ସୀତାଙ୍କୁ ବଂଚେଇବା ପାଇଁ ଯାଇକି ଜଟାୟୁଙ୍କ ପର କଟିଯିବାପରେ ମଧ୍ୟ କଣ ପାଇଁ କାନ୍ଦିନଥିଲେ ଭଗବାନ ଶ୍ରୀ ରାମ , ଜାଣନ୍ତୁ ଏହାର କାରଣ…
ଛୁଆବେଳେ ଆମେ ସମସ୍ତେ ରାମାୟଣ ପାଠ କରିଥିବ , ଓ ବହୁତଥର ଟିଭିରେ ବି ଦେଖିଛେ , କିନ୍ତୁ ଏହି ରାମାୟଣରେ କିଛି ଏପରି ରହସ୍ୟ ଅଛି ଯାହା ବିଷୟରେ ଆମେ ଜାଣିନାହୁଁ , ରାମାୟଣ ଦେଖିବାପରେ ଆମେ ଲୋକଙ୍କୁ କହିବାକୁ ଲାଗିଥାଉ କି ଆମେ ଦେଖିଛୁ , କିନ୍ତୁ ଯେବେ ଏହା ବିଷୟରେ କିଛି ପ୍ରଶ୍ନ ପଚାରାଯାଏ ତେବେ ଆମ ପାଟି ବନ୍ଦ ହୋଈଯାଏ । ରାମାୟଣରେ ଯେତେ ଅଧିକା ବୁଝିବାକୁ ଚେଷ୍ଟା କରିବେ ତେବେ ଅଧିକା ସେହି ବିଷୟରେ କିଛି ବୁଝାପଡୀବ ନାହିଁ , ରାମାୟଣରେ ମାତା ସୀତାଙ୍କ ଉପରେ ରାବଣର କୁଦୃଷ୍ଟି ନଜର ଆସିଗଲା , ତେବେ ସେ ହାସିଲ୍ କରିବାପାଇଁ ଛଳର ପ୍ରୟୋଗ କଲେ ପରିଶେଷରେ ଛଳ ସଫଳ ହେଲା , ଯେବେ ରାବଣ ମା ସୀତାଙ୍କୁ ହରଣ କରି ନେଇଗଲା ତେବେ ସେ ଆକାଶରେ ଯାଉଥିଲା , ତେବେ ରାସ୍ତାରେ ଜଟାୟୁ ନାମକ ପକ୍ଷୀ ତାଙ୍କୁ ରୋକିବାକୁ ଚାହିଁଲା ।
ମାତା ସୀତାଙ୍କ କଷ୍ଟ ଶୁଣିକରି ଜଟାୟୁ ରାବଣ ଆଗରେ ଆସି ଠିଆ ହୋଇଗଲା । ସେ ମାତା ସୀତାଙ୍କୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲା କିନ୍ତୁ ରାବଣ ପରି ଯୋଦ୍ଧା ଆଗରେ କିପରି ସେ ରହିପାରିଥାନ୍ତା , ରାବଣ ଓ ଜଟାୟୁ ମଧ୍ୟରେ ହୋଇଥିବା ଲଢେଇ ଦ୍ୱାରା ଜଟାୟୁଙ୍କର ପର ଦୁଇଟି କଟିଯାଇଥିଲା , ଯାହା ଦ୍ୱାରା ସେ ତଳେ ଆସି ପଡିଗଲେ , ଅନ୍ୟ ପଟେ ବନରେ ଭଗବାନ ରାମ ନିଜ ଛୋଟ ଭାଇ ଲକ୍ଷ୍ମଣଙ୍କ ସାଥିରେ ଜଙ୍ଗଲରେ ସୀତାଙ୍କୁ ଖୋଜୁଥିଲେ, ଆଗକୁ ଯାଇକରିରାମଙ୍କୁ ଜଟାୟୁଙ୍କ ଚିତ୍କାର ଆସିଥାଏ , ତେବେ ସେ ପାଖକୁ ଯାଈକରି ଦେଖନ୍ତି କି ଜଟାୟୁ ପୀଡାରେ ଚିତ୍କାର କରୁଛନ୍ତି ।
ଜଟାୟୁର କଷ୍ଟ ଦେଖିକରି ଭଗବାନ ରାମଙ୍କ ମନ ତରଳିଯାଏ , ଓ ତାଙ୍କ ହୃଦୟରେ ଅଶ୍ରୁର ଧାରା ବହିଯାଇଥାଏ , କିନ୍ତୁ ସେ ନିଜ ଭକ୍ତର ଏପରି ହାଲତ ଦେଖିକରି କାନ୍ଦନ୍ତି ନାହିଁ , ଭଗବାନ ନିଜ ହୃଦୟରେ ଏହି ପରି ଆଖିରେ ଲୁହକୁ ଚାପି ରଖନ୍ତି , ଏହା କାରଣ ସେ ଜାଣିଥିଲେ କି ତାଙ୍କ ଆଖିରେ ଗୋଟିଏ ବି ଲୁହ ଠୋପା ପଡିନଥିଲା, ଏମିତିରେ ଯଦି ସେ ଲୁହର ଠୋପା ଗୋଟେ ବୁନ୍ଦା ଜଟାୟୁର ଘାରେ ପଡିଥାନ୍ତା ତେବେ ସେ ଆହୁରି କଷ୍ଟ ଭୋଗିଥାନ୍ତା , ଆପଣ ତ ଶୁଣିଥିବେ ଯେବେ କେଉଁଠି କଟିଯାଏ ତେବେ ତା ଉପରେ ଲୁଣ ପକାଇବା ଠିକ୍ ନୁହେଁ , ଓ ଘା ଅଧିକା କଷ୍ଟ ଲାଗିଥାଏ ।
ଭଗବାନ ରାମ ଚାହୁଁନଥିଲେ କି ତାଙ୍କ ଭକ୍ତଙ୍କୁ କେଉଁ ପ୍ରକାରର ପୀଡା ହେଉ , ସେ ନିଜ ଆଖିର ସବୁ ପାଣି ହୃଦୟରେ ରଖିନେଲେ , ଜଟାୟୁର ଏପରି ଦଶା ଦେଖାଯାଉନଥିଲା , ଜଟାୟୁକୁ ସତଭାବନା ଦେଇକରି କହିଲେ କି ତୁମର ମୃତ୍ୟୁର ବଦଲା ମୁଁ ରାବଣ ଠାରୁ ନେବି , ଏହାପରେ ଜଟାୟୁ ଭଗବାନ ରାମଙ୍କୁ ସୀତାଙ୍କ ହରଣ ବିଷୟରେ ସବୁ କାହାଣି ଶୁଣାଇଥିଲେ, ଓ କହିଲେ କି ଏବେ ତାଙ୍କର ସମୟ ହୋଇସାରିଛି କି ସେ ନିଜ ଭାଇ ଓ ଭଗବାନ ରାମଙ୍କ ବାପା ରାଜା ଦଶରଥଙ୍କ ସହ ଦେଖାକରିବେ , ଏହା ଶୁଣି ଭଗବାନ କହନ୍ତି କି ଯେବେ ଆପଣ ପରଲୋକ ଯିବ ତେବେ ବାପାଙ୍କୁ ସୀତାଙ୍କ ସୀତା ହରଣର ସବୁ କଥା କହିଲେ ଯାହା ଦ୍ୱାରା ରାବଣ ପରଲୋକ ଆସିଲେ ତାଙ୍କ ଚରଣରୁ ପଡିକରି ଭୁଲ୍ ମାଗିବେ ।