December 22, 2024

Odia Express

Here, There and Everywhere

ଥଣ୍ତା ଦିନରେ ମୁଳା ଖାଈଲେ ହୋଇଥାଏ ଗଜବର ଫାଇଦା , ଜାଣିଲେ ଆଜିଠୁ ଖାଇବା ଆରମ୍ଭ କରିଦେବେ – ଏବେ ଜାଣି ରଖନ୍ତୁ..

ବନ୍ଧୁଗଣ, ଥଣ୍ତା ଦିନ ଆରମ୍ଭ ହୋଇସାରିଛି , ଏହି ମୌସୁମ୍ ରେ ଅଧିକା ମୁଳା ଓ ଗାଜର ସେବନ କରାଯାଇଥାଏ  ଲୋକେ ସବୁଦିନ ମୁଳାର ପରଟା କରନ୍ତି , କିଛି ଲୋକ ସାଲାଡ୍ ରୁପରେ ମୁଳାକୁ ଖାଇବାକୁ ପସନ୍ଦ କରନ୍ତି , କିନ୍ତୁ ବହୁତ ସାରା ଲୋକ ଏମିତି ମୁଳାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ , କିନ୍ତୁ କହିଦେବୁ କି ଥଣ୍ତାଦିନରେ ଯଦି ଆପଣ ମୁଳା ଖାଉଚନ୍ତି ତେବେ ଆପଣଙ୍କୁ ବହୁତ ଫାଇଦା ହେବ , ମୁଳାର ସେବନ ସବୁଦିନ କରିଲେ ରୋଗରୁ ମୁକ୍ତି ପାଇବେ , ମୁଳାରେ ପାଇଲ୍ସ ବ୍ଲଡ୍ ପ୍ରେସର୍ , ଡାଇବେଟିଜ୍ , କଫ, କିଡନୀ ପାଇଁ ବହୁତ ଫାଇଦାଦାୟକ ହୋଇଥାଏ , ଯେଉଁ ଲୋକ ପାଇଲ୍ସରେ ଶିକାର ହୋଇଛନ୍ତି , ମୁଳା ଖାଇବାର ଅଛି , ସେମିତି ମୁଳାର ରସକୁ ସେବନ କରିପାରିବେ , ଏହାକୁ ପିଇବା ପୂର୍ବରୁ ଥରେ ଡାକ୍ତରଙ୍କୁ ପରାମର୍ଶ ନେବା ଜରୁରୀ ।

ଥଣ୍ତା ଦିନରେ ଅଧିକାଂଶ ଲୋକଙ୍କୁ ଥଣ୍ତା ଜ୍ୱର , ଆଦି ହେଉଥାଏ , କିନ୍ତୁ ମୁଳାର ସେବନ କରିଲେ ଆପଣଙ୍କୁ ଥଣ୍ତା ହେବାର ଆଶଙ୍କା ବହୁତ କମ୍ ହୋଇଥାଏ , ଏହା ଛଡା ଶରୀରରେ ଆଣ୍ଟି ବ୍ୟାକ୍ଟେରିୟାଲ୍ ଗୁଣ ମିଳିଥାଏ , ଯାହା ରୋଗ ହେବାର ସମ୍ଭାବନାକୁ କମ୍ କରିଦିଏ , ମୁଳା ଖାଈଲେ ରୋଗ ହୁଏ ନାହିଁ , ମୁଳାକୁ ଖାଇବା ସମୟରେ ଗୋଟେ କଥା ଧ୍ୟାନ ରଖିବେ କି ମୁଳାର ସେବନ କିପରି କରିବେ , ମୁଳାକୁ ସକାଳୁ ଓ ସଂନ୍ଧ୍ୟାରେ ଖାଇପାରିବେ , ତେବେ ଆପଣଙ୍କର୍ ଫାଇଦା ହେବ , ରାତିରେ ମୁଳା ଖାଇଲେ କିଛି ଫାଇଦା ହୁଏ ନାହିଁ ।

ମୁଳା ଖାଈଲେ ବ୍ଲଡ୍ ପ୍ରେସର୍ ନିୟନ୍ତ୍ରଣ ରହିଥାଏ , କାରଣ ମୁଳାରେ ଭରପୁର୍ ପରିମାଣରେ ପୋଟାସିୟମ୍ ହୋଇଥାଏ , ଯାହା ଖାସ୍ ପ୍ରକାରର ହାଇପର୍ ଟେସିଭ୍ ହୋଇଥାଏ , ଯାହାକି ବ୍ଲଡ୍ ପ୍ରେସର୍ କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ , ଯେଉଁ ଲୋକଙ୍କର ଆଖିର ରଶ୍ମୀ ଦୂର୍ବଳ ହୋଇସାରିଛି,  ସେମାନେ ମୁଳାର ସେବନ କରିବା ଉଚିତ୍ , ଏହା ଦ୍ୱାରା ଆଖିକୁ ଭଲ ଭାବେ ଦିଶିବ , ବହୁତ ଲୋକ ପେଟରେ ହେଉଥିବା ଗ୍ୟାସ୍ ସକାଶେ ଚିନ୍ତାରେ ଅଛନ୍ତି , କିଛି ଲୋକଙ୍କର କହିବା କଥା କି ଯଦି ମୁଳାର ସେବନ କରୁଛନ୍ତି , ତେବେ ପେଟରେ ଗ୍ୟାସ୍ ଆହୁରି ବଢିଯିବ , ଏମିତି କିଛି ହୋଇନଥାଏ , ମୁଳା ଖାଇଲେ ଆପଣଙ୍କ ପେଟରେ ଗ୍ୟାସ୍ କମ୍ ହୋଇଥାଏ ।

ମୁଳାରେ ମିଳୁଥିବା ଫାଇବର୍ କବଜ୍ ରୋଗୀଙ୍କର ପାଈଁ ଏକ ଔଷଧୀ ରୁ କମ୍ ନୁହେଁ , ଯଦି ଆପଣ ମୁଳାକୁ ଖାଇବା ସହ ଖାଅନ୍ତି , ତେବେ ଆପଣଙ୍କ ଅନ୍ତକୁ ଏହା ସଫା କରିଥାଏ , ଓ ପାଚନକ୍ରିୟା ସୁଦୃଢ କରାଏ , ଥଣ୍ତାଦିନରେ ମୁଳା ଖାଈଲେ ଥଣ୍ତା ଜ୍ୱର କାଶ ଆଦି ଭଲ ହୋଇଯାଏ , ଏଥିପାଇଁ ଡାକ୍ତର ଥଣ୍ତାଦିନରେ ଅଧିକାରୁ ଅଧିକା ମୁଳା ଖାଇବାକୁ କହନ୍ତି , ଯେଉଁ ପରି ପାଚନ ଏକ ଭଲ ସ୍ରୋତ ବୋଲି ଜଣାଯାଏ , ସେହି ପରି ପ୍ରାକୃତିକ କଲିଞ୍ଜର ବି କାମ କରିଥାଏ , ଏଥିରେ ଡାୟୁରେଟିକ୍ ଗୁଣ ହୋଇଥାଏ , ଯାହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରିବାରେ ଲାଭକାରୀ ହୋଇଥାଏ ।

Leave a Reply

Your email address will not be published. Required fields are marked *