November 21, 2024

Odia Express

Here, There and Everywhere

ଭାଗ୍ୟର ସାଥ୍ ରେ ଦେଖାହେଲେ ଦୁଇ ଅପରିଚିତ ପୁଅ ଓ ଝିଅ , ହୋଇଗଲେ ଦୁହେଁ ଦୁହିଁଙ୍କ ପାଇଁ ଦ୍ୱିୱାନା ଓ ତାପରେ ଏଭଳି ପ୍ରେମ କାହାଣୀ ହେଲା ଯେ ଆପଣ କେବେ ଶୁଣି ନଥିବେ..

1 min read

ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବାକୁ ଯାଉଛୁ ଯେଉଁଥିରେ ପ୍ରେମ ଅଛି ,ପ୍ରତିଜ୍ଞା ଅଛି ଓ ହୃଦୟରେ ମିଠା କଷ୍ଟ ବି ଅଛି ଯିଏ ପ୍ରେମ କରିବା ଲୋକଙ୍କୁ ଜଣାଥିବ , କଣ କେତେବେଳେ ହେବ , ଝିଅଟି ଟ୍ରେନରେ ଥିଲା , ଓ ପୁଅଟି ଲୁଚିକରି ଦେଖୁଥିଲା , ଏହି କାହାଣୀ ହେଲା ଅବିନାଶ ର ଯିଏକି ସୋସିଆଲ୍ ମିଡିଆରେ ଏହି କଥାକୁ ସେୟାର୍ କରିଥିଲେ ଅବିନାଶ କହନ୍ତି କି ମୁଁ ଶେଷ ବର୍ଷ ଜୁଲାଇରେ ଏକ ପରୀକ୍ଷା ଦେବାପାଇଁ ଦିଲ୍ଲୀରୁ କାନପୁରରୁ ଜୟପୁର ଆସିଥିଲି , ଗୋଟେ ଝିଅ ଟ୍ରେନର ରିଜର୍ଭରେସନ୍ ଡବାର ଏକ ବାଥରୁମ୍ ପଟ ସିଟ୍ ରେ ବସିଥିଲା,  ଓ ତାହାର ଚେହେରାରୁ ଜଣାପଡୁଥିଲା କି ତାର ଭୟ ଅଛି, ଟିଟି ଆସିକରି ଧରି ପକାଇଲେ , କିଛି ସମୟ ଯାଏଁ ପଛକୁ ବୁଲି କରି ଟିଟି ଆସିବାର ଅପେକ୍ଷା କରିଥିଲା ,

ବୋଧେ ଭାବୁଥିଲା କି ଟିକିଏ ବହୁତ ପଇସା ଦେଇକରି କାମ ନିପଟାଇଦେବ , ଦେଖିକରି ଲାଗୁଥିଲା କି ଜେନେରାଲ୍ ଡବାରେ ଚଢିପାରିବ ନାହିଁ ଏଥିପାଇଁ ଏଠି ଆସି ବସିପଡିଛି , ବୋଧେ ଅଧିକା ଲମ୍ବା ଯାତ୍ରା ଯିବାକୁ ପଡିବନି ତାକୁ । ସାମ୍ନାର ତାର କୋଳରେ ଏକ ଛୋଟ ବ୍ୟାଗ୍ ଦେଖାଯାଉଥିଲା , ମୁଁ ବହୁତ ସମୟ ଅପେକ୍ଷା କରିଥିଲି କି ତାହାର ପଛପଟୁ ଦେଖିବାପାଇଁ କିନ୍ତୁ ଚେହେରା ଦେଖିପାରିଲି ନାହିଁ , ତାପରେ ଟିକିଏ ସମୟ ପରେ କବାଟରେ ହାତ ବାଜିଗଲା , ଓ ମୁଁ ପୁଣି ଆଉଥରେ ଫୋନରେ ଫିଲ୍ମ ଦେଖିବାକୁ ଲାଗିଲି, ପ୍ରାୟ ଏକ ଘଣ୍ଟା ପରେ ଟିଟି ଆସିଲା , ଓ ତାକୁ ଉଠାଇଲା , ଟିଟି କହିଲା କୁଆଡେ ଯିବାକୁ ଅଛି ଝିଅ , ତେବେ ସେ କହିଲା ମୋତେ ଦୋସାଯାଏଁ ଯିବାର ଅହି , ତେବେ ଟିଟି କହିଲା ଟିକେଟ୍ ଅଛି , ସେ କହିଲା ନାହିଁ ଅଙ୍କଲ୍ , ମୋର ପାଖରେ ଜେନେରାଲ୍ ଟିକେଟ୍ ଅଛି, ମୁଁ ସେଠାରେ ଚଢିପାରିଲି ନାହିଁ , ସେଥିପାଇଁ ଏଠାରେ ବସିଗଲି ,

