ୍ , ଗୋଟେ ଝିଅପାଇଁ ସେମାନେ ୧୩ ଟି ପୁଅ ଜନ୍ମ କରିପାରିଲେ , ସେମିତି ଭାରତରେ କିଛି ଲୋକ ଝିଅ ଜନ୍ମ କରିଲେ ଉଦାଶ ହୋଇଯାଆନ୍ତି ।

Leave a Reply

Your email address will not be published. Required fields are marked *