ଅଯୋଧ୍ୟାର ଗାଇ ଏବେ “କୋଟ୍” ପିନ୍ଧିକରି ବୁଲିବେ , କାରଣ ଜାଣିଲେ ହୃଦୟରୁ ସଲାମ କରିବେ – ନିଶ୍ଚୟ ଜାଣିରଖନ୍ତୁ..
1 min readଏବେ କିଛି ଦିନ ହେବ ଅଯୋଧ୍ୟା ବିବାଦକୁ ନେଇ ସୁପ୍ରିମକୋର୍ଟ ଅନ୍ତିମ ଫଇସଲା ଶୁଣାଇସାରିଛନ୍ତି , ଏହି ଫଇସଲା ପରେ ଏବେ ଅଯୋଧ୍ୟା ଭୁମିରେ ରାମ ମନ୍ଦିର କାର୍ଯ୍ୟ ନିର୍ମାଣ ଆରମ୍ଭ ହୋଇସାରିଛି , ଏମିତିରେ ରାମ ଭକ୍ତମାନଙ୍କର ଖୁସି ଡବଲ୍ ହୋଇଯାଇଛି । ସେମିତି ଅଯୋଧ୍ୟାରେ ଲୋକଙ୍କ ସହ ଏଠାରେ ଗାଇମାନଙ୍କୁ ବହୁତ ଜଲଦି ଭଲ ହେବାକୁ ଯାଉଛି , ଆପଣ ଏହା ବି କହି ପାରିବେ କି ଗାଇଙ୍କ ଭଲ ଦିନ ଆରମ୍ଭ ହେବାକୁ ଯାଉଛି , ତାଜା ଖବରର ଅନୁସାରେ ଜଲଦି ହିଁ ଅଯୋଧ୍ୟାରେ ଗାଇମାନଙ୍କ ପାଇଁ ଗାଇମାନଙ୍କର କୋଟ୍ ତିଆରି ହେବାକୁ ଯାଉଛି , ମତଲବ ଏହା ନୁହେଁ କି ଗାଇମାନଙ୍କ ପାଇଁ ସବୁ ବନାହୋଇଛି । ତାଙ୍କୁ ଏହି ଗାଇମାନଙ୍କର କୋଟ୍ ପିନ୍ଧାହେବାର ଅଛି ।
ଆପଣଙ୍କୁ କହିଦେବୁ କି ଅଯୋଧ୍ୟାରେ ବୈସିଂହ ସ୍ଥିତ ଗୌଶାଳାରେ ପ୍ରାୟ ୧୨୦୦ ଗାଇ ଅଛନ୍ତି । ସବୁ ଗାଇମାନଙ୍କ ପାଇଁ ଖାସ୍ କୋଟ୍ ଆସୁଛି , ଏହି ପ୍ରକିୟା କିଛି ଖାସ୍ ଚରଣରେ ପୁରା ହେବ , ମାନେ ସବୁଠାରୁ ପ୍ରଥମେ ୧୦୦ କାଉ କୋଟ୍ ଗାଇଙ୍କ ଓ ବାଛୁରୀପାଇଁ ତିଆରି ହୋଇଆସିବ , ଏହାପରେ ବାକି ଗାଇଙ୍କୁ ଏହି ସୁବିଧା ମିଳିପାରିବ , ମଜାଦାର୍ କଥା ଏହା କି ନର ଓ ମାତା ଦୁହେଁ ଗାଇଙ୍କ ପାଇଁ ଅଲଗା ଅଲଗା ଡିଜାଇନ୍ ର କୋଟ୍ ତିଆରିହେବ , ଏହି କୋଟ୍ ର ଦାମ୍ ୨୫୦-୩୦୦ ଟଙ୍କା ମଧ୍ୟରେ ରହିବ ।
ଏବେ ଆପଣ ଭାବୁଥିବେ କି ଗାଇ ମାନଙ୍କୁ କୋଟ୍ ର କଣ ଦରକାର , ତେବେ ଏହାର କାରଣ ଆସନ୍ତୁ ଜାଣିନେବା , ଯେପରିକି ଆପଣ ସମସ୍ତେ ଜାଣିଛନ୍ତି କି ଥଣ୍ତାର ସମୟ ଆସିସାରିଛି , ଏମିତିରେ ଆସୁଥିବା ଦିନରେ ଅଧିକା ଜୋର୍ ରେ ଥଣ୍ତା ପଡିବାର ଅଛି , ଏମିତିରେ ଅଯୋଧ୍ୟାରେ ଗାଇଙ୍କୁ ଥଣ୍ତାରୁ ରକ୍ଷା କରିବାପାଇଁ ଖାସ୍ ପ୍ରକାର କୋଟ୍ ତିଆରି କରାଯାଇଛି , ଏହି କୋଟ୍ ପିନ୍ଧିବା ପରେ ଥଣ୍ତାରୁ ରକ୍ଷାପାଇପାରିବେ । ଏହି କାଓ କୋଟ୍ ତିନୋଟି ଲେୟାର୍ ର ତିଆରି ହୋଇଛି , ସବୁଠାରୁ ଉପର ଲେୟାର୍ ରେ ମୁଲାୟମ କପଡ ଲଗାଯିବ , ଏହି ପରି କପଡା ଗାଇକୁ କାଟିବ ନାହିଁ , ଏହାପରେ ଭିତରେ ଫୋମ୍ ଓ ଝୋଟର ଲେୟାର୍ ରହିବ , ଏହା ଦ୍ୱାରା ଗାଇକୁ ଥଣ୍ତା ଲାଗିବ ନାହିଁ , ଓ ଶରୀରରେ ଗର୍ମ ରହିବ , ଏହି କାଓ କୋଟ୍ କିଛି ସାମ୍ପଲ୍ ପ୍ରଥମରୁ ପ୍ରସ୍ତୁତି ହୋଇସାରିଛି ।
ଅଯୋଧ୍ୟା ନଗର ନିଗମ ଦ୍ୱାରା ଉଠାଯାଇଥିବା ଏହି ପଦକ୍ଷେପ ସତରେ ପ୍ରଶଂସନୀୟ ଅଟେ , ଆଜିର ଜମାନାରେ କେଉଁ ପଶୁ ବିଷୟରେ ଏତେ କିଏ ଭାବେ , ସେପଟେ ସୋସିଆଲ୍ ମିଡିଆରେ ଏହି ପଦକ୍ଷେପକୁ ବହୁତ ପ୍ରଶଂସା କରୁଛନ୍ତି , ଲୋକଙ୍କର କହିବା କଥା କି ଜଲଦି ଏହି ବ୍ୟବସ୍ଥା ପୁରା ଦେଶରେ ହେବା ଦରକାର , ଯେବେ ଥଣ୍ତା ଆସିଥାଏ , ତେବେ ମଣିଷ ଘୋଡାଇ ହୋଇ ରୁହେ , କିନ୍ତୁ ଏହି ନିରିହ ପଶୁଙ୍କର କଣ ହେବ , ସେମାନେ ନିଜର କଷ୍ଟ କାହାରିକୁ ସେୟାର୍ କରିପାରନ୍ତି ନାହିଁ , କେବଳ ଗାଇ ନୁହେଁ ବରଂ ବାକି ପଶୁମାନଙ୍କର୍ ହିତରେ ଆମେ କିଛି କରିବା ଦରକାର , ଏହି କାମରେ ଆପଣ ଯୋଗଦାନ ଦିଅନ୍ତୁ , ନିଜ ଇଲାକାରେ ପଶୁମାନଙ୍କୁ ଥଣ୍ତାରୁ ରକ୍ଷା କରିବାପାଇଁଂ କିଛି କପଡା ଦେଇପାରିବେ , କିମ୍ବା କେଉଁ ଭଲ ଗୁହାଳ ଦେଇପାରିବେ ,