December 20, 2024

Odia Express

Here, There and Everywhere

ମହାଜ୍ଞାନୀ ରାବଣ ମୃତ୍ୟୁ ପୂର୍ବରୁ ଲକ୍ଷ୍ମଣଙ୍କୁ କହିଥିଲେ ଏହି ୩ ଟି କଥା , ଜାଣିଲେ ବଦଳିଯିବ ଭାଗ୍ୟ – ନିଶ୍ଚୟ ପଢିରଖନ୍ତୁ..

ରାବଣର ଇତିହାସ ବର୍ବରତା ଓ ଖରାପ କର୍ମରେ ଭରି ରହିଛି । କିନ୍ତୁ ଏହା ସତ କି ସେ ଜଣେ ବହୁତ ବଡ ବିଦ୍ୱାନ, ଏକ ସକ୍ଷମ ଶାସକ , ଓ ଶିବ ଭକ୍ତ ଥିଲେ , ରାବଣଙ୍କ ଜନ୍ମ ମହାନ୍ ଋଷି ବିଶ୍ରବା ଓ ତାଙ୍କର ସ୍ତ୍ରୀ ଦୈତ୍ୟ ରାଜକୁମାରୀ କେକଶୀରୁ ଆରମ୍ଭ ହୋଇଥିଲା । ରାବଣ ଦଶ ମୁଣ୍ତ ତାଙ୍କର ଛଅଟି ଶାସ୍ତ୍ରରୁ ଚାରୋଟି ବେଦଗୁଡିକରେ ଜ୍ଞାନ ଦର୍ଶାଇଥାଏ , ଅପାର ଜ୍ଞାନୀ ହେବା ପରେ ରାବଣର କୁକର୍ମର ରାସ୍ତା ବାଛିଲେ , ରାବଣ ଦେବତାଙ୍କ ଉପରେ ଅଧିକା ଆଧିପତ୍ତ୍ୱ ରଖିବାକୁ ଦାବି କରୁଥିଲା , କିନ୍ତୁ ତାହା ତାପାଇଁ କାଳ ହୋଇଗଲା , ରାବଣ ଜ୍ଞାନୀ ହେବା ସହ ଅହଂକାରୀ ଓ ଦୁ ବ୍ୟବହାର ରେ ଲିପ୍ତ ହୋଇଥିଲା,  ସେ ରାକ୍ଷସ ଯୋନିରୁ ଥିବା ଯୋଗୁଁ ଦେବୀମାନଙ୍କ ଉପରେ ନିଜର ଆଧିପତ୍ତ୍ୱ ହେବାର କାମନା କରୁଥିଲା , ମହର୍ଷୀ ବାଲ୍ମିକି ଦ୍ୱାରା ଲେଖାଯାଇଥିଲେ ଗ୍ରନ୍ଥ ରାମାୟଣ ଅନୁସାରେ ରାବଣ ରାମଙ୍କ ସ୍ତ୍ରୀ ସୀତାଙ୍କୁ ହରଣ କରିଥିଲେ , ଯାହାକି ଲଙ୍କାରେ ହୋଇଥିବା ଯୁଦ୍ଧ ଶଙ୍ଖ ନାଦ କାରଣ ହୋଇଥିଲା ।

ରାବଣଙ୍କ ବାପା ମହର୍ଷୀ ବିଶ୍ରବା ଙ୍କ ଶିକ୍ଷା ପ୍ରାପ୍ତ କରି ବେଦଗୁଡିକର ବିଦ୍ୟା ଜାଣି ନେବା ପରେ ସେ ଗୋକର୍ଣ୍ଣ ପର୍ବତରେ ତପସ୍ୟା କରିଥିଲେ , ଓ ବ୍ରହ୍ମାର ବରଦାନ ପ୍ରାପ୍ତ କରିଥିଲେ , ରାବଣଙ୍କୁ ବ୍ରହ୍ମାର ଏକ ବରଦାନ ପ୍ରାପ୍ତ ହୋଇଥିଲା , ଯାହାକୁ ସେ ମନୁଷ୍ୟକୁ ଛାଡିକରି ବ୍ରହ୍ମାଙ୍କ ରଚନା ପାଇଁ ଅଜେୟ ହୋଇଯାଇଥିଲେ , ରାବଣ ଇତିହାସର ଭଗବାନ ରାମଙ୍କ ସହ ଯୁଦ୍ଧ ହେବା ପୁର୍ବରୁ ନିଜର ଦୁର୍ଗୁଣ ବିଲିପ୍ତ ଥିଲେ , ରାବଣ ସବୁ ଜ୍ଞାନ ନେବାପରେ ନିଜ ସାବତ ଭାଇ କୁବେର ଙ୍କ ଲଙ୍କା ଛଡାଇନେଲେ , ଓ ଲଙ୍କାର ରାଜା ହୋଇଗଲେ , ରାବଣ ନିଜ ଦରବାରରେ ଶୁକ୍ରାଚାର୍ଯ୍ୟ କୁ ନିଜ ପୁଜାରୀ ବନାଇଦେଲା , ଓ ସେ ଅର୍ଥଶାସ୍ତ୍ର ବି ଶିଖିଥିଲା , ରାମ ବି ଆଉଥରେ ରାବଣକୁ ମହାବ୍ରାହ୍ମଣ ରୁପରେ ସଂବୋଧିତ କରିଥିଲା ।

ରାମାୟଣରେ ଭଗବାନ ରାମ ଓ ରାବଣ ମଧ୍ୟରେ ହୋଇଥିବା ଯୁଦ୍ଧର ଅନ୍ତ କଣ ହୋଇଥାନ୍ତା ଏହା ସମସ୍ତେ ଜାଣିଥିଲେ,  କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କି ମରିବା ପୁର୍ବରୁ ରାବଣ କଣ କରିଥିଲା , ରାବଣ ମରିବା ସମୟରେ ଲକ୍ଷ୍ମଣଙ୍କ ବ୍ୟବହାର ଓ ନୀତି ବିଷୟରେ ଜ୍ଞାନରେ ତିନୋଟି କଥା କହିଥିଲେ , ଭଗବାନ ରାମ ହିଁ ଲକ୍ଷ୍ମଣ ଙ୍କୁ ଆଜ୍ଞା ଦେଇଥିଲେ କି ସେ ରାବଣ ରୁ ରାଜନୀତି  ଓ ବ୍ୟବହାର କଥା ରାବଣ ରୁ ଶୁଣିଥିଲେ , ଏହି କଥାରେ ରାବଣ ସିରହାନେ ଯାଇକରି ଠିଆ ହୋଇଗଲେ , କିନ୍ତୁ ରାବଣ କିଛି କହିଲେ ନାହିଁ , ଭଗବାନ ରାମ ଲକ୍ଷ୍ମଣଙ୍କ ପାଦରେ ପଡି ସେଠାରେ ଠିଆହୋଇ ରହିବାକୁ କହିଲେ , କାରଣ ଯାହାର ଜ୍ଞାନ ପ୍ରାପ୍ତ କରିବାକୁ ଅଛି ତାହାର ଚରଣରେ ପଡିବାର ଅଛି ।

ରାବଣ ଲକ୍ଷ୍ମଣଙ୍କୁ ତିନୋଟି ଜରୁରୀ କଥା କହିଥିଲେ :

୧) କେଉଁ କାର୍ଯ୍ୟ କରିବାକୁ ହେଲେ ଶୁଭ ସମୟର ଅପେକ୍ଷା କର ନାହିଁ , ବରଂ ତାକୁ ଯେତେ ଶିଘ୍ର ହୋଇପାରିବ ସଂପୂର୍ଣ୍ଣ କରିବ , ଆଳସ୍ୟ କାରଣରୁ କାର୍ଯ୍ୟରେ ଅପୂର୍ଣ୍ଣତା ଆସିଯାଏ ।

୨) ନିଜ ପ୍ରତିଦ୍ୱନ୍ଧୀ କୁ ଦୂର୍ବଳ କେବେ ଭାବନାହିଁ  କାରଣ ରାବଣ ଏହା ଭୁଲ୍ କରି ନିଜ ମୃତ୍ୟୁ କୁ ପାଖକୁ ଡାକିଦେଲା ,

୩) ନିଜ କେଉଁ ରହସ୍ୟକୁ କେବେ ଖୋଲିବାକୁ ଦିଅ ନାହିଁ , ଯେବେ ପର୍ଯ୍ୟନ୍ତ କେଉଁ ରହସ୍ୟ ଗୁପ୍ତ ରଖାଯାଇପାରିବ , ତାହାପାଇଁ ତତ୍ପର ରହିବା ଉଚିତ୍ , ରାବଣ୍ ନାଭିରେ ଅମୃତ ଅଛି ଏହି ରହସ୍ୟ ଖୋଲି ଗଲା , ଯାହା ତା ପାଇଁ କାଳ ହୋଇଗଲା ।

Leave a Reply

Your email address will not be published. Required fields are marked *