October 18, 2024

Odia Express

Here, There and Everywhere

୧୯ ଡିସେମ୍ବର ୨୦୧୯ ଗୁରୁବାର,ଆଜିର ରାଶିଫଳ – ଏହି ୪ ଟି ରାଶିମାନଙ୍କ ପାଇଁ ଭଲ ହେବ ଆଜିର ଦିନ , ଯାତ୍ରା ରହିବ ସଫଳ ଓ ଶତ୍ରୁ ହେବେ ପରାସ୍ତ

ଆମେ ଆପଣଙ୍କୁ ଗୁରୁବାର ୧୯ ଡିସେମ୍ବର ରାଶିଫଳ କହୁଛୁ , ରାଶିଫଳ ଆମର ଜୀବନର ବହୁତ ମହତ୍ତ୍ୱ ରଖିଥାଏ , ରାଶିଫଳ ଜରିଆରେ ହେବାକୁ ଥିବା ଘଟଣାଗୁଡିକର ଆଭାଷ ହୋଇଥାଏ , ରାଶିଫଳର ନିର୍ମାଣ ଗ୍ରହର ଗୋଚର ଓ ନକ୍ଷତ୍ରର ଚାଲି ଆଧାରରେ କରାଯାଏ , ଯାହା ସବୁଦିନ ଗ୍ରହର ସ୍ଥିତିକୁ ପ୍ରଭାବିତ କରିଥାଏ , ଏହି ରାଶିଫଳରେ ଆପଣଙ୍କ ଚାକିରି, ବେପାର , ସ୍ୱାସ୍ଥ୍ୟ ଶିକ୍ଷା, ଓ ବୈବାହିକ ଜୀବନ ପ୍ରେମ ସଂମ୍ପର୍କ ସହ ଯୋଡି ହୋଇଥିବା ସବୁ ସୁଚନା ମିଳିଥାଏ , ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ଆଜିର ଦିନ ଆପଣଙ୍କ ପାଇଁ କିପରି କଟିବ ତେବେ ପଢନ୍ତୁ ଆମର ଏହି ଲେଖକୁ ।

ମେଷ ରାଶି : ଆଜି ପରିବାର ଓ ବନ୍ଧୁଙ୍କ ସହାୟତା ମିଳିବ , ଚାକିରି କରୁଥିବା ପେଶା ବ୍ୟକ୍ତିଙ୍କୁ କିଛି ମହତ୍ତ୍ୱପୁର୍ଣ୍ଣ ନିର୍ଣ୍ଣୟ ନେବାର ଆବଶ୍ୟକତା ପଡୀପାରେ , ଆପଣ ନୁଆ ବ୍ୟକ୍ତିଙ୍କୁ ଦେଖା କରିପାରନ୍ତି , ସଚ୍ଚା ପ୍ରେମର ସହ ବହୁତ ସମୟ ପରେ ଏବେ ଯାତ୍ରା ହେବ , ଆପଣଙ୍କ ବଡ ବୟସ୍କଙ୍କ ଆଶିର୍ବାଦ ପ୍ରାପ୍ତି ହେବ , ପାରିବାରିକ ଜିବନ ସୁଖମୟ ହେବ , ଭାଇ ଭଉଣୀଙ୍କ ସହଯୋଗ କାରୋବାରରେ ବୃଦ୍ଧି ହୋଇପାରେ , ପୁରୁଣା ରୋଗରୁ ମୁକ୍ତି ମିଳିବ , ନିଜକୁ ଭଲ ଅନୁଭବ କରନ୍ତୁ ,

