ମହିଳା ସଫା କରୁଥିଲେ ନିଜ ଘର ବଗିଚା , ତେବେ ମିଳିଲା କିଛି ଏପରି ଜିନିଷ , ଡ଼ରିକି ହୋଇଗଲେ ଭୟଭିତ..
ଆଜି କାଲି ସୋସିଆଲ୍ ମିଡିଆରେ ଏକ ମାଧ୍ୟମ ହୋଇସାରିଛି ଯାହା ଦ୍ୱାରା ସବୁ ପ୍ରକାରର ଘଟଣା ତୁରନ୍ତ ପୁରା ବିଶ୍ୱରେ ବ୍ୟାପି ଯାଉଛି , ଏହି ସବୁ ଘଟଣାରୁ କିଛି ଏପରି ଘଟଣା ଅଛି ଯାହା ଆଶ୍ଚର୍ଯ୍ୟଚକିତ କରିଦେଇଥାଏ , ଏହି ଘଟଣାରୁ କିଛି ଘଟଣା ଉପରେ ଆମେ ତ ବିଶ୍ୱାସ କରିନେଇଥାଉ କିନ୍ତୁ କିଛି ଘଟଣା ଏପରି ହୋଇଥାଏ ଯାହା ଦେଖିକରି ବିଶ୍ୱାସ କରିବାକୁ ଇଚ୍ଚା ହୋଇନଥାଏ , ଏମିତି ଆଜି ଆମେ ଆପଣଙ୍କୁ ଏକ ଘଟଣା ବିଷୟରେ କହିବାକୁ ଯାଉଛୁ , ଯାହାକୁ ଶୁଣିକରି ଆପଣ ବୋଧେ ବିଶ୍ୱାସ କରିପାରିବେ ନାହିଁ , କିନ୍ତୁ ଆମେ ଆପଣଙ୍କୁ କହିଦେବୁ କି ଏହି ଘଟଣା ମିଛ ନୁହେଁ ବରଂ ସତ ଅଟେ ।
ଏହି ଘଟଣା ଇଂଲଣ୍ତର ଷ୍ଟେଫର୍ଡସାୟାରର ଏବେ ହଲଟନର ଅଟେ , ଯେଉଁଠି ୨୨ ବର୍ଷୀୟ ଟିଫନି ସେନାରା ନିଜ ଛୁଆ ଓ ସ୍ୱାମୀଙ୍କ ସହ ଏକ ନୁଆ ଘରକୁ ରହିବାକୁ ଆସିଥିଲେ, ସେହି ଲୋକଙ୍କୁ ଘରକୁ ଆସିବାପରେ ଘରର ସଫା ସଫି କରିବାକୁ ପଡିଥିଲା , କାରଣ ଘର ବହୁତ ଦିନରୁ ବନ୍ଦ ହେବା କାରଣରୁ ବହୁତ ଅଳିଆ ହୋଇଯାଈଥିଲା, ଟିଫନି ଘରର ସଫାସଫି କରିବାପାଇଁ ସଫାଇ ବିଭାଗକୁ ଫୋନ୍ କଲେ , କିନ୍ତୁ କେହି ନ ଆସିବା କାରଣରୁ ନିଜେ ସଫାସଫି କରିବା ଆରମ୍ଭ କରିଦେଲେ , ଘରର ସଫାସଫି କରିବା ପରେ ସେ ଗାର୍ଡେନର ସଫାସଫି କରିବାକୁ ଲାଗିଲେ , ତେବେ ତାଙ୍କ ଆଗରେ ପଡିଥିବା ଏକ କଳା ରଙ୍ଗର ପଲିଥିନ୍ ରେ କିଛି ଜିନିଷ ଦେଖାଗଲା , ଯାହାକୁ ଦେଖିକରି ମହିଳା ଅଚାନକ ଚିତ୍କାର କରିବାକୁ ଲାଗିଲେ ,
ଏହି ମାମଲା ବିଷୟରେ ଟିଫନୀ କହିଲେ କି ଯେବେ ସେ ଘରର ପଛ ଭାଗରେ ସଫା କରୁଥିଲେ ତେବେ ସେଠାରେ କିଛି ଗାତୁଆ ହୋଇଥିବା ପରିଦେଖାଗଲା , ଓ ଯେବେ ସଫା କରିବାପାଇଁ ସେଠାକୁ ଗଲେ ତେବେ ସେହି ଅଳିଆ ଗଦାର ମାଟି ପାଖରେ ଏକ ଛୋଟ କବ୍ର ଦେଖାଦେଇଥିଲା, ଓ ସେହି କବ୍ରକୁ ଦେଖିକରି ଖୋଲିବାକୁ ଆରମ୍ଭ କରିଦେଲି , ଏହାର ଆଗକୁ ଟିଫନି କହିଲେ କି ଖୋଳୁଥିବା ସମୟରେ ସେଠାରେ ଏକ କଳା ରଙ୍ଗର ପଲିଥିନ୍ ପଡୀଥିବାରନଜର ଆସିଥିଲା ,
ଏହାପରେ ମୁଁ ପଲିଥିନ୍ ବାହାରକୁ ବାହାର କଲି ଓ ସେଥିରୁ ବହୁତ ଦୁର୍ଗନ୍ଧ ଆସୁଥିଲା , ଓ ଯେବେ ସେହି ଜିନିଷକୁ ଦେଖିବାକୁ ଗଲି ତେବେ ସେଥିରୁ ୨୮ ଟି ଘୁଷୁରି ଛୁଆ ମରିଥିବାର ଦେଖିଲେ , ତେବେ ଏହା ଦେଖିକରି ସେ ଚିତ୍କାର କରିଉଠିଥିଲେ, ଓ ସେଠାରୁ ଦୌଡି ପଳାଇଥିଲି , ଏହାପରେ ଟିଫନୀ ନିଜର ଘରର ଆଖପାଖ ରହୁଥିବା ଲୋକଙ୍କୁ ଏହି ଘଟଣା ବିଷୟରେ ସୁଚନା ଦେଲେ , ଓ ସେହି ପଶୁମାନଙ୍କର କାମ କରୁଥିବା ସଂସ୍ଥାକୁ ଏହି ବିଷୟରେ କହିଲେ, ଏହାପରେ ଜଣା ପଡିଲା କି ଗତ ବର୍ଷ ଏହି ଜାଗାରୁ ୪୨ ଟି ମୃତ ଘୁଷୁରୀ ଛୁଆ ମିଳିଥିଲା , କିନ୍ତୁ ଏହି ବିଷୟରେ କିଛି ବି ଜଣା ପଡୁନଥିଲି କି ଏହି ଘୁଷୁରୀର ଛୁଆଙ୍କୁ କିଏ ପୋତିଥିଲା ? ଓ ଏହି ଘୁଷୁରୀର ଛୁଆ ଏତେ ପରିମାଣରେ ଏହି ଜାଗାରେ କିପରି ମରି ପଡିଥିଲେ , କାରଣ ଗୋଟେ କିମ୍ବା ଦୁଇଟି ନୁହେଁ ବହୁତ ସଂଖ୍ୟକ ଥିଲେ , କିନ୍ତୁ ଏତେ ସଂଖ୍ୟାରେ ମରିବା ଖବର ଶୁଣି ଟିକିଏ ଅଜବ ଲାଗୁଛି ।