October 16, 2024

Odia Express

Here, There and Everywhere

୨୦ ଡିସେମ୍ବର ୨୦୧୯ ଶୁକ୍ରବାର – ଆଜିର ରାଶିଫଳ – ଆଜି ଶୁକ୍ର ଚାଲିବ ଓଲଟା ଚାଲି , ଏହି ପାଞ୍ଚଟି ରାଶିର ପାଇବେ ଶୁଭ ଖବର..

ମେଷ ରାଶି : ଆଜି ସମାଜ ସହ ଯୋଡି ହୋଇଥିବା କିଛି କାର୍ଯ୍ୟ କରିବାର ଭଲ ଦିନ ଅଛି , ଯେଉଁ ଜାତକ ପତ୍ରିକା ଓ ଫିଲ୍ମ ସଂବନ୍ଧିତ ଅଛି ତାହା ଆଜି ସଫଳ ହେବ , ପାରିବାରିକ ଜୀବନରେ ଜୀବନସାଥୀ ତଥା ଭାଇ ଭଉଣୀ ସହ କିଛି ମନ ମୁତାବ ହୋଇପାରେ , ପ୍ରେମରେ ମଧୁରତା ଆସିବ , ନିଜ ସ୍ୱାସ୍ଥ୍ୟକୁ ନେଇ ପ୍ରତି ସାବଧାନ ରୁହନ୍ତୁ , ଅବିବାହିତ ଲୋକଙ୍କ ପାଇଁ ଆଜିର ଦିନ ଶୁଭ ରହିବ , ବିବାହ ହେବାର ପକା ସୁଚନା ଅଛି ।

ବୃଷ ରାଶି ; ଆଜି କାରୋବାରରେ ଶୀର୍ଷକୁ ଯିବେ , ଆର୍ଥିକ ରୁପରେ ଆପଣ ସୁରକ୍ଷିତ ରହିବେ ଓ ସଂମ୍ପତ୍ତିରେ ନିବେଶ କରିବେ , ଆପଣଙ୍କ ଅଟକିରହିଥିବା ସବୁ କାମ ଜଲଦି ପୁରା ହେବ , ନିବେଶ କରିବାକୁ ବିଚାର କରିପାରନ୍ତି ,ସଂମ୍ପତ୍ତି ସହ ଯୋଡି ହୋଇଥିବା ମାମଲା ଜୀବନସାଥିଙ୍କ ସହଯୋଗ ମିଳିବ , ଲେଖନାଦି ବୌଦ୍ଧିକ କାର୍ଯ୍ୟରେ ଆୟ ସ୍ରୋତ ବିକଶିତ ହେବ , ଅନାଥ ଆଶ୍ରମରୁ ଛୁଆଙ୍କୁ ଖାଇବାରେ କିଛି ଭେଟ ଦେଇଦିଅନ୍ତୁ , ଆପଣଙ୍କ ଦିନ ଭଲରେ କଟିବ

ମିଥୁନ ରାଶି : କେଉଁ ଏକ କଥା ଆପଣଙ୍କୁ ବହୁତ ବିବ୍ରତ କରୁଛି , ଆପଣଙ୍କ ଜୀବନସାଥିଙ୍କ ସ୍ୱାସ୍ଥ୍ୟ ଚିନ୍ତାର କାରଣ ହୋଇପାରେ,  ଘରୋଇ କାମରେ ଥକା ଦେବା ଭଳି ମାନସିକ ଚିନ୍ତା କାରଣ୍ ହୋଇପାରେ , ଆଜି ଆପଣଙ୍କ ମନରେ ନୁଆ ନୁଆ ବିଚାର ଆସିପାରେ , ଯାହାଙ୍କୁ ଆପଣ ଦିନଚର୍ଚ୍ଚାରେ ବାହାର କରିବାରେ ସଫଲ ହେବେ , ଚାକିରିରେ ଉନ୍ନତି କରିବେ , ଅଫିସରଙ୍କ ସହଯୋଗ ମିଳିବ , ଆପଣଙ୍କ କାମର ପ୍ରଶଂସା ହେବ ।

କର୍କଟ ରାଶି : ବହୁତ ବର୍ଷରୁ ଅଟକି ରହିଥିବା କାମ ଆଜି କରିପାରିବେ , ବିତ୍ତିୟ ମାମଲାରେ ସହଜରେ ପ୍ରଗତି କରିବେ , ଯଦି ଆପଣ ଏକ ଅତିରିକ୍ତ ସ୍ରୋତ କରିବାକୁ ଚାହୁଁଛନ୍ତି ତେବେ ସଫଳ ହେବେ , ସମାଜରେ ଆପଣଙ୍କ ବହୁତ ପ୍ରଗତି କରୁଥିବାର ନଜର ଆସୁଛି , ଅଫିସ୍ ରେ କେଉଁ କାମ ପାଇଁ ଆପଣ ନିଜକୁ ଦାୟିତ୍ୱ ନେବେ , କେଉଁ ଅଜ୍ଞାନ ଭୟରୁ ଚିନ୍ତା କରିପାରନ୍ତି , ପରିବାରର ସହଯୋଗ ରହିବ , ଆର୍ଥିକ ନିବେଶରେ ଭାବିଚିନ୍ତି ବିଚାର କରନ୍ତୁ ।