ବୃଷ ରାଶି : ଆଜିର ଖାସ୍ ମାମଲାରେ ଅନୁଭବିଙ୍କ ସାହାଯ୍ୟ ନେବା ଆପଣଙ୍କ ପାଇଁ ଭଲ ରହିବ , ଆପଣଙ୍କ ସଂମ୍ପତ୍ତି ନିବେଶ କରିପାରିବେ , କିମ୍ବା ବାହାନ କିଣିପାରିବେ , କାର୍ଯ୍ୟ ସଂବନ୍ଧି ଯାତ୍ରା ପାଇଁ ଲାଭକାରୀ ହେବ , ଚାକିରି କାର୍ଯ୍ୟଭାର ବୃଦ୍ଧି ହୋଇପାରେ , ଅଫିସରଙ୍କ ସହଯୋଗ ମିଳିବ , ନୁଆ କାମ ମିଳିବ , ଆଜି ଆପଣଙ୍କୁ କିଛି ଖାସ୍ କଥା ଜଣା ପଡିପାରେ ।

ମିଥୁନ ରାଶି : ଆଜିର ଦିନ ଲାଭକାରୀ ହୋଇପାରିବ , ବହୁତ ସ୍ଥିତିରେ ଆପଣ ନେତୃତ୍ୟକାରୀ ଭୁମିକା ନିଭାଇବେ , ଚାକିରି ପାଇଁ ପ୍ରତିଯୋଗୀ ପରୀକ୍ଷା ଏବଂ ସାକ୍ଷାତ୍ କାରୀ କାର୍ଯ୍ୟରେ ସଫଳତା ମିଳିବ , ଆପଣଙ୍କ ଘରେ କେଉଁ କାର୍ଯ୍ୟକ୍ରମ କିମ୍ବା ଉତ୍ସବ ଆୟୋଜନରେ ସାମିଲ୍ ହେବେ , ସରକାରଙ୍କ ତରଫରୁ ଲାଭ ମିଳିବ , କିଛି ଖାସ୍ ଫଇସଲା ଆପଣଙ୍କୁ କରିବାକୁ ପଡିପାରେ , ଘରେ କେଉଁ ମାଙ୍ଗଳିକ କାର୍ଯ୍ୟକ୍ରମରେ ଆୟୋଜନ୍ କରିବେ , ଘରେ ଖୁସି ମାହୋଲ୍ ରହିବ ।

କର୍କଟ ରାଶି : ବ୍ୟକ୍ତିଗର ସମସ୍ୟାର ସମାଧାନ ହେବ , ପାରିବାରିକ ବାତାବରଣ ବିଗିଡିପାରେ , ଆପଣଙ୍କୁ ଆପଣଙ୍କ ବାପା ଓ ଜୀବନସାଥିଙ୍କ ପୁରା ସହଯୋଗ ମିଳିବ , ଆପଣ ନିଜ ଛୁଆଙ୍କ ସହ ପ୍ରେମ ଭରା ସମୟ ବିତାଇବେ , କାର୍ଯ୍ୟରେ ସଫଳତା ମନରେ ଅସନ୍ତୋଷ ତଥା ନିରାଶ ଆସିବ , ଆପଣ ନିଜକୁ ସୁସ୍ଥ୍ୟ୍ ଅନୁଭବ୍ କରିବେ , ଆଜି ଆପଣଙ୍କୁ କିଛି ଖୁସିଖବର ମିଳିପାରେ , ଅଧୁରା କିମ୍ବା ଅଟକିରହିଥିବା କାମ ପୁରା ହେବ , କେଉଁ ଦରକାରୀ ଲୋକଙ୍କୁ ସାହାଯ୍ୟ କଲେ ଲାଭ ହେବ ।

ସିଂହ ରାଶି : ଆଜି ଆପଣଙ୍କୁ କିଛି ଆଇନଗତ ମାମଲାରେ ଅସୁବିଧା ଆସିପାରେ , ମନର ଖରାପ ବିଚାରକୁ ଅଧିକତା ହେବାର ଆଶଙ୍କା ଆପଣଙ୍କ ପାଇଁ ଦେଖାଯାଉଛି , ଆପଣ ପ୍ରେମ ସଂବନ୍ଧର ମାମଲାରେ ଭାଗ୍ୟଶାଳି ରହିବେ , କିନ୍ତୁ ଆବେଗି ଯୋଗୁଁ ଆପଣଙ୍କ ଜୀବନସାଥୀ ସହ କିଛି ମତାନ୍ତର ହେଇପାରେ,  କାର୍ଯ୍ୟସ୍ଥଳ ଉପରେ ଲୋକଙ୍କ ସହଯୋଗ ମିଳିବାର ଖୁସିର ଅନୁଭବ କରିବେ , ଆପଣଙ୍କ ଆମଦାନୀରେ ବୃଦ୍ଧି ହେବ , ଆପଣଙ୍କ ମନ ପ୍ରସନ୍ନ ରହିବ , ସମସ୍ତଙ୍କ ବ୍ୟବହାର ଭଲ ରହିବ ।

