November 22, 2024

Odia Express

Here, There and Everywhere

ପକେଟରୁ ପଇସା ପଡିବଏହି ବଡ ସଙ୍କଟର ସଙ୍କେତ ଦେଇଥାଏ ,ସାବଧାନ ହୋଇଯାଆନ୍ତୁ ନଚେତ..

ମନୁଷ୍ୟ ଜୀବନରେ ସୁଖ ଓ ଦୁଃଖ ନିରନ୍ତର ଚାଲି ଆସିଛି , ଏମିତିରେ ଭଗବାନ କାହାକୁ ସଙ୍କଟ କିମ୍ବା ଖୁସିର ଆସିବାର ପୁର୍ବରୁ କିଛି ସଙ୍କେତ ନିଶ୍ଚିତ ଦେଇଥାନ୍ତି , ସବୁ ମନୁଷ୍ୟର ଭଗବାନଙ୍କ ଏହି ସଙ୍କେତକୁ ବୁଝିପାରିନଥାଏ , ଓ ଅଣଦେଖା କରିଦିଏ , କିନ୍ତୁ ସେହି ସଙ୍କେତର ସାହାରାରେ ଆମେ ଭବିଷ୍ୟ ଓ ବର୍ତ୍ତମାନକୁ ପୁରା ଭାବେ ବଦଳାଇ ଦେଇଥାଏ , ସେମିତି ଯଦି କଥା ହେବା ପଇସା ବିଷୟରେ ତେବେ ବହୁତ ଲୋକ ଏପରି ଅଛନ୍ତି ଯିଏକି କପଡା ବଦଳାଇଲା ପରି ନିଜ ପକେଟକୁ ଜଗନ୍ତି ନାହିଁ , ଯାହା ଦ୍ୱାରା ତାଙ୍କ ପକେଟରୁ ପଇସା ବାହାରେ ପଡୀଯାଏ , ଯଦି ଆପଣଙ୍କ ସହ ଏପରି ହୋଇଛି ତେବେ ଏହି ଲେଖ କେବଳ ଆପଣଙ୍କ ପାଇଁ ଅଟେ ।

ଏମିତି ବହୁତଥର ହୁଏ କି କିଛି କିଣାକିଣି କଲାବେଳେ ନିଜ ପକେଟରୁ ପଇସା କିମ୍ବା ନୋଟ୍ ବାହାର କରିଥାଉ , ଯାହା ଦ୍ୱାରା ବାକି ରହିଯାଉଥିବା ପଇସା ଆମେ କେଉଁଠି ନା କେଉଁଠି ପକାଇଦେଇଥାଉ , ଓ ତାହାକୁ ଆମେ ଧ୍ୟାନ ଦେଇନଥାଉ , କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ପଇସା ଯେବେ ପକେଟରୁ ପଡିଯାଏ , ତେବେ ଆମ ଭବିଷ୍ୟତକୁ ନେଇକରି ବହୁତ ଶୁଭ ଓ ଅଶୁଭ ସଙ୍କେତ ମାନ ଦେଇଥାଏ , ଯାହା ବାସ୍ତୁ ଶାସ୍ତ୍ର ଅନୁସାରେ ସବୁ ଜିନିଷ ସଠିକ୍ ସ୍ଥାନରେ ରହିବା ବହୁତ ଜରୁରୀ ହୋଇଥାଏ , ଏମିତିରେ ପଇସାକୁ ପକେଟ୍ ରେ ନଥାଇ ବାହାରେ ପଡିବା ଏହି ନିମ୍ନ ଲିଖିତ ସଙ୍କେତ ଦେଇଥାଏ ଯାହା ଜାଣିବା ଆମର ବହୁତ ଜରୁରୀ ।

