November 16, 2024

Odia Express

Here, There and Everywhere

ନିଜ ଠାରୁ କମ୍ ସୁନ୍ଦର ଥିବା ବ୍ୟକ୍ତିଙ୍କୁ ବିବାହ କରିଲେ ଏହି ଖାସ୍ ଫାଇଦା ମିଳିଥାଏ, ଜୀବନ ସାରା ବହୁତ ସୁଖୀ ହୋଇଥାନ୍ତି…

ବିବାହ କରିବା ଜୀବନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଫଇସଲା ହୋଇଥାଏ , ଏହି ବାଟରେ ଆପଣଙ୍କ ଲାଇଫ୍ ପୂରା ଭାବେ ବଦଳିଯାଇଥାଏ , ଏଥିପାଇଁ ଜରୁରୀ ହୋଇଥାଏ କି ଆପଣ ନିଜେ ପାଇଁ ଏକ ଭଲ ଉପଯୁକ୍ତ ପାର୍ଟନର ବାଛିନିଅନ୍ତୁ , ସାଧାରଣତଃ ଦେଖାଯାଏ କି ଲୋକେ ଚେହେରା ଦେଖି ପାର୍ଟନର ବାଛିଥାନ୍ତି , ମନର ସୁନ୍ଦରତା ଓ ବ୍ୟବହାର ଉପରେ କେହି ଆକ୍ଷେପ କରନ୍ତି ନାହିଁ , ଆପଣଙ୍କ ଏହି ଭାବନା ରଖିଲେ ଏହା ଆପଣଙ୍କ ପାଇଁ କ୍ଷତିସାଧନ ହୋଇପାରେ , ଯଦି ଆପଣ ନିଜଠୁ ଅଧିକା ଭଲ ଓ ସୁନ୍ଦର୍ ପାର୍ଟନର ବାଛୁଛନ୍ତି ତେବେ ବହୁତ କ୍ଷତି ଅଛି , ସେମିତି କମ୍ ସୁନ୍ଦର ଜୀବନସାଥୀ ସିଲେକ୍ଟକରିବାରେ ବହୁତ ଫାଇଦା ଅଛି ।

୧) ଯେବେ ଆପଣଙ୍କ ଜୀବନସାଥୀ କିମ୍ବା ଜୀବନସଙ୍ଗିନୀ କମ୍ ସୁନ୍ଦର ହୋଇଥାଏ , ତେବେ ସେ ଆପଣଙ୍କୁ ସଚ୍ଚା ପ୍ରେମ କରିଥାଏ , ଓ ଆପଣଙ୍କୁ ସମ୍ମାନ କରେ , ତାର ବ୍ୟବହାରରେ ବହୁତ ମିଠାପଣ ଥାଏ , ଓ କେବେ ବି ଆପଣଙ୍କୁ ଅହଂକାର ଦେଖାଏ ନାହିଁ , ସେମିତି ସୁନ୍ଦର ପାର୍ଟନର ହେଲେ ସେ ଆପଣଙ୍କୁ ଖାତିର୍ କରେ ନାହିଁ , ଓ ନିଜକୁ ସବୁବେଳେ ଉଚ୍ଚ ବୋଲି ମନେ କରେ ।

୨) କମ୍ ସୁନ୍ଦର ସ୍ୱାମୀ କିମ୍ବା ସ୍ତ୍ରୀ ହେଲେ ଆପଣଙ୍କୁ ବାହାଘର ପରେ କେବେ ଧୋକା ଦେଇନଥାଏ , ତାକୁ ଜଣାଥାଏ କି ତାକୁ ସେପରି ପୁଅ କିମ୍ବା ଝିଅ କେବେ ମିଳିପାରିବ ନାହିଁ , ଏଥିପାଇଁ ସେ ଆପଣଙ୍କୁ ଧୋକା ଦେବାରେ ଭାବିନଥାଏ , ଏହାର ବିପରୀତ ଅନ୍ୟ କାହାକୁ ଲାଇନ୍ ମାରେ ନାହିଁ , ଯଦି ପାର୍ଟନର ସୁନ୍ଦର ଅଛି ତେବେ ତାର ଏହି ଗର୍ବ ଥାଏ କି ବାହାଘର ଭାଙ୍ଗିଗଲେ ଆଉ କେହି ମିଳିଯିବେ ।

୩) କମ୍ ସୁନ୍ଦର ଥିବା ପାର୍ଟନର କେବେ ସନ୍ଦେହୀ ହୋଇନଥାଏ, ସେ ସବୁବେଳେ ଚାହେଁ କି ତାର ଜୀବନସାଥୀ ଭଲ ହେଇଇଥିଲେ ସେ ସବୁବେଳେ ଚିନ୍ତା କରିଥାଏ କି ମୋର ସ୍ୱାମୀ କିମ୍ବା ସ୍ତ୍ରୀ କାହାର ଖରାପ ଦୃଷ୍ଟିରେ ଆସୁଛି କି କଣ , ତାର ସବୁ ଧ୍ୟାନ ସବୁବେଳେ ପାର୍ଟନର ଆଡକୁ କେନ୍ଦ୍ରୀତ ରୁହେ , ଏଥିପାଇଁ କମ୍ ସୁନ୍ଦର ପାର୍ଟନର ସବୁବେଳେ ଭଲ ହୋଇଥାଏ ।

ଏହା ହେଲା ତିନୋଟି ପ୍ରମୁଖ କାରଣ ଯାହାକି ଆପଣଙ୍କୁ ସବୁବେଳେ କମ୍ ସେ କମ୍ ସୁନ୍ଦର ଥିବା ପାର୍ଟନର ବାଛିନେବା ଉଚିତ୍ , ବାହାଘରର କିଛି ମାସ ପାଇଁ ବାହାର ସୌନ୍ଦର୍ଯ୍ୟ ମାଇନା ରଖିଥାଏ , ଯେବେ କି ମନର ସୁନ୍ଦରତା କାମ କରେ , ଏକ ମଣିଷର ବ୍ୟବହାର କିପରି ଅଛି , ଏହା ବହୁତ ମାଇନା ରଖେ , ଖାସକରି ଯେବେ ଆପଣଙ୍କୁ ତାହା ସହ ଏକ ଛାତ ତଳେ ସବୁ ଜୀବନସାରା କଟାଇବାକୁ ପଡିଥାଏ , ଏହି ଉଦାହରଣ ବୁଝାଯାଇପାରିବ କି ଯେବେ ଆପଣଙ୍କ କାହାକୁ ବନ୍ଧୁ ବନାଉଛନ୍ତି ତେବେ ତାକୁ ନଜର ପକାଇବେ କି କେବେ ତାର ସୁନ୍ଦରତାକୁ ନେଇ ଲୋଭ କରିବେ ନାହିଁ ,

Leave a Reply

Your email address will not be published. Required fields are marked *