June 27, 2025

Odia Express

Here, There and Everywhere

କେହି ବି ସ୍ୱପ୍ନରେ ଭାବିନଥିବେ କି ଠେକୁଆ ଗାତରୁ ବି ବାହାରି ପାରେ ଏପରି ଜିନିଷ – ଆସନ୍ତୁ ଜାଣିବା ଏହି ବିଷୟରେ…

କଣ ଆପଣ କେବେ କେଉଁ କ୍ଷେତରେ ବୁଲିଛନ୍ତି , ଯିଏ ଯାଆନ୍ତି ସେମାନେ ଜାଣିଥିବେ କି କ୍ଷେତର ଆଖପାଖରେ ଆମକୁ ଏମିତି ଗାତ ଥାଏ ଯାହା ସାପଙ୍କର କିମ୍ବା ମୁଷାଙ୍କର ହୋଇଥାଏ , କିନ୍ତୁ ଏହି ଦିନରେ ସୋସିଆଲ୍ ମିଡିଆରେ ଏମିତି ଏକ ଖବର ଆସିଛି ଓ ଫଟୋ ଭାଇରାଲ୍ ବି ହୋଇଛି ଯାହା ସମସ୍ତଙ୍କର ହୋସ୍ ଉଡାଇଦେଇଛି , ଏବେ ଆପଣ ଭାବୁଥିବେ କି ଏମିତି କଣ ଖାସ୍ ଅଛି ଏହି ଫଟୋରେ କ୍ଷେତ ମଧ୍ୟରେ ଗାତ ସହ ଆମର କଣ ସଂମ୍ପର୍କ , ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ।ଇଂଲଣ୍ତର ଏକ ପ୍ରସିଦ୍ଧ ଫଟୋଗ୍ରାଫର୍ ମାଇକେଲ୍ ସ୍କର୍ଟ ନିଜ କ୍ୟାମେରାରେ ସେହି ସମୟର୍ ସୁଟ୍ କଲେ ଯେବେ ସେ ସବୁ ଦିନ ପରି ବୁଲୁଥିଲେ ତେବେ ମାଇକେଲ୍ ନିଜ କ୍ୟାମେରାରେ ଏକ ଫଟୋ ଉଠାଉଥିବା ସମୟରେ କିଛି ଏପରି ଦେଖିଲେ ଯାହା ଦେଖି ସେ ଅବାକ୍ ହୋଇଗଲେ ,

ସେ ଦେଖିବାକୁ ପାଇଲେ କି କ୍ଷେତରେ ଏକ ଗାତ ହୋଇଛି ଯେଉଁଠି ଛୋଟ ଠେକୁଆ ବାହାରକୁ ବାହାରୁଛି , କିନ୍ତୁ ଅସଲରେ ସେ ଅଲଗା କିଛି ଥିଲା , ଯାହା ତାଙ୍କୁ ବି ବୁଝା ପଡୁନଥିଲା , ତେବେ ସେ ଗାତର ସତ୍ୟତା ଜାଣିବାପାଇଁ ସେ ଆଗ୍ରହ ପ୍ରକାଶ କଲେ ସେ ଦେଖିଲେ ଏପରି କିଛି ଜିନିଷ ଯାହା ସେ ଆଗରୁ କେବେ ଦେଖିନଥିଲେ , ଫଟୋ ଉଠାଉଥିବା ବେଳେ ସେ ଯେଉଁ ଠେକୁଆ ଦେଖିବାକୁ ପାଇଲେ ତାହା ପରେ ଜାଣିପାରିଲେ କି ତାହା ଏକ ବିଶାଳ ଗୁମ୍ପା ଅଟେ  ।

ଆପଣଙ୍କୁ କହିଦେବୁ କି ମାଇକେଲ୍ ଯେଉଁ ଫଟୋ ନିଜ କ୍ୟାମେରାରେ କଏଦ୍ କରିଥିଲେ ତାହା ଏକ ମାମୁଲି ଗାତ ପରି ମନେ ହେଉଥିଲା , କିନ୍ତୁ ତାହା ଅସଲରେ ଏକ ବିଶାଳ ଗୁମ୍ପା ଥିଲା , ଏହି କଥା ତାଙ୍କୁ ତେବେ ଜଣା ପଡିଲା ଯେବେ ଫଟୋଗ୍ରାଫର୍ ଠେକୁଆର ଗାତ୍ ଭାବିକରି ତାର ପାଖରେ ପହଞ୍ଚିଲେ , ଗୁମ୍ପା ପାଖକୁ ପହଞ୍ଚିବା କ୍ଷଣି ମାଇକେଲ୍ ଙ୍କୁ ଆଉ କିଛି ନଜର ଆସିଲା ,

ମିଡିଆ ରିପୋର୍ଟର କଥା ମାନିଲେ ଗୁମ୍ପାରେ କିଛି ସମୟରୁ ଏହି କ୍ଷେତରେ ଦବି ରହିଥିବା ଯେଉଁ ଏକ ଫଟୋ ଗ୍ରାଫର୍ ମାଇକେଲ୍ ସନ୍ଧାନ କଲେ , ତାହା ଭିତରକୁ ଯାଇ ଦେଖିଲେ ତା ମଧ୍ୟରେ ଅନେକ ଚାମ୍ବର୍ସ ଅଛି ଯାହା ସଠିକ୍ ଅଛି , ନାଇଟ୍ସ ଟେମ୍ପେଲର୍ ଏକ ଖ୍ରୀଷ୍ଟିଆନ୍ ମିଲେଟ୍ରି ଗ୍ରୁପ୍ ର ଥିଲେ , ସନ୍ ୧୧୨୯ରୁ ୧୩୧୨ ମଧ୍ୟରେ ନାଇଟ୍ସ ଟେମ୍ପେଲର୍ ଆକ୍ଟିଭ୍ ଥିଲେ , ଏହି ଗୁମ୍ପାର ବ୍ୟବହାର ସିକ୍ରେଟ୍ ମିଟିଙ୍ଗ୍ସ ପାଇଁ କରାଯାଉଥିଲା,  ସେହି ସମୟରେ ଗୁମ୍ପାରେ ସବୁ ସିକ୍ରେଟ୍ କାମ ହେଉଥିଲା,  ଓ ଦେଶର ଖବର ନ ହେଉ ଏଥିପାଇଁ ଗୁମ୍ପାଗୁଡିକ ତିଆରି ହେଉଥିଲା ।

Leave a Reply

Your email address will not be published. Required fields are marked *