ସିଂହ ରାଶି ; ଉଚ୍ଚଅଧିକାରୀ ଙ୍କ ସହଯୋଗ ମିଳିବ , ନିଜ ଶାରରୀକ ସ୍ୱାସ୍ଥ୍ୟକୁ ସୁଧାରିବାପାଇଁ ସନ୍ତୁଲିତ ଆହାର ନିଅନ୍ତୁ , ଆପଣଙ୍କ ମାନ ସମ୍ନାନରେ ବହୁତ ଉନ୍ନତି ହେବ , ପାରିବାରିକ ଜୀବନରେ ସୁଖମୟ ହେବ , ରାଜନୀତିରେ କେଉଁ ବଡ ବ୍ୟକ୍ତିଙ୍କ ସଂମ୍ପର୍କରେ ଅସିବେ ,  ସଂନ୍ଧ୍ୟାରେ ଘରର ମାହୋଲ୍ ଠିକ୍ ରହିବ , ଗାଇକୁ ରୁଟି ଖୁଆନ୍ତୁ , ଦାମ୍ପତ୍ୟ ଜୀବନ ସୁଖମୟ ହେବ , କ୍ରୋଧ ଅତିରିକ୍ତ ବଞ୍ଚନ୍ତୁ , କିଛି ବଡ ଖର୍ଚ୍ଚ ଆପଣଙ୍କୁ ଚିନ୍ତା କରାଇପାରେ ।

କନ୍ୟା ରାଶି ; ଆଜି ଆପଣଙ୍କ ବିଜନେସ୍ ସହଯୋଗ ପ୍ରାପ୍ତି ହେବ , କିଛି ଅନାବଶ୍ୟକ ଖର୍ଚ୍ଚ ସାମ୍ନାକୁ ଆସିପାରେ,  ଆଜି ଆପଣନଙ୍କ ଧର୍ମ କିମ୍ବା ସମାଜ ସହ ଯୋଡି ହୋଇଥିବା କାର୍ଯ୍ୟ କରିପାରନ୍ତି , ବିବାଦରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ , ଆପଣଙ୍କ ସାମାଜିକ କାର୍ଯ୍ୟରେ ଅଧିକା ମନ ଲାଗିବ , ଆପଣଙ୍କ ପାର୍ଟନରଙ୍କ ପୁରା ସହଯୋଗ ମିଳିବ , ଆପଣ ତାଙ୍କ ସହ କେଉଁ ଟ୍ରିପ୍ ରେ ଯିବାକୁ ପ୍ଲାନିଙ୍ଗ୍ କରିପାରନ୍ତି, ଛାତ୍ରଙ୍କୁ ପ୍ରତିଯୋଗୀ ପରିକ୍ଷାରେ ଲାଭ ମିଳିବ , ଅତିରିକ୍ତ୍ ଲାଭ ଧନରେ ବୃଦ୍ଧି ହେବ ।

ତୁଳା ରାଶି : ଆଜି ଘର ବାହାରେ ସମ୍ମାନ ବଢିବ , ବୁଝାମଣାରେ କାମ ନେବାକୁ ଚେଷ୍ଟା କରନ୍ତୁ , ଶାନ୍ତ ବ୍ୟବହାର ଆପଣଙ୍କୁ ଶାନ୍ତି ଦେବ , ନୁଆ ମିତ୍ରତା କାରଣରୁ ଭବିଷ୍ୟତରେ ଲାଭ ମିଳିପାରେ , ବର୍ଷରୁ ଅଧୁରା ମନୋକାମନା ପୁରା ହେବ , କେଉଁ ଆଡୁ ପଇସା ଉଧାର ନେଇଥିଲେ ତାକୁ ଭଲରେ ଯାଞ୍ଚକରିନିଅନ୍ତୁ ।

ବିଛା ରାଶି : ଆଜି ଆପଣ କିଛି ମହତ୍ତ୍ୱପୁର୍ଣ୍ଣ ନିର୍ଣ୍ଣୟ ନେବାର ଅଛି , ନୂଆ ଆରମ୍ଭରୁ ତିବ୍ରତା ସବୁ ବ୍ୟବସାୟୀଙ୍କ ପାଇଁ ଆଗକୁ ବଢିବାର ମଉକା ଦେଉଛି , ଅଧିକାରୀ ଆପଣଙ୍କ କାମ କାର୍ଯ୍ୟରେ ପ୍ରଭାବିତ ହୋଇ ଦାୟିତ୍ୱ ଦେଇପାରନ୍ତି , ଯାତ୍ରାର ଶୁଭ ଅବସର ପ୍ରାପ୍ତି ହେବ , ଯେଉଁ ଲୋକ ସରକାରି ଚାକିରି କରୁଛନ୍ତି , ତାଙ୍କ ପାଇଁ ଦିନ ଠିକ୍ ହେବ , ସଉଦାବାଜୀ ବହୁତ ଭଲ ସଫଲତା ମିଳିବାର ଯୋଗ ଅଛି ।

