October 18, 2024

Odia Express

Here, There and Everywhere

କେବଳ ବୁଦ୍ଧିମାନ ଲୋକ ହିଁ ଦେଇପାରିବେ ଏହି କଠିନ ପ୍ରଶ୍ନର ଉତ୍ତର , ଦେଖିବା ଆପଣ ଦେଇପାରୁଛନ୍ତି କି ନାହିଁ ..

1 min read

ଆମେ ମାନେ ଛୋଟବେଳେ ନାନା ପ୍ରକାର ପହେଲିକୁ ସମାଧାନ କରିବାରେ ବହୁତ ଉତ୍ସାହ ଦେଖାଉଥିଲେ , ସ୍କୁଲ୍ ରେ ଟିଚରଙ୍କ ପାଖରେ ବେଞ୍ଚ ଉପରେ ବସୁଥିବା ଛୁଆ ବି ନିଜ ନିଜ ପହେଲି ନେଇକରି ଆସିଥାନ୍ତି । ଆମେ ପ୍ରଥମେ ସେହି ପହେଲିର ଉତ୍ତର ଦେବାକୁ ପ୍ରୟାସ କରୁଥିଲେ,  ଏହାକୁ ସମାଧାନ କରିବାକୁ ଆମକୁ ବହୁତ ବୁଦ୍ଧି ଖଟାଇବାକୁ ପଡୁଥିଲା,  ଏହି ପହେଲିକୁ ସମାଧାନ କରିବା ଦ୍ୱାରା ନା ହିଁ ଦିମାଗ୍ ତେଜ୍ ହୋଇଥାଏ , ଏହା ଆପଣଙ୍କୁ ସମସ୍ୟାଗୁଡିକ ବୁଝାଇବା ଆପଣଙ୍କ କ୍ଷମତା ବି ବଢାଇଥାଏ , ଏଇ କଥାକୁ ଧ୍ୟାନ ରଖି ଆଜି ଆମେ ଆପଣଙ୍କୁ କିଛି ପହେଲି ନେଇକରି ଆସିଛୁ , ଆଜି ଆମେ ଆପଣଙ୍କୁ କିଛି ପ୍ରଶ୍ନନେଇକରି ଆସିଛୁ ,ଯାହାକୁ ଉତ୍ତର ଦେଇପାରିଲେ ଆପଣ ନିଜର୍ ବୁଦ୍ଧିମତାର ପରିଚୟ ଦେଇପାରିବେ ।

ପ୍ରଶ୍ନ ୧ : ଏମିତି କିଏ ଅଛି ଯିଏ ମୁକ ଓ କାଲା ଅଟେ,  ଓ ଅନ୍ଧ ବି ଅଟେ , କିନ୍ତୁ କହିଥାଏ ସତ ?

ଉତ୍ତର : ଦର୍ପଣ

ପ୍ରଶ୍ନ-୨ : ଏମିତି କେଉଁ ଜିନିଷ ଅଛି ଯାହା ଗରିବ ଲୋକ ପକାଇଦିଅନ୍ତି , କିନ୍ତୁ ଧନୀ ଲୋକ ତାକୁ ପକେଟ୍ ରେ ରଖିନିଅନ୍ତି , ଉତ୍ତର : ବହୁଥିବା ନାକ ।

ପ୍ରଶ୍ନ-୩ : ଏମିତି କେଉଁ ଜିନିଷ ଅଛି ଯାହାକୁ ଝିଅମାନେ ପିନ୍ଧିଥାନ୍ତି ଓ ଖାଇଥାନ୍ତି ?

ଉତ୍ତର : ଲବଙ୍ଗ । (ଲେହେଙ୍ଗା )

ପ୍ରଶ୍ନ-୪ : ଏମିତି କେଉଁ ଇଂରାଜୀ ୱାର୍ଡ ଅଛି ଯାହା ସବୁବେଳେ ଇଂରାଜୀରେ Incorrectly ସ୍ପେଲିଙ୍ଗ୍ କୁହାଯାଇଥାଏ ।

ଉତ୍ତର : Incorrectly

ପ୍ରଶ୍ନ-୫ : କିଛି ଦିନ ୩୧ ଦିନ ହୋଇଥାଏ କିନ୍ତୁ କେତେ ମାସର ୨୮ ଦିନ ଆସିଥାଏ ?

ଉତ୍ତର : ସବୁ ମାସରେ ୨୮ ଦିନ ସବୁ ମାସରେ ଆସିଥାଏ ।

ପ୍ରଶ୍ନ- ୬ : ସେହି ଜିନିଷର ନାଁ କୁହନ୍ତୁ ଯାହାଙ୍କୁ ନିଆଁରେ ଜଳା ହୋଇନଥାଏ , ନା ପାଣିରେ ଓଦା ହୋଇନଥାଏ , କିମ୍ବା ନା ହିଁ ମୃତ୍ୟୁ ଦିଆଯାଇପାରିବ , ଓ ନାଁ ହିଁ ଶସ୍ତ୍ରରେ ତାକୁ କଟାଯାଇପାରିବ ।

ଉତ୍ତର : ଛାଇ ।

Leave a Reply

Your email address will not be published. Required fields are marked *