IAS ଇଣ୍ଟରଭିୟୁ ରେ ଜଣେ ଝିଅକୁ ପଚାରାଗଲା କି ତମେ ପ୍ୟାଣ୍ଟ ତଳେ କଣ ପିନ୍ଧିଛ ? ଝିଅଟି କହିଲା ଏଭଳି ଚମତ୍କାର ଉତ୍ତର ଯେ ସମସ୍ତେ ଚକିତ ହେଇଗଲେ..
ଆଇଏଏସ୍ ପରୀକ୍ଷା ଦେଶର ସବୁଠାରୁ ବଡ ପରୀକ୍ଷାରୁ ଗୋଟେ ଅଟେ, ଓ ଏହି ପରୀକ୍ଷାରେ ପାସ୍ କରିବା ସମସ୍ତଙ୍କ ପକ୍ଷରେ ସମ୍ଭବପର ହୋଇନଥାଏ , ବହୁତ ସାରା ଷ୍ଟୁଡେଣ୍ଟ ଏପରି ଅଛନ୍ତି କି ଲିଖିତ ପରୀକ୍ଷାରେ ସେମାନେ ପାସ୍ କରିଯାଆନ୍ତି କିନ୍ତୁ ବୁଦ୍ଧିମାନ ଷ୍ଟୁଡେଣ୍ଟ ଙ୍କ ଝାଳ ବାହାରିଯାଏ , ଏହି ପରୀକ୍ଷାରେ ଇଣ୍ଟରଭ୍ୟୁ ଦେବା ସମୟରେ ବହୁତ ଅଖାଡୁଆ ପ୍ରଶ୍ନ କରାଯାଏ , ଯାହାର ଉତ୍ତର ଦେବ ବହୁତ ହିଁ ମୁସକିଲ୍ ହୋଇଯାଏ ।ଏହି ପରୀକ୍ଷାରେ ଜଣେ ଝିଅକୁ କିଛି ଏପରି ପ୍ରଶ୍ନ କରାଯାଇଥିଲା , କିନ୍ତୁ ଏହାର ମତଲବ ଏହା ନୁହେଁ କି ତାହା ଖରାପ ଦୃଷ୍ଟିରେ ପଚାରାଯାଇଛି , ଏହି ପ୍ରଶ୍ନକୁ ଷ୍ଟୁଡେଣ୍ଟର ଆଇ କ୍ୟୁ କୁ ବୁଝିବାପାଇଁ ପଚାରାଯାଇଥିଲା , ତେବେ ଆସନ୍ତୁ ଆଇଏଏସ୍ ପରୀକ୍ଷାରେ ପଚାରାଯାଇଥିବା ଏହି ପ୍ରଶ୍ନଗୁଡିକ ବିଷୟରେ ଅଧିକା କିଛି ଜାଣିବା ।
ପ୍ରଶ୍ନ ୧) ମହିଳାଙ୍କର ଏମିତି କେଉଁ ରୁପ ଅଛି ଯାହାକୁ ସମସ୍ତେ ଦେଖନ୍ତି , କିନ୍ତୁ ତାର ସ୍ୱାମୀ ଦେଖିପାରିନଥାଏ ।
ଉତ୍ତର : ବିଧବା ରୂପ
ପ୍ରଶ୍ନ ୨) ଗୋଟେ ଜଳୁଥିବା ଘର ଆଗରେ ତିନୋଟି ଲୋକ ଠିଆ ହୋଇଛନ୍ତି । ଜଣେ ବ୍ୟକ୍ତି ସେହି ଲୋକଙ୍କୁ ଜବରଦସ୍ତି ସେହି ଘର ଆଗରୁ ଜବରଦସ୍ତି ହଟାଇଦେଇଥାଏ , ଯାହାପାଇଁ ସେ ଜେଲ୍ ଯାଇଥାଏ , କାହିଁକି ?
ଉତ୍ତର : କାରଣ ସେହି ଲୋକ ଫାୟାର୍ ବ୍ରିଗେଡ୍ ର କର୍ମଚାରୀ ଥିଲେ ।
ପ୍ରଶ୍ନ ୩) ଏମିତି କେଉଁ ପରିସ୍ଥିତି ଅଛି ଯେଉଁଥିରେ ପୁଅ ୨୦ ରୁ ୩୦ ମିନିଟ୍ ରେ ଥକିଯାଇଥାଏ , ଓ ଝିଅକୁ କହିଥାଏ କି ଆହୁରି କର ମୋତେ ମଜା ଲାଗୁଛି ।
ଉତ୍ତର : ସପିଙ୍ଗ୍ ।
ପ୍ରଶ୍ନ ୪) ଏମିତି କେଉଁ ଜିନିଷ ଅଛି ଯାହାକୁ ଖାଇବାପାଇଁ କିଣାଯାଏ , କିନ୍ତୁ ଖୁଆ ହୁଏ ନାହିଁ । ଉତ୍ତର : ପ୍ଲେଟ୍
ପ୍ରଶ୍ନ ୫) ତୁମର ସାଲୱାର୍ ର ତଳେ କଣ ପିନ୍ଧିଛ ?
ଉତ୍ତର : ସାର୍ ମୁଁ ପ୍ୟାଣ୍ଟ ତଳେ ପାଜେବ୍ ଓ ସାଣ୍ତାଲ୍ ପିନ୍ଧିଛି ।