ଧନୁ ରାଶି : ସମାଜରେ ମାନ ସମ୍ମାନ ବଢିବ  ବେପାର ଧନ୍ଦାରେ ସଫଳତା ପ୍ରାପ୍ତି ହେବ , ଛାତ୍ର ମାନଙ୍କର ପଢାରେ ରୁଚି ବଢିପାରେ , ନିବେଶ ଦୃଷ୍ଟିରୁ ଦିନ ଶୁଭ ଅଛି , ପରିବାରରେ ସୁଖ ଶାନ୍ତି ପ୍ରାପ୍ତି ହେବ , ଯେଉଁଥିରୁ ଧନ୍ ଲାଭ ହେବ , ଅଫିସ୍ ରେ କେଉଁ ବଡ ଅଧିକାରୀ କିମ୍ବା ସହକର୍ମୀଙ୍କ ସହଯୋଗ ମିଳିପାରିବ , ବ୍ୟାଙ୍କରୁ ଯୋଡି ହୋଇଥିବା କାମ ନିପଟାଇପାରିବେ,  ଶାସନ ସତ୍ତା ସହଯୋଗ ରହିବ , ଅନ୍ୟଙ୍କ ନଜରିଆକୁ ବୁଝିବାକୁ ଚେଷ୍ଟା କରନ୍ତୁ ।

ମକର ରାଶି : ଘର ପରିବାରରେ ଭୌତିକ ସୁଖ ସାଧନ ପ୍ରାପ୍ତି ହେବ , ଶୁଭ ପକ୍ଷରେ ଅଥକ ପ୍ରୟାସରୁ ଲମ୍ବିତ କାର୍ଯ୍ୟରେ ପୁରା କରିବେ , କାର୍ଯ୍ୟକ୍ଷମତା ବୃଦ୍ଧି ସମ୍ଭବ ଅଛି, ଆପଣଙ୍କ ସର୍ଜନଶକ୍ତି ରେ ସକରତ୍ମକ ବୃଦ୍ଧି ହେବ , ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବାର ସଙ୍କେତ ହେଉଛି , ସାମାଜିକ କାର୍ଯ୍ୟରେ ରୁଚି ଲାଗିବ , ପାରିବାରିକ ପ୍ରତିଷ୍ଠା ବୃଦ୍ଧି ହେବ , ବନ୍ଧୁଙ୍କ ସହ ଭଲ ସମୟ ବିତାଇବେ , ନିଜ ଦମରେ ଶାନ୍ତ ମନରେ ଯାହା କାମ କରିବେ , ତାହା ଦ୍ୱାରା ସଫଳତା ମିଳିପାରିବ ।

କୁମ୍ଭ ରାଶି :  ଆଜି କାର୍ଯ୍ୟସ୍ଥଳରେ ଆପଣଙ୍କୁ ଟିକିଏ ଅସୁବିଧାର ସାମ୍ନା କରିବାକୁ ପଡିପାରେ,  ଧାର୍ମିକ ଗତିବିଧିରେ ଖର୍ଚ୍ଚ ସମ୍ଭବ ଅଛି , ଯାହା ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ , ମିତ୍ରଙ୍କ ସହ ପ୍ରବାସର ଆନନ୍ଦ ନେବେ କାରୋବାରରେ ନିବେଶ କରିବା ଫାଇଦା ଦାୟକ ହେବ , ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଆଜିର ଦିନ ଭଲ ରହିବ , ରଚନାତ୍ମକ ପ୍ରୟାସ ଫଳିଭୁତ ହେବ , ଉଚ୍ଚ ଅଧିକାରୀଙ୍କ ସହଯୋଗ ରହିବ , ଆପଣଙ୍କ ଭାବିବାର ତରିକା ବଦଳିପାରେ ।

ମୀନ ରାଶି : ବିବାହିତ ଲୋକ ଯିଏ ଏପର୍ଯ୍ୟନ୍ତ ବୈବହିକ ଜୀବନର ଭରପୁର୍ ଆନନ୍ଦ ନେବେ , ପୁରୁଣା ଶତ୍ରୁଙ୍କର ଆଉଥରେ ବନ୍ଧୁ ହେବେ , ଘରେ ମା କିମ୍ବା ଅନ୍ୟ ବୟସ୍କ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଆପଣଙ୍କୁ ଚିନ୍ତା ଆସିପାରେ , ସାମାଜିକ କ୍ଷେତ୍ରରେ ସଫଲତା ପ୍ରାପ୍ତି କରିବେ , ଜୀବନସାଥୀଙ୍କ ପୁରା ସହଯୋଗ ମିଳିବ , ସାମାଜିକ ପ୍ରତିଷ୍ଠ ବୃଦ୍ଧି ହେବ , ଲମ୍ବା ସମୟରୁ ନିଜକୁ ସତେଜ ଅନୁଭବ କରିବେ , ଅଫିସ୍ ରେ ନିଜ ନିୟମିତ ରୁପରେ ହଟିକରି କିଛି କରିବାକୁ ଚେଷ୍ଟା କରିବେ ,

Leave a Reply

Your email address will not be published. Required fields are marked *