October 18, 2024

Odia Express

Here, There and Everywhere

ଇଣ୍ଟରନେଟ ରେ ଭାଇରାଲ୍ ହେଉଛି ଏହି ଝିଅର ଫଟୋ, ଭଲ ସେ Zoom କରି ଦେଖିଲେ ଆପଣ ଚକିତ ହୋଇଯିବେ…

ଅଚାନକ ହୋଇଥିବା କଥାକୁ ଏବେ ବୋଧେ କେହି ବିଶ୍ୱାସ କରୁନଥିବେ , କାରଣ ଆଜିର ଜମାନାରେ ଆଧୁନିକ ହୋଇସାରିଛି , ଓ ଲୋକେ ଆସିବା ଦିନରୁ ନୁଆ ଟେକନିକ୍ ସହ ଯୋଡିହୋଇଥାନ୍ତି , ଏହି କାରଣରୁ ଏହି ସବୁ କଥାରୁ ବ୍ୟକ୍ତି ବିଶ୍ୱାସ ଉଠିଯାଉଛି , କିନ୍ତୁ ଆପଣଙ୍କୁ କହିଦେବୁ କି ଆଜି ବି ଏମିତି ବହୁତ ସାରା ଉଦାହରଣ ଅଛି ଯାହା ଏହି କଥା ଗୁଡିକ ଉପରେ ବିଶ୍ୱାସ ଦେଇଥାଏ , ଏବେ ଏକ ଏମିତି ମାମଲା ସାମ୍ନାକୁ ଆସିଛି , ଯାହା ପ୍ରକୃତରେ ଏକ ସଂଯୋଗ ଅଟେ , ଏହାର ସାମ୍ନା କରିପାରିବା ସେପରି ମୁସକିଲ୍ ଅଟେ , କିନ୍ତୁ ଏହାକୁ ଶୁଣିଲେ ଆପଣ ମୁଣ୍ତରେ ହାତ ଦେଇଦେବେ ।ସୁଚନା ପାଇଁ କହି ଦେବୁ କି ମାମଲା ଚିନ୍ ର ଅଟେ , ଯେଉଁଠି ଏକ ସ୍ୱାମୀ ନିଜ ସ୍ତ୍ରୀକୁ ୧୧ ବର୍ଷ ପୁରୁଣା ଏକ ସୁନ୍ଦର ଫଟୋ ଦେଖାଇଥିଲା,  ଯାହାପରେ ସେ ବୋହୋସ୍ ହେବାରୁ ରକ୍ଷାପାଇଲା , ଏବେ ଆପଣ ଭାବୁଥିବେ କି ଏମିତି ସେ କଣ ଦେଖିନେଲା କି ଯାହା ସେ ଏତେ ଭୟଭୀତ ହୋଇଯାଇଥିଲା ।

ଏବେ ପ୍ରଶ୍ନ ଉଠୁଛି କି ସେହି ଫଟୋରେ ଏମିତି କଣ ଦେଖିନେଲା ଯାହା ଦ୍ୱାରା ଏମିତି ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା , ଆସନ୍ତୁ ଜାଣିବା ପୁରା ମାମଲା ,ଏହି ଘଟଣା ଚାଇନାର ଜଣେ ବ୍ୟକ୍ତି ଙ୍କ ସହ ହୋଇଥିଲା ଯାହାଙ୍କର ନାଁ ମିଷ୍ଟର୍ ଅଟେ , କୁହାଯାଉଛି କି ସେ ଦିନେ ତାର ସ୍ତ୍ରୀକୁ ମିସେଜ୍ କୁସଏରଙ୍କର ଫଟୋ ଦେଖାଉଥିଲା,  ତେବେ ତାର ନଜର ଏକ ପୁରୁଣା ୧୧ ବର୍ଷ ଫଟୋ ଉପରେ ପଡିଲା , ଯାହା ତାଙ୍କର ଥିଲା , ୧୧ ବର୍ଷ ପୁରୁଣା ମାନେ ତାଙ୍କର ବିବାହର ବହୁତ ବର୍ଷ ହୋଇସାରିଛି , ହଁ ଆଜ୍ଞା ସେହି ଫଟୋରେ ଏହି ବ୍ୟକ୍ତିକୁ ସ୍ତବ୍ଧ କରିଦେଇଥିଲା ।

