ଛାଡପତ୍ର ନେବା ପୂର୍ବ ରାତିରେ କଣ ହୋଇଥିଲା ମଲାଇକା ଆରୋରାଙ୍କ ସହ , ଜାଣନ୍ତୁ ସେହି ରାତିର ପୁରା କାହାଣୀ..
ବଲିଉଡ୍ ର ଟପ୍ ଓ ହଟ୍ ଅଭିନେତ୍ରୀଙ୍କ ମଧ୍ୟରୁ ମଲାଇକା ଆରୋରା ଯିଏକି ଏହି ଦିନରେ ଅର୍ଜୁନ୍ କାପୁରଙ୍କ ସହ ନିଜ ସଂମ୍ପର୍କକୁ ନେଇକରି ବହୁତ ଚର୍ଚ୍ଚିତ ହୋଇଛନ୍ତି , ସେମିତି ତ ମଲାଇକା ଫିଲ୍ମରେ ଜଣେ ଅଭିନେତ୍ରୀ ହିସାବରେ କାମ କରନ୍ତି ନାହିଁ , କିନ୍ତୁ ବଲିଉଡ୍ ରେ ଟପ୍ ଅଭିନେତ୍ରୀଙ୍କଠାରୁ କମ୍ ନୁହନ୍ତି , ନିଜର ହଟ୍ ଅନ୍ଦାଜ ଓ ଷ୍ଟାଇଲ୍ କାରଣରୁ ସେ ବହୁତ ଟିଭି ରିଆଲିଟି ଶୋରେ ଜଣେ ଜର୍ଜ ହିସାବରେ ନଜର ଆସିଥାନ୍ତି , ଏହା ସହ ସେ ବହୁତ ଇଭେଣ୍ଟରେ ବି କରନ୍ତି ।ଆମେ ଆପଣଙ୍କୁ କହିସାରିଛୁ କି ମଲାଇକା ଓ ଅରବାଜ୍ ଙ୍କ ଲଭ୍ ମ୍ୟାରେଜ୍ ହୋଇଥିଲା, ଏହା ସହ ମଲାଇକା ଅରବାଜ୍ ଙ୍କୁ ବିବାହ କରିବାପାଇଁ ପ୍ରପୋଜ କରିଥିଲେ , କିନ୍ତୁ ଏହା ସତ୍ତ୍ୱେ ବି ବାହାଘରର ୧୮ ବର୍ଷ ପରେ ଦୁହେଁ ଅଲଗା ରହିବାର ଫଇସଲା ନେଇଥିଲେ , ମଲାଇକାଙ୍କ ଏହି ନିଷ୍ପତ୍ତି ଯୋଗୁଁ ସମସ୍ତେ ଚକିତ ହୋଇଥିଲେ, କାହାକୁ ବୁଝା ପଡୁନଥିଲା କି ଏମିତି କଣ ପାଇଁ ସେ କଲେ ମଲାଇକା ନିଜର ୧୮ ବର୍ଷର ବୈବାହିକ ଜୀବନକୁ ଶେଷ କରିବାକୁ ଚାହୁଁଥିଲେ , ୨୦୧୭ ରେ ମଲାଇକା ଓ ଅରବାଜ୍ ଜଣେ ଅନ୍ୟ ଜଣଙ୍କୁ ଛାଡପତ୍ର ଦେଇଥିଲେ ।
ଯେବେ ଏହି ଦୁହେଁ ଛାଡପତ୍ର ନେଇଥିଲେ ତେବେ ମିଡିଆରେ ବହୁତ ପ୍ରକାରର କଥା ହେଲା ଏହି ମାମଲାରେ ଅରବାଜ୍ ନା ହିଁ ନା ହିଁ ମଲାଇକା କିଛି ବୟାନ୍ ଦେଲେ , ଯାହାପରେ ସମସ୍ତେ ଏମାନଙ୍କ ଛାଡପତ୍ର ନେବାର କାରଣ ଜାଣିବାକୁ ଚାହିଁଲେ , କିନ୍ତୁ ପ୍ରଥମଥର ମଲାଇକା ଅରୋରା ନିଜ ଅରବାଜ୍ ଙ୍କ ଛାଡପତ୍ରକୁ ନେଇକରି ଖୋଲିକରି କହିଲେ , ମଲାଇକା ଛାଡପତ୍ର ନେବାର ସିଧା ସିଧା ଉତ୍ତର ତ ଦେଇନଥିଲେ କିନ୍ତୁ କହିଲେ କି ଯଦି ଆପଣ କାହା ସହ ଖୁସି ନାହାନ୍ତି ତେବେ ଏହା ଉତ୍ତମ ହୋଇଥାଏ କି ଆପଣ ତା ଠାରୁ ଅଲଗା ହୋଈଯାଆନ୍ତୁ ।
କହିଦେବୁ କି ମଲାଇକା ଅରୋରା ଏବେ କିଛି ଦିନ ହେବ କରିନା କାପୁରଙ୍କ ରେଡିଓ ଚ୍ୟାଚ୍ ଶୋ ରେ ପହଞ୍ଚିଥିଲେ, ଯେଉଁଠି ସେ କହିଲେ କି ଯେବେ ସେ ଛାଡପତ୍ର ନେବାକୁ ଯାଉଥିଲେ ତେବେ ଏହି କଥାକୁ ନେଇ ତାଙ୍କର ଘର ଲୋକଙ୍କର କଣ ମନ୍ତବ୍ୟ ଥିଲା । ମଲାଇକା କହିଲେ କି ମୋତେ ଲାଗୁଛି କି ସମସ୍ତଙ୍କ ପ୍ରଥମ ରାୟ ଥିଲା କି ଏହା ସବୁ ନ କରିବା , ଆପଣଙ୍କୁ କେହି ବି କହିବେ ନାହିଁ କି ପ୍ଲିଜ୍ ଯାଆନ୍ତୁ କରନ୍ତୁ , ଲୋକେ ପ୍ରଥମେ ଏହା କହିବେ କି ଯାହା ବି କରିବେ ଭାବି ଚିନ୍ତି କରନ୍ତୁ , ମୋର ଏହି ସ୍ଥିତି ହିଁ ହୋଇଥିଲା ।
ସେମିତି ମଲାଇକା ଏହା ବି କହିଲେ କି ମୋର ବନ୍ଧୁ ଓ ପରିବାର ଲୋକଙ୍କୁ ଯେବେ ଅନୁଭୁତ ହେଲା କି ମୋର ଫଇସଲାରେ ମୁଁ ନିଷ୍ପତ୍ତି ନେଇସାରିଛି , ତେବେ ସେମାନେ ମୋର ସାଥ୍ ଦେଲେ , ସମସ୍ତେ ଏହା କହିଲେ ଯଦି ତୁମେ ଫଇସଲା କରିସାରିଛ ତେବେ ତୁମ ଉପରେ ଆମର ଗର୍ବ ଅଛି, ତୁମେ ଏକ ଷ୍ଟ୍ରଙ୍ଗ୍ ମହିଳା ଅଟ, ମୋତେ ମୋର ପରିବାର ଠାରୁ ସାହାସ ମିଳିଲା , ମଲାଇକା କହିଲେ କି ଘର ଲୋକଙ୍କର ସପୋର୍ଟ ପରେ ମୁଁ ଆହୁରି ଦୃଢ ହୋଇଗଲି, ଓ ନିଜ ନିର୍ଣ୍ଣୟରେ ମଜବୁତ୍ ହୋଇଗଲି, ଏହା ସହ ମଲାଇକା ଆହୁରି କିଛି କଥା କହିଲେ