ରୋଜଗାର ରେ ମଧ୍ୟ ସ୍ୱାମୀଙ୍କ ଠାରୁ ଆଗୁଆ ଅଛନ୍ତି ଏହି ପାଞ୍ଚଟି କୋରିଓଗ୍ରାଫରଙ୍କ ସ୍ତ୍ରୀ , କଣ ଆପଣ କେବେ ତାଙ୍କୁ ଦେଖିଛନ୍ତି ଏହିପରି – ଦେଖନ୍ତୁ କିଏ କିପରି ରୋଜଗାର କରିଥାନ୍ତି..
1 min readବଲିଉଡ୍ ରେ ଫିଲ୍ମର ଗୀତ ଓ ଡ୍ୟାନ୍ସ ବହୁତ ମହତ୍ତ୍ୱ ହୋଇଥାଏ । କେବେ କେବେ ଫିଲ୍ମ ପାଈଁ ଭଲ ଡ୍ୟାନ୍ସ ସକାଶେ ଫିଲ୍ମ ହିଟ୍ ହୋଇଯାଏ । ଫିଲ୍ମ ଇଣ୍ତଷ୍ଟ୍ରିରେ ଅଭିନେତା ଓ ଅଭିନେତ୍ରୀଙ୍କ ଇସାରାରେ ନାଚୁଥିବା କୋରିଓଗ୍ରାଫର ବଲିଉଡ୍ ରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ରେମା ଡିସୁଜାଙ୍କ ଠାରୁ ନେଇକରି ଗଣେଷ ଆଚାର୍ଯ୍ୟ ପରି ଲୋକପ୍ରିୟ ଓ ଦକ୍ଷ କୋରିଓଗ୍ରାଫର ଫିଲ୍ମ ଇଣ୍ତଷ୍ଟ୍ରିର ସାନ୍ ଅଟନ୍ତି , କିନ୍ତୁ କଣ ଆପଣ ଆଜି ପର୍ଯ୍ୟନ୍ତ ଏହି ପ୍ରସିଦ୍ଧ କୋରିଓଗ୍ରାଫରର୍ସଙ୍କ ସ୍ତ୍ରୀଙ୍କ ବିଷୟରେ ଶୁଣିଛନ୍ତି , ଆମେ ଆଜି କହିବୁ ଏହି ବଲିଉଡ୍ କୋରିଓଗ୍ରାଫରଙ୍କ ସ୍ତ୍ରୀଙ୍କ ବିଷୟରେ ଯେଉଁମାନେ ଆଜି କିପରି ସଫଳ ମହିଳା ହୋଇପାରିଛନ୍ତି , ଗଣେଷ ହେଡକେ ଲଗାନ୍ ପରି ସୁପରହିଟ୍ ଫିଲ୍ମରେ କୋରିଓଗ୍ରାଫି କରିଛନ୍ତି , ଏହା ଛଡା ବହୁତ ଷ୍ଟେଜ୍ ଓ ରିଆଲିଟି ଶୋରେ କୋରିଓଗ୍ରାଫି କରିଥିବା ଗଣେଷ ହେଗଡେଙ୍କ ସ୍ତ୍ରୀଙ୍କ ନାଁ ଶୁଣିଥିବେ , ତାଙ୍କର ବିବାହ ୨୦୧୧ ରେ ହୋଇଥିଲା , ଗଣେଷ ହେଗଡେ ଙ୍କ ସ୍ତ୍ରୀଙ୍କ ନାଁ ସୁନନୟା ଏକ ଡିଜାଇନର୍ ଓ ଷ୍ଟାଇଲିଷ୍ଟ ଅଟନ୍ତି ।
ରେମୋ ଡିସୁଜା ବଲିଉଡ୍ ର ସବୁଠାରୁ ସଫଳତା ପାଇଥିବା କୋରିଓଗ୍ରାଫର୍ ଅଟନ୍ତି , ତାଙ୍କର ସ୍ତ୍ରୀଙ୍କ ନାଁ ଲିସେଲ୍ ଅଟେ, ସେ ଜଣେ ସଫଳ ଫ୍ୟାସନ ଡିଜାଇନର୍ ଅଟନ୍ତି , ଲିସେଲ୍ ଆଜି ପର୍ଯ୍ୟନ୍ତ ବହୁତ ରିଆଲିଟି ଶୋରେ ରେମୋ ଡିସୁଜାଙ୍କ ପାଇଁ ଜୋତା ଓ କପଡା ଡିଜାଇନ୍ କରିଛନ୍ତି , କୋରିଓଗ୍ରାଫର୍ ଡାଇରେକ୍ଟର ଓ ପ୍ରଡୁସର୍ ରେମୋ ଡିସୁଜା ଙ୍କ ସ୍ତ୍ରୀ ଲିସେଲ୍ ଆଜି କାଲି ନିଜର ୱେଟ୍ ଲସ୍ କୁ ନେଇକରି ଚର୍ଚ୍ଚିତ ହୋଇଛନ୍ତି , ଲିସେଲ୍ ଙ୍କ ଓଜନ ବହୁତ ଅଧିକା ଥିଲା , କିନ୍ତୁ କିଛି ଦିନ ପୁର୍ବରୁ ଲିସେଲ୍ ନିଜର କିଛି ଫଟୋ ସୋସିଆଲ୍ ମିଡିଆରେ ଛାଡିଥିଲେ , ଏହି ଫଟୋରେ ସେ ବହୁତ ପତଳା ଦେଖାଯାଉଥିଲେ , ଲିସେଲ୍ ଇନଷ୍ଟାଗ୍ରାମରେ ନିଜ ୱେଟ୍ ଲସ୍ ଜର୍ନୀ ବିଷୟରେ ଶୋ କରୁଛନ୍ତି , ନିଜ ସ୍ତ୍ରୀଙ୍କ ୱେଟ୍ ଲସ୍ ଦେଖିକରି ତାଙ୍କର ସ୍ୱାମୀ ରେମୋ ଡିସୁଜା ବି ତାଙ୍କ ଫଟୋରେ କମେଣ୍ଟ କରି ଲେଖିଥିଲେ ମୋତେ ବହୁତ ଗର୍ବ ଅଛି ,ତୁମେ ବହୁତ ଲୋକଙ୍କ ପାଇଁ ପ୍ରେରଣା ଦାୟୀ ହୋଇପାରିଛ ।
୨ ଅପ୍ରେଲ୍ ୧୯୭୪ କୁ ବାଙ୍ଗାଲୋର୍ ରେ ଜନ୍ମ ନେଇଥିବା ରୋମୋ ଡିସୁଜା ବ୍ୟାକ୍ ଗ୍ରାଉଣ୍ତ ଡ୍ୟାନ୍ସର ହିସାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ, ସେ ସାହାରୁଖ୍ ଖାନ୍ ଙ୍କ ସୁପରହିଟ୍ ଫିଲ୍ମ ପରଦେଶ୍ ର ପପୁଲାର୍ ଗୀତ ମେରି ମେହବୁବା ରେ ବ୍ୟାକ୍ ଗ୍ରାଉଣ୍ତ ଡ୍ୟାନ୍ସର୍ ହିସାବରେ ଦେଖାଯାଈଥିଲେ , ଏହାପରେ ସେ ବହୁତ ଫିଲ୍ମରେ ବାକ୍ ଗ୍ରାଉଣ୍ତ ଡ୍ୟାନ୍ସର ହିସାବରେ କାମ କରିଥିଲେ , ଏହା ଛଡା ରେମୋ ଡ୍ୟାନ୍ସ ଶୋ ପ୍ରଡ୍ୟୁସ୍ କରିଥିଲେ , ଓ ଷ୍ଟାର୍ ପ୍ଲସ୍ ପ୍ରସାରିତ ହୋଇଥିଲା , ରେମୋ ଝଲକ ଦିଖାଲାଜା ଓ ଡ୍ୟାନ୍ସ ଇଣ୍ତିଆ ଡ୍ୟାନ୍ସ ରେ ଜର୍ଜ ହିସାବରେ ନଜର ଆସିଛନ୍ତି , ରେମୋ ବଲିଉଡ୍ ଫାଲତୁ , ରେସ୍ ୩ ଏବିସିଡି-୨ ପରି ଫିଲ୍ମ ବନାଇଥିଲେ ।
ଅହମଦ ଖାନ୍ ଯିଏକି ଫିଲ୍ମ ମିଷ୍ଟର ଇଣ୍ତିଆ ରେ ଚାଇଲ୍ଡ ଆର୍ଟିଷ୍ଟ ରୁପରେ କାମ କରିଥିଲା , ଅହମଦ ଖାନ୍ ମଡେଲ୍ ସାୟରା ଖାନ୍ ଙ୍କୁ ବିବାହ କରିଥିଲେ , ଅହମଦ ନିଜକୁ ଏକ ସଫଳ ଅଭିନେତା , ପ୍ରଡୁସର୍ ଓ ସଫଳ କୋରିଓଗ୍ରାଫର୍ ଅଟନ୍ତି , ତାଙ୍କର ସ୍ତ୍ରୀ ସାୟରା ଖାନ୍ ପ୍ରଡୁସର୍ ଅଛନ୍ତି , ଅହମଦ ଖାନ୍ ଗତ ଦିନରୁ ଷ୍ଟାର୍ ପ୍ଲସ୍ ରେ ଆସୁଥିବା ନଚ୍ ବଲିଏ ରେ ଜର୍ଜ ଥିଲେ ,
ଗଣେଷ ଆଚାର୍ଯ୍ୟ ଗତ ଏକ ଦଶକ ରୁ ବଲିଉଡ୍ ରୁ ଗୋଟେ ଦଶକରୁ ବଲିଉଡ୍ କୁ ଇସାରାରେ ନଚାଇଛନ୍ତି , ତାଙ୍କର ସ୍ତ୍ରୀ ନାଁ ବିଧି ଆଚାର୍ଯ୍ୟ ଅଟନ୍ତି , ଗଣେଷ ଆଚାର୍ଯ୍ୟ ବଲିଉଡ୍ ବହୁତ ପ୍ରସିଦ୍ଧ ଗୀତ କୋରିଓଗ୍ରାଫୀ କରିଥିଲେ , ପଦ୍ମାବତର ଗୀତ ଖଲବଲି କୋରିଓଗ୍ରାଫୀ ଗଣେଷ ଆଚାର୍ଯ୍ୟ କରିଥିଲେ , ଏହା ଛଡା ଅଭିନେତା ଗୋବିନ୍ଦା ଅଧିକାଂଶ ଗୀତରେ କୋରିଓଗ୍ରାଫି ଗଣେଷ ଆଚାର୍ଯ୍ୟ କରିସାରିଛନ୍ତି ।
ମୁଦସର୍ ଖାନ୍ ଏବେ ଜୟ ହୋ ଓ ବଡି ଗାର୍ଡ ପରି ଫିଲ୍ମ ଡ୍ୟାନ୍ସ କୋରିଓଗ୍ରାଫି ଅଛନ୍ତି , ତାଙ୍କର ସ୍ତ୍ରୀ ନାଁ ଅଭିଶ୍ରୀ ସେନ୍ ଅଟନ୍ତି , ଅଭିଶ୍ରୀ ସେନ୍ ଏକ କୋରିଓଗ୍ରାଫର୍ ଅଟନ୍ତି , ବଲିଉଡ୍ ରେ ଏହି ଦିନରେ ଯୋଡି ଏକଦମ୍ ପରଫେକ୍ଟ ଜଣାଯାଆନ୍ତି ।