କୁହାଯାଉଛି କି ଏହି ଫଟୋରେ ମିଷ୍ଟର୍ ନିଜେ ନଜର ଆସିଥିଲେ , ମାନେ ୧୧ ବର୍ଷର ପୁରୁଣା କଥା ଆଜି ସେ ନିଜ ସ୍ୱାମୀ ସ୍ତ୍ରୀ ସଂମ୍ପର୍କ ନିଭାଉଛନ୍ତି , ସେତେବେଳେ ସେମାନେ ଜଣେ ଅନ୍ୟ ଜଣଙ୍କୁ ଜାଣିନଥିଲେ,  କିନ୍ତୁ ସେମାନେ ଆଗରୁ ଦେଖା ହୋଇସାରିଛନ୍ତି , ତାଙ୍କ ସ୍ତ୍ରୀ ୨୦୦୦ ରେ ଇଷ୍ଟ ଚାଇନାରେ କିଙ୍ଗଡାଙ୍ଗୋ ରେ ଛୁଟି କାଟିବାକୁ ଯାଇଥିଲେ, ଓ ସେହି ସମୟରେ ସେଠାରେ ଥିଲେ , କିନ୍ତୁ ସେହି ସମୟରେ ତାଙ୍କ ପାଖରେ ଜଣେ ଅନ୍ୟ ଜଣଙ୍କୁ ଜାଣି ନଥିଲେ , କିନ୍ତୁ ସେ ଆଜି ସ୍ୱାମୀ ସ୍ତ୍ରୀ ଅଛନ୍ତି , ଏହା ସଂଯୋଗ ନୁହେଁ ତ ଆଉ କଣ ଅଟେ ।

ଏହି କଥା ବିଷୟରେ କଥା ହୋଇ ଯୁବକ କହିଲେ କି ମୁଁ ନିଜ ସ୍ତ୍ରୀ ର ଫଟୋ ଦେଖିଲି ,ଯେଉଁଠି ସେ ଏକ ସ୍କେୟାର୍ ରେଡ୍ ରେ ବସିଥିଲେ,  ସେହି ଫଟୋରେ ଜଣେ ପୁଅ ନଜର ଆସିଲା , କିଛି ମୁହୁର୍ତ୍ତ ଦେଖିବାପରେ ମୁଁ ଚମକି ଉଠିଥିଲି , ମୋର ସ୍ତ୍ରୀଙ୍କର ସେହି ସମୟର ୧୧ ବର୍ଷର ପୁରୁଣା ଫଟୋରେ ଯେବେ ମୁଁ ନିଜକୁ ଦେଖିଲି ମୁଁ ଆଶ୍ଚର୍ଜ୍ୟ ହୋଇଥିଲି ।

ଏହି ଫଟୋ ଦେଖିଲା ପରେ ସେମାନେ ଦୁହେଁ ଜାଣିପାରିଲେ କି ସେମାନେ ଉଭୟଙ୍କ ପାଇଁ ଏହି ପୃଥିବୀପୃଷ୍ଠରେ ଜନ୍ମ ନେଇଛନ୍ତି , ଏହା ଭଗବାନଙ୍କ ଚମତ୍କାର ଥିଲା,  ଦୁହେଁ ବିବାହ ପୂର୍ବରୁ ଦେଖା ହୋଇସାରିଛନ୍ତି , କହନ୍ତି ନାଁ ଭଗବାନ ଯୋଡି ଉପରୁ ବନାଇକରି ପଠାଇଥାଏ , ଖାଲି ସାକ୍ଷାତ କରିବାର ଡେରି ହୋଇଥାଏ , ଏବେ ଆପଣଙ୍କୁ ଏହି କଥାଗୁଡିକ ଉପରେ ବିଶ୍ୱାସ ହୋଇଯାଇଥିବ ।

Leave a Reply

Your email address will not be published. Required fields are marked *