ଚେହେରାର ରଙ୍ଗକୁ ବଢାଇବାକୁ ହେଲେ ଆଳୁର ଏହି ପରି କରନ୍ତୁ ପ୍ରୟୋଗ , ଦେଖିବେ ଚେହେରାରେ ଚମକ ଆସିଯିବ…
1 min readଏହି ଉତ୍ସବ ଦିନରେ ନିଜ ଚେହେରାର ରଙ୍ଗକୁ ବଢାଇବାକୁ ହେଲେ କରନ୍ତୁ ଆଳୁର ପ୍ରୟୋଗ , ତ୍ୱଚା କିମ୍ବା ଶରୀରରେ ଯୋଡି ହୋଇଥିବା ସବୁ ସମସ୍ୟାକୁ ଦୂର କରିବାକୁ କସମେଟିକ୍ ସ୍ଥାନରେ ଯଦି ପ୍ରାକୃତିକ ଜିନିଷର ପ୍ରୟୋଗ କରାଯାଏ ତେବେ ଅଧିକା ଲାଭକାରୀ ହୋଇଥାଏ , ଅଧିକା ପଇସା ବି ଖର୍ଚ୍ଚ କରିବାକୁ ପଡିନଥାଏ , ଚେହେରାରେ ଚମକ ଆଣିବାପାଇଁ ଆପଣ ବହୁତ ଘରୋଇ ତରିକା କଥା ଶୁଣିଥିବେ , କିନ୍ତୁ କେବେ ଆପଣ ଆଳୁର ଜାଦୁ ବିଷୟରେ ଶୁଣିଛନ୍ତି ।ଧ୍ୟାନ ଦେବାକୁ ଅଛି କି ଏହା ଏକ ପରିବା ଅଟେ ବୋଧେ କାହାକୁ ପସନ୍ଦ ଆସିନପାରେ , ସେ ଶାକାହାରୀ କିମ୍ବା ମାଂସାହାରୀ ହୁଅନ୍ତୁ , ଏହାର ସ୍ୱାଦ ସମସ୍ତଙ୍କୁ ଭଲ ଲାଗେ ,
ଆଳୁର ସ୍ୱାଦ ଯେତେ ଭଲ ହୋଇଥାଏ , ଏହାର ଫାଇଦା ବି ସେତିକି ଅଛି , ଏହା ନା କେବଳ ଖାଇବାରେ ବରଂ ବ୍ୟୁଟି ଟ୍ରିଟ୍ ମେଣ୍ଟ ପାଇଁ ପ୍ରୟୋଗ ହୋଇଥାଏ , ଚେହେରାରେ ଏକ୍ସନେ କିମ୍ବା ସନବର୍ଣ୍ଣ୍ କାରଣରୁ ଦାଗ ଓ ଆଖିର ତଳ ପତା କଳା ପଡିବା ଆଦିକୁ ଆଳୁ ଦ୍ୱାରା ହଟାଯାଇପାରିବ , ଆଳୁର ରସକୁ ଆଖିର ଆଖପାଖରେ ଲଗାଇଲେ ଏହା ଫୁଲାକୁ କମ୍ କରିଦିଏ ।ଏହା ସ୍କିନ୍ ରେ ସେହି ସମୟରେ କରୁଥିବା ବେଳେ ଧ୍ୟାନ ଦେବେ କି ଆଳୁରେ ବ୍ଲିଚିଙ୍ଗ୍ ସ୍କିନ୍ ଲାଇନିଙ୍ଗ୍ ପ୍ରୋପଟିଜ୍ ହୋଇଥାଏ , ଓ ଏହା ଚେହେରାରେ ଥିବା ଦାଗକୁ ଶେଷ କରିବାପଇଁ ବହୁତ ଅଧିକା ପ୍ରଭାବଶାଳୀ ଅଟେ ,
ଗୋଟେ ଆଳୁକୁ ନେଇ ଚେହେରାରେ ଭଲ ଭାବେ ରଗଡନ୍ତୁ , କିଛି ଦିନ ପାଇଁ ସବୁଦିନ ଲଗାନ୍ତୁ , ଏହା ଦ୍ୱାରା ଟୋନିଙ୍ଗ୍ କିମ୍ବା ଅନ୍ୟ ପ୍ରକାରର ଦାଗରୁ ମୁକ୍ତି ମିଳିପାରିବ , ଡାର୍କ ସର୍କଲ ପାଇଁ ଆପଣ ଆଳୁର ଖଣ୍ତକୁ ମୋଟା ମୋଟା ଆକାରରେ କାଟିଦିଅନ୍ତୁ , ଏହାକୁ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ଆଖିରେ ରଖନ୍ତୁ , ଏହାକୁ ସପ୍ତାହରେ ୨-୩ ଥର ଦୋହରାନ୍ତୁ , ଆଳୁ ଦ୍ୱାରା ଚେହେରାରେ ରଙ୍ଗତ ଆହୁରି ଉଜ୍ଜଳ କରିଥାଏ , କିଛି ଦିନ ପର୍ଯ୍ୟନ୍ତ ସବୁଦିନ ଶୋଇବା ପୂର୍ବରୁ ଚେହେରା ଧୋଇକରି ଏହାର ରସ ଲଗାନ୍ତୁ , ସୁଖିଲା ପରେ ଏହାକୁ ଧୋଇଦିଅନ୍ତୁ , ଭଲ ରେଜଲ୍ଟ ପାଇଁ ରସ ସହ କଞ୍ଚା କ୍ଷୀର ମିଶାଇକରି ଲଗାନ୍ତୁ ।