October 18, 2024

Odia Express

Here, There and Everywhere

ମା ଲକ୍ଷ୍ମୀଙ୍କ ସେଠୁ ପ୍ରିୟ ହେଇଥାନ୍ତି ଏହି ଦୁଇଟି ରାଶିର ଲୋକ , ସବୁ ସମୟରେ ସେମାନଙ୍କୁ ସାହାଯ୍ୟ କରିଥାନ୍ତି – ଦେଖନ୍ତୁ କିଏ ସେ ଭାଗ୍ୟବାନ ରାଶି…

ଆଜି କାଲିର ସମୟରେ ସବୁଠାରୁ ଅଧିକା ଦରକାରୀ ହୋଇଥାଏ ପଇସା ଯାହାକୁ ଦେଖିଲେ ବ୍ୟକ୍ତି ମନରେ ଖୁସି ଲାଗିଯାଏ , ସବୁ ବ୍ୟକ୍ତିକୁ ଲାଗିଥାଏ କି ସେ ନିଜ ଜୀବନରେ ବହୁତ ପଇସା କମାଇଥାଉ , ଏହାପାଇଁ ସେ ଲୋକ ସବୁ ଆଡେ ବୁଲି ବୁଲି ଏହାର ସନ୍ଧାନ ନେଇଥାନ୍ତି , ବହୁତଥର କଡା ପରିଶ୍ରମ କରିବା ସତ୍ତ୍ୱେ ବି ମନ ମୁତାବିକ ପଇସା ମିଳିନଥାଏ , ତାପରେ ଲାଇଫ୍ ରେ ଏମିତି ମଉକା ଆସେ ଯାହା ଆମକୁ ବହୁତ ଧନବାନ କରାଇଦିଏ , ଅର୍ଥାତ୍ ପଇସାର ଭଣ୍ତାର ମିଳିଯାଏ , ଏମିତି କିଛି ବିଶେଷ ରାଶିମାନଙ୍କର ଭାଗ୍ୟ ଖୋଲିବାକୁ ଯାଉଛି , ଏହି ଦୁଇଟି ରାଶିଙ୍କର ଲକ୍ଷ୍ମୀଙ୍କର ସାଥ୍ ମିଲିବାର ଅଛି ଯାହାର କାରଣରୁ ବିଗଡିଥିବା ସବୁ କାମ ପୁରା ହୋଇଯିବ , ନୁଆ ବର୍ଷରେ ଏହି ରାଶିଗୁଡିକର ଆସୁଥିବା ଆୟର ନୁଆ ନୁଆ ସାଧନ ମିଳିବ ଧନ କମାଇବାର ବହୁତଥର ନୁଆ ଅବସର ପ୍ରାପ୍ତି ହେବ , ଖାସ୍ କରି ଯେଉଁ ଲୋକ ଚାକିରି ର ସନ୍ଧାନରେ ଅଛନ୍ତି ତାଙ୍କୁ ଚାକିରି ମିଳିପାରିବ ।

ଏହି ଲୋକ ନିଜ ପରିଚିତ ଲୋକଙ୍କ ଠାରୁ ଧନପ୍ରାପ୍ତି କରିପାରିବେ , ଏମାନଙ୍କ କିଏ ଚିହ୍ନା ଲୋକ ମହଙ୍ଗା ଗିଫ୍ଟ ଦେଇପାରନ୍ତି , କିମ୍ବା ଚିହ୍ନା ପରିଚିତ ଲୋକ ଧନ କମାଇବାର ଭଲ ମଉକା ଦେଇପାରନ୍ତି  କିମ୍ବା ଆପଣଙ୍କ କେଉଁ ଲଟେରି ଲାଗିପାରେ , କେଉଁ ପ୍ରପଟି କିମ୍ବା ବାହାନ ବିକ୍ରି କଲେ ଲାଭ ମିଳିପାରିବ , ଏହି କଥାକୁ ଧ୍ୟାନରେ ରଖି ଆପଣ ଏହି ମଉକାକୁ ହାତରୁ ଯିବାକୁ ଦିଅନ୍ତୁ ନାହିଁ , ଏହି ଧନ କେଉଁ ଆଡୁ ବି ଆସିପାରେ , ଭଲ କଥା ଏହାକି ଏହାକୁ ହାସିଲ୍ କରିବାପାଇଁ ଆପଣଙ୍କୁ କଡା ପରିଶ୍ରମ କରିବାକୁ ପଡିପାରେ ।

ଆପଣଙ୍କ ଉପରେ ମା ଲକ୍ଷ୍ମିଙ୍କର ଆଶିର୍ବାଦ ରହିବ , ଓ ଆପଣଙ୍କ ଘର ଆଲମୀରାରେ ରଖିଥିବା ଧନ ବଢିବାକୁ ଲାଗିବ , ଖାଲି ଆପଣଙ୍କୁ ଯେବେ କେଉଁ ନୁଆ ଅବସର ମିଲିବ ତାହାକୁ ହାତରୁ ଯିବାକୁ ଦିଅନ୍ତୁ ନାହିଁ , ଧନ ଲାଭ ଛୋଟ ହେବ କିନ୍ତୁ ମା ଲକ୍ଷ୍ମୀଙ୍କର ପୁଜା କରି ଏହାକୁ ବଡ କରିପାରିବେ , ଏହାପାଇଁ ପ୍ରତ୍ୟେକ ଶୁକ୍ରବାର ଘି ମା ଲକ୍ଷ୍ମୀଙ୍କର ସାମ୍ନାରେ ପ୍ରଜଲ୍ଳିତ କରାନ୍ତୁ , ଓ ତାହା ସହ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ପାଇଁ ଉପବାସ ବି କରନ୍ତୁ , ଏହା ଦ୍ୱାରା ବହୁତ ଲାଭ ହେବ , ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ , ଓ ଆପଣଙ୍କ ଜୀବନରେ ଧନ ସଂବନ୍ଧି କିଛି ବି ଅସୁବିଧା ହେବ ନାହିଁ , ମା ଲକ୍ଷ୍ମୀଙ୍କର କୃପାରୁ ଧନ ସଂବନ୍ଧିତ ସବୁ ଅସୁବିଧା ଦୁର ହେବ , ଯେଉଁ ରାଶିଗୁଡିକ ଭାଗ୍ୟଶାଳି ହେବେ ସେହି ଦୁଇଟି ରାଶି ହେଲେ  ସିଂହ ରାଶି ଓ କୁମ୍ଭ ରାଶି , ଏହି ରାଶିଗୁଡିକ ଉପରେ ମା ଲକ୍ଷ୍ମୀ ସଦୈବ ସାହାଯ୍ୟ କରିଥାନ୍ତି ।

Leave a Reply

Your email address will not be published. Required fields are marked *