କନ୍ୟା ରାଶି : ଆଜି କିଛି ନୁଆ କାମ ଶିଖିବାର ମଉକା ମିଳିବ , ଭବିଷ୍ୟରେ ଆପଣଙ୍କୁ ଫାଇଦା ହେବ , ନିଜ ବ୍ୟକ୍ତିତ୍ୱ ଓ ରୁପ ରଙ୍ଗ ବଢିଆ ବନାଇବା ଚେଷ୍ଟା ସନ୍ତୋଷଜନକ ସାବିତ୍ ହେବ , ଯଦି ଆପଣଙ୍କୁ କେଉଁ ଶିକ୍ଷା ପ୍ରତିଯୋଗିତା ଭାଗ ନେଉଛନ୍ତି , ତେବେ ଭାଗ୍ୟ ଓ ଆପଣଙ୍କ ପରିଶ୍ରମ ଦୁହେଁଙ୍କ ସାଥ୍ ଦେବେ , ସବୁ ମଉକାରେ ଫାଇଦା ଉଠାଇବାରେ ଚେଷ୍ଟା କରିବେ , ଆପଣଙ୍କ କାମ ସହଜରେ ସମୟରେ ନିପଟୀପାରିବେ , ଭୌତିକ ସୁଖ ସୁବିଧା ଓ ରୁଜ୍ଞାନ ବଢିପାରେ ।

ବିଛା ରାଶି : ଆଜି ଆପଣ ନିଜ ସ୍ୱାସ୍ଥ୍ୟକୁ ନେଇକରି ଟିକିଏ ଚିନ୍ତିତ ରହିବେ , ନୁଆ ଚାକିରି ସନ୍ଧାନରେ ନିଜ ପ୍ରୟାସ ଜାରି ରଖିବା ଉଚିତ୍ , ଘର ଅଥବା ସଂମ୍ପର୍କ ରେ ବିବାହ ପରି ଉତ୍ସବ ହେଇପାରେ , ଗରିବଙ୍କୁ ହଲଦିଆ ବସ୍ତ୍ର ଦାନ କରନ୍ତୁ , ଆପଣଙ୍କ ସବୁ ମନୋକାମନା ପୁରା ହେବାର ଅଛି , ଅଧିକାରୀ ବର୍ଗଙ୍କ ସହ କଥାବାର୍ତ୍ତାରେ ଟିକିଏ ସାବଧନତା ରକ୍ଷା କରନ୍ତୁ ।

ଧନୁ ରାଶି : ଆଜି ଆପଣଙ୍କ ବିଜନେସ୍ କିଛି ରିକ୍ସ ନେଇପାରନ୍ତି , ଲୋକଙ୍କୁ ଉଧାର ଦେବାରେ ବଞ୍ଚନ୍ତୁ , ପୁରୁଣା ପଇସା ଫେରିପାଇବେ , ପ୍ରତିଧ୍ୱନ୍ଧୀ ଓ ପ୍ରତିଯୋଗୀ ଆପଣଙ୍କୁ କ୍ଷତି ପହଞ୍ଚାଇପାରନ୍ତି , ଆପଣଙ୍କ ସୁଖ ସ୍ୱାସ୍ଥ୍ୟର ଆନନ୍ଦ ନେବେ , ଭାବନାତ୍ମକ ଓ ଅସୁରକ୍ଷିତ ଅନୁଭବ କରିପାରନ୍ତି , ଯଦି ଆପଣଙ୍କ ଜୀବନସାଥୀ ସହ୍ ନିଜ ସଂମ୍ପର୍କ ସନ୍ତୁଳନ ରଖିବେ ତେବେ ସଂମ୍ପର୍କ ମଜବୁତ୍ ହେବ , ଆଜି ହେବାକୁ ଥିବା ଅଧିକାଂଶ ଫଇସଲା ଆପଣଙ୍କ ଫେବର୍ ରେ ରହିବ ,