ତେବେ ଟିଟି କହିଲା ଠିକ୍ ଅଛି ୩୦୦ ଟଙ୍କା ବାହାର କର , ପେନାଲିଟି ଲାଗିବ , ସେ ସକଡ୍ ହୋଇଗଲା କହିଲା ମୋର ପାଖରେ ୧୦୦ ଟଙ୍କା ହିଁ ଅଛି, ଟିଟି କହିଲା ଏହା ଭୁଲ୍ ଅଟେ, ତୁମକୁ ଜୋରିମାନା ତ ଦେବାକୁ ହେବ , ତାପରେ ସେ କହିଲା ଅଙ୍କଲ୍ ମୁଁ ଆର ଷ୍ଟେସନରେ ଓହ୍ଲାଇପଡିବି , ମୋର ପାଖରେ ସତରେ ପଇସା ନାହିଁ , କିଛି ଅସୁବିଧା ଆସିଲା ସେଥିପାଇଁ ତରତର ହୋଇବାହାରି ଆସିଲି, ଓ ପାଖରେ ମୋର ଅଧିକା ପଇସା ରଖିପାରିଲିନାହିଁ , ଏହା କହି କରି ଝିଅଟି କାନ୍ଦିବାକୁ ଲାଗିଲା , ଓ ଟିଟି ତାକୁ କ୍ଷମା ଦେଲା ଓ ଦୋସା ଯାଏଁ ଯିବାପାଇଁ ଅନୁମତି ଦେଲା , କିନ୍ତୁ ୧୦୦ ଟଙ୍କା ଜୋରିମାନା ସେ ଦେଲା , ଟିଟି ଯିବାପରେ ସେ ଏପଟସେପଟ ଦେଖିଲା କି ତାକୁ କେହି ଦେଖୁନାହାନ୍ତି ତ , ୨-୪ ମିନିଟ୍ ପରେ ସେ କାହାକୁ ଫୋନ୍ ଲଗାଇଲା , ଓ ସେ କହିଲା ମୋର ପାଖରେ କିଛି ବି ପଇସା ନାହିଁ , ରେବାଡି ଷ୍ଟେସନରେ କିଛି ଯୋଗାଡ କରି ପଇସା ପଠାଇଦିଅ , ନହେଲେ ମୁଁ ଗାଁକୁ ଯାଇପାରିବି ନାହିଁ ,

ମୋର ମନରେ ଏକ ଅଲଗା ଭାବନା ଆସିଲା , ମନ କରୁଥିଲା ତାକୁ ପଇସା ଦେଇଦେବିଉ, ଓ କହିଦେବି କି ଚିନ୍ତା କରନ୍ତୁ ନାହୀଁ ଓ କାନ୍ଦିବା ବନ୍ଦ କରିଦିଅନ୍ତୁ , କିନ୍ତୁ ଏକ ଅଜଣା ଝିଅ ଏହି ପରି ଭାବିବା ଠିକ୍ ନଥିଲା , ଯେବେ ମୁଁ ତାକୁ ଦେଖୁଥିଲି ମୋତେ ଲାଗିଲା କି ସେ ସକାଳୁ କିଛି ଖାଇନି , ଓ ଏବେ ବି ତାର ପାଖରେ ପଇସା ବି ନାହିଁ , କିଛି ସମୟ ପରେ ଭାବିଲି କି ମୁଁ ଅଲଗା ଉପାୟରେ ସାହାଯ୍ୟ କରିପାରିବି , ତାପରେ ମୁଁ ଏକ ପେପରରେ ନୋଟ୍ ଲେଖିଲି, ବହୁତ ସମୟ ହେଲା ଆପଣଙ୍କୁ ଚିନ୍ତିତ୍ ହେବାର ଦେଖୁଛି, ଜାଣିଛି କି ଆପଣ ଏକ ଅଜଣା ପୁଅ ଏହି ପରି ଚିଠି ଲେଖିବା ଭୁଲ୍ ଲାଗିବ । କିନ୍ତୁ ଆପଣଙ୍କୁ ଏହିପରି ଅବସ୍ଥାରେ ଦେଖି ମୁଁ ଚିନ୍ତିତ ହୋଇଯାଉଛି । ଏଥିପାଇଁ ମୁଁ ୫୦୦ ଟଙ୍କା ଦେଉଛି , ତୁମକୁ କୌଣସି ଦୟା  ନ ଲାଗିବ ସେଥିପାଇଁ ଠିକଣା ଲେଖିଦେଉଛି,

ଯେବେ ଠିକ୍ ଲାଗିବ ଏହି ଠିକଣାରେ ପଇସା ପଠାଇପାରିବେ , ସେମିତି ମୁଁ ଚାହୁଁନି କି ପଇସା ଫେରାଇଦେବ , ଯଦି କେବେ ବି ସାହାଯ୍ୟ ଦରକାର ତେବେ ତାର ସାହାଯ୍ୟ କରିନେବ , ଓ ବୁଝି ନେବ କି ଆପଣଙ୍କ ପଇସା ରିଟର୍ଣ୍ଣ କରିଦେଲେ , ଜଣେ ଅଜନବୀ ସାଙ୍ଗ । ଓ ତାପରେ ଗୋଟେ ଚାହା ବାଲାକୁ କହିଲି ଏହି ୫୦୦ ଟଙ୍କା ସେହି ଝିଅକୁ ଦେଇଦେବ ,ଓ କହିବ ମୋର ନାଁ କି ମୁଁ ଦେଇଛି , ଚିଠି ପାଇବାପରେ ସେ ଏପଟ ସେପଟ ଦେଖିଲା , ସେ ଭାବିଲା କି ବୋଧେ ତାକୁ ଯିଏ ସାହାଯ୍ୟ କରିଛି ସେ ବୋଧେ ଦେଖୁଛି , କିନ୍ତୁ ମୁଁ ଲେଟର ପଠାଇବାପରେ ଆଉଥରେ ଫୋନ୍ ରେ ବ୍ୟସ୍ତ ରହିଗଲି ,

ଟିକିଏ ସମୟ ପରେ ମୁଁ ଦେଖିଲି କି ସେ ଖୁସି ଅଛି , ବୋଧେ ଟିକିଏ ଆଶ୍ୱସ୍ତି ପାଇଲେ , ଓ ଚେହେରା ହସ ହସ ଲାଗୁଥିଲା , ବହୁତ ସମୟ ପରେ ଏକ ଅଜଣା ସାହାଯ୍ୟ କାରଣରୁ ସେ ହସିଲେ , ତାଙ୍କର ହସ ତାଙ୍କର ଆଖିରୁ ଜଣା ପଡୁଥିଲା , ମୁଁ ଖାଲି ଲୁଚି ଲୁଚି ଦେଖୁଥିଲି, ତାପରେ ଦୋସା ଆସିଗଲା , ଓ ସେ ଓହ୍ଲାଇପଡିଲା , ଗେଟ୍ ଆଡକୁ ଆଗକୁ ବଢିଲା , ଓ ଶେଷ ଥର ମୁଁ ତାକୁ ଦେଖିପାରିବି ମୁଁ ଦେଖିଲି ତାର ସିଟ୍ ତଳେ ଦେଖିଲି ଏକ ଚିଠି ଅଛି, ଓ ସେହି ଲେଟର୍ ଖୋଲି ଦେଖିଲି କି ସେଥିରେ ଲେଖାଥିଲା,  ଥ୍ୟାଙ୍କୁ ସୋ ମଚ୍ ମୋର ଅଜଣା ସାଥି । ମୁଁ ଆପଣଙ୍କ ଏହି ସାହାଯ୍ୟ କେବେ ଭୁଲିବି ନାହିଁ , ଆଜି ମୋର ବାପାଙ୍କର ନିଧନ ହୋଇଗଲା , ଘରେ ମୋର ଛଡା ଆଉ କେହି ନାହାନ୍ତି ସେଥିପାଇଁ ତରତର ହୋଇ ଘରକୁ ଯାଉଛି, ତାଙ୍କର ରୋଗାକ୍ରାନ୍ତ ସମୟରେ ମୃତ୍ୟୁ ହୋଇଥିଲା ,

ଏଥିପାଈଁ ଅଧିକା ସମୟ ଘରେ ରଖାଯାଇପାରିଲା ନାହିଁ , ଆଜି ଆପଣଙ୍କ ଏହି ପଇସାରେ ମୁଁ ମୋର ବାପାଙ୍କୁ ଶ୍ମଶାନ ନେବାରେ ପୂର୍ବରୁ ପ୍ରଥମେ ଦେଖିପାରିବି , ଆଜି ମୁଁ ଆପଣଙ୍କ ନିକଟରେ ରୁଣି , ଆପଣ ଭୁଲି ଯିବେ କି କାହାକୁ ସାହାଯ୍ୟ କରିଥିଲେ,  କିନ୍ତୁ ମୁଁ କେବେ ଭୁଲିବି ନାହିଁ , ମୁଁ ଆପଣଙ୍କ ପଇସା ଜଲଦି ହିଁ ଫେରାଇଦେବି । ମୁଁ ତ ସତରେ ତାକୁ ଭୁଲିଯାଈଥିଲି, କିନ୍ତୁ ଲାଷ୍ଟ ୱିକ୍ ଏକ ବର୍ଷ ପରେ ତାର ଚିଠି ଆସିଲା , ଓ ସେଥିରେ ଲେଖାଥିଲା କି ଆପଣଙ୍କ କରଜ ଦେବାକୁ ଚାହୁଁଛି, କିନ୍ତୁ ଏହି ଲେଟର ଜରିଆରେ ନୁହେଁ ବରଂ ଦେଖାକରି , ତଳେ ଦିଆଯାଇଥିବା ଠିକଣା ଲେଖା ହୋଇଥିଲା , ଓ ପରିଶେଷରେ ଲେଖା ହୋଇଥିଲା କି ଅଜନବୀ ହମସଫର୍ , ତାପରେ ଦୁହେଁ ଏକାଠି ଦେଖାହେଲେ ଓ ଏବେ ଦୁହେଁ ସ୍ୱାମୀ-ସ୍ତ୍ରୀ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *