November 20, 2024

Odia Express

Here, There and Everywhere

ରାନୁ ମଣ୍ତଳଙ୍କ ଅପମାନିତ କରିବା ଉପରେ ଏଭଳି କଥା କହିଲେ ଭୁବନ୍ ବାମ୍ – କହିଲେ ବାକି ସମସ୍ତଙ୍କୁ ସେ..

1 min read

ରାନୁ ମଣ୍ତଳ ଏବେ ସୋସିଆଲ୍ ମିଡିଆର ସେନସେସନ୍ କ୍ୱିନ୍ ହୋଇଛନ୍ତି । ସବୁ ଦିନ ତାଙ୍କ ସହ ଯୋଡି ହୋଇଥିବା କିଛି ଖବର ଆମ ଜନସାଧାରଣଙ୍କୁ ମିଳିଥାଏ । ପ୍ରଥମେ ତାଙ୍କର ଏକ ଗୀତ ଭାଇରାଲ୍ ହୋଇଥିଲା । ଯାହା ଇଣ୍ଟରନେଟ୍ ରେ ଭାଇରାଲ୍ ହୋଇଯାଇଥିଲା । ତାପରେ ତାଙ୍କର ଗୀତକୁ ରେକଡିଙ୍ଗ୍ ହୋଇଥିଲା ଯାହାକି ବହୁତ ଟ୍ରେଣ୍ତ ହୋଇଥିଲା , କିନ୍ତୁ ଏହି ସବୁ ହେବା ସତ୍ତ୍ୱେ ବି ରାନୁ ଟ୍ରୋଲିଙ୍ଗ୍ ର ଶିକାର ହୋଇଛନ୍ତି । ଟ୍ରୋଲିଙ୍ଗ୍ କଣ ପାଇଁ ହେଲେ ଏହି ବିଷୟରେ ଆମେ ଆଜି ସେହି ବିଷୟରେ ଆଲୋଚନା କରିବୁ , ଏବେ ରାନୁ ମଣ୍ତଳଙ୍କ ସପୋର୍ଟରେ ୟୁଟ୍ୟୁବ୍ ଷ୍ଟାର୍ ଭୁବନ୍ ବାମ୍ ବାହାରିଛନ୍ତି ।

ପୁଣି ଆଉଥରେ ରାନୁଙ୍କ ଏକ ଭିଡିଓ ଆସିଲା , ଯେଉଁଥିରେ କିଛି ରିପୋର୍ଟ୍ସ ପ୍ରଶ୍ନ କରୁଛନ୍ତି , କିନ୍ତୁ ସେ କିଛି ଖାଇକରି ରିପୋର୍ଟର୍ ଙ୍କୁ ଅଣଦେଖା କରୁଛନ୍ତି , ତାପରେ ଆସିଲା ମେକ୍ ଅପ୍ ଫଟୋଗୁଡୀକ , ଏହାପରେ ଲୋକେ ତାଙ୍କ ପଛରେ ପଡିଯାଇଛନ୍ତି , ସୋସିଆଲ୍ ମିଡିଆର ବାଁ ଡାହାଣ ସେଣ୍ଟରରୁ ତାଙ୍କୁ ଟ୍ରୋଲ୍ ର ଶିକାର ହେବାକୁ ପଡିଥିଲା । ଆପଣ ତାଙ୍କ ପାଇଁ ହୋଇଥିବା ମେମେ ଗୁଡିକ ଦେଖିପାରିବେ ।ସେମିତିରେ ଭୁବନ୍ ବାମ୍ ରାନୁ ମଣ୍ତଳଙ୍କ ପାଇଁ ହକ୍ ପାଇଁ କହିଥିଲେ,  ସେ ନିଜର ଇନଷ୍ଟାଗ୍ରାମରେ ଏକ ଭିଡିଓ ପକାଇଥିଲେ , ଯେଉଁଥିରେ ସେ ରାନୁ ମଣ୍ତଳଙ୍କୁ ଟ୍ରୋଲ୍ କରୁଥିବା ଲୋକଙ୍କୁ ଟାର୍ଗେଟ୍ କଲେ , ଏହି ଭିଡିଓରେ ରୋନକ ପରମାର ନାମରେ ଏକ ଟ୍ୱିଟର୍ ୟୁଜର୍ ସେୟାର୍ କରିଥିଲେ , ଆପଣ ସେହି ଭିଡିଓ ତଳେ ଦେଖିପାରିବେ ।

ଏହି ଭିଡିଓରେ ଭୁବନ୍ କହିଛନ୍ତି କି ରାନୁ ଏକ ବ୍ୟାକ୍ ଗ୍ରାଉଣ୍ତରୁ ଆସିଛନ୍ତି । ଯେଉଁଠି ତାଙ୍କୁ ପ୍ରପର୍ ଟ୍ରେନିଙ୍ଗ୍ ମିଳିନାହିଁ , ସେ ରାତାରାତି ଷ୍ଟାର୍ ହୋଇଛନ୍ତି , ତାଙ୍କୁ ଫ୍ୟାନ୍ସ କିପରି ମିଳିବାର ଅଛି ଓ କିପରି କଥା କହିବାର ଅଛି , ତାହା ପାଇଁ ଗ୍ରୁମ୍ ହୋଇନାହାନ୍ତି , ଯେପରି ଷ୍ଟାର୍ସଙ୍କୁ ସିଖାଯାଇଥାଏ , ତାଙ୍କୁ ଜଣାନାହିଁ କି ପ୍ରଶଂସା ମିଳିଲେ କିପରି ରିଆକ୍ଟ କରିବାର ଅଛି , ସେ ଆମ ପରି ପାଠପଢି ନାହାନ୍ତି , ସେ ଆଗକୁ କହିଲେ କି ବହୁତ ଲୋକ ସୋସିଆଲ୍ ମିଡିଆରେ ତାର ମେମେ ବନାଇବା ଆରମ୍ଭ କରିସାରିଛନ୍ତି , ଓ କିଛି ଲୋକ ତାଙ୍କ ଫଟୋରେ ମାକ୍ସ ଲଗାଇ ତାଙ୍କୁ ପର୍ଣ୍ଣ ଷ୍ଟାର୍ ଚେହେରା ଲଗାଇଦେଇଛନ୍ତି , ସେମିତି ଏହାପରେ ବି ରାନୁଙ୍କୁ ଟ୍ରୋଲ୍ କରାଯାଉଛି , ସେ ଆଶା କରୁଛନ୍ତି କି ଏହି ଭିଡୀଓ ପରେ ଲୋକେ ଏତିକି ବୁଦ୍ଧି ଶିଖିବେ କି ସୋସିଆଲ୍ ମିଡିଆରେ କିଛି ଭଲ ମେମେ ବନାଇବେ ଲଜିକ୍ ଓ କିଛି ଶିଷ୍ଟାଚାରର ବ୍ୟବହାର କରିବେ ।

Leave a Reply

Your email address will not be published. Required fields are marked *