୧୬ ବର୍ଷ ବୟସରେ ବୋହୂ ହେଲେ କାଞ୍ଚି ସିଂ , ଅନସ୍କ୍ରିନ୍ ଭାଇଙ୍କୁ ହିଁ ପ୍ରେମ କରିବସିଥିଲେ ଆଉ ଏବେ ହେଲା ଏପରି…

ଟେଲିଭିଜନ ଦୁନିଆଁରେ କାମ କରୁଥିବା ଅଭିନେତ୍ରୀମାନଙ୍କର ଏବେ ଚାଲିଚଳନ ଆଗ ଅପେକ୍ଷା ଏବେ ବହୁତ୍ ପରିମାଣରେ ବଦଳିଯାଈଛି , ଆଜି କାଲି ଟିଭିର ଅଭିନେତ୍ରୀମାନେ କେଉଁ ବି ମାମଲାରେ ବଲିଉଡ୍ ଅଭିନେତ୍ରୀଙ୍କ ଠାରୁ କମ୍ ନୁହନ୍ତି , ହଁ ଆଜ୍ଞା ଟିଭିର ଅଭିନେତ୍ରୀମାନେ ଲଗାତାର ନିଜ ଲୁକ୍ସ ଉପରେ କାମ କରୁଛନ୍ତି , ଯାହାର କାରଣରୁ ତାଙ୍କର ଲୋକପ୍ରିୟତା ବଢିବାରେ ଲାଗୁଛି , ଟିଭି ଦୁନିଆଁ ଛାଡିଦେଲେ ଏହି ଅଭିନେତ୍ରୀମାନଙ୍କୁ କାମ ମିଳିପାରୁନାହିଁ ସେଥିପାଇଁ ଏମାନେ ନିଜ ଲୁକସକୁ ନେଇ ଚର୍ଚ୍ଚାରେ ରହୁଛନ୍ତି , ଏହି ଭାଗରେ କାଞ୍ଚି ସିଂଙ୍କ ନାଁ ସାମିଲ୍ ଅଛି , କାଞ୍ଚି ସିଂ ଟିଭି ଦୁନିଆଁର ମୋଷ୍ଟ ପପୁଲାର୍ ଅଭିନେତ୍ରୀ ଅଟନ୍ତି , ଏମିତି କାଞ୍ଚି ସିଂ ବହୁତ ସିରିଆଲ୍ ରେ କାମ କରିଛନ୍ତି , କିନ୍ତୁ ତାଙ୍କର୍ ଅସଲ ପରିଚୟ ସିରିଆଲ୍ ୟେ ରିସ୍ତା କ୍ୟା କେହଲାତା ହୈ ରେ ଗାୟୁର ଭୁମିକାରୁ ମିଳିଥିଲା ,
ଗାୟୁର ଭୁମିକା ନିଭାଇବାପରେ ଆଜି କାଲି ସେ ଛୋଟ ପର୍ଦାରୁ ଗାୟବ ହୋଇସାରିଛନ୍ତି , କାଞ୍ଚି ସିଂ ସେମିତି ଅଭିନୟ ଦ୍ୱାରା ଲୋକଙ୍କ ଉପରେ ଅଧିକା ପ୍ରଭାବ ପକାଇପାରିନଥିଲେ କିନ୍ତୁ ନିଜର ସୁନ୍ଦରତା ଦ୍ୱାରା ଲୋକଙ୍କ ହୃଦୟ ଚୋରି କରିବାରେ ମାହିର୍ ହୋଇଥିଲେ , କହିଦେବୁ କି କାଞ୍ଚି ସିଂ ବହୁତଥର ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରୁହନ୍ତି , ଓ ବହୁତ ଫଟୋ ଦ୍ୱାରା ତାଙ୍କର ଭାଇରାଲ୍ ବି ହୋଇଥାଏ । କାଞ୍ଚି ସିଂ ସିରିଆଲ୍ ଔର୍ ପ୍ୟାର୍ ହୋ ଗୟା ରେ ଅଭିନୟ କରିଥିଲେ, ଏହି ସିରିଆଲ୍ ରେ କାଞ୍ଚି ସିଂ ବୋହୂର ଭୁମିକା କରିଥିଲେ , ଓ ସେହି ସମୟରେ ତାଙ୍କର ବୟସ କେବଳ ୧୬ ବର୍ଷର ହିଁ ହୋଇଥିଲା, ୧୬ ବର୍ଷ ବୟସର୍ ବୋହୁ ହୋଇ କାଞ୍ଚି ସିଂ ଲୋକଙ୍କ ହୃଦୟରେ ରାଜ୍ କଲେ , ଓ ସେହି ସମୟରେ ସମସ୍ତେ ଚାହୁଁଥିଲେ କି ସେ ଆମ ଘରର ବୋହୁ ହୋଇଯାଉ , ଏହି ସିରିଆଲ୍ ରେ କାଞ୍ଚି ସିଂଙ୍କ ଛବି ଏକ ଆଦର୍ଶ ଓ ସଂସ୍କାରୀ ବୋହୁ ହିସାବରେ ନଜର୍ ଆସିଥିଲା ।
ସିରିଆଲ୍ ୟେ ରିସ୍ତା କ୍ୟା କେହେଲାତ ହୈ ରେ ଗାୟୁର ଭୁମିକା ନିଭାଇଥିବା କାଞ୍ଚି ସିଂଙ୍କୁ ରୋହନ୍ ମେହେରାଙ୍କ ସହ ପ୍ରେମ ହେଇଥିଲା , ମଜାର କଥା ଏହା କି ଏହି ସିରିଆଲ୍ ରେ କାଞ୍ଚି ସିଂ ଓ ରୋହନ୍ ମେହେରା ଭାଇ ଭଉଣୀର ଭୁମିକା ନିଭାଉଥିଲେ, ଯାହାର କାରଣରୁ ଏହା ଅସହଜ ହୋଇଗଲେ , ଓ ଦୁହେଁ ଏହି ଶୋ ଛାଡିବାକୁ ବାଧ୍ୟ ହେଏଲ୍ , କାଞ୍ଚିଙ୍କ ବିଷୟରେ ଏହା କୁହାଯାଏ କି କାଞ୍ଚି ରୋହନଙ୍କୁ ଏତେ ଭଲ ପାଉଥିଲେ କି ସେ ତାଙ୍କ ପାଇଁ ଶୋ ବି ଛାଡିଦେଇଥିଲେ, କାରଣ ସେ ସବୁବେଳେ ରୋହନଙ୍କ ସହ କଟାଇବାକୁ ଚାହୁଁଥିଲେ ।
୨୦୧୭ ମସିହାରେ କାଞ୍ଚି ସିଂ ବେଷ୍ଟ ୟୁଥ୍ ଆଇକନ୍ ମହିଳାଙ୍କ ପାଇଁ ଇଣ୍ଟରନ୍ୟାଶାନାଲ୍ ଆଇକୋନିକ୍ ଆୱାର୍ଡ ଦ୍ୱାରା ସମ୍ମାନିତ ହୋଇଥିଲେ, ଯାହାର ଖୁସି ଆହୁରି ଦୁଇଗୁଣା ହୋଇଗଲା , କାଞ୍ଚି ସିଂ ନିଜ କ୍ୟାରିୟରରେ ସେମିତି ଏତେ ନାଁ କମାଇନାହାନ୍ତି , କିନ୍ତୁ ଯୁବାଙ୍କ ମଧ୍ୟରେ ସେ ବହୁତ ଭଲ ଅଟନ୍ତି , ମିଡିଆ ରିପୋର୍ଟସ୍ କଥା ମାନିଲେ କାଞ୍ଚି ସିଂ ଜଲଦି ହିଁ କେଉଁ ବଡ ସିରିଆଲ୍ ରେ କିମ୍ବା ଛୋଟ ପର୍ଦାରେ ଫେରି ଆସିବେ ।