December 19, 2024

Odia Express

Here, There and Everywhere

ଜାଣନ୍ତୁ କିପରି ରହିବ “S” ନାମକ ବାଲାଙ୍କର ଆସୁଥିବା ୨୦୨୦ ର ବର୍ଷ , ନିଶ୍ଚିତ ଭାବେ ଜାଣିରଖନ୍ତୁ କଥା – ଏହି କଥାକୁ ରଖନ୍ତୁ ଗୁରୁତ୍ୱ , ୨୦୨୦ରେ ଖୋଲିବ ଆପଣଙ୍କ ଭାଗ୍ୟର ତାଲା…

1 min read

ନିଜ ଆସୁଥିବା ଭବିଷ୍ୟ ବିଷୟରେ କିଏ ନଜାଣିବାକୁ ଚାହେଁ , ସେ ଜାଣିବାକୁ ଚାହେଁ କି ତାର ଆସୁଥିବା ସମୟ କିପରି ରହିବ । ଆଜି ଆମେ ଆପଣଙ୍କୁ ସେହି ଲୋକଙ୍କର ବିଷୟରେ କଥା ହେବା ଯାହାର ଇଂରାଜୀ ଲେଟର “S” ରୁ ଆରମ୍ଭ ହୋଇଥା , ଆମେ କହିବୁ ତାଙ୍କର ଆସୁଥିବା ସମୟ ମାନେ ବର୍ଷ କିପରି ୨୦୨୦ କିପରି କଟିବ । ରାଶି କେଉଁ ବ୍ୟକ୍ତିର ଜୀବନରେ ବହୁତ ପ୍ରଭାବିତ କରିଥାଏ । ଆପଣଙ୍କ ଗ୍ରହ କହିଥାଏ ଆପଣଙ୍କ ଆସୁଥିବା ସମୟ କିପରି କଟିବାର ଅଛି  ଏହା ଛଡା ଜ୍ୟୋତିଷ୍ୟ ଶାସ୍ତ୍ରରେ ବ୍ୟକ୍ତିର ପ୍ରଥମ ଅକ୍ଷର ନାଁ ବହୁତ କିଛି କହିଥାଏ । ଯଦି ଆପଣଙ୍କ ନାଁ “S” ରୁ ଆରମ୍ଭ ହେଉଛି , ତେବେ ଆପଣଙ୍କ ପାଇଁ କିପରି ରହିବ ଆପଣଙ୍କ ଭାଗ୍ୟ ।

ଧନ ସଂବନ୍ଧିତ କାର୍ଯ୍ୟ ହେବ ପୂରା : ଏହି ନାଁର ଲୋକଙ୍କର ଏହି ବର୍ଷ ଧନ ସଂବନ୍ଧିତ ମାମଲା ପାଇଁ ବହୁତ ଫାଇଦା ଦାୟକ ହେବାକୁ ଯାଉଛି ।

ମିଳିବ ପରିଶ୍ରମର ଫଳ : ଯେଉଁ ଲୋକ ବହୁତ ଟାଇମ୍ ରୁ ପରିଶ୍ରମ କରୁଛନ୍ତି ସେମାନେ ଉଚିତ୍ ଫଳ ପ୍ରାପ୍ତି କରିପାରୁନାହାନ୍ତି , ସେହି ଲୋକଙ୍କର ପାଇଁ ଏହି ବର୍ଷ ବହୁତ ହିଁ ଖୁସି ନେଇ କରି ଆସିବ । ଏହି ବର୍ଷ ତାଙ୍କୁ କଡା ପରିଶ୍ରମ କରି ପରିଶ୍ରମର ଫଲ ପ୍ରାପ୍ତି ହେବ , କ୍ୟାରିୟରରେ ନୁଆ ଅପସନ୍ ଆସିବ । ବଢିଆ ଅପସନ୍ ବାଛିକରି ଆପଣ ଆଗକୁ ବଢିବାକୁ ଲାଗିବେ ।

ବିଜନେସ୍ ରେ ସଫଳତା : ୨୦୨୦ ରେ ଆପଣଙ୍କ ପାଇଁ ସବୁଠାରୁ ଭଲ ବର୍ଷ ହେବ , ବିଜନେସ୍ କରୁଥିଲେ , ଲୋକଙ୍କ ପାଇଁ ଏହା ଖୁସି ସହ ସଫଳତା ଯୋଗାଇବ , ଚାକିରି କରୁଥିବା ଲୋକଙ୍କୁ ପ୍ରମୋଶନ୍ ମିଳିପାରେ ।

ଚିନ୍ତା ହେବ କମ୍ : ଯଦି ଆପଣଙ୍କ ପରିବାରରେ ବହୁତ ଦିନ ହେଲା ଟେନସନ୍ ଚାଲି ଆସୁଛି , ତେବେ ତାହାର ଅନ୍ତ ହେବାର ଅଛି , ଏହି ବର୍ଷ ଶାନ୍ତିରେ କଟିବାର ଅଛି । ଛୋଟ ଛୋଟ କଥାକୁ ନଜର ଅନ୍ଦାଜ କରନ୍ତୁ ,, ବଡ ଲଢାଇ ରୁପ ନେଇପାରେ ।

ନିଜ ଘରେ ପ୍ରବେଶ : ୨୦୨୦ ରେ ଆପଣ ନିଜ ଘରେ ପ୍ରବେଶ କରିପାରିବେ , ଆସୁଥିବା ଦିନରେ ଖର୍ଚ୍ଚ ବି ବଢିପାରେ , କିନ୍ତୁ ଅଧିକା ଟେନସନ୍ ନେବାର ଦରକାର ନାହିଁ , ଆପଣଙ୍କୁ ବହୁତ ଜଲଦି ଖୁସି ଖବର ମିଳିବ ।

ଆର୍ଥିକ ଅସୁବିଧା ହେବ ଦୁର : ଆର୍ଥିକ ଅସୁବିଧାରେ ଗତି କରୁଥିବା ଲୋକଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ , ଆପଣ କାମରେ ମାଲିକ ପ୍ରଶଂସା କରିବେ , ନିଜ ରାଗ ଉପରେ କାବୁ କରନ୍ତୁ , ଖୁସି ଆପଣଙ୍କ ଜୀବନରେ ଜଲଦି ହିଁ ଆସିବାର ଅଛି , ଭଲ ସମୟ୍ ପାଇଁ ପ୍ରସ୍ତୁତି କରନ୍ତୁ ।

ଆପଣଙ୍କ ପର୍ସନାଲ୍ ଲାଇଫ୍ ବି ଭଲ ଚାଲିବ , ଓ ଭଲ ସଂମ୍ପର୍କ ପୁର୍ବରୁ ମଜବୁତ୍ ହେବ , ଆପଣ ନିଜ ପାର୍ଟନର ସହ ଭଲ ସମୟ ଅତିବାହିତ କରିବେ , ପାରିବାରିକ ଜୀବନ ଭଲ ହେବ , ଓ ଜୀବନସାଥୀର ପୁରା ସହଯୋଗ ମିଳିପାରିବ ।

ମା ବାପାଙ୍କର ରଖନ୍ତୁ ଦାୟିତ୍ୱ : ନିଜ ବାପାଙ୍କର ସ୍ୱାସ୍ଥ୍ୟ ଉପରେ ଟିକିଏ ଦାୟିତ୍ୱ ଦିଅନ୍ତୁ , ବାପାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇପାରେ , ସେମିତି ମାଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ । ଏହି ବର୍ଷ ଆପଣ ଯାହା ବି ନିର୍ଣ୍ଣୟ ନେବେ ତାହା ଅଧିକାଂଶ ସଫଳ ହେବ , ଆଖପାଖ ଲୋକଙ୍କ ଦ୍ୱାରା କରାଯାଇଥିବା ଫଇସଲା ରୁ ପ୍ରଶଂସା ପାଇବେ ।

ଏଇ ବର୍ଷ ପଇସା ଟିକିଏ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । କିନ୍ତୁ କିଛି ଖାସ୍ ମଉକାରେ ଆପଣ ପୁରା ଏନଜୟ୍ କରିପାରିବେ , ଅକ୍ଟୋବର ରୁ ଜାନୁୟାରି ପର୍ଯ୍ୟନ୍ତ ଧନ ହାନି ହେବାର ସମ୍ଭାବନା ଅଛି , ଏଥିପାଇଁ ଟିକିଏ ସତର୍କ ରୁହନ୍ତୁ , ସବୁ ମିଶିକରି ଏହି ବର୍ଷ ଆପଣଙ୍କ ପାଇଁ ଭଲ ରହିବ ।

Leave a Reply

Your email address will not be published. Required fields are marked *