ସବୁ ମଣିଷର ଜୀବନ ବାହାରୁ ଯେତେ ସରଳ ଦେଖାଯାଏ ତାହା ସେତେ ଅଡୁଆ ହୋଇଥାଏ , ଭଗବାନ ଆମକୁ ସବୁ ସମୟରେ ଭବିଷ୍ୟ ଓ ବର୍ତ୍ତମାନ ସହ ଯୋଡି ହୋଇଥିବା କିଛି ସଙ୍କେତ ଦେଇଥାନ୍ତି , ଯାହା ଏହା ବି ଜାଣିବା ଜରୁରୀ ହୋଇଥାଏ କି ଆମେ ତାଙ୍କର ଦିଆଯାଇଥିବା ଏହି ସଙ୍କେତକୁ ସମୟ ପୁର୍ବରୁ ଚିହ୍ନିପାରିବା , ଓ କିଛି ଦୁର୍ଘଟଣାରୁ ନିଜକୁ ରକ୍ଷା କରିପାରିବା , ସାଧାରଣତଃ ଲୋକେ ଯେବେ ପକେଟରୁ ପଇସା ପଡିଯାଏ ତେବେ ଅଣଦେଖା କରିଦିଅନ୍ତି , କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ , ଏହି ପଇସା ବିଷୟରେ ଯାହା ଆପଣ ପକାଇଲେ ଶୁଭ କିମ୍ବା ଅଶୁଭର ଲକ୍ଷଣ୍ ହୋଇପାରେ ,ଅର୍ଥାତ୍ ଏହି ପଇସା ଆପଣଙ୍କୁ କଣ କଣ ସଙ୍କେତ ଦେଇଥାଏ ।

ଯେବେ ଆପଣ ଘରୁ ବାହାରିବାର ପ୍ରସ୍ତୁତି କରନ୍ତି ତେବେ ବହୁତଥର କାମ ସାରିବା ବ୍ୟସ୍ତରେ କିଛି ଭୁଲ୍ କରିବସନ୍ତି , ଏମିତିରେ ବହୁତଥର ଆମ ପକେଟ୍ ରୁ ପଇସା ତଳେ ପଡିଯାଏ , ଯାହା ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ମାନିଲେ ଏକ ବିଶେଷ ସଙ୍କେତ ଦେଇଥାଏ , ଏହି ସଙ୍କେତକୁ ବୁଝିବା ଆପଣଙ୍କ ପାଇଁ ବହୁତ ଲାଭକାରୀ ହେବ , ଏକ ଅଧ୍ୟୟନର ଅନୁସାରେ ଏହି କଥା ପ୍ରମାଣିତ ହୋଇଛି କି ଯଦି ପକେଟରୁ ପଇସା ଗଳି ପଡେ ତେବେ ଏହା ଶୁଭ ହୋଇଥାଏ , ଏମିତିରେ ଯଦି ଆପଣ ବାହାରକୁ ଯାଉଛନ୍ତି ଓ କପଡା ପିନ୍ଦୁଥିବା ସମୟରେ ପଇସାକୁ ପଇସାକୁ ଦେଖିଥାନ୍ତି ତେବେ ଏହା ଉଜ୍ଜଳ ଭବିଷ୍ୟତ ଆଡକୁ ଇସାରା କରେ , ଓ ଆପଣଙ୍କ ଜୀବନରେ କିଛି ନୁଆ ଘଟଣା ଘଟିବାର ସଙ୍କେତ ଦେଇଥାଏ , ଲୋକେ ଏହି ଛୋଟ ମୋଟ କଥାଉ ଧ୍ୟାନ ଦିଅନ୍ତି ନାହିଁ , ଯଦି ଏହି କଥାକୁ ସ୍ୱୀକାରକରିନେଲେ ତେବେ ଆପଣ ଭବିଷ୍ୟରେ ଆସୁଥିବା ସବୁ ବିପଦକୁ ନିଜେ ଦୂର କରିପାରିବେ ।

ପଇସା ପକେଟ୍ ରୁ ପଡିବାର ଏହା ସଙ୍କେତ ଦିଏ କି ଆପଣଙ୍କୁ ଜଲଦି ହିଁ ଢେର ସାରା ପଇସା ମିଳିବ , ଯାହା ଆପଣଙ୍କ ଆର୍ଥିକ ସ୍ଥିତି ସୁଧାର ଆଣିବ , କିନ୍ତୁ ଯଦି ଆପଣ ଜାଣିଶୁଣି ପଇସା ତଳେ ପକାଉଛନ୍ତି ତେବେ ଲାଭ ଜାଗାରେ କ୍ଷତିର ସାମ୍ନା କରିବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *