October 17, 2024

Odia Express

Here, There and Everywhere

ନଡିଆର ଏହି ଉପାୟ ଦ୍ୱାରା ଚୁମ୍ବକ ପରି ଟାଣି ହୋଇ ଆସିଯାଏ ପଇସା – ଏବେ ଜାଣିରଖନ୍ତୁ ଏହି ଉପାୟ…

ଆଜିର ଜମାନାରେ ସବୁ ବ୍ୟକ୍ତି କିଛି ସମସ୍ୟାରେ ନିଶ୍ଚିତ୍ ପଡୁଛି , ଯେପରି କାହାକୁ ଘର କିଣିବାର ସମସ୍ୟା ଅଛି , କାହାକୁ ବେପାରର ଚିନ୍ତା ଅଛି କାହାକୁ ସଫଳତା ପାଇବାର ଅଛି ଓ କିଏ ନିଜ ଅସୁବିଧାକୁ ନେଇ ଚିନ୍ତା କରୁଛି, ଅସୁବିଧା ସମସ୍ତଙ୍କ ଜୀବନରେ ହୋଇଥାଏ , କିନ୍ତୁ ଏହା ସହ ଲଢିବାର କ୍ଷମତା କାହା ପାଖରେ ହୋଇନଥାଏ , ଏଥିପାଇଁ ଯଦି ଆପଣଙ୍କ ଜୀବନରେ କିଛି ଅସୁବିଧା ଘେରେଇ ହୋଇ ଅଛି ତେବେ ଆଜି ଆମେ ଆପଣଙ୍କୁ ଉପାୟ କହିବାକୁ ଯାଉଛୁ , ଏହାକୁ କରିଲେ ଆପଣ ସବୁ ଅସୁବିଧାରୁ ମୁକ୍ତି ପାଇପାରିବେ ।ଏହି ଉପାୟ ଆପଣଙ୍କର ନଡିଆ ସଂବନ୍ଧିତ ଅଟେ,

ଏହା ବାହାରୁ ତ୍ ଟାଣ ହୋଇଥାଏ କିନ୍ତୁ ବହୁତ୍ ପ୍ରକାରର କତା ସହ ଘେରିକରି ଥାଏ,  କିନ୍ତୁ ଭିତରୁ ନରମ ଓ ଧଳା ହୋଇଥାଏ , ଯାହାକୁ ନେଇ ଏହାର ଭିତରେ କେଉଁ ନକରାତ୍ମକ ଉର୍ଜା ପ୍ରବେଶ କରିପାରେ ନାହିଁ , ଏଥିପାଇଁ ଏହା ବହୁତ ଶୁଦ୍ଧ ହୋଇଥାଏ , ବୋଧେ ଏହି କାରଣ ଅଛି ଯେବେ ଆମେ ମନ୍ଦିରକୁ ନଡିଆ ଭାଙ୍ଗିଥାଉ ତେବେ ଆମେ ପୁଜାର ଆଗମନ କରିଥାଉ , ଏହା ସହ ଯେବେ ଦୋକାନର ଉଦଘାଟନ ହୋଇଥାଏ ତେବେ ପ୍ରଥମେ ନଡିଆ ଭଙ୍ଗାଯାଏ , ଯାହା ଦ୍ୱାରା ଶୁଭ ଫଳ ଦେଇପାରୁ , ଏବେ ଆମେ ଆପଣଙ୍କୁ କହିବୁ ନଡିଆର କଣ ଉପାୟ କରିବାର ଅଛି ,

ଏହା ପାଇଁ ଆପଣଙ୍କୁ ଏକ ନଡିଆ ନେବାର ଅଛି ସେଥିରେ କିଛି ମିଟର ହଳଦିଆ କପଡା ଗୁଡାଈଦିଅନ୍ତୁ , ଏହାପରେ ହଳଦିଆ ମିଠା ନିଅନ୍ତୁ , ଓ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ମନ୍ଦିରରେ ଚଢାଇଦିଅନ୍ତୁ , ଯଦି ଆପଣଙ୍କ ଆଖପାଖରେ ବିଷ୍ଣୁଙ୍କ ମନ୍ଦିର ଅଛି ତେବେ ଚଢାଇପାରିବେ , ଏହାପରେ ନଡିଆକୁ ଭାଙ୍ଗିଦିଅନ୍ତୁ , ନଡିଆରେ ଗୋଡା ହୋଇଥିବା ହଳଦିଆ କପଡାକୁ ମନ୍ଦିରର କେଉଁଠି ବାନ୍ଧିଦିଅନ୍ତୁ , ତାପରେ ସେହି ମିଠାକୁ ଆଣି ଘରେ ବାଣ୍ଟିଦିଅନ୍ତୁ , ଏହି ଉପାୟ କଲା ପରେ ଦେଖିବେ କି କିପରି ବେପାରରେ ବୃଦ୍ଧି ହେବାକୁ ଲାଗିବ , ଏହା ଛଡା ଆପଣଙ୍କ ଘରେ ଯେଉଁ ଅସୁବିଧା ଚାଲୁଛି , ତାହା ଶେଷ ହୋଇଯିବ ।

କହିଦେବୁ କି ଏହି ଉପାୟ ଆପଣଙ୍କୁ ଲଗାତାର ପାଞ୍ଚ ଗୁରୁବାର କରିବାର୍ ଅଛି । ଏହି ଉପାୟ ଦ୍ୱାରା ଭଗବାନ ବିଷ୍ଣୁ ଓ ଭଗବାନ ବୃହସ୍ପତି ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହେବେ , ଓ ନିଜ ଦିବ୍ୟ ଦୃଷ୍ଟି କୃପା ଆପଣଙ୍କ ଉପରେ ରଖିବେ , ତେବେ ବିନା ଡେରି କରି ଆଜି ହିଁଏହି ଉପାୟ କରିନିଅନ୍ତୁ , ଯାହା ଦ୍ୱାରା ଉନ୍ନତି ଓ ବରଦାନ ପାଇପାରିବେ

Leave a Reply

Your email address will not be published. Required fields are marked *