October 18, 2024

Odia Express

Here, There and Everywhere

“କୋଇ ମିଲ୍ ଗୟା” ଫିଲ୍ମରେ ଯାଦୁର ଭୁମିକାରେ ଅଭିନୟ କରିଥିଲେ ଏହି ଅଭିନେତା , ଯଦି ଜାଣିନାହାନ୍ତି ତେବେ ଜାଣିନିଅନ୍ତୁ ତାଙ୍କ ବିଷୟରେ – ଦେଖନ୍ତୁ ଏବେ କିଭଳି ଦେଖାଯାଉଛନ୍ତି ସେ..

ଫିଲ୍ମ ଇଣ୍ତଷ୍ଟ୍ରିରେ ଛୁଆଙ୍କୁ ଧ୍ୟାନରେ ରଖି ବହୁତ ଫିଲ୍ମ ନିର୍ମାଣ ହୋଇଛି , ଦି ଜଙ୍ଗଲ୍ ବୁକ୍,  ତାରେ ଜମିନ୍ ପର୍ , ମାସୁମ୍ , ହବା ହବାଇ , ବାଲ୍ ଗଣେଷା , ହ୍ୟାରି ପୋର୍ଟର୍, ଆଇ ଆମ୍ କଲାମ୍ ଏମିତି ବହୁତ ସାରା ଫିଲ୍ମ ଅଛି ଯାହା ଛୁଆଙ୍କୁ ମନୋରଞ୍ଜନ ତ କରିଥାଏ ତାହା ଏହା ବହୁତ କିଛି ସିଖାଇଥାଏ ।ଏହି ଫିଲ୍ମରୁ ଗୋଟେ ହେଲା ୨୦୦୩ ରେ ଆସିଥିବା ହ୍ରିତିକ୍ ରୋଶନ୍ ଙ୍କ ଫିଲ୍ମ କୋଇ ମିଲ୍ ଗୟା ଯାହାକୁ ଛୁଆ ବହୁତ ପସନ୍ଦ କଲେ , ରୋହିତ୍ ଙ୍କ ଅଭିନିତ ହ୍ରିତିକ୍ ନିଜ ଅଭିନୟ ଦ୍ୱାରା ବହୁତ ପ୍ରଶଂସା ପାଇଥିଲେ , ସେ ଏହି ଫିଲ୍ମରେ ଗୋଟେ ପୁଅର ରୋଲ୍ କରିଥିଲେ , ଯିଏ ମାନସିକ ବିକାର ଗ୍ରସ୍ତ ଥିଲା ।

ସେମିତି ଏହି ସୁପରହିଟ୍ ଫିଲ୍ମରେ ଏକ ଭୁମିକା ଥିଲା ଯାଦୁର , ଯାହାର କଥା ଆଜି ବି ଛୁଆଙ୍କ ଠାରୁ ନେଇକରି ବଡ ଲୋକଙ୍କର ମୁହଁରେ ଶୁଣିବାକୁ ମିଳେ , ଜାଦୁର ଅଭିନୟ ସମସ୍ତଙ୍କୁ ଆକର୍ଷିତ କରିଥିଲ , ଜାଦୁ ନାଁରେ ରିଲିଜ୍ ଫିଲ୍ମ ହେବା ସହ ସମସ୍ତଙ୍କ ମୁହ୍ଁରେ ଦେଖାଯାଇଥିଲେ,  ବରଂ କୋଇ ମିଲ୍ ଗୟା ର ଅସଲ ପରିଚୟ ଜାଦୁରୁ ହିଁ ହୋଇଥିଲା ।

କହିଦେବୁ କି ନିଜର ଏକ ସାକ୍ଷାତକାରରେ ହ୍ରିତିକ୍ ରୋଶନ୍ କହିଲେ କି ଏହି ଫିଲ୍ମ ପାଇଁ ଯାଦୁର ପୋଷାକ ଅଷ୍ଟ୍ରେଲିଆରୁ ତିଆରି ହୋଇ ଆସିଥିଲା,  ଯାହାକୁ ଜେମ୍ସ କଲନର୍ ନାମକ ଆର୍ଟିଷ୍ଟ ଡିଜାଇନ୍ କରିଥିଲେ । ଜାଦୁର ଏହି ପୋଷାଅ ତିଆରି କରିବାପାଇଁ ପ୍ରାୟ ୧ ବର୍ଷର ସମୟ ଲାଗିଥିଲା,  ଏଥିରେ ବହୁତ ସ୍ପେସାଲ୍ ଫିଚର୍ସ ଦିଆଯାଇଥିଲା,

ସୁଚନାରୁ ଜଣାଯାଏ ଯେ ଏହାର ମୁଲ୍ୟ ପ୍ରାୟ ୧ କୋଟି ଟଙ୍କା ଥିଲା , ଫିଲ୍ମ ଜାଦୁର ଭୁମିକାରେ ଯେଉଁ ଏଲିଏନ୍ ଅବତାର ତ୍ ସମସ୍ତେ ଦେଖିଥିବେ , କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ କି ଜାଦୁର ଭୁମିକା ପରିଶେଷରେ କିଏ ନିଭାଇଥିଲେ ,  ସେହି ଅଭିନେତାଙ୍କ ନାଁ ହେଲା ଇନ୍ଦ୍ର ବଦନ ଜେ ପୁରୋହିତ୍ ।

ଆପଣଙ୍କୁ କହିଦେବୁ କି ଇନ୍ଦ୍ରବଦନ ଙ୍କ ଉଚ୍ଚତା ୩ ଫୁଟ୍ ହେବା କାରଣରୁ ଯାଦୁର ଭୁମିକା ପାଇଁ ତାଙ୍କୁ ବଛାଯାଇଥିଲା ।ଇନ୍ଦ୍ରବଦନ ଫିଲ୍ମ ଛଡା ଟିଭି ସିରିଆଲ୍ ରେ ବି କାମ କରିଛନ୍ତି , ସେ ଛୁଆଙ୍କ ଫେମସ୍ ଟିଭି ଶୋ ବାଲବୀର ରେ ଡୁବା ଡୁବା ୨ ର ଭୁମିକାରେ ନଜର ଆସିଛନ୍ତି ।

Leave a Reply

Your email address will not be published. Required fields are marked *