November 22, 2024

Odia Express

Here, There and Everywhere

ସବୁଠୁ ବଡ ଖବର – ଏହି ବଡ କ୍ରିକେଟ ଖେଳାଳୀ ହେଲେ ଗଭର୍ଣ୍ଣର୍ , ଜାଣନ୍ତୁ କିପରି ଓ କିଏ ସେ ମହାନ ଖେଳାଳୀ…

ଶ୍ରୀଲଙ୍କାର ସ୍ପିନର୍ ମୁଥୈୟା ମୁରଲୀଧରନ୍ ନିଜ ଜୀବନର ଦ୍ୱିତୀୟ ପାରି ଖେଳିବାକୁ ଯାଉଛନ୍ତି , ସେ ଶ୍ରୀଲଙ୍କାର ତାମିଲ୍ ବହସଂଖ୍ୟକ ପ୍ରାନ୍ତର ଉତ୍ତରି ପ୍ରାନ୍ତର ଗଭର୍ଣ୍ଣର ହୋଇଛନ୍ତି , ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେ ତାଙ୍କୁ ନିଜ ତରଫରୁ ଏହି ପଦ ପାଇଁ ସ୍ୱୀକାର କରିବାପାଇଁ ଅଫର୍ ଦେଇଥିଲେ । ମୁରଲୀଧରନ୍ କ୍ରିକେଟ୍ ରେ ବହୁତ ନାଁ କମାଇଛନ୍ତି , ଏବେ ତାଙ୍କୁ ରାଜନୀତିରେ ନିଜ ନୁଆ ପାରି ଆରମ୍ଭ କରିବାର ଅଛି  ।କହିଦେବୁ କି ମୁଥୈୟା ମୁରଲୀଧରନ୍ ଙ୍କ ନାଁ ଟେଷ୍ଟ କ୍ରିକେଟ୍ ରେ ସବୁଠାରୁ ଅଧିକା ୱିକେଟ୍ ନେବାରେ ଅଛି । ସେ ୧୩୩ଟି ଟେଷ୍ଟ ମ୍ୟାଚ୍ ରେ ୮୦୦ ୱିକେଟ୍ ହାସିଲ୍ କରିଥିଲେ,  ୨୦୧୦ ରେ ସେ ଅନ୍ତରାଷ୍ଟ୍ରିୟ କ୍ରିକେଟ୍ ରୁ ସନ୍ୟାସ ନେଇଯାଇଥିଲେ, ମୁଥୈୟା ମୁରଲିଧରନ୍ ଙ୍କ ଛଡା ଅନୁରାଧା ୟହମପଥ ଓ ତିସ୍ ବିତରଣା ବି ଗଭର୍ଣ୍ଣର ନିଯୁକ୍ତ କରାଯାଇଛି ,

ମୁଥୈୟା ମୁରଲୀଧରନ୍ ୧୯୯୨ ରେ ଟେଷ୍ଟ କ୍ରିକେଟ୍ ରୁ ଡେବ୍ୟୁ କରିଥିଲେ,  ସେ ଡେବ୍ୟୁ ମ୍ୟା ଚ୍ ରେ ୩ ଟି ୱିକେଟ୍ ହାସିଲ୍ କରିଥିଲେ,  କିନ୍ତୁ ଦେଖୁ ଦେଖୁ ସେ ବିଶ୍ୱର ସଫଳତମ ସ୍ପିନର୍ ହୋଇଗଲେ , ମୁରଲୀଧରନ୍ ନିଜ ଶେଷ ଟେଷ୍ଟ ମ୍ୟାଚ୍ ୨୦୧୦ ରେ ଭାରତରେ ଖେଳୀଥିଲେ , ଟେଷ୍ଟ କ୍ରିକେଟ୍ ରୁ ସନ୍ୟାସ ନେବା ପରେ ସେ ନିଜର ସାରା ଧ୍ୟାନ ୱାନ୍ ଡେ କ୍ରିକେଟ୍ ରେ ଲଗାଇଦେଲେ , ମୁଥୈୟା ମୁରଲୀଧରନ୍ ଶେଷ ୱାନ୍ ଡେ ଭାରତ ବିରୁଦ୍ଧରେ ୨୦୧୧ ରେ ଖେଳିଥିଲେ,  ଯାହା ବିଶ୍ୱକପ୍ ଫାଇନାଲ୍ ମୁକାବଲା ଥିଲା , ସେହି ମ୍ୟାଚ୍ ରେ ଶ୍ରୀଲଙ୍କାକୁ ହାରିଯାଇଥିଲା , ଓ ପରାଜୟର ସାମ୍ନା କରିବାକୁ ପଡୀଥିଲା ।

Leave a Reply

Your email address will not be published. Required fields are marked *