October 18, 2024

Odia Express

Here, There and Everywhere

୧୮ ଡିସେମ୍ବର ୨୦୧୯ ବୁଧବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାଦେବ ଙ୍କ କୃପା ରହିବ ଏହି ୫ଟି ରାଶି ଉପରେ

ଆମେ ଆଜି ଆପଣଙ୍କୁ ୧୮ ଡିସେମ୍ବରର ରାଶିଫଳ ବିଷୟରେ କହିବାକୁ ଯାଊଛୁ , ରାଶିଫଳ ଆମର ଜୀବନରେ ବହୁତ ମହତ୍ତ୍ୱ ରଖିଥାଏ , ରାଶିଫଳ ଜରିଆରେ ଭବିଷ୍ୟରେ ହେବାକୁ ଥିବା ଘଟଣାର ଆଭାଷ ହୋଇଥାଏ , ରାଶିଫଳର ନିର୍ମାଣ ଗ୍ରହର ଗୋଚର ଓ ନକ୍ଷତ୍ର ଚାଲି ଚଳଣ ଉପରେ କରାଯାଇଥାଏ , ସବୁ ଦିନ ଗ୍ରହର ସ୍ଥିତି ଆମର ଭବିଷ୍ୟକୁ ପ୍ରଭାବିତ କରିଥାଏ , ଏହି ରାଶିଫଳରେ ଆପଣଙ୍କ ଚାକିରି, ବେପାର ଓ ସ୍ୱାସ୍ଥ୍ୟ ଶିକ୍ଷା ବୈବାହିକ ଜୀବନ ବି ଯୋଡି ହୋଇଥିବା ସୁଚନା ମିଳିପାରେ , ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କ ଦିନ କିପରି କଟିବ ତେବେ ଦେଖନ୍ତୁ ନିମ୍ନରେ ଏହି ବିଷୟରେ ରାଶିଗୁଡିକ ।

ମେଷ ରାଶି : ଆଜି ବ୍ୟସ୍ତତା ଭିତରେ କିଛି ଫଇସଲା ନିଅନ୍ତୁ ନାହିଁ , ଅତିରିକ୍ତ ସୁଜନାତ୍ମକ ବିଚାରଗୁଡିକ ସାହାରା ନିଅନ୍ତୁ , ପାରିବାରିକ ସଦସ୍ୟଙ୍କ ସହ ଆରାମ ସେ ରୁହନ୍ତୁ , ବେରୋଜଗାରୀ ଦୁର କରିବା ପ୍ରୟାସ ସଫଳ ହେବ , ଅଫିସ୍ ରେ ଅଧିକାରୀ ଆପଣଙ୍କ କାର୍ଯ୍ୟଶୈଳୀ ଓ ପରିଶ୍ରମ ରୁ ଖୁସି ହେବେ , ଉଚ୍ଚ ଅଧିକାରୀ କିମ୍ବା ସରକାରଙ୍କ ସହ ନିରାଶ ହୋଇପାରନ୍ତି , ଶାରରୀକ କଷ୍ଟର ଆଶଙ୍କା ଅଛି ।

ବୃଷ ରାଶି : ଆଜି ଆପଣ ନିଜ ସାଙ୍ଗମାନଙ୍କ ସହ ମସ୍ତିକରିବାର ମଜା ପାଇବେ , ଆଜି ଆପଣଙ୍କ ସାକ୍ଷାତ କେଉଁ ମହତ୍ତ୍ୱପୁର୍ଣ୍ଣ ଲୋକଙ୍କ ସହ ହୋଇପାରେ , ଅଚାନକ କିଛି ତରିକା ଦିମାଗରେ ଆସିପାରେ , ଛୁଆଙ୍କ ସହ କଥା ହୁଅନ୍ତୁ , ଯାହା ସହ ଆପଣଙ୍କ ମନ କହୁଛି , କୌଣସି କାରଣ ନଥାଇ ବିବାଦ ଘେରକୁ ଯାଆନ୍ତୁ ନାହିଁ , ବନ୍ଧୁ ଓ ସଂମ୍ପର୍କିୟଙ୍କ ସହାୟତା କରିବାରେ ଅବସର ମିଳିବ ।

ମିଥୁନ ରାଶି : ଆପଣଙ୍କ ମିତ୍ର ସହ ମତଭେଦ ହୋଇପାରେ , ମନରେ କିଛି ସମସ୍ୟା ଯୋଗୁଁ ଚିନ୍ତିତ୍ ହୋଇପାରନ୍ତି , କଡା କଥା ହୁଅନ୍ତୁ ନାହିଁ , ଆଜି ନିଜ ଘର ପରିବାର ର ଲୋକଙ୍କ ତଥା ସଂମ୍ପର୍କୀୟଙ୍କ କାର୍ଯ୍ୟରେ ପ୍ରସନ୍ନ ହେବେ , ଓ ଆପଣଙ୍କ ସାଥ୍ ଦେବେ , କାରୋବାର ସହ ଯୋଡି ହୋଇଥିବା ଲମ୍ବା ଯାତ୍ରା ଯୋଜନା ହୋଇପାରେ , କୋର୍ଟ କଚେରି ମାମଲାରେ ଗତି ଆସିବ ।

କର୍କଟ୍ ରାଶି : ଆଜି ଆପଣଙ୍କ ପରିଜନଙ୍କ ଠାରୁ ପୁରା ସହଯୋଗ ରହିବ , ଭାବିଥିବା କାମ ପୁରା ହେବାକୁ ସମୟ ଲାଗିପାରେ , ଆଜି କେଉଁ କାମରେ ଆପଣଙ୍କୁ ଅଧିକା ପରିଶ୍ରମ କରିବାକୁ ପଡିପାରେ , ଧ୍ୟାନ ରଖନ୍ତୁ ଆଜି ଭାଗ୍ୟର ସହ୍ କିଛି ଖର୍ଚ୍ଚରୁ ବଞ୍ଚିବାର ଅଛି , ବାହାନ ଚଲାଉଥିବା ସମୟରେ ବହୁତ ସାବଧନତା ରଖନ୍ତୁ , କାରଣ ଦୁର୍ଘଟଣାର ଯୋଗ ହେଉଛି , ସ୍ୱାସ୍ଥ୍ୟ ରୁ ସାବଧାନ ରୁହନ୍ତୁ , ନିଜ ଉର୍ଜାକୁ ସଠିକ୍ ଦିଗରେ ଲଗାନ୍ତୁ ।

ସିଂହ ରାଶି : ଆଜି ଆପଣଙ୍କ କାମ ଜଲଦି ପୁରା ହେବ , ସବୁ ଦିନର କାମ ପୁରା ହେବାରେ କିଛି ବାଧା ଆସିବ ନାହିଁ , ଯଦି ଆପଣ ଜରୁରୀ କାର୍ଯ୍ୟକୁ ଯୋଜନାବଦ୍ଧ ତରିକାରେ କରିବେ ତେବେ ଆପଣଙ୍କ ପରିଣାମ ଅନୁସାରେ ଫଳ ମିଳିବ , ଟିକିଏ ଅବିଳମ୍ବତା ଭୁଲ୍ ହୋଇପାରେ , ଖେଳାଳୀଙ୍କ ପାଇଁ ଉତ୍ତମ ସମୟ ଚାଲୁଛି ।

କନ୍ୟା ରାଶି : ଆଜି ଶତ୍ରୁଙ୍କ ଉପରେ ହାବି ହେବେ , କିଛି ଗୁପ୍ତ ଶତ୍ରୁ କ୍ଷତିପହଞ୍ଚାଇପାରନ୍ତି , ଏଥିପାଇଁ ସଜାଗ ରହିବେ , ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ରହିବ , ଆଜି ଭାଗ୍ୟ ଆପଣଙ୍କ ସହ ଜରୁର୍ ଦେବ , କାରଣ ଏହା ଆପଣଙ୍କ ଦିନ ଅଟେ , ସ୍ୱଭାବରୁ ଟିକିଏ ଅଧିକା ବ୍ୟଗ୍ର ଥିବା ଭଲି ଲାଗୁଛି ,

ତୁଳା ରାଶି : ଆପଣଙ୍କର ବର୍ଷକରୁ ଅଟକିଥିବା କାମ ପୁରା ହେବ , ସଉଦାବାଜୀ ବହୁତ ସଫଳତା ଦେବ , ଆପଣଙ୍କ ଦିନ ପରିବାର , ନିଜ ଜୀବନ ଓ ପଇସାର ମାମଲାରେ ବହୁତ ଭଲ କଟିବ , ଯଦି ଆପଣ ନୁଆ ବାହାନ କିଣିବାକୁ ଚାହୁଁଛନ୍ତି ତେବେ ଦିନଟି ଶୁଭ ଅଛି , ଆପଣ କେଉଁ ଯୋଜନାପାଇଁ ପ୍ରଶଂସା ପାତ୍ର ହୋଇପାରନ୍ତି , ଆଜି ଆପଣଙ୍କ ଆତ୍ମବିଶ୍ୱାସକୁ ନେଇକରି ଚିନ୍ତିତ ହେବାର ଦରକାର ନାହିଁ ।

ବିଛା ରାଶି : ଆଜି ଅଫିସ୍ କାମରେ ସଫଳତା ମିଳିପାରିବ , ଲଭ୍ ଲାଇଫ୍ ରେ ବହୁତ ଭଲରେ କଟିବ , ହାଲକା ପ୍ରୟାସରୁ କାମ ହେବ , ଆସୁଥିବା ସମୟରେ ଆପଣଙ୍କ ଶିକ୍ଷା ସହ ଯୋଡିହୋଇଥିବା କାର୍ଯ୍ୟକ୍ରମ ସଂବନ୍ଧିତ ଯାତ୍ରା କରିବାକୁ ପଡିପାରେ,  ଧ୍ୟାନର ଯୋଗ ଆପଣଙ୍କ ମାନସିକତା ମଜବୁତ୍ ହେବ ,

ଧନୁ ରାଶି : ଆଜି କାର୍ଯ୍ୟକ୍ଷେତ୍ରରେ ଭଲ ରହିବ  ଆଜି ଆପଣ ବ୍ୟସ୍ତତା ଭିତରେ ଥାଇ ବି ପରିବାର କାମରେ ସମୟ ବାହାର କରିପାରିବେ ,ଆଜିର ଦିନରେ ନିର୍ମାଣ କାର୍ଯ୍ୟ ସଂପୁର୍ଣ୍ଣ ହେବ , ଆପଣଙ୍କ ସାବଧାନୀ ରଖିବାକୁ ହେବ , ନିଜ ଉର୍ଜା ସଠିକ୍ ଦିଗରେ ଲଗାନ୍ତୁ , ଓ ଆଳସ୍ୟ ପରିତ୍ୟାଗ କରନ୍ତୁ ।

ମକର ରାଶି : ଆଜିର ଜୀବନସାଥୀ ଯାତ୍ରା ଯୋଗ ରହୁଛି , ଛାତ୍ରଙ୍କ ପାଇଁ ଆଜିର ଦିନ ଭଲ ହେବ , ଜୀବନରେ କରିଥିବା ପ୍ରତ୍ୟେକ କାର୍ଯ୍ୟ ସଫଳ ହେବ , ଆଜି ଧନ ଓ କାର୍ଯ୍ୟ ମାମଲାରେ ଆବେଗ ହେବାରୁ ବଞ୍ଚନ୍ତୁ ,

କୁମ୍ଭ ରାଶି ; ଆଜି ଜୀବନସାଥୀଙ୍କ ଠାରୁ କିଛି ଖୁସି ଖବର ମିଳିପାରେ , ଆପଣଙ୍କ ଖରାପ ବ୍ୟବହାର ଆପଣଙ୍କ ପରିବାର ଦୁଃଖୀ ସଂବନ୍ଧ ସୃଷ୍ଟି କରିପାରେ , ଆପଣଙ୍କ ନିର୍ଣ୍ଣୟରୁ କଠିନତା ଅନୁଭବ କରିବେ , ଆଧ୍ୟାତ୍ମିକ ବିକାଶର ଯୋଗ ହେଉଛି ,

ମୀନ ରାଶି : ବିଦ୍ୟାର୍ଥୀଙ୍କ ପାଇଁ ଉତ୍ତମ ସମୟ ଚାଲୁଛି , ଜୀବନସାଥୀଙ୍କ ସହ ସଂବନ୍ଧ ବହୁତ ମଜବୁତ୍ ହେବ , ଆପଣଙ୍କ ଘର ଲୋକେ ଆପଣଙ୍କ ଚେଷ୍ଟା ଓ ସମର୍ପଣକୁ ପ୍ରଶଂସା କରିବେ , ବିଦେଶ ଯିବାପାଇଁ ଲମ୍ବା ସମୟର ପ୍ରତିକ୍ଷା ଦୂର ହେବ , ଆଜି ମନ ରୋମାଣ୍ଟୀକ୍ ରହିବ ।

Leave a Reply

Your email address will not be published. Required fields are marked *