ମକର ରାଶି : ଆଜି ଆପଣଙ୍କ ଆର୍ଥିକ ସ୍ଥିତିରେ ବୃଦ୍ଧି ହେବ । ବେପାରରେ ଆପଣଙ୍କ ଆୟୋଜନ ବ୍ୟଥିତ ହେବ , ନିଜ ଜୀବନସାଥି ଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ  ଖର୍ଚ୍ଚ ଅଧିକା ହୋଇପାରେ,  ବେପାର କାରଣରୁ କେଉଁ ଆଡେ ବାହାରକୁ ଯାଇପାରନ୍ତି , ଆଜି ଆପଣଙ୍କ ରଚନାତ୍ମକ ପ୍ରତିଭା ଖୋଲିକରି ସାମ୍ନାକୁ ଆସିବ , ଆଜି ପଇସାର ମାମଲାରେ ଚତୁରାଇ କରନ୍ତୁ ନାହିଁ ।

କୁମ୍ଭ ରାଶି : ଆଜି ଆପଣଙ୍କୁ ସକରାତ୍ମକ ରହିବାକୁ ହେବ , କେଉଁ ଯୁକ୍ତି କିମ୍ବା ବିବାଦରେ ଫସିପାରନ୍ତି ,  ଆଜି ମହତ୍ତ୍ୱପୁର୍ଣ୍ଣ ମାମଲାରେ ସଂମ୍ପର୍କ ସ୍ଥାପିତ କରି ଅଧିକା ପ୍ରଭାବଶାଳି ହୋଇପାରନ୍ତି , ମାତା ସ୍ୱବର୍ଗ ସଂମ୍ବନ୍ଧୀ କେଉଁ ବିଶେଷ ପ୍ରୟୋଜନ ଲାଭ ସଂମ୍ଭବ ଅଛି , ବେପାରରେ ଯୋଜନାବଦ୍ଧ ତରିକାରେ କାମ କରିଲେ ଲାଭ ପ୍ରାପ୍ତି ହେବ , କେଉଁ ଜରୁରୀ କାମ ଯାତ୍ରା ସୁଖଦ ହେବ ।

ମୀନ ରାଶି : ଆଜି ଆପଣଙ୍କ ଉଦାର ଓ ସ୍ନେହ ଭରା ପ୍ରେମର ଉପହାର ମିଳିପାରେ , ବ୍ୟବସାୟିକ ସଂନ୍ଧର୍ଭ ନୁଆ ବେପାର ସଂବନ୍ଧି ଓ ସଉଦା ଅନ୍ତିମ ରୁପ ନେଇପାରେ , ଏହା ପଇଁ ଅନୁକୁଳ ଦିନ ଅଛି , ଘରେ ଖୁସିର ମାହୋଲ୍ ରହିବ , କିଛି ଦିନରୁ ବକାୟା ବସୁଲି ହେବ , କିଛି ନୁଆ କରିବାକୁ ଚେଷ୍ଟା କରନ୍ତୁ , କେଉଁ ମହତ୍ତ୍ୱପୁର୍ଣ୍ଣ ମାମଲାରେ କିଛି ଖାସ୍ ଲୋକଙ୍କର ସହ କଥାବାର୍ତ୍ତା କରିବାର ମଉକା ମିଳିବ , ନିଜ ସଂବେଦନଶୀଲତା ଉପରେ କଣ୍ଟ୍ରୋଲ୍ କରନ୍ତୁ ।

Leave a Reply

Your email address will not be published. Required